ଦୀପାବଳିରେ ଅଘଟଣ, ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା
ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ବାଲି ସାହିରେ ଦୀପାବଳିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳିଯାଇଛି। ଗାଁର ହଟ୍ଟକିଶୋର ଦଳବେହେରାଙ୍କ ୩ ବଖରା ଘର ଜଳିଯାଇଛି। ସୂଚନା ମୁତାବକ, ହଟ୍ଟକିଶୋରଙ୍କ ପରିବାର ଲୋକ ଦୀପାବଳି ପାଇଁ ବ୍ୟସ୍ତ…
ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ବାଲି ସାହିରେ ଦୀପାବଳିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳିଯାଇଛି। ଗାଁର ହଟ୍ଟକିଶୋର ଦଳବେହେରାଙ୍କ ୩ ବଖରା ଘର ଜଳିଯାଇଛି। ସୂଚନା ମୁତାବକ, ହଟ୍ଟକିଶୋରଙ୍କ ପରିବାର ଲୋକ ଦୀପାବଳି ପାଇଁ ବ୍ୟସ୍ତ…
ତାଳଚେର: ଭଡ଼ା ବୃଦ୍ଧି ଲାଗି ଟ୍ରକ ମାଲିକ ମାନେ ଧର୍ମଘଟରେ ବସିଛନ୍ତି। ଏଣୁ ତାଳଚେର ଅଞ୍ଚଳର ଶିଳ୍ପସଂସ୍ଥାମାନେ କୋଇଲା ଅଭାବ ଦେଇ ଗତି କରୁଛନ୍ତି। ଧର୍ମଘଟ ଯୋଗୁଁ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଥିବା ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାର ଲିମିଟେଡ୍,…
ଅନୁଗୁଳ: କଟକର ଅତିରିକ୍ତ ସିନିୟର୍ ସିଭିଲ ଜଜ୍ ମାନସ ରଞ୍ଜନ ରାୟଙ୍କ ରବିବାର ଅପରାହ୍ନ ସାଢେ଼ ପାଞ୍ଚଟା ସମୟରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେବ କର୍କଟ ରୋଗରେ ପୀଡିତ…
ଅନୁଗୁଳ: ସାମାନ୍ୟ କଥା କଟାକଟିକୁ ନେଇ ଅନୁଗୁଳରେ ଛୁରାମାଡ଼। ଛୁରାମାଡ଼ରେ ଆହତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ନିଶା ଥାନା ଅନ୍ତର୍ଗତ ଜିନ୍ଦଲ ପ୍ଲାଣ୍ଟରେ ଏକ ଠିକା…
ଅନୁଗୁଳ: ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକନ୍ୟାକୁ ଝୁଣି ଖାଇଲା ବୁଲା କୁକୁର। ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତକୁ ଯିବା ରାସ୍ତାରେ ରବିବାର ଅପରାହ୍ନରେ ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ତାଳଚେର ଅଞ୍ଚଳର ଜଣେ ଯୁବକ…
ଅନୁଗୁଳ: ସୋମବାର ବଡ଼ି ଭୋର ସମୟରେ ଅନୁଗୁଳ ସଂଜୀବନୀ ମାର୍କେଟର ଏକ ଭେରାଇଟି ଷ୍ଟୋରରେ ନିଆଁ ଲାଗି ଯାଇଥିଲା।ଦୀପରୁ ନିଆଁ ଧରି ଦୋକାନ ସାରା ବ୍ୟାପି ଯାଇଥିଲା।କିଛି ବାଟୋଇ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ବିଦ୍ୟୁତ୍ ଓ ଦମକଳ ବିଭାଗକୁ ଖବର…
ଅନୁଗୁଳ: ଅନୁଗୁଳ ଟାଉନ ଥାନା ଏବଂ ପ୍ରଶାସନ ମିଳିତ ସହଯୋଗରେ ବିପୁଳ ପରିମାଣରେ ବାଣ ଜବତ କରାଯାଇଛି। ସୂଚନାଯୋଗ୍ୟ, ଦୀପାବଳି ଉପଲକ୍ଷେ ଅନୁଗୁଳ ଷ୍ଟାଡିୟମ୍ ଠାରେ ସବୁଜ ବାଣକୁ ବିକିବା ପାଇଁ ପ୍ରଶାସନ ୧୨୩ଟି ଷ୍ଟଲକୁ ଅନୁମତି ଦେଇଥିଲେ। ଏଣୁ ଶନିବାର…
ଅନୁଗୁଳ: ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ହେବାକୁ ଥିବା ୬୦୦ ପଦବୀ ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ଵଚ୍ଛତା ବଜାୟ ରଖି ସଂରକ୍ଷଣ ଲାଗୁ କରିବାକୁ କଂଗ୍ରେସ ଅନୁସୂଚିତ ଜାତି ପକ୍ଷରୁ ଦାବି କରାଯାଇଛି। ଶୁକ୍ରବାର ପୂର୍ବାହ୍ନରେ…
ଅନୁଗୁଳ: ମହିଳାଙ୍କ ଉପରେ ଅଶୋଭନୀୟ ମନ୍ତବ୍ୟ ଦେବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭାରି ପଡ଼ିଛି। ଏହାକୁ ନେଇ ସମଗ୍ର ଦେଶରେ ମହିଳାମାନେ ତାତିବା ସହ ନୀତିଶ କୁମାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ…
ଅନୁଗୁଳ: ସ୍ଥାନୀୟ ଦଶହରା ପଡିଆ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସମେତ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଚି। ଦୀପାବଳୀ ଅମାବାସ୍ୟା ଦିନ ଦେବୀଙ୍କ ପୂଜା ସନ୍ଧ୍ୟା ଆଠଟାରୁ ରାତି ବାରଟା ପର୍ଯ୍ୟନ୍ତ ନିତିକନ୍ତି ସହ ଅନୁଷ୍ଠିତ…