ଗରମରେ ସନ୍ତୁଳି ହେଉଛନ୍ତି ଅନୁଗୁଳବାସୀ: ଅଘୋଷିତ ବିଦ୍ୟୁତ୍ କାଟ୍ ବନ୍ଦ ପାଇଁ ଦାବି ପତ୍ର ପ୍ରଦାନ

ଅନୁଗୁଳ: ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଅସହ୍ୟ ଗୁଳୁଗୁଳି ଓ ଗରମରେ ଲୋକେ ସନ୍ତୁଳି ହେଉଛନ୍ତି। ଏଭଳି ସ୍ଥିତିରେ ନିରବଚ୍ଛିନ୍ନ ଭାବେ ବିଦ୍ଯୁତ୍ ସେବା ଯୋଗାଇବା ପରିବର୍ତ୍ତେ ବିଭାଗ ଦୈନିକ ଘଣ୍ଟା ଘଣ୍ଟା…

Continue Readingଗରମରେ ସନ୍ତୁଳି ହେଉଛନ୍ତି ଅନୁଗୁଳବାସୀ: ଅଘୋଷିତ ବିଦ୍ୟୁତ୍ କାଟ୍ ବନ୍ଦ ପାଇଁ ଦାବି ପତ୍ର ପ୍ରଦାନ

ଗାଡ଼ରଖାଇରେ ଆଲୁମିନିୟମ ପାର୍କ ଜମି ଅଧିଗ୍ରହଣ ନେଇ ଜନ ଶୁଣାଣି ଶିବିର

ବଅଁରପାଳ: ଆଲୁମିନିୟମ ପାର୍କ ପ୍ରକଳ୍ପ ସମ୍ପ୍ରସାରଣ ଓ ଜମି ଅଧିଗ୍ରହଣ ନିମନ୍ତେ ତୁଳସୀପାଳ, ଲଙ୍ଗୁଳିଆବେଡ଼ା ଓ ଗାଡ଼ରଖାଇ ମୌଜାରେ ପ୍ରଶାସନ ପକ୍ଷରୁ ତିନୋଟି ପର୍ଯ୍ୟାୟ ୨୪, ୨୫ ଓ ୨୬ ତାରିଖରେ ହେବାକୁ ଥିବା ଜନ ଶୁଣାଣିର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ…

Continue Readingଗାଡ଼ରଖାଇରେ ଆଲୁମିନିୟମ ପାର୍କ ଜମି ଅଧିଗ୍ରହଣ ନେଇ ଜନ ଶୁଣାଣି ଶିବିର

ରାଣୀଗୋଡ଼ାରେ ଶୀତଳ ଷଷ୍ଠୀ ପାଳିତ: ମହାଦେବଙ୍କୁ ବିବାହ କଲେ ଆଦି ମାତା

ଅନୁଗୁଳ: ବୁଧବାର ସହର ଉପକଣ୍ଠ ରାଣୀଗୋଡ଼ା ଗ୍ରାମର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ସହିତ ଆଦିମାତା ପାର୍ବତୀଙ୍କର ଶୁଭ ପରିଣୟର ଉନବିଂଶ ବାର୍ଷିକ ଉତ୍ସବ ଓ ଶୀତଳଷଷ୍ଠୀ ଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇଛି। ଉତ୍ସବରେ ସମସ୍ତ ରୀତିନୀତି ଅନୁସାରେ ବିଧି…

Continue Readingରାଣୀଗୋଡ଼ାରେ ଶୀତଳ ଷଷ୍ଠୀ ପାଳିତ: ମହାଦେବଙ୍କୁ ବିବାହ କଲେ ଆଦି ମାତା

ପୌରପାଳିକା ପକ୍ଷରୁ ଲାଇନ ଅଟୋର ଶୁଭାରମ୍ଭ

ଅନୁଗୁଳ: ଆଜିଠାରୁ ଅନୁଗୁଲ ପୌର ପାଳିକା ପକ୍ଷରୁ ପରୀକ୍ଷା ମୂଳକ ଭାବେ ଲାଇନ ଅଟୋର ଶୁଭାରମ୍ଭ କରାଯାଇଛି। ମହିଳା ଏବଂ କିନ୍ନର ମାନଙ୍କ ଦ୍ୱାରା ପ୍ରାରମ୍ଭିକ ଭାବେ ପାଞ୍ଚ ଗୋଟି ଲାଇନ ଅଟୋ ଆଜି ଚାଲିଥିଲା। ଏହି ଅଟୋ ଗୁଡିକ ପୁରୁଣା…

Continue Readingପୌରପାଳିକା ପକ୍ଷରୁ ଲାଇନ ଅଟୋର ଶୁଭାରମ୍ଭ

ଅନୁଗୁଳ, ବଅଁରପାଳ ଓ ଛେଣ୍ଡିପଦା ବ୍ଲକ ପରିଦର୍ଶନ କରି କାର୍ଯ୍ୟକ୍ଷମ ଥିବା ବସୁଧା ଯୋଜନାର ସମୀକ୍ଷା କଲେ ଉପଦେଷ୍ଟା

ଅନୁଗୁଳ: ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ ଆଜି ଅନୁଗୁଳ ସର୍କିଟ ହାଉସରେ ଅନୁଗୁଳ, ବଅଁରପାଳ ଓ ଛେଣ୍ଡିପଦା ବ୍ଲକରେ ପାନୀୟ ଜଳ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ, ବସୁଧା ଯୋଜନାର କାର୍ଯ୍ୟକାରିତା ଓ ମେଗା ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା ବୈଠକ କରିଛନ୍ତି।…

Continue Readingଅନୁଗୁଳ, ବଅଁରପାଳ ଓ ଛେଣ୍ଡିପଦା ବ୍ଲକ ପରିଦର୍ଶନ କରି କାର୍ଯ୍ୟକ୍ଷମ ଥିବା ବସୁଧା ଯୋଜନାର ସମୀକ୍ଷା କଲେ ଉପଦେଷ୍ଟା

ସରିଲା ୧୫ତମ ତାଇକୋଣ୍ଡୋ କଲର ବେଲ୍ଟ ପରୀକ୍ଷା, ଯୋଗ ଦେଲେ ୪୭ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସା ରେ ଗା ମା ପା ଭବନ ଠାରେ ତାଇକୋଣ୍ଡୋ ସଂଘର ସଂପାଦକ ତଥା ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ନାଥଙ୍କ ତତ୍ତ୍ୱାବଧାନରେ ୧୫ ତମ ତାଇକୋଣ୍ଡୋ କଲର ବେଲ୍ଟ ପରୀକ୍ଷା ଶେଷ ହୋଇଛି। ଶିବିରରେ ଅନୁଗୁଳ…

Continue Readingସରିଲା ୧୫ତମ ତାଇକୋଣ୍ଡୋ କଲର ବେଲ୍ଟ ପରୀକ୍ଷା, ଯୋଗ ଦେଲେ ୪୭ ଛାତ୍ରଛାତ୍ରୀ

ବିଜେପି ଅନୁଗୁଳ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି: ଘରେ ଘରେ ପହଞ୍ଚିବ ବିଜେପି, ମେ’ ୩୦ ରୁ ଜୁନ ୩୦ ଯାଏଁ ମହା ଜନସମ୍ପର୍କ ଅଭିଯାନ

ଅନଗୁଳ: ବିଜେପିର ଅନୁଗୁଳ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏ ଅବସରରେ ପ୍ରଧାନମନ୍ତ୍ରୀ…

Continue Readingବିଜେପି ଅନୁଗୁଳ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି: ଘରେ ଘରେ ପହଞ୍ଚିବ ବିଜେପି, ମେ’ ୩୦ ରୁ ଜୁନ ୩୦ ଯାଏଁ ମହା ଜନସମ୍ପର୍କ ଅଭିଯାନ

ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କର ଜମି ଚିହ୍ନଟକୁ ନେଇ ଅସନ୍ତୋଷ, ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ

ବଇଣ୍ଡା : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡାରେ ଥିବା ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କ ( ବଇଣ୍ଡା ଶାଖା )ର ନିଜସ୍ୱ ଜମି ଚିହ୍ନଟକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏହି ବ୍ୟାଙ୍କର ଘରବାରି ୫୫ ଡିସିମିଲ ଓ ତଇଲା ୭୮…

Continue Readingଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କର ଜମି ଚିହ୍ନଟକୁ ନେଇ ଅସନ୍ତୋଷ, ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ

ବିଦ୍ୟୁତ ଖୁଣ୍ଟ ଚୋରି ଅଭିଯୋଗ, ୪ ଜଣଙ୍କୁ ଗିରଫ କଲା ଛେଣ୍ଡିପଦା ପୋଲିସ

ଅନୁଗୁଳ: ବିଦ୍ୟୁତ ଖୁଣ୍ଟ ଚୋରି ଅଭିଯୋଗରେ ଛେଣ୍ଡିପଦା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ସଦର ଥାନା ଜରାଶିଙ୍ଗା ଗ୍ରାମ ପୁରୁଣା ସାହିର ରମେଶ ସାହୁ (ରମି), ଉତ୍ତର ପ୍ରଦେଶ ଅଞ୍ଚଳରୁ ଆସି…

Continue Readingବିଦ୍ୟୁତ ଖୁଣ୍ଟ ଚୋରି ଅଭିଯୋଗ, ୪ ଜଣଙ୍କୁ ଗିରଫ କଲା ଛେଣ୍ଡିପଦା ପୋଲିସ

ଗୌର ଗୋବିନ୍ଦ କ୍ରୀଡା ସଂସଦ ସମ୍ପାଦକ ନୀର୍ବାଚିତ

ଅନୁଗୁଳ: ବହୁ ଅପେକ୍ଷିତ ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦର ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳାପାଳଙ୍କ କୋର୍ଟ ରୁମରେ ଏଥିପାଇଁ ବୁଥ ପ୍ରସ୍ତୁତ କରାଯାଇଥିଲା। ଦିନ ଦଶଟା ରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା। ଅପରାହ୍ନ ସାଢେ ଗୋଟାଏରେ…

Continue Readingଗୌର ଗୋବିନ୍ଦ କ୍ରୀଡା ସଂସଦ ସମ୍ପାଦକ ନୀର୍ବାଚିତ