ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସରେ ସଚେତନତା ରାଲି

ଅନୁଗୁଳ : ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ-୨୦୨୩ ନିମନ୍ତେ ଏକ ସଚେତନତା ରାଲି ଆୟୋଜିତ ହୋଇଛି। ଏହି ସଚେତନତା ରାଲି ଜିଲ୍ଲା କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା। ଅତିରିକ୍ତ…

Continue Readingଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସରେ ସଚେତନତା ରାଲି

ଓଡ଼ିଶାରେ ମଜଭୁତ ହେଉଛି ବିଜେପି! କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ବିଜେଡି ଓ କଂଗ୍ରେସର ଶତାଧିକ ନେତା

ଖମାର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଆଜି ପାଳଲହଡା ନିର୍ବାଚନମଣ୍ଡଳୀ ଖମାର ଠାରେ ଗରିବ କଲ୍ୟାଣ ସମାବେଶ କରିଥିଲେ। ଭୀଷଣ ବର୍ଷା ସତ୍ତ୍ୱେ ଆଠ ହଜାରରୁ ଅଧିକ…

Continue Readingଓଡ଼ିଶାରେ ମଜଭୁତ ହେଉଛି ବିଜେପି! କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ବିଜେଡି ଓ କଂଗ୍ରେସର ଶତାଧିକ ନେତା

ହାତୀ ଘର ଭାଙ୍ଗିଲା

ଅନୁଗୁଳ: ରବିବାର ସନ୍ଧ୍ୟା ପ୍ରାୟ ସାଢେ଼ ସାତଟା ସମୟରେ ପୁରୁଣାକୋଟ ଥାନା ବଲଙ୍ଗ ପଞ୍ଚାୟତ ଅନ୍ତର୍ଗତ ହିଡସିଙ୍ଗ ଗାଁରେ ଗୋଟିଏ ହାତୀ ଆତଙ୍କ ସୃଷ୍ଟି କରିଥିଲା।ହାତୀଟି ଗାଁର ଶୁକଦେବ ପ୍ରଧାନଙ୍କ ତିନି ବଖରା ଚାଳ ଛପର ଘର ଭାଙ୍ଗି ଦେଇଥିଲା।ପରିବାର ଲୋକେ…

Continue Readingହାତୀ ଘର ଭାଙ୍ଗିଲା

ଛେଣ୍ଡିପଦାରେ ‘ଗରିବ କଲ୍ୟାଣ ସମାବେଶ’ରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ, କହିଲେ- କେନ୍ଦ୍ର ପଠାଉଥିବା ଥିବା ବାଟମାରଣା ହେଉଛି

ଛେଣ୍ଡିପଦା/ଅନୁଗୁଳ: ସୋମବାର ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ଉନ୍ନୟନ ଯୋଜନାରେ ଦିଲ୍ଲୀରୁ ଓଡ଼ିଶାକୁ କୋଟି କୋଟି…

Continue Readingଛେଣ୍ଡିପଦାରେ ‘ଗରିବ କଲ୍ୟାଣ ସମାବେଶ’ରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ, କହିଲେ- କେନ୍ଦ୍ର ପଠାଉଥିବା ଥିବା ବାଟମାରଣା ହେଉଛି

ହାତ ଓ ପଦ୍ମ ଛାଡ଼ି ଫୁଙ୍କିଲେ ଶଙ୍ଖ ! ଅନୁଗୁଳ ବିଜୁ ଜନତା ଦଳରେ ଯୋଗ ଦେଲେ ଶତାଧିକ କର୍ମୀ

ଅନୁଗୁଳ : ଅନୁଗୁଳ ସଦର ମହକୁମା ସ୍ଥିତ ପୌରପାଳିକା ଟାଉନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବୈଠକରେ ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ଶତାଧିକ ଯୁବକ ଓ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ…

Continue Readingହାତ ଓ ପଦ୍ମ ଛାଡ଼ି ଫୁଙ୍କିଲେ ଶଙ୍ଖ ! ଅନୁଗୁଳ ବିଜୁ ଜନତା ଦଳରେ ଯୋଗ ଦେଲେ ଶତାଧିକ କର୍ମୀ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ୩୩ଟି ଅଭିଯୋଗରୁ ୧୧ର ହେଲା ଫଇସଲା

ଅନୁଗୁଳ : ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।ଦାଖଲ ହୋଇଥିବା ସମୁଦାୟ ୩୩ଟି ଅଭିଯୋଗରୁ ୨୯ଟି ବ୍ୟକ୍ତିଗତ ଓ ୦୪ଟି ଗ୍ରାମ୍ୟ ଭିତ୍ତିକ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ୩୩ଟି ଅଭିଯୋଗରୁ ୧୧ର ହେଲା ଫଇସଲା

ପୋଲ ଭଲ୍ଟରେ ଅନୁଗୁଳର ଦୁର୍ଗା ଶଙ୍କରଙ୍କୁ ସ୍ୱର୍ଣିମ ସଫଳତା

ଅନୁଗୁଳ: କିଟ୍ ବିଶ୍ବବିଦ୍ୟାଳୟ ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳର ଖେଳାଳୀ ଦୁର୍ଗା ଶଙ୍କର କିସକୁଙ୍କୁ ପୋଲ ଭଲ୍ଟରେ ସ୍ଵର୍ଣ୍ଣ ପଦକ ମିଳିଛି। ଶନିବାର ଆୟୋଜିତ ଏହି ପ୍ରତିଯୋଗିତାରେ କିସକୁ ୩.୭୦ ମିଟର ଉଚ୍ଚତାକୁ ଅତିକ୍ରମ କରି ଏକ…

Continue Readingପୋଲ ଭଲ୍ଟରେ ଅନୁଗୁଳର ଦୁର୍ଗା ଶଙ୍କରଙ୍କୁ ସ୍ୱର୍ଣିମ ସଫଳତା

ଇଣ୍ଡିଆନ ମେଡିକାଲ ଆସୋସିସନ ତରଫରୁ ଆଓ ଗାଓଁ ଚଲେଁ ଅଭିଯାନ ଆରମ୍ଭ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବସଲା ପଞ୍ଚାୟତରେ ଇଣ୍ଡିଆନ ମେଡିକାଲ ଆସୋସିସନ ତରଫରୁ ଆଓ ଗାଓଁ ଚଲେଁ ଅଭିଯାନ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଇଣ୍ଡିଆନ ମେଡିକାଲ ଆସୋସିସନ ଅନୁଗୁଳ ବ୍ରାଞ୍ଚର ସଭାପତି ଡାକ୍ତର ତରୁଣ କୁମାର ସାହୁ, ବରିଷ୍ଠ ଭେଷଜ ଡାକ୍ତର…

Continue Readingଇଣ୍ଡିଆନ ମେଡିକାଲ ଆସୋସିସନ ତରଫରୁ ଆଓ ଗାଓଁ ଚଲେଁ ଅଭିଯାନ ଆରମ୍ଭ

ଅବିଶ୍ରାନ୍ତ ବର୍ଷାରେ ବସ୍ତି ଅଞ୍ଚଳ ଜଳମଗ୍ନ

ଅନୁଗୁଳ: ଗତ କାଲି ରାତିଠାରୁ ଆଜି ଦିନ ସାରା ଲଗାଣ ବର୍ଷା ଯୋଗୁଁ ତାପମାତ୍ରା ଢେର୍ କମିଛି ସତ କିନ୍ତୁ ଅନୁଗୁଳ ଟାଉନର ଅନେକ ତଳିଆ ବସ୍ତିରେ ପାଣି ପଶି ଯାଇଛି ବିଶେଷକରି ଭାରତ ନଗର, ବ୍ରାହ୍ମଣୀଦେଇପଡ଼ା, ବଣିଆବାହାଳ ଓ ଅନ୍ୟ…

Continue Readingଅବିଶ୍ରାନ୍ତ ବର୍ଷାରେ ବସ୍ତି ଅଞ୍ଚଳ ଜଳମଗ୍ନ

ସ୍ୱାତୀ ପକ୍ଷରୁ ମହିଳା ଆଇନ ସାକ୍ଷରତା କାର୍ଯ୍ୟକ୍ରମ: ବିଭିନ୍ନ ଆଇନ ବିଷୟରେ ସଚେତନ ହେଲେ ମହିଳା

ଅନୁଗୁଳ: ଅନୁଗୁଳ ସହର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ "ସ୍ଵାତୀ" ଅନୁଷ୍ଠାନ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାକୁ ସହକାରୀ କଲେକ୍ଟର ସୁକାନ୍ତ କୁମାର ସାହୁ ଓ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ…

Continue Readingସ୍ୱାତୀ ପକ୍ଷରୁ ମହିଳା ଆଇନ ସାକ୍ଷରତା କାର୍ଯ୍ୟକ୍ରମ: ବିଭିନ୍ନ ଆଇନ ବିଷୟରେ ସଚେତନ ହେଲେ ମହିଳା