ବଇଣ୍ଡା କଲେଜରେ ପ୍ରତିଷ୍ଠାତା ଧରଣୀଧର ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବଇଣ୍ଡା: ଆଜି କିଶୋରନଗର ବ୍ଲକ ବଇଣ୍ଡା ଜନତା ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଧରଣୀଧର ସାହୁଙ୍କ ମହାବିଦ୍ୟାଳୟ ପରିସରରେ ଧରଣୀଧରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଚିତ୍ରାନନ୍ଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ…

Continue Readingବଇଣ୍ଡା କଲେଜରେ ପ୍ରତିଷ୍ଠାତା ଧରଣୀଧର ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପିଏପି ପାର୍ଟନରସିପ୍ ଫାର୍ମ ମହାସଂଘ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା

ଅନୁଗୁଳ: ଏମସିଏଲ ତାଳଚେର ଦ୍ୱାରା ବାସଚ୍ୟୁତ ଓ ଜମି କ୍ଷତିଗ୍ରସ୍ତ ପିଏପି ପାର୍ଟନରସିପ୍ ଫାର୍ମ ମହାସଂଘ ତରଫରୁ ଠିକା କୋଇଲା ପରିବହନ ଭାଗିଦାରୀ ସଂସ୍ଥାରେ ଅନିୟମିତତା ଓ ଦୁର୍ନୀତିକୁ ପ୍ରମାଣ କରାଯାଇଛି। ଜିଲ୍ଲା ପ୍ରଶାସନ ଏହାକୁ ତର୍ଜମା କରି ଗତ ତା.୨୨.୦୨.୨୦୨୩ରିଖ…

Continue Readingପିଏପି ପାର୍ଟନରସିପ୍ ଫାର୍ମ ମହାସଂଘ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା

ଆମ୍ବେଦକର ଭବନ ଭାଙ୍ଗିବା ମାମଲା: ଜୁନ ୭ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଅନୁଗୁଳ: ଅନୁଗୁଳ ହାଇସ୍କୁଲ ପଡ଼ିଆ ନିକଟରେ ନିର୍ମାଣ କରାଯାଇଥିବା ଆମ୍ବେଦକର ଭବନକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ ଦିଆ ଯାଇଥିବାରୁ ଏହାର ପ୍ରତିବାଦରେ ଆମ୍ବେଦକର ଫାଉଣ୍ଡେସନ ତୀବ୍ର ନିନ୍ଦା କରିବା ସହ ଆସନ୍ତା ଜୁନ ୭ ତାରିଖରେ ଜିଲ୍ଲାପାଳଙ୍କ…

Continue Readingଆମ୍ବେଦକର ଭବନ ଭାଙ୍ଗିବା ମାମଲା: ଜୁନ ୭ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବାପା-ମା’ ଛେଉଣ୍ଡ ୭ ଜଣ ଅନାଥ ପିଲାଙ୍କୁ ମିଳିଲା ନୂଆ ଜୀବନ, ଥଇଥାନ କଲେ ଡିସିପିଓ

ଅନୁଗୁଳ: ବାପା-ମା' ଛେଉଣ୍ଡ ୭ ଜଣ ଅନାଥ ପିଲାଙ୍କୁ ମିଳିଲା ନୂଆ ଜୀବନ। ଏମାନଙ୍କୁ ଥଇଥାନ କରିଛନ୍ତି ଡିସିପିଓ ଗୌରୀ ଶଙ୍କର ବେହେରା। ସୂଚନା ମୁତାବକ, ପାଳଲହଡ଼ା ବ୍ଲକ କରଡ଼ାପାଳର ପୂର୍ବତନ ସରପଞ୍ଚ ରମାକାନ୍ତ ବେହେରା ଡିସିପିଓଙ୍କୁ ସାତ ଜଣ ଅନାଥ…

Continue Readingବାପା-ମା’ ଛେଉଣ୍ଡ ୭ ଜଣ ଅନାଥ ପିଲାଙ୍କୁ ମିଳିଲା ନୂଆ ଜୀବନ, ଥଇଥାନ କଲେ ଡିସିପିଓ

ଗୋରୁ ଗାଡିକୁ ଗୋଡ଼ାଇ ଧଇଲେ ବଜରଙ୍ଗ କର୍ମୀ

ଅନୁଗୁଳ: ଆଜି ଅନୁଗୁଳ ଅମଲାପଡ଼ା ନମ୍ର ପ୍ୟାଲେସ ନିକଟରେ ବଜରଙ୍ଗ ଦଳର କର୍ମୀ ମାନେ ଏକ ଗୋରୁ ବୋଝେଇ ଗାଡିକୁ ଧରିବା ସହ ଥାନାରେ ଜିମା ଦେଇଥିଲେ। ସକାଳେ ନିଶା ପଟୁ ଆସୁଥିବା ଏହି ଗାଡିଟି ଡିଆଇସି ଛକ ହମ୍ପ ଅତିକ୍ରମ…

Continue Readingଗୋରୁ ଗାଡିକୁ ଗୋଡ଼ାଇ ଧଇଲେ ବଜରଙ୍ଗ କର୍ମୀ

ଗଛକୁ ଭଲ ପାଉଥିବା ମଣିଷଟିଏ ‘ଶଶାଙ୍କ’, ବଗିଚାରେ ଲଗାଇଛନ୍ତି ହଜାରେରୁ ଅଧିକ ଦେଶୀ-ବିଦେଶୀ ଗଛ

ଛେଣ୍ଡିପଦା: ପେସା ସରକାରୀ ଚାକିରି କିନ୍ତୁ ମନଟା ପରା ପ୍ରକୃତି ପାଇଁ ବିକଳ। ସେଥିପାଇଁ ନିଶା ତାଙ୍କର ଗଛ ଲଗାଇବା, ସବୁଜିମା ସୃଷ୍ଟି କରିବା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଗ୍ରାମରେ ରୁହନ୍ତି ଏହି ପ୍ରକୃତି ପ୍ରେମୀ ଶଶାଙ୍କ ଶେଖର…

Continue Readingଗଛକୁ ଭଲ ପାଉଥିବା ମଣିଷଟିଏ ‘ଶଶାଙ୍କ’, ବଗିଚାରେ ଲଗାଇଛନ୍ତି ହଜାରେରୁ ଅଧିକ ଦେଶୀ-ବିଦେଶୀ ଗଛ

କାଳିଆ ଦର୍ଶନ ସାରି ଫେରୁଥିବା ବେଳେ ଧକ୍କା ହେଲା ଟ୍ରକ: ବାପା-ପୁଅ ମୃତ, ମା-ଝିଅ ଗୁରୁତର

ଅନୁଗୁଳ: କାଳିଆ ଦର୍ଶନ ହେଲା ଶେଷ ଦର୍ଶନ। ପୁରୀରେ ଜଗାକୁ ଦେଖି ଫେରୁଥିବା ବେଳେ ଦୁର୍ଘଟଣାରେ ଯାଇଛି ବାପ- ପୁଅଙ୍କ ଜୀବନ। ଆଜି ୫୫ ନମ୍ବର ରାଜପଥ ହଣ୍ଡପା ଥାନା ସର୍ଗିପାଲି ଠାରେ ଏକ କୋଇଲା ବୋଝେଇ ଟ୍ରକ କାରକୁ ଧକ୍କା…

Continue Readingକାଳିଆ ଦର୍ଶନ ସାରି ଫେରୁଥିବା ବେଳେ ଧକ୍କା ହେଲା ଟ୍ରକ: ବାପା-ପୁଅ ମୃତ, ମା-ଝିଅ ଗୁରୁତର

କାଳବୈଶାଖୀରେ ରେଳ ଧାରଣାରେ ଗଛ ପଡ଼ିବା ପରେ ମାଲିକଙ୍କ ଧାରଣା, ସମ୍ବଲପୁର-ତାଳଚେର ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ଅନୁଗୁଳ: ଆଜି କାଳବୈଶାଖୀ ପ୍ରଭାବରେ ଅନୁଗୁଳ ସହର ନିକଟସ୍ଥ କରବେରଣୀ ଗ୍ରାମ ଦେଇ ଯାଇଥିବା ସମ୍ବଲପୁର-ତାଳଚେର ଜାତୀୟ ରେଳପଥରେ ଏକ ଗଛ ଉପୁଡ଼ି ପଡ଼ିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ ଗଛ ପଡ଼ିବା ପରେ ସେଠାରେ ଏକ ବିଚିତ୍ର ପରିସ୍ଥିତି…

Continue Readingକାଳବୈଶାଖୀରେ ରେଳ ଧାରଣାରେ ଗଛ ପଡ଼ିବା ପରେ ମାଲିକଙ୍କ ଧାରଣା, ସମ୍ବଲପୁର-ତାଳଚେର ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ସ୍କୁଟରରେ କୋଇଲା ଚୋରାଚାଲାଣ ବେଳେ ଫେରାର ଥିବା ଯୁବକକୁ ଗିରଫ କଲା ଛେଣ୍ଡିପଦା ପୋଲିସ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ ଗତ ୨୬ ତାରିଖରେ ଚୋରା କୋଇଲା ଚାଲାଣ ବେଳେ ଫେରାର ଥିବା ଯୁବକକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ସମଲ ଥାନା ବିରୁ ଅଞ୍ଚଳର…

Continue Readingସ୍କୁଟରରେ କୋଇଲା ଚୋରାଚାଲାଣ ବେଳେ ଫେରାର ଥିବା ଯୁବକକୁ ଗିରଫ କଲା ଛେଣ୍ଡିପଦା ପୋଲିସ

ଛେଣ୍ଡିପଦାରେ ମିଳିତ ଜନ ଶୁଣାଣି ଶିବିର: ଦିବ୍ୟାଙ୍ଗଙ୍କୁ ଚିକିତ୍ସା ନିମନ୍ତେ ଯାତାୟାତ ଖର୍ଚ୍ଚ ପାଇଁ ୫ ହଜାର ଟଙ୍କା ପ୍ରଦାନ

ଅନୁଗୁଳ: ଆଜି ପୂର୍ବାହ୍ନରେ ଛେଣ୍ଡିପଦା ବ୍ଳକ୍ କାର୍ଯ୍ୟାଳୟରେ ମିଳିତ ଜନ ଶୁଣାଣି ଶିବିର ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମଧ୍ୟ ଯୋଗ ଦେଇଥିଲେ। ଦାଖଲ ହୋଇଥିବା ସମୁଦାୟ…

Continue Readingଛେଣ୍ଡିପଦାରେ ମିଳିତ ଜନ ଶୁଣାଣି ଶିବିର: ଦିବ୍ୟାଙ୍ଗଙ୍କୁ ଚିକିତ୍ସା ନିମନ୍ତେ ଯାତାୟାତ ଖର୍ଚ୍ଚ ପାଇଁ ୫ ହଜାର ଟଙ୍କା ପ୍ରଦାନ