ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଯୁବକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଜେପି ନେତା

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁବେ ପଞ୍ଚାୟତ କୁଲେଇ ଗାଁର ୩ ଯୁବକଙ୍କ ପରିବାର ଲୋକଙ୍କୁ ରବିବାର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ଭେଟି ସମବେଦନା ଜଣାଇଛନ୍ତି। ଏ ଅବସରରେ ସେମାନଙ୍କୁ…

Continue Readingସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଯୁବକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଜେପି ନେତା

ରାଷ୍ଟ୍ରୀୟ ନବ ବର୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ, ଦୀପ ଜାଳିବା ସହ ସଚେତନତା ରାଲିରେ ସାମିଲ ହେବାକୁ ଅପିଲ

ଅନୁଗୁଳ: ରାଷ୍ଟ୍ରୀୟ ନବ ବର୍ଷ ପାଳନ ସମିତି ଆନୁକୂଲ୍ୟରେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ ସଙ୍ଗଠନର ସହଯୋଗରେ ଏକ ମଟର ସାଇକେଲ ସଚେତନତା ରାଲି ସହର ପରିକ୍ରମା କରିଛି। ଏ ଅବସରରେ ଡାକ ବାଜି ଯନ୍ତ୍ର ସହାୟତାରେ ରାଷ୍ଟ୍ରୀୟ ନବ ବର୍ଷ…

Continue Readingରାଷ୍ଟ୍ରୀୟ ନବ ବର୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ, ଦୀପ ଜାଳିବା ସହ ସଚେତନତା ରାଲିରେ ସାମିଲ ହେବାକୁ ଅପିଲ

ସରିଲା ୧୪ ତମ ଟାଇକୋଣ୍ଡୋ ରଙ୍ଗୀନ୍ ବେଲ୍ଟ ପରୀକ୍ଷା, ଯୋଗ ଦେଲେ ସିଆଇଏସଏଫ୍ କମାଣ୍ଡାଣ୍ଟ ହେମନ୍ତ କୁମାର ବର୍ମହ

ଅନୁଗୁଳ: ଅନୁଗୁଳ ଟାଇକୋଣ୍ଡୋ ସଂଘର ସମ୍ପାଦକ ଓ ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ନାଥଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ଆୟୋଜିତ ୧୪ ତମ ରଙ୍ଗୀନ୍ ବେଲ୍ଟ୍ ପରୀକ୍ଷା ସମାପନ ହୋଇଛି। ଏହି ପରୀକ୍ଷା ନାଲକୋ ସିଆଇଏସଏଫ୍ କଲୋନୀ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା…

Continue Readingସରିଲା ୧୪ ତମ ଟାଇକୋଣ୍ଡୋ ରଙ୍ଗୀନ୍ ବେଲ୍ଟ ପରୀକ୍ଷା, ଯୋଗ ଦେଲେ ସିଆଇଏସଏଫ୍ କମାଣ୍ଡାଣ୍ଟ ହେମନ୍ତ କୁମାର ବର୍ମହ

ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସରିଲା ମା’ ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ଏପ୍ରିଲ ୪ରୁ ଆରମ୍ଭ ହେବ ଯାତ୍ରା

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ଲୋକ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଅନୁଷ୍ଠିତ ହୋଇଛି। ତାଳଚେର ଉପଜିଲ୍ଲାପାଳ ତଥା ହିଙ୍ଗୁଳା ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ବରଂଜନ ରଥଙ୍କ…

Continue Readingଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସରିଲା ମା’ ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ଏପ୍ରିଲ ୪ରୁ ଆରମ୍ଭ ହେବ ଯାତ୍ରା

କୋଇଲା ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୪ ମୋଟର ସାଇକେଲ ଜବତ, ୪ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ ଆଜି ସକାଳେ ସନ୍ତରାବନ୍ଧ ଠାରେ ୪ କୋଇଲା ବୋଝେଇ ମୋଟର ସାଇକେଲ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଟାକୁଆ ଗ୍ରାମର ଋଷଭ ମାଝୀ (୩୮), ଗୌତମ ବେହେରା…

Continue Readingକୋଇଲା ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୪ ମୋଟର ସାଇକେଲ ଜବତ, ୪ ଗିରଫ

ଡ଼କାଏତି ଯୋଜନା ପଣ୍ଡ, ଦେଶୀ ପିସ୍ତଲସହ ୪ ଗିରଫ

ଅନୁଗୁଳ: ଅନୁଗୁଳ ସଧର ଥାନା ଅଞ୍ଚଳରେ ଡ଼କାଏତି ଯୋଜନା କରୁଥିବା ବେଳେ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଦେଶୀ ପିସ୍ତଲସହ ୪ ଜଣଙ୍କୁ ଗିରଫ କରିଛି। ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ପାଟ୍ରୋଲିଂ କରୁଥିବା ସଦର ଥାନା ପୋଲିସର ଏକ ଦଳ…

Continue Readingଡ଼କାଏତି ଯୋଜନା ପଣ୍ଡ, ଦେଶୀ ପିସ୍ତଲସହ ୪ ଗିରଫ

୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ। ବିଜୁଳି, ଘଡ଼ଘଡ଼ି ସହ ଆଜି ଦେଖିବାକୁ ମିଳିବ ଝଡ଼ର ପ୍ରବଳ ପ୍ରଭାବ। ବିଜୁଳି ଘଡ଼ଘଡ଼ି ସହ କୁଆ ପଥର ବର୍ଷା ପାଇଁ ୯ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ଏହି ଜିଲ୍ଲା…

Continue Reading୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ତୁଟିବ ଘଣ୍ଟପଡ଼ା ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ସମସ୍ୟା, ପାଣି ପମ୍ପ ସଜାଡ଼ିବାକୁ ଲିଖିତ ପ୍ରତିଶ୍ରୁତି ଦେଲେ ଏମସିଏଲ କର୍ତ୍ତୃପକ୍ଷ

ତାଳଚେର: ତାଳଚେର ବ୍ଲକ ଘଣ୍ଟପଡ଼ା ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ବୁଧବାର ଅପରାହ୍ନରେ ଏକ ବୈଠକ ସ୍ଥାନୀୟ ଜିଏମ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ଧରି ଘଣ୍ଟପଡ଼ା ଅଞ୍ଚଳକୁ ପାନୀୟ ଜଳ ଯୋଗାଣରେ…

Continue Readingତୁଟିବ ଘଣ୍ଟପଡ଼ା ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ସମସ୍ୟା, ପାଣି ପମ୍ପ ସଜାଡ଼ିବାକୁ ଲିଖିତ ପ୍ରତିଶ୍ରୁତି ଦେଲେ ଏମସିଏଲ କର୍ତ୍ତୃପକ୍ଷ

ଜିଲ୍ଲାରେ ହେବାକୁ ଥିବା ୩୮୫ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ଅନୁଗୁଳ ବିଧାୟକ

ଅନୁଗୁଳ: ବିଧାନସଭାର ଉପ-ବାଚସ୍ପତି ତଥା ବିଧାୟକ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବିଧାନସଭା ୫୪ନଂ ସମ୍ମିଳନୀ କକ୍ଷରେ ଅନୁଗୁଳ ଓ ବଅଁରପାଳ ବ୍ଲକ ନିମନ୍ତେ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା ୩୮୫ କୋଟି ଟଙ୍କାର ମେଗା…

Continue Readingଜିଲ୍ଲାରେ ହେବାକୁ ଥିବା ୩୮୫ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ଅନୁଗୁଳ ବିଧାୟକ

ଜିନ୍ଦଲ ପ୍ଲାଣ୍ଟରୁ ଯନ୍ତ୍ରାଂଶ ଚୋରି ଅଭିଯୋଗ, ଜଣେ ଗିରଫ

ଛେଣ୍ଡିପଦା: ଜିନ୍ଦଲ ପ୍ଲାଣ୍ଟ ପରିସରରୁ ଚୋରି କରିବା ଅଭିଯୋଗରେ କାଳିଆ କଟା ଗାଁର ବିନୟ ପ୍ରଧାନ (୨୦)ଙ୍କୁ ନିଶା ଶିଳ୍ପାଞ୍ଚଳ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ ମୁତାବକ, ଗତ ଗୁରୁବାର ବିଳମ୍ବିତ ରାତିରେ ବିନୟ ପ୍ଲାଣ୍ଟରେ ଗଚ୍ଛିତ ଥିବା…

Continue Readingଜିନ୍ଦଲ ପ୍ଲାଣ୍ଟରୁ ଯନ୍ତ୍ରାଂଶ ଚୋରି ଅଭିଯୋଗ, ଜଣେ ଗିରଫ