ଟ୍ରକ ଧକ୍କାରେ ବାଇକ୍ ଚାଳକ ଗୁରୁତର, ଦୁର୍ଘଟଣାସ୍ଥଳରେ ଉତ୍ତେଜନା

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମଙ୍ଗଳବାର ହାଟ ନିକଟ ୫୫ ନମ୍ବର ଜାତୀୟ ରାଜପଥର ବନ୍ଦା ବ୍ରିଜ ଉପରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ହେଲେ ନାଲକୋ ଟାଉନସିପ୍ କେନାଲ ନିକଟସ୍ଥ…

Continue Readingଟ୍ରକ ଧକ୍କାରେ ବାଇକ୍ ଚାଳକ ଗୁରୁତର, ଦୁର୍ଘଟଣାସ୍ଥଳରେ ଉତ୍ତେଜନା

ଅବକାରୀ ବିଭାଗକୁ ବଡ଼ ସଫଳତା: ୨.୨୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଆଜି ଚଢ଼ଉ କରିଛି। ଅବକାରୀ ନିରୀକ୍ଷକ ଧରଣୀଧର ପ୍ରହରାଜଙ୍କ ନେତୃତ୍ୱରେ ବଇଣ୍ଡା ଭାରପ୍ରାପ୍ତ ଅବକାରୀ ଅଧିକାରୀ ରଞ୍ଜିତା ହରିଚନ୍ଦନ, ସହକାରୀ ଅବକାରୀ ନିରୀକ୍ଷକ…

Continue Readingଅବକାରୀ ବିଭାଗକୁ ବଡ଼ ସଫଳତା: ୨.୨୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ରଙ୍ଗ ସଙ୍ଗମରେ ଆଜିର ନାଟକ ସାହାଡ଼ା ସୁନ୍ଦରୀ: ମଞ୍ଚ ମାୟାରେ ବିଭୋର ଦର୍ଶକ

ଅନୁଗୁଳ: ରଙ୍ଗ ସଙ୍ଗମର ତୃତୀୟ ଦିବସରେ ଆଜି ମଞ୍ଚସ୍ଥ ହୋଇଥିଲା ନାଟକ ସାହାଡ଼ା ସୁନ୍ଦରୀ। ଭୁବନେଶ୍ବରର ଥିଏଟର ଫର୍ ଏଜୁକେଶନ ଆୱର୍ନେସ ମୁଭନେଣ୍ଟ ପକ୍ଷରୁ ମଞ୍ଚସ୍ଥ ଏହି ନାଟକର ସ୍ରଷ୍ଟା ବିଭୁଦତ୍ତ ଦିକ୍ଷୀତ ଏବଂ ନିର୍ଦ୍ଦେଶନା ଦେଇଥିଲେ ଶତୃଘ୍ନ ସାମଲ। ଓଡ଼ିଶାର…

Continue Readingରଙ୍ଗ ସଙ୍ଗମରେ ଆଜିର ନାଟକ ସାହାଡ଼ା ସୁନ୍ଦରୀ: ମଞ୍ଚ ମାୟାରେ ବିଭୋର ଦର୍ଶକ

ଜାତୀୟ ରାଜପଥ ମରାମତି ସମେତ ୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ତାଳଚେର ଜନ ବିକାଶ କଲ୍ୟାଣ ସଂଘ

ତାଳଚେର: ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ତାଳଚେର ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ୪ ଦଫା ସମ୍ବଳିତ ଦାବିପତ୍ର ଆଜି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣିରେ ପ୍ରଦାନ କରାଯାଇଛି। ଏହି ଦାବିଗୁଡ଼ିକ ମଧ୍ୟରେ ବଅଁରପାଳ ଠାରୁ ଗୋଡ଼ିବନ୍ଧ ଦେଇ କଣିହାଁ…

Continue Readingଜାତୀୟ ରାଜପଥ ମରାମତି ସମେତ ୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ତାଳଚେର ଜନ ବିକାଶ କଲ୍ୟାଣ ସଂଘ

ରଙ୍ଗ ସଙ୍ଗମର ୨ୟ ଦିବସରେ ମଞ୍ଚସ୍ଥ ହେଲା କୋଶଳୀ ନାଟକ କିଞ୍ଚିତ ଭୋଗମ୍

ଅନୁଗୁଳ: ଆଜି ରଙ୍ଗ ସଙ୍ଗମର ଦ୍ଵିତୀୟ ଦିବସରେ ସଭାଘରେ ମଞ୍ଚସ୍ଥ ହୋଇଥିଲା କୋଶଳୀ ନାଟକ କିଞ୍ଚିତ ଭୋଗମାନାଟକକୁ ଉଦଘାଟନ କରିଥିଲେ ବରିଷ୍ଠ କଳାକାର ଶରତ କୁମାର ମାଝୀ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଗୁଳ ବାର lର ସଭାପତି ଦିଲୀପ…

Continue Readingରଙ୍ଗ ସଙ୍ଗମର ୨ୟ ଦିବସରେ ମଞ୍ଚସ୍ଥ ହେଲା କୋଶଳୀ ନାଟକ କିଞ୍ଚିତ ଭୋଗମ୍

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାମୁହିକ ଔଷଧ ସେବନ ଅଭିଯାନ ପାଳିତ, ଫାଇଲେରିଆ ରୋଗ ନେଇ ସଚେତନ ହେଲେ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଢେଙ୍କାନାଳ-ଅନୁଗୁଳ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ସାମୁହିକ ଔଷଧ ସେବନ ଅଭିଯାନ ୨୦୨୩ ପାଳିତ ହୋଇଛି। ଏ ଅବସରରେ ଫାଇଲେରିଆ ରୋଗ ନିରାକରଣ ସମ୍ପର୍କରେ ଆଲୋଚନା ଚକ୍ର ଆୟୋଜିତ ହୋଇଛି। ଲୋକେ ସଠିକ ରୂପେ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାମୁହିକ ଔଷଧ ସେବନ ଅଭିଯାନ ପାଳିତ, ଫାଇଲେରିଆ ରୋଗ ନେଇ ସଚେତନ ହେଲେ ଲୋକେ

ଆଠମଲ୍ଲିକରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଆୟୋଜିତ: ସହିଦ ସୁଶାନ୍ତ ସାହୁଙ୍କ ସମାଧି ସ୍ଥଳରୁ ସଂଗୃହୀତ ହେଲା ମାଟି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ପ୍ରାକ୍ତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ସାହୁ, ସ୍ୱାମୀ ଅଭୟ…

Continue Readingଆଠମଲ୍ଲିକରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଆୟୋଜିତ: ସହିଦ ସୁଶାନ୍ତ ସାହୁଙ୍କ ସମାଧି ସ୍ଥଳରୁ ସଂଗୃହୀତ ହେଲା ମାଟି

ଟ୍ରକ୍ ଚାପାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, ଡ୍ରାଇଭରକୁ ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକ

ତାଳଚେର: ତାଳଚେର ୧୪୯ ନମ୍ୱର ଜାତୀୟ ରାଜପଥର ବହ୍ଲର ଛକ ନିକଟରେ ଟ୍ରକ ଚାପାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସନ୍ଥପଡ଼ା ଗ୍ରାମର ୭୪ ବର୍ଷୀୟ ଗୋବର୍ଦ୍ଧନ ସାମଲ (ଗୁବୁରି)। ସୂଚନା ଅନୁସାରେ, ଗୋବର୍ଦ୍ଧନ ତାଙ୍କ କୁକୁଡ଼ା…

Continue Readingଟ୍ରକ୍ ଚାପାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, ଡ୍ରାଇଭରକୁ ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକ

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ସ୍ଥାନୀୟ ବନ୍ତଳା ଥାନା ଅନ୍ତର୍ଗତ ବଡ଼ହିଂସ୍ଵ ଗ୍ରାମରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଶନିବାର ୨ଟାରେ ବଡ଼ହିଂସ୍ଵ ଗ୍ରାମର ଅଭୟ…

Continue Readingବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ଜମି ପାଇଁ ଭାଇ ନେଲା ଜୀବନ: ବଡ଼ ଭାଇକୁ ହତ୍ୟା କରି ଆତ୍ମ ସମର୍ପଣ କଲା ସାନଭାଇ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ପଦାପଶି ଗ୍ରାମରେ ଜମି ଜମା ବିବାଦକୁ କେନ୍ଦ୍ର କରି ବଡ଼ ଭାଇକୁ ଗଳା କାଟି ହତ୍ୟା କରିଛି ସାନ ଭାଇ। ସୂଚନା ଅନୁସାରେ, ସ୍ଥାନୀୟ ପଦାପଶି ଗ୍ରାମର ଖଜୁରୀ କିସାନ…

Continue Readingଜମି ପାଇଁ ଭାଇ ନେଲା ଜୀବନ: ବଡ଼ ଭାଇକୁ ହତ୍ୟା କରି ଆତ୍ମ ସମର୍ପଣ କଲା ସାନଭାଇ