ନାଲକୋ କୋଇଲା ଖଣି କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିଲା ବିଜେପି ଟିମ୍, ନ୍ୟାୟ ପାଇଁ କଲା ଦାବି

ଅନୁଗୁଳ : ଆଜି ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ନାଲକୋ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପ୍ରଜାଙ୍କ ସହ ଆଲୋଚନା କରିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ…

Continue Readingନାଲକୋ କୋଇଲା ଖଣି କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିଲା ବିଜେପି ଟିମ୍, ନ୍ୟାୟ ପାଇଁ କଲା ଦାବି

ବିଲରେ କାମ ତଦାରଖ କରିବା ବେଳେ ମୁଣ୍ଡରେ ପଡ଼ିଲା ଘଡ଼ଘଡ଼ି, ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ

ଖମାର : ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ସହରଗୁରୁଜାଙ୍ଗ ଗ୍ରାମରେ ଆଜି ବଜ୍ରାଘାତରେ ଦୁଇ ଜଣଙ୍କ ଜୀବନ ଯାଇଛି। ସୂଚନା ମୁତାବକ, ଆଜି ପ୍ରାୟ ୪ ଟା ବେଳେ ସହରଗୁରୁଜାଙ୍ଗ ଗ୍ରାମର ମଦନ ସାହୁ ଓ ଧନୁ ଦେହୁରୀ ନିକଟସ୍ଥ…

Continue Readingବିଲରେ କାମ ତଦାରଖ କରିବା ବେଳେ ମୁଣ୍ଡରେ ପଡ଼ିଲା ଘଡ଼ଘଡ଼ି, ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ

କଲେଜ କ୍ୱାର୍ଟରରୁ ଲୁଟ୍ ମାମଲା: ଚୋରି ସାମଗ୍ରୀ ଜବତ, ୭ଙ୍କୁ କୋର୍ଟଚାଲାଣ କଲା ପୋଲିସ

ଅନୁଗୁଳ: ଅନୁଗୁଳ କଲେଜ କ୍ୱାର୍ଟରରୁ ଚୋରି ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ନଗଦ ଟଙ୍କା ସହ ଜିନିଷ ଜବତ କରାଯାଇଛି। ସୂଚନା ମୁତାବକ, ଭାନୁପ୍ରିୟା ନନ୍ଦ ଅନୁଗୁଳ କଲେଜ କ୍ଵାର୍ଟର ନମ୍ବର…

Continue Readingକଲେଜ କ୍ୱାର୍ଟରରୁ ଲୁଟ୍ ମାମଲା: ଚୋରି ସାମଗ୍ରୀ ଜବତ, ୭ଙ୍କୁ କୋର୍ଟଚାଲାଣ କଲା ପୋଲିସ

କୁକୁର ସହିତ ରିଲସ୍ କରି ଯୁବକ ଗୁରୁତର

ଅନୁଗୁଳ: ଗୋଟିଏ ବୁଲା କୁକୁର ସହିତ ରିଲସ୍ କରିବାକୁ ଯାଇ ଜଣେ ଯୁବକ ଏବେ କୋମାରେ ଥିବା ଖବର ମିଳିଛି। ଦେବଗଡ଼ ଅଞ୍ଚଳର ଯୁବକ ମୋହନ ପ୍ରଧାନ ଗୋଟିଏ ବୁଲା କୁକୁର ସହିତ ରିଲସ୍ ସୁଟିଂ କରିବାକୁ ଗୋଟିଏ ହାତରେ ବରା…

Continue Readingକୁକୁର ସହିତ ରିଲସ୍ କରି ଯୁବକ ଗୁରୁତର

କୋଶଳା ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ପାଇଁ ଗ୍ରାମବାସୀଙ୍କ ବୈଠକ, ବିରୋଧୀଙ୍କୁ ମୁହଁ ତୋଡ଼ ଜବାବ ଦେବାକୁ ନିଷ୍ପତ୍ତି

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି କରଣ ନେଇ ଏକ ବୈଠକ ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ରାମଚଣ୍ଡୀ ଠାକୁରାଣୀଙ୍କ ପ୍ରାର୍ଥନା ମଣ୍ଡପରେ ସଭାପତି ବ୍ରଜବନ୍ଧୁ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି । ବୈଠକରେ କୋଶଳା ଗ୍ରାମର ଗୋଷ୍ଠୀ…

Continue Readingକୋଶଳା ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ପାଇଁ ଗ୍ରାମବାସୀଙ୍କ ବୈଠକ, ବିରୋଧୀଙ୍କୁ ମୁହଁ ତୋଡ଼ ଜବାବ ଦେବାକୁ ନିଷ୍ପତ୍ତି

ଜନଶକ୍ତି ମଜଦୁର ସଭା ପକ୍ଷରୁ ଶ୍ରମିକ ଦିବସ

ଅନୁଗୁଳ: ସ୍ଥାନୀୟ ଆରଡି ଡାକ ବଙ୍ଗଳାରେ ଜନଶକ୍ତି ମଜଦୁର ସଭା ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ଶ୍ରମିକ ସେଲର ରାଷ୍ଟ୍ରୀୟ ସମ୍ପାଦକ ରାଜେନ୍ଦ୍ର ପାଲ,ଜେଏମ୍ଏସ ଅନୁଗୁଳ ଜିଲ୍ଲା ସଂଯୋଜକ ସିଦ୍ଧାନ୍ତ କୁମାର…

Continue Readingଜନଶକ୍ତି ମଜଦୁର ସଭା ପକ୍ଷରୁ ଶ୍ରମିକ ଦିବସ

ନବମ ଶ୍ରେଣୀ ଛାତ୍ରୀଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବଇଣ୍ଡା: କିଶୋରନଗର ବ୍ଲକ ଅଞ୍ଚଳର ଜଣେ ନବମ ଶ୍ରେଣୀ ଝିଅକୁ ହଣ୍ଡପା ଥାନା ହିଞ୍ଜିରୀଡା ଜଙ୍ଗଲରେ ଦୁଷ୍କର୍ମ କରାଯାଇଥିବା ନେଇ ସୋମବାର ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତାର ବାପା ହଣ୍ଡପା ଥାନାରେ ଅଭିଯୋଗ କରିବା ପରେ ଆଇଆଇସି ନମିତା ନାୟକ…

Continue Readingନବମ ଶ୍ରେଣୀ ଛାତ୍ରୀଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଉଦ୍ଧାର ହେଲା ସ୍କୁଲରୁ ଚୋରି ହୋଇଥିବା ସାମଗ୍ରୀ, ୪ ଗିରଫ

ବଇଣ୍ଡା: କିଶୋରନଗର ଥାନା ଜଏରାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି ହୋଇଥିବା କମ୍ପ୍ୟୁଟର ସହ ଅନେକ ସାମଗ୍ରୀ ସୋମବାର କିଶୋରନଗର ପୋଲିସ ରେଢାଖୋଲ ଥାନା ଅଞ୍ଚଳରୁ ଉଦ୍ଧାର ହୋଇଛି।ଏଥିସହ ପୋଲିସ ଚୋରିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ କିଶୋରନଗର…

Continue Readingଉଦ୍ଧାର ହେଲା ସ୍କୁଲରୁ ଚୋରି ହୋଇଥିବା ସାମଗ୍ରୀ, ୪ ଗିରଫ

କଣିହାଁ ଅଞ୍ଚଳରେ ନାବାଳିକାକୁ ଅପହରଣ, ଥାନାରେ ମାମଲା

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଇଲାକାରୁ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ଅପହୃତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପାଇ ପୋଲିସ ସୋମବାର ପୋକସୋ, ଅପହରଣ ଭଳି ସଙ୍ଗୀନ ଦଫା ଲଗାଇ…

Continue Readingକଣିହାଁ ଅଞ୍ଚଳରେ ନାବାଳିକାକୁ ଅପହରଣ, ଥାନାରେ ମାମଲା

ମେଡିକାଲ ସାମନା ରାସ୍ତା ନୋ ପାର୍କିଂ ଜୋନ ଘୋଷିତ

ଅନୁଗୁଳ: ଅନୁଗୁଳ ମେଡିକାଲ ସାମନା ରାସ୍ତାର ପ୍ରାୟ ୫୦ ମିଟର ରାସ୍ତାକୁ ପ୍ରଶାସନ ପକ୍ଷରୁ ନୋ ପାର୍କିଂ ଜୋନ ଘୋଷଣା କରାଯାଇଛି। ସଂଜୀବନି ମାର୍କେଟର ଏହି ଅଂଶରେ ଲୋକ ମାନେ ମନ ଇଛା ଗାଡି ପାର୍କିଂ କରିବାରୁ ଆମ୍ବୁଲାନ୍ସ ଯିବା ଆସିବାରେ…

Continue Readingମେଡିକାଲ ସାମନା ରାସ୍ତା ନୋ ପାର୍କିଂ ଜୋନ ଘୋଷିତ