ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଧୁମଧାମରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଅନୁଗୁଳ: ସ୍ଥାନୀୟ ଗାନ୍ଧୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ଜନ୍ମାଷ୍ଟମୀ ଉତ୍ସବ ମହାଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୁରୁଣାଗଡ଼ ମାଣିକ ଯୋଡ଼ି ଆଶ୍ରମ ମହନ୍ତ ସ୍ଵାମୀ ଧିରେନ୍ ଶ୍ରୀ ଚୈତନ୍ୟ ଜି ଉପସ୍ଥିତ ରହି…

Continue Readingସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଧୁମଧାମରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ତାଳଚେରରେ କ୍ରୀଡା ଗୁରୁ ନୀଳମଣି ସମ୍ବର୍ଦ୍ଧିତ

ଅନୁଗୁଳ: ଗୁରୁଦିବସ ଅବସରରେ ଡିଶିଆଇ ଦେଉଳବେଡ଼ା ଠାରେ ତାଳଚେର ଆମ ପ୍ରତିଭା ଆମ ପରିଚୟ ସଂଗଠନ ପକ୍ଷରୁ ଗୁରୁ ମହିମା ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହେବ ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ…

Continue Readingତାଳଚେରରେ କ୍ରୀଡା ଗୁରୁ ନୀଳମଣି ସମ୍ବର୍ଦ୍ଧିତ

ନାରାୟଣୀ ଇଞ୍ଜିନିୟରିଂ କଲେଜରେ ଗୁରୁ ଦିବସ ପାଳିତ

ବଅଁରପାଳ: ସ୍ଥାନୀୟ ନାରାୟଣୀ ଇଞ୍ଜିନିୟରିଂ କଲେଜରେ ଆଜି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସରେ ଗୁରୁ ଦିବସ ପାଳିତ ହୋଇଛି। ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ତନ୍ମୟ କର, ନିର୍ଦ୍ଦେଶକ ତଥା ସମ୍ପାଦକ ବିଭୁଧେନ୍ଦୁ ବଳ ଓ ଅଧ୍ୟକ୍ଷା ରଶ୍ମିତାବାଳା ଗଡ଼ନାୟକ, ଡେପୁଟି ଡାଇରେକ୍ଟର ଦୀପକ…

Continue Readingନାରାୟଣୀ ଇଞ୍ଜିନିୟରିଂ କଲେଜରେ ଗୁରୁ ଦିବସ ପାଳିତ

ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୪୭ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଓ ଗୋପୀନାଥପୁର ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସୁସୁଡା ପଞ୍ଚାୟତର ଗୋପୀନାଥପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଅରୁଣାଭ ସିଂହଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ…

Continue Readingସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୪୭ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳରେ ଗଡ଼ିଲା ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ରଥ, ସହିଦ ଯବାନଙ୍କ ବୀର ମାଟିକୁ କରିବ ସଂଗ୍ରହ

ଅନୁଗୁଳ: ସମଗ୍ର ଦେଶରେ ସହିଦମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ମୋଦି ସରକାର ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଅନୁଗୁଳ ଜଗନ୍ନାଥ ମନ୍ଦିର ଠାରେ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର…

Continue Readingଅନୁଗୁଳରେ ଗଡ଼ିଲା ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ରଥ, ସହିଦ ଯବାନଙ୍କ ବୀର ମାଟିକୁ କରିବ ସଂଗ୍ରହ

ବେକାରୀ ସମସ୍ୟାକୁ ମୂଳ ପୋଛ କରିବାକୁ ରାସ୍ତାକୁ ଓହ୍ଲାଇଲା ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ବେକାରୀ ସମସ୍ୟାକୁ ମୂଳ ପୋଛ କରିବାକୁ ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ। ଆଜି ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜଙ୍କ…

Continue Readingବେକାରୀ ସମସ୍ୟାକୁ ମୂଳ ପୋଛ କରିବାକୁ ରାସ୍ତାକୁ ଓହ୍ଲାଇଲା ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ନବମ ଦିନରେ ପହଞ୍ଚିଛି ଅନୁଗୁଳ ବିଜେପିର ବିଜେଡି ବିରୋଧୀ ପ୍ରତିବାଦ ଓ ବିକ୍ଷୋଭ ସଭା

ଅନୁଗୁଳ: ନବମ ଦିନରେ ପହଞ୍ଚିଛି ଅନୁଗୁଳ ବିଜେପିର ବିଜେଡି ବିରୋଧୀ ପ୍ରତିବାଦ ଓ ବିକ୍ଷୋଭ। ବିଜେଡିର କଳା କାରନାମା, ଦୁର୍ନୀତି, ଭ୍ରଷ୍ଟାଚାରକୁ ବିରୋଧ କରି ଅନୁଗୁଳ ନିର୍ବାଚନ ମଣ୍ଡଳୀର ୩ ନଂ ଜୋନ ବଲାସିଂହା ପଞ୍ଚାୟତ କାର୍ଯ୍ୟାଳୟରେ ବିଜେପି ଅନୁଗୁଳ ନିର୍ବାଚନ…

Continue Readingନବମ ଦିନରେ ପହଞ୍ଚିଛି ଅନୁଗୁଳ ବିଜେପିର ବିଜେଡି ବିରୋଧୀ ପ୍ରତିବାଦ ଓ ବିକ୍ଷୋଭ ସଭା

ରଙ୍ଗ ସଙ୍ଗମରେ ଆଜିର ନାଟକ ‘କୋକୁଆ’ ମନ ମୋହିଲା କଳାକାରଙ୍କ ଅଭିନୟ

ଅନୁଗୁଳ: ନାଟକ ଉତ୍ସବର ଚତୁର୍ଥ ଦିବସରେ ସ୍ଥାନୀୟ ସଭାଘର ଠାରେ ମଞ୍ଚସ୍ଥ ହେଲା ନାଟକ 'କୋକୁଆ'। 'କୋକୁଆ' ହେଉଛି ଏକ କାଳ୍ପନିକ ଶବ୍ଦ ଯାହା ସମାଜର ଲୋକଙ୍କୁ ଭୟଭୀତ କରିଥାଏ। ଆଜିର ସମାଜରେ ହତ୍ୟା,ଧର୍ଷଣ,ବ୍ୟଭିଚାର ,ଈର୍ଷା ଅସୂୟା ଭାବ ବଢ଼ି ବଢ଼ି…

Continue Readingରଙ୍ଗ ସଙ୍ଗମରେ ଆଜିର ନାଟକ ‘କୋକୁଆ’ ମନ ମୋହିଲା କଳାକାରଙ୍କ ଅଭିନୟ

ଚଡକମରା ଜଙ୍ଗଲରେ ଦୁଇ ହାତୀଙ୍କ ମୃତ ଦେହ ଠାବ: ବିଦ୍ୟୁତ୍ ଆଘାତ ଆଶଙ୍କା

ଅନୁଗୁଳ: ଆଜି ସକାଳେ ପୁରୁଣାକୋଟ ଥାନା ଜଗନ୍ନାଥପୁର ନିକଟବର୍ତ୍ତୀ ଚଡ଼କମରା ଜଙ୍ଗଲରେ ଦୁଇ ହାତୀଙ୍କ ମୃତ ଦେହ ଠାବ ହୋଇଥିଲା। ଗ୍ରାମବାସୀଙ୍କ ଠାରୁ ଖବର ପାଇ ଜଙ୍ଗଲବିଭାଗ ଅଧିକାରୀ,ବିଦ୍ୟୁତ୍ ବିଭାଗର ଅଧିକାରୀ ଏବଂ ଶବ ବ୍ୟବଚ୍ଛେଦ ପାଇଁ ପ୍ରାଣୀ ଚିକିତ୍ସକ ଘଟଣା…

Continue Readingଚଡକମରା ଜଙ୍ଗଲରେ ଦୁଇ ହାତୀଙ୍କ ମୃତ ଦେହ ଠାବ: ବିଦ୍ୟୁତ୍ ଆଘାତ ଆଶଙ୍କା

ଗଣପତି ଗୁରୁକୁଳମରେ ଗୁରୁ ଦିବସ ପାଳିତ: ଗୁରୁଙ୍କୁ ପୂଜା କରି ଆଶୀର୍ବାଦ ନେଲେ ଛାତ୍ରଛାତ୍ରୀ

ଅନୁଗୁଳ: ଆଜି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନରେ ସ୍ଥାନୀୟ ଗଣପତି ଗୁରୁକୁଳମଠାରେ ଗୁରୁ ଦିବସ ବେଶ୍ ଆଡ଼ମ୍ବର ସହକାରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ପୂଜା କରିବା ସହ ତାଙ୍କଠାରୁ…

Continue Readingଗଣପତି ଗୁରୁକୁଳମରେ ଗୁରୁ ଦିବସ ପାଳିତ: ଗୁରୁଙ୍କୁ ପୂଜା କରି ଆଶୀର୍ବାଦ ନେଲେ ଛାତ୍ରଛାତ୍ରୀ