ଗାଧୋଇବାକୁ ଯାଇ ୩ ଦିନ ହେଲା ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ଥାନା ଦଲକ ପଞ୍ଚାୟତ ଦୁର୍ଗାପୁର ଗ୍ରାମର ନଦୀ କୂଳରୁ ଏକ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସିଲିଂ ଗ୍ରାମର କଇରୁ ଦେହୁରୀ (୬୦)। ପୋଲିସ ସୂଚନା ମୁତାବକ, ଗତ ରବିବାର…

Continue Readingଗାଧୋଇବାକୁ ଯାଇ ୩ ଦିନ ହେଲା ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଅନୁଗୁଳ ଜିଲ୍ଲା ପରିଷଦର ୫୫ ତମ ସାଧାରଣ ବୈଠକ, ଜିଲ୍ଲାର ବିକାଶ ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ୫୫ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ ସ୍ୱାଗତ…

Continue Readingଅନୁଗୁଳ ଜିଲ୍ଲା ପରିଷଦର ୫୫ ତମ ସାଧାରଣ ବୈଠକ, ଜିଲ୍ଲାର ବିକାଶ ଉପରେ ଗୁରୁତ୍ୱ

ସମାନ କାମକୁ ସମାନ ଦରମା ଦାବି: କଳାବ୍ଯାଜ ପରିଧାନ କରି ପ୍ରତିବାଦ ଜଣାଇଲେ ଚାଇଁପାଲ ବିଦ୍ୟୁତ ଡିଭିଜନ କର୍ମଚାରୀ

ଅନୁଗୁଳ: ବିଦ୍ୟୁତ ବିଭାଗର ବିଭାଗୀୟ ମୁଖ୍ୟଙ୍କ ଆଇଟିଆଇ ଟ୍ରେନିଂ ବିଦ୍ୟୁତ ଶ୍ରମିକ କର୍ମଚାରୀଙ୍କ ମୌଳିକ ଦାବି ପ୍ରତି ଅଣଦେଖା ମନୋଭାବକୁ ପ୍ରତିବାଦ କରି ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ନିର୍ଦ୍ଦେଶ ଅନୁଯାୟୀ ଚାଇଁପାଲ ଡିଭିଜନ୍ ସମସ୍ତ ସଦସ୍ୟ କଳା ବ୍ୟାଜ ପରିଧାନ…

Continue Readingସମାନ କାମକୁ ସମାନ ଦରମା ଦାବି: କଳାବ୍ଯାଜ ପରିଧାନ କରି ପ୍ରତିବାଦ ଜଣାଇଲେ ଚାଇଁପାଲ ବିଦ୍ୟୁତ ଡିଭିଜନ କର୍ମଚାରୀ

ଟ୍ରେନରେ ଚଢ଼ିବା ବେଳେ ଖସିଗଲା ଗୋଡ଼, ଚକା ତଳେ ଗଲା ଯାତ୍ରୀଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଥର୍ମାଲ ଷ୍ଟେସନରେ ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଟ୍ରେନ ଚକ ତଳେ ପଡି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଟିଟିପିଏସ୍ କର୍ମଚାରୀ ମହମ୍ମଦ ଅଲ୍ଲୀ। ସୂଚନା ମୁତାବକ, ଅଲ୍ଲୀ ପୁରୀ ଯିବା ପାଇଁ ଥର୍ମାଲ…

Continue Readingଟ୍ରେନରେ ଚଢ଼ିବା ବେଳେ ଖସିଗଲା ଗୋଡ଼, ଚକା ତଳେ ଗଲା ଯାତ୍ରୀଙ୍କ ଜୀବନ

ଭାଙ୍ଗିଲା ପ୍ରଶାସନର ନିଦ: ଆମ ହସ୍ପିଟାଲ୍ ଯୋଜନାରେ ଛେଣ୍ଡିପଦାକୁ ସାମିଲ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ, ଚିଠିର ନକଲ ପାଇବା ପର୍ଯ୍ୟନ୍ତ ଚାଲିବ ପ୍ରତିବାଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଆଖପାଖ ୭ ଟି ମୌଜାର ଲୋକଙ୍କ ଦ୍ୱାରା ଦୀର୍ଘ ଦିନର ଆନ୍ଦୋଳନ ସହ ଦୁଇ ଦିନର ଅର୍ଥନୈତିକ ଅବରୋଧ ପରେ ଏବେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି। ମଙ୍ଗଳବାର ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ…

Continue Readingଭାଙ୍ଗିଲା ପ୍ରଶାସନର ନିଦ: ଆମ ହସ୍ପିଟାଲ୍ ଯୋଜନାରେ ଛେଣ୍ଡିପଦାକୁ ସାମିଲ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ, ଚିଠିର ନକଲ ପାଇବା ପର୍ଯ୍ୟନ୍ତ ଚାଲିବ ପ୍ରତିବାଦ

ଜିଲ୍କା କ୍ରୀଡା ସଂଘ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା

ଅନୁଗୁଳ:ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦେଶ କ୍ରମେ ଅନୁଗୁଳ ଜିଲ୍କା କ୍ରୀଡା ସଂସଦ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ସଂଘ ପାଇଁ ଉପ ସଭାପତି,ସାଧାରଣ ସମ୍ପାଦକ,ଯୁଗ୍ମ ସମ୍ପାଦକ ଓ କୋସାଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ମେ' ୧୬ଦିନ ପ୍ରାର୍ଥୀପତ୍ର…

Continue Readingଜିଲ୍କା କ୍ରୀଡା ସଂଘ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା

ଆସନ୍ତା କାଲି ଠାରୁ ହେବ ନୂଆ ବସ୍ ଷ୍ଟାଣ୍ଡ କାର୍ଯ୍ୟକାରୀ

ଅନୁଗୁଳ: ବହୁ ବାଦ ବିବାଦ ପରେ ନୂଆ ବସ ଷ୍ଟାଣ୍ଡ ଆସନ୍ତା ମେ ୧୦ ତାରିଖ ଠାରୁ କାର୍ଯ୍ୟକାରୀ ହେବ। ଏଥିପାଇଁ ରହିଥିବା ଅଡ଼ୁଆ ଦୂର ହେଇଚି। ଆଜି ମଧ୍ୟାହ୍ନରେ ନୂଆ ବସ ଷ୍ଟାଣ୍ଡରେ ଆରଟିଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ…

Continue Readingଆସନ୍ତା କାଲି ଠାରୁ ହେବ ନୂଆ ବସ୍ ଷ୍ଟାଣ୍ଡ କାର୍ଯ୍ୟକାରୀ

୪ ହଜାର ଟଙ୍କାର ଲଡୁ ପାଇଁ କୋରିଅର ସଂସ୍ଥାକୁ ୪୦ ହଜାର ତଣ୍ଡ

ଅନୁଗୁଳ: ୪ ହଜାର ଟଙ୍କାର ଲଡୁକୁ ଠିକ ସମୟରେ ଦେଇ ନ ପରିବାରୁ ଅନୁଗୁଳ ଖାଉଟି ବିବାଦ ବିଚାର ମଞ୍ଚ ସମ୍ପୃକ୍ତ କୋରିଅର ସଂସ୍ଥାକୁ ୪୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ଅଦାଲତର କେଶ ସଂଖ୍ୟା ୬୭/୨୦୨୧ ଅନୁସାରେ ଗାନ୍ଧୀ ମାର୍ଗ…

Continue Reading୪ ହଜାର ଟଙ୍କାର ଲଡୁ ପାଇଁ କୋରିଅର ସଂସ୍ଥାକୁ ୪୦ ହଜାର ତଣ୍ଡ

ଆମ୍ବ-ପଣସ ଖାଇବାକୁ ଆସି ଗଛ ଫାଙ୍କରେ ଫସିଲା ମାଈ ହାତୀ, ବନ ବିଭାଗ କଲା ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜଗନ୍ନାଥପୁର ବୃତ୍ତି ଗାଁକୁ ପଣସ ଖାଇବାକୁ ଆସି ଏକ ହାତୀ ଆମ୍ବ ଓ ପଣସ ଗଛ ମଝିରେ ଫସିଯାଇଛି। ହାତୀର ଗୋଡ଼ ଦୁଇ ଗଛ ମଧ୍ୟରେ ଲାଖି ରହିଛି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି…

Continue Readingଆମ୍ବ-ପଣସ ଖାଇବାକୁ ଆସି ଗଛ ଫାଙ୍କରେ ଫସିଲା ମାଈ ହାତୀ, ବନ ବିଭାଗ କଲା ଉଦ୍ଧାର

ପବିତ୍ର ମୋହନ ବୈଷୟିକ ଶିକ୍ଷାନୁଷ୍ଠାନର ବାଷିକ କ୍ରୀଡ଼ା ମହୋତ୍ସବ, କୁଶଳୀ ଇଞ୍ଜିନିୟର ହୋଇ ଦେଶକୁ ଆଗକୁ ନେବାକୁ ଆହ୍ୱାନ

ତାଳଚେର: ତାଳଚେରସ୍ଥିତ ପବିତ୍ର ମୋହନ ବୈଷୟିକ ଶିକ୍ଷାନୁଷ୍ଠାନର ବାଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନଟିପିସି ସାଧାରଣ ପରିଚାଳକ ଅଶୋକ ସେହଗଲ ଯୋଗ ଦେଇ ଶିକ୍ଷାର ସାମଗ୍ରୀକ ବିକାଶରେ ଛାତ୍ରଛାତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି…

Continue Readingପବିତ୍ର ମୋହନ ବୈଷୟିକ ଶିକ୍ଷାନୁଷ୍ଠାନର ବାଷିକ କ୍ରୀଡ଼ା ମହୋତ୍ସବ, କୁଶଳୀ ଇଞ୍ଜିନିୟର ହୋଇ ଦେଶକୁ ଆଗକୁ ନେବାକୁ ଆହ୍ୱାନ