ବିଜେପିର କୋଶଳାମଣ୍ଡଳ କାର୍ଯ୍ୟକାରିଣୀ ବୈଠକ: ନିଯୁକ୍ତି, ବିଦ୍ୟୁତ କାଟ, ଚାଷୀ ଏବଂ ମଣ୍ଡି ସମସ୍ୟାର ତୁରନ୍ତ ସମାଧାନ ଦାବି

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜେପି କୋଶଳା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଧୋବେଇ ସାହୁଙ୍କ ଅଧ୍ୟକ୍ଷତାରେ ସିଙ୍ଗଡ଼ା ପୋଲ ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥିଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛେଣ୍ଡିପଦା…

Continue Readingବିଜେପିର କୋଶଳାମଣ୍ଡଳ କାର୍ଯ୍ୟକାରିଣୀ ବୈଠକ: ନିଯୁକ୍ତି, ବିଦ୍ୟୁତ କାଟ, ଚାଷୀ ଏବଂ ମଣ୍ଡି ସମସ୍ୟାର ତୁରନ୍ତ ସମାଧାନ ଦାବି

ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କହିଦେଲେ ବୋଲି ଗାଁ କଙ୍ଗାରୁ କୋର୍ଟରେ ହେଲେ ବାସନ୍ଦ, ନ୍ୟାୟ ପାଇଁ ଗୁହାରୀ

ଅନୁଗୁଳ : ସ୍ଥାନୀୟ ପାଳଲହଡ଼ା ବ୍ଲକ୍ କରଡ଼ାପାଳ ପଞ୍ଚାୟତ ମୁନିପାଳପୁର ଗାଁରେ କଙ୍ଗାରୁ କୋର୍ଟରେ ଗାଁର ଏକ ପରିବାରକୁ ବାସନ୍ଦ କରାଯାଇଛି। ସରକାରଙ୍କ ଆଇନ ଅନୁଯାୟୀ, ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତ ଏବଂ ବ୍ଲକ୍ ଠାରେ…

Continue Readingଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କହିଦେଲେ ବୋଲି ଗାଁ କଙ୍ଗାରୁ କୋର୍ଟରେ ହେଲେ ବାସନ୍ଦ, ନ୍ୟାୟ ପାଇଁ ଗୁହାରୀ

ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମିଳିବ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଭାଷା ସମ୍ମାନ, ପାଠଶାଳାର ନିଷ୍ପତ୍ତି

ଅନୁଗୁଳ : ପାଠଶାଳା ଅନୁଷ୍ଠାନ ପକ୍ଷରୁ ରାଧା ମୋହନ ଗଡ଼ନାୟକଙ୍କ ନାମରେ ଏକ ମୁକ୍ତ ପାଠାଗାର ଖୋଲାଯାଇଛି। ଏହି ପାଠାଗାର ପକ୍ଷରୁ କିଛି ନୂଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ଅନୁଷ୍ଠାନର ସଭାପତି ନିରୋଦ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସାମ୍ବାଦିକ…

Continue Readingଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମିଳିବ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଭାଷା ସମ୍ମାନ, ପାଠଶାଳାର ନିଷ୍ପତ୍ତି

୧୬୦ ତମ ମହିମା ମହୋତ୍ସବ ଉଦଯାପିତ, ଭୀମଭୋଇଙ୍କ ରଚିତ ଖଞ୍ଜଣୀ ଭଜନ ପରିବେଷଣ କଲେ ଅଲେଖ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ

ଅନୁଗୁଳ : ଅଙ୍ଗାରବନ୍ଧର ୧୬୦ତମ ମହିମା ମହୋତ୍ସବ ଉଦଯାପିତ ହୋଇଛି। କାର୍ଯ୍ୟକ୍ରମରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଅଲେଖ ମହିମା ଧର୍ମାବଲମ୍ବୀ ସ୍ଥାନୀୟ ସାଧୁ ସନ୍ଥ ଭୀମଭୋଇଙ୍କ ରଚିତ ଖଞ୍ଜଣୀ ଭଜନ ପରିବେଷଣ କରିଥିଲେ।…

Continue Reading୧୬୦ ତମ ମହିମା ମହୋତ୍ସବ ଉଦଯାପିତ, ଭୀମଭୋଇଙ୍କ ରଚିତ ଖଞ୍ଜଣୀ ଭଜନ ପରିବେଷଣ କଲେ ଅଲେଖ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ

ଆସନ୍ତା ୧୦ ତାରିଖରୁ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ

ଅନୁଗୁଳ: ଆସନ୍ତା ୧୦ ତାରିଖରୁ ୧୪ ତାରିଖ ଯାଏ ଅନୁଗୁଳ ଠାରେ ୧୭ ବର୍ଷରୁ କମ ବାଳିକା ଓ ବାଳକ ବିଭାଗର ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। କଦମ ପଡ଼ିଆରେ ଉଦ୍ଘାଟନ ଓ ଉଦଯାପନ ସମାରୋହ ଅନୁଷ୍ଠିତ ହେବ।…

Continue Readingଆସନ୍ତା ୧୦ ତାରିଖରୁ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ

ରାସ୍ତାରେ କାର ଅଟକାଇ ମାଲିକ ଓ ବାନ୍ଧବୀଙ୍କୁ ମାରପିଟ କରିବା ଅଭିଯୋଗ, ନାଲକୋ ଥାନାରେ ମାମଲା ରୁଜୁ

ଅନୁଗୁଳ: ନାଲକୋ ଅନୁଗୁଳ କେନାଲ ରାସ୍ତା ତଥା କାଣ୍ଡସର ଆମ୍ବୁରୀ ପାର୍ଶ୍ୱ କେନାଲ ବନ୍ଧ ଉପରେ କାର ଅଟକାଇ କିଛି ଲୋକ କାର ମାଲିକ ଓ ତାଙ୍କ ବାନ୍ଧବୀଙ୍କୁ ମାରପିଟ କରିଛନ୍ତି। ଏ ନେଇ କାର ମାଲିକ ଥାନାରେ ଲିଖିତ ଅଭିଯୋଗ…

Continue Readingରାସ୍ତାରେ କାର ଅଟକାଇ ମାଲିକ ଓ ବାନ୍ଧବୀଙ୍କୁ ମାରପିଟ କରିବା ଅଭିଯୋଗ, ନାଲକୋ ଥାନାରେ ମାମଲା ରୁଜୁ

ଠାକୁରଗଡ଼ ଗ୍ରସ୍ତ କରି ଲୋକଙ୍କ ସୁଖ ଦୁଃଖ ବୁଝିଲେ ପୂର୍ବତନ ସାଂସଦ ଅମନାଥ ପ୍ରଧାନ

ଠାକୁରଗଡ଼: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଅମନାଥ ପ୍ରଧାନ ମଙ୍ଗଳବାର ଦିନ ଠାକୁରଗଡ଼ ଗସ୍ତ କରିଛନ୍ତି। ଏ ଅବସରରେ କଂଗ୍ରେସ କର୍ମୀ ଏବଂ ଶୁଭେଚ୍ଛୁ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସେ ଲୋକଙ୍କ ସୁଖ ଦୁଃଖ…

Continue Readingଠାକୁରଗଡ଼ ଗ୍ରସ୍ତ କରି ଲୋକଙ୍କ ସୁଖ ଦୁଃଖ ବୁଝିଲେ ପୂର୍ବତନ ସାଂସଦ ଅମନାଥ ପ୍ରଧାନ

ବଡ଼ମୂଳ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଟ୍ରଫି ହାତେଇଲା ଜାମୁନାଳୀର ମା’ ମାହେଶ୍ୱରୀ କ୍ରିକେଟ ଟିମ୍

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କତଡ଼ା ପଞ୍ଚାୟତ ବଡ଼ମୂଳ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଛି। ଆୟୋଜକ ମା' କଳାପାଟ କ୍ରିକେଟ କ୍ଲବ୍ ପକ୍ଷରୁ ପ୍ରଥମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗ ନେଇଥିଲେ। ଫାଇନାଲ…

Continue Readingବଡ଼ମୂଳ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଟ୍ରଫି ହାତେଇଲା ଜାମୁନାଳୀର ମା’ ମାହେଶ୍ୱରୀ କ୍ରିକେଟ ଟିମ୍

ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ, ଦ୍ୱିତୀୟ ପ୍ରସ୍ତୁତି ବୈଠକ ଶେଷ

ଠାକୁରଗଡ଼: ୫୦ ବର୍ଷ ପୂର୍ତ୍ତି ଅବସରରେ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି। ସୁବର୍ଣ୍ଣ ଜୟନ୍ତୀକୁ ବେଶ୍ ଧୁମ୍ ଧାମରେ ପାଳନ କରିବା ପାଇଁ ମଙ୍ଗଳବାର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

Continue Readingଠାକୁରଗଡ଼ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ, ଦ୍ୱିତୀୟ ପ୍ରସ୍ତୁତି ବୈଠକ ଶେଷ

ଭୂମିକମ୍ପରୁ ଅନୁଗୁଳ କେତେ ନିରାପଦ

ଅନୁଗୁଳ: ଅନୁଗୁଳ ଜିଲ୍କା ଏକ ଭୂମିକମ୍ପ ପ୍ରବଣ ଜିଲ୍ଲା। ଯୋନ ୩ ମୋଡ଼ରେଟ ରିସ୍କ ଯୋନ ଭିତରେ ଏହା ରହିଛି। ବିଶେଷକରି ବ୍ରାହ୍ମଣୀ ନଦୀର ଅବବାହିକା ଅର୍ଥାତ ଆମ ଜିଲ୍ଲାରେ ତାଳଚେର ସହର ଏଭଳି ଚଳନ ଶିଳ ଶିଳା ଉପରେ ଅବସ୍ଥିତ…

Continue Readingଭୂମିକମ୍ପରୁ ଅନୁଗୁଳ କେତେ ନିରାପଦ