ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ: ଖାଦ୍ୟ ସୁରକ୍ଷାର କଲେ ତଦାରଖ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଖାଦ୍ୟ ସୁରକ୍ଷା ସମ୍ପର୍କିତ ତଦାରଖ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ…

Continue Readingରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ: ଖାଦ୍ୟ ସୁରକ୍ଷାର କଲେ ତଦାରଖ

ଅନୁଗୁଳ ପୋଲିସକୁ ବଡ଼ ସଫଳତା: ଜମନତାରାରୁ ସାଇବର ଠକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସକୁ ବଡ଼ ସଫଳତା। ସାଇବର ଠକେଇରେ ସମ୍ପୃକ୍ତ ଜଣେ ସାଇବର ଠକକୁ ଜମନତାରାରୁ ଗିରଫ କରିବା ସହ ଟଙ୍କା ଜବତ କରିବାରେ ସଫଳ ହୋଇଛି। ଅନୁଗୁଳ ଜିଲ୍ଲା ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ…

Continue Readingଅନୁଗୁଳ ପୋଲିସକୁ ବଡ଼ ସଫଳତା: ଜମନତାରାରୁ ସାଇବର ଠକ ଗିରଫ

ବଦଳିଲେ ପୋଲିସ ଅଧିକାରୀ: ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ବଡ଼ ଧରଣର ଅଦଳବଦଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ନୂଆ ଏସପି ଭାବେ ସୁଧାଂଶୁ ମିଶ୍ର ଜିଲ୍ଲାରେ ଯୋଗଦାନ କରିବା ପରେ ଏହା ପ୍ରଥମ ଅଦଳବଦଳ। କଲିୟେରୀ ଆଇଆଇସି ରାଜେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କୁ…

Continue Readingବଦଳିଲେ ପୋଲିସ ଅଧିକାରୀ: ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ବଡ଼ ଧରଣର ଅଦଳବଦଳ

ତାଳଚେର ବ୍ଲକରେ ନୂତନ ମିଶନ ଶକ୍ତି ଗୃହ ଉଦଘାଟିତ, ଯୋଗଦେଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

ଅନୁଗୁଳ: ଆଜି ତାଳଚେର ବ୍ଲକରେ ନୂତନ ମିଶନ ଶକ୍ତି ଗୃହର ଉଦଘାଟନ ହୋଇଛି। ଏ ଅବସରରେ ଆୟୋଜିତ ମହିଳା ସମାବେଶରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ…

Continue Readingତାଳଚେର ବ୍ଲକରେ ନୂତନ ମିଶନ ଶକ୍ତି ଗୃହ ଉଦଘାଟିତ, ଯୋଗଦେଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

ତାଳଚେର ଟ୍ରକ ମାଲିକ ସଂଘର ଶପଥ ଗ୍ରହଣ ଉତ୍ସବ, ଶପଥ ନେଲେ ୮ କର୍ମକର୍ତ୍ତା

ତାଳଚେର: ତାଳଚେର ଟ୍ରକ ମାଲିକ ସଂଘର ଶପଥ ଗ୍ରହଣ ଉତ୍ସବ ଆଜି ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଗତ ମେ' ୨୦ ତାରିଖରେ ଟ୍ରକ ମାଲିକ ସଂଘର ନିର୍ବାଚନ ହୋଇ ୨୧ ତାରିଖରେ ଫଳାଫଳ ଘୋଷଣା…

Continue Readingତାଳଚେର ଟ୍ରକ ମାଲିକ ସଂଘର ଶପଥ ଗ୍ରହଣ ଉତ୍ସବ, ଶପଥ ନେଲେ ୮ କର୍ମକର୍ତ୍ତା

ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ ଗୃହରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଅନୁଗୁଳ: ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ ଗୃହରେ ନିଆଁ ଲାଗି ଡାକ୍ତରୀ ଉପକରଣ ସହିତ ସମସ୍ତ ଆସବାବ ପତ୍ର ପୋଡିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।…

Continue Readingଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ ଗୃହରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଆରଡି କଲୋନୀ ଡ୍ରେନରୁ ଅଜଣା ବ୍ୟକ୍ତିଙ୍କର ମୃତ ଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଥାନା ଅନ୍ତର୍ଗତ ଆରଡି କଲୋନୀ ଡ୍ରେନ୍ରୁ ଅଜଣା ବ୍ୟକ୍ତିଙ୍କର ମୃତ ଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ, ଆଜି ସକାଳେ ଆରଡି କଲୋନୀର ଏକ ଡ୍ରେନରେ ଜଣେ ବ୍ୟକ୍ତି ମୁହଁ ମାଡି ପଡିଥିବା କଲୋନୀ ବାସୀ ଦେଖିଥିଲେ।…

Continue Readingଆରଡି କଲୋନୀ ଡ୍ରେନରୁ ଅଜଣା ବ୍ୟକ୍ତିଙ୍କର ମୃତ ଦେହ ଉଦ୍ଧାର

କ୍ଷୁଦ୍ର ଦାନାଶସ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ: ମାଣ୍ଡିଆ ଚାଷ କରିବାକୁ ପରାମର୍ଶ

ବଅଁରପାଳ: ତାଳଚେରର ସାମାଜିକ ସଂଗଠନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଜାମୁନାଳି ପଞ୍ଚାୟତ ଜାମୁନାଳି କୋଠଘର ଠାରେ ଚାଷୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ କ୍ଷୁଦ୍ରଦାନା ଶସ୍ୟ (ମାଣ୍ଡିଆ) ସମ୍ପର୍କିତ…

Continue Readingକ୍ଷୁଦ୍ର ଦାନାଶସ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ: ମାଣ୍ଡିଆ ଚାଷ କରିବାକୁ ପରାମର୍ଶ

ନୃତ୍ୟ ନିଳୟ ଛାତ୍ରୀଙ୍କୁ ଓଡିଶୀ ସ୍କଲାରସିପ

ଅନୁଗୁଳ: ୨୦୨୧-୨୨ ମସିହା ପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସିସିଆର୍ଟି ସ୍କଲାରସିପ ତାଲିକାରେ ଓଡ଼ିଶାର ୧୪ ଜଣ ଛାତ୍ର ଛାତ୍ରୀ ସ୍ଥାନ ପାଇଛନ୍ତି।ସେମାନଙ୍କ ମଧ୍ୟରେ ଅନୁଗୁଳ ନୃତ୍ୟନିଳୟ ର ଛାତ୍ରୀ ଲାବନ୍ୟା ପ୍ରସାଦ ଦାଶ୍ ଅନ୍ୟତମ। ଲାବନ୍ୟା…

Continue Readingନୃତ୍ୟ ନିଳୟ ଛାତ୍ରୀଙ୍କୁ ଓଡିଶୀ ସ୍କଲାରସିପ

‘ଡାହାଣୀ ଆଖ୍ୟାକୁ ନା’: ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ତଦନ୍ତ ଶାଖା ପକ୍ଷରୁ କର୍ମଶାଳା

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ମହିଳାଙ୍କ ଉପରେ ହେଉଥିବା ତଦନ୍ତ ଶାଖା (LUCAW) ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ…

Continue Reading‘ଡାହାଣୀ ଆଖ୍ୟାକୁ ନା’: ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ତଦନ୍ତ ଶାଖା ପକ୍ଷରୁ କର୍ମଶାଳା