ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ବାଗେଡିଆକୁ ଟାଇବ୍ରେକରରେ ହରାଇ ଆଠମଲ୍ଲିକ ଫାଇନାଲରେ

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ବାଗେଡିଆକୁ ଟାଇ ବ୍ରେକରରେ ହରାଇ ଆଠମଲ୍ଲିକ ଫାଇନାଲରେ ପହଞ୍ଚିଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଏହାପରେ ପେନାଲ୍ଟି ସୁଟ ଆଉଟରେ…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ବାଗେଡିଆକୁ ଟାଇବ୍ରେକରରେ ହରାଇ ଆଠମଲ୍ଲିକ ଫାଇନାଲରେ

ଜନ-ଗଣ-ମନ ଧ୍ୱନିରେ କମ୍ପିଲା ପରିବେଶ: ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚ ପାଳିଲା ସ୍ବାଧୀନତା ଦିବସ

ଅନୁଗୁଳ: ସ୍ଥାନୀୟ ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚର ଗ୍ରାମେଶ୍ୱରୀ ମା' ବଗାଧରଙ୍କ ପୀଠରେ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି। ମଞ୍ଚର ସଭାପତି ରାଜ କିଶୋର ଦାସ ପତାକା ଉତ୍ତୋଳନ କରି ଦେଶର ଅଖଣ୍ଡତା ନିରାପତ୍ତା ରକ୍ଷା କରିବା ସହିତ ଦିବସ…

Continue Readingଜନ-ଗଣ-ମନ ଧ୍ୱନିରେ କମ୍ପିଲା ପରିବେଶ: ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚ ପାଳିଲା ସ୍ବାଧୀନତା ଦିବସ

ଅନୁଗୁଳରେ କମିବ ମାତୃ ଓ ଶିଶୁ ମୃତ୍ୟୁ ହାର: ଜେଏସପି ଫାଉଣ୍ଡେସନ ପକ୍ଷରୁ “ସ୍ପର୍ଶ” ପ୍ରକଳ୍ପର ଉଦଘାଟନ କଲେ ଶିଳ୍ପ ମନ୍ତ୍ରୀ

ଅନୁଗୁଳ: ଜେଏସପି ଫାଉଣ୍ଡେସନ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ମଙ୍ଗଳବାର ସ୍ୱାସ୍ଥ୍ୟ ଭିତ୍ତିକ ପ୍ରକଳ୍ପ "ସ୍ପର୍ଶ" ଉଦଘାଟିତ ହୋଇଛି। ଏହି ପ୍ରକଳ୍ପକୁ ରାଜ୍ୟ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଶକ୍ତି…

Continue Readingଅନୁଗୁଳରେ କମିବ ମାତୃ ଓ ଶିଶୁ ମୃତ୍ୟୁ ହାର: ଜେଏସପି ଫାଉଣ୍ଡେସନ ପକ୍ଷରୁ “ସ୍ପର୍ଶ” ପ୍ରକଳ୍ପର ଉଦଘାଟନ କଲେ ଶିଳ୍ପ ମନ୍ତ୍ରୀ

ଲିଟିଲ୍ ହାର୍ଟସରେ ୭୭ତମ ସ୍ୱତନ୍ତ୍ରତା ଦିବସ

ଅନୁଗୁଳ: କୁଇଓ ସ୍ଥିତ ଲିଟିଲ୍ ହାର୍ଟସ ଟଡଲରସ ଏକାଡେମୀ ପରିସରରେ ୭୭ ତମ ସ୍ୱତନ୍ତ୍ରତା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଦୀପ୍ତି ଯୋଶୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ…

Continue Readingଲିଟିଲ୍ ହାର୍ଟସରେ ୭୭ତମ ସ୍ୱତନ୍ତ୍ରତା ଦିବସ

ସ୍ୱାଧୀନତା ଦିବସରେ ସଂଗ୍ରାମୀଙ୍କ ସ୍ମୃତିରେ ରକ୍ତଦାନ ଶିବିର, ୬୨ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ୭୭ତମ ସ୍ୱାଧୀନତା ଦିବସ ଅବସରରେ ଅନୁଗୁଳ କାଲଟାକ୍ସ ଛକ ସ୍ଥିତ ସ୍ମାର୍ଟ ଭାଲ୍ୟୁ କମ୍ପ୍ୟୁଟର ସଂସ୍ଥା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଅମିତ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ୬୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସ୍ୱାଧୀନତା…

Continue Readingସ୍ୱାଧୀନତା ଦିବସରେ ସଂଗ୍ରାମୀଙ୍କ ସ୍ମୃତିରେ ରକ୍ତଦାନ ଶିବିର, ୬୨ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳର ଯୁବ ବୈଜ୍ଞାନିକ ଯୁଗଳ କିଶୋର ଦେହୁରୀ

ଅନୁଗୁଳ: କଠିନ ଅଧ୍ୟବସାୟ ଓ ନିଜ ସ୍ବପ୍ନକୁ ସାକାର କରିବା ପାଇଁ ନିରଳସ ସାଧନା ହିଁ ସଫଳତା ଆଡକୁ ବାଟ କଢାଇ ନିଏ। ଆମେ କହୁଚୁ ଅନୁଗୁଳର ଯୁବ ବୈଜ୍ଞନିକ ଯୁଗଳ କିଶୋର ଦେହୁରୀଙ୍କ କଥା। ବାପା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ…

Continue Readingଅନୁଗୁଳର ଯୁବ ବୈଜ୍ଞାନିକ ଯୁଗଳ କିଶୋର ଦେହୁରୀ

ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଜାମସେଦପୁରକୁ ୩-୦ ଗୋଲରେ ହରାଇ ବାଗେଡ଼ିଆ ସେମିଫାଇନାଲରେ

  ଅନୁଗୁଳ: ପିଟିସି ଖେଳପଡିଆରେ ଚାଲିଥିବା ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ଜାମସେଦପୁରକୁ ୩-୦ ଗୋଲରେ ପରାସ୍ତ କରି ବାଗେଡିଆ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା। ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଖେଳକୁ…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଜାମସେଦପୁରକୁ ୩-୦ ଗୋଲରେ ହରାଇ ବାଗେଡ଼ିଆ ସେମିଫାଇନାଲରେ

ଗୁରୁକୁଳ ମଠରେ ପାଳିତ ହେଲା ୭୭ତମ ସ୍ୱାଧୀନତା ଦିବସ

ଅନୁଗୁଳ: ଆଜି ସାରା ଦେଶ ପାଳୁଛି ୭୭ ତମ ସ୍ୱାଧୀନତା ଦିବସ। ଏ ଅବସରରେ ସ୍ଥାନୀୟ ଗଣପତି ଗୁରୁକୁଳ ମଠରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଗଣପତି ଗୁରୁକୁଳମ ଶିକ୍ଷାନୁଷ୍ଠାନରେ ରଞ୍ଜନ କୁମାର ଗଡ଼ନାୟକ ଜାତୀୟ ପତାକା ଉତ୍ତୋଳନ କରିବା…

Continue Readingଗୁରୁକୁଳ ମଠରେ ପାଳିତ ହେଲା ୭୭ତମ ସ୍ୱାଧୀନତା ଦିବସ

ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପରଲୋକ

  ଅନୁଗୁଳ: ଅବସରପ୍ରାପ୍ତ ପୋଲିସ ସବ ଇନ୍ସପେକ୍ଟର ହେମନ୍ତ କୁମାର ଦାସଙ୍କ କୁମଣ୍ଡ ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ସେ ଜଣେ ଦକ୍ଷ ଓ ସଚ୍ଚୋଟ ପୋଲିସ ଅଧିକାରୀ ଭାବେ…

Continue Readingଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପରଲୋକ

ବିପଦକୁ ଆମନ୍ତ୍ରଣ କରୁଛି ଶୁଖିଲା ଆମ୍ବ ଗଛ, ଝଙ୍କାଏ ପବନ ଦେଲେ ଉପୁଡ଼ିବା ଥୟ

  ଅନୁଗୁଳ: ଅନୁଗୁଳ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଥିବା ଏକ ଶୁଖିଲା ଆମ୍ବ ଗଛ ବିପଦକୁ ଆମନ୍ତ୍ରଣ କରୁଛି। ଏହି ଗଛ କେତେବେଳେ ଖସି ପଡ଼ିବ ତାହା କହିବା ଅସମ୍ଭବ। ଏହି ରାସ୍ତା ଦେଇ ପ୍ରତିଦିନ ଲୋକେ ଯିବା ଆସିବା…

Continue Readingବିପଦକୁ ଆମନ୍ତ୍ରଣ କରୁଛି ଶୁଖିଲା ଆମ୍ବ ଗଛ, ଝଙ୍କାଏ ପବନ ଦେଲେ ଉପୁଡ଼ିବା ଥୟ