ବିନା କାରଣରେ ମହିଳାଙ୍କୁ ଗାଳି ଗୁଲଜ ଅଭିଯୋଗ, ଯୁବକଙ୍କ ନାଁରେ ଥାନାରେ ଏତଲା

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଧୂଣ୍ଡି ଗ୍ରାମର ସସ୍ମିତା ବିଶ୍ୱାଳଙ୍କୁ ସେହି ଗାଁର ପ୍ରହଲ୍ଲାଦ ବିଶ୍ୱାଳ ଗାଳି ଗୁଲଜ କରିଥିବା ନେଇ ବୁଧବାର ଦିନ ଥାନାରେ ଅଭିଯୋଗ ହୋଇଛି। ତାଙ୍କ ଅଭିଯୋଗକୁ ଭିତ୍ତି କରି ବଇଣ୍ଡା ଫାଣ୍ଡି…

Continue Readingବିନା କାରଣରେ ମହିଳାଙ୍କୁ ଗାଳି ଗୁଲଜ ଅଭିଯୋଗ, ଯୁବକଙ୍କ ନାଁରେ ଥାନାରେ ଏତଲା
Read more about the article ଲାଞ୍ଚ ନେଇ ଧରାପଡ଼ିଥିବା ପୂର୍ବତନ ତହସିଲଦାରଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଓ ଜରିମାନା
Law Judge Gavel And Legality Symbol

ଲାଞ୍ଚ ନେଇ ଧରାପଡ଼ିଥିବା ପୂର୍ବତନ ତହସିଲଦାରଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଓ ଜରିମାନା

ଅନୁଗୁଳ: ଲାଞ୍ଚ ନେଇ ଧରାପଡ଼ିଥିବା ପୂର୍ବତନ ତହସିଲଦାରଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଅନୁଗୁଳ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ମାମଲାର ଶୁଣାଣି କରି ରାଉରକେଲାର ପୂର୍ବତନ ତହସିଲଦାର କୈଳାସ ଚନ୍ଦ୍ର ବେହେରାଙ୍କ ବିରୋଧରେ ଏହି ରାୟ ପ୍ରଦାନ କରିଛନ୍ତି।…

Continue Readingଲାଞ୍ଚ ନେଇ ଧରାପଡ଼ିଥିବା ପୂର୍ବତନ ତହସିଲଦାରଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଓ ଜରିମାନା

ପୌରପାଳିକାର ବଜେଟ ଅଧିବେଶନ: ଆୟ ବୃଦ୍ଧି ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକାର ସ୍ୱତନ୍ତ୍ର ବଜେଟ ଅଧିବେଶନ ସଭାକକ୍ଷରେ ଆୟୋଜିତ ହୋଇଥିଲା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପୌରାଧକ୍ଷ ଅକ୍ଷୟ ସାମନ୍ତ ଓ ଉପ ପୌରାଧକ୍ଷା ଅନୁପମା ସାହୁ ଅନୁପସ୍ଥିତ ରହିଥିଲେ। ବରିଷ୍ଠ କାଉନସିଲର ସଦାନନ୍ଦ ପଣ୍ଡା ବୈଠକ ପରିଚାଳନା…

Continue Readingପୌରପାଳିକାର ବଜେଟ ଅଧିବେଶନ: ଆୟ ବୃଦ୍ଧି ଉପରେ ଗୁରୁତ୍ୱ

ଅବକାରୀ ଚଢ଼ାଉ: ଚୋରା ଦେଶୀ ମହୁଲି ମଦ ଜବତ, ଦୁଇ ଗିରଫ

ଆଠମଲ୍ଲିକ: ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ଦିନ ହଣ୍ଡପା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ଚୋରା ଦେଶୀ ମହୁଲି ମଦ ଜବତ ହୋଇଛି l ଏଥିସହ ୨ ଜଣଙ୍କୁ ଗିରଫ କରାଯାଇଛି l ସୂଚନା ମୁତାବକ, ବଡ଼ ଗୋବିନ୍ଦପୁର ଗ୍ରାମରେ…

Continue Readingଅବକାରୀ ଚଢ଼ାଉ: ଚୋରା ଦେଶୀ ମହୁଲି ମଦ ଜବତ, ଦୁଇ ଗିରଫ

ଗାଧୋଇବାକୁ ଯାଇ କେନାଲରେ ବୁଡିଗଲେ ବୃଦ୍ଧ, ଘଟଣାସ୍ଥଳରେ ମୁତ୍ୟୁ

ତାଳଚେର: ତାଳଚେର ବ୍ଲକ୍ ଧରମପୁର ଗାଁରେ କେନାଲରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଟଙ୍କଧର ନାଏକ (୮୦)। ସୂଚନା ଅନୁସାରେ, ଆଜି ଦିନ ୧୨ ଟା ବେଳେ ଟଙ୍କ ସ୍ନାନ କରିବା ପାଇଁ କେନାଲକୁ ଯାଇଥିଲେ। ସେଠାରେ…

Continue Readingଗାଧୋଇବାକୁ ଯାଇ କେନାଲରେ ବୁଡିଗଲେ ବୃଦ୍ଧ, ଘଟଣାସ୍ଥଳରେ ମୁତ୍ୟୁ

ଆଇନଜୀବୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ: ୨୮ ଅପ୍ରିଲ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ଏବଂ ଆଇନଜୀବୀ ଦିବସ ପାଳନ ପାଇଁ ଅନୁଗୁଳ ବାର ପକ୍ଷରୁ ଏହାର ସଭାକକ୍ଷରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା।ଏଥିରେ ବାର ସଭାପତି ଦିଲୀପ ସାହୁ,ସମ୍ପାଦକ ହିମାଂଶୁ…

Continue Readingଆଇନଜୀବୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ନାବାଳିକାକୁ ପ୍ରେମ କରି ଫେରାର ହୋଇଥିଲା ନାବାଳକ, ଆଜି ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା କୁଶୁପଙ୍ଗା ଗ୍ରାମର ୧୭ ବର୍ଷର ନାବାଳକ ଓ ଏହି ଥାନା ଅନ୍ତର୍ଗତ ଗୋତମରା ଗ୍ରାମର ଜଣେ ନାବାଳିକାକୁ ଆଜି ନରସିଂହପୁରରୁ ଉଦ୍ଧାର କରାଯାଇଛି। ପୋଲିସ ନାବାଳକକୁ ଜୁଭେନାଇଲ ଜେଲ ପଠାଇଛି। ସୂଚନା ଯେ, ଏମାନେ ପ୍ରାୟ…

Continue Readingନାବାଳିକାକୁ ପ୍ରେମ କରି ଫେରାର ହୋଇଥିଲା ନାବାଳକ, ଆଜି ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଦୁବାଇରେ ସମ୍ମାନିତ ହେବେ ସମାଜସେବୀ ଇଂ. ବିପ୍ଳବ ଜେନା

ଅନୁଗୁଳ: ଦୁବାଇରେ ସମ୍ମାନିତ ହେବେ ସମାଜସେବୀ ଇଂ. ବିପ୍ଳବ ଜେନା। ଉଲ୍ଲେଖନୀୟ ସମାଜସେବା ନିମନ୍ତେ ଓଡିଶାର ଏକମାତ୍ର ସମାଜସେବୀ ଭାବେ ତାଙ୍କୁ ସି.ଏସ୍.ଆର ଟାଇମସ୍ ତରଫରୁ ମନୋନୀତ କରାଯାଇଛି। ଆସନ୍ତା ୨୯ ତାରିଖ ଦିନ ଦୁବାଇରେ ତାଙ୍କୁ ସମ୍ମାନ ଜନକ ଗୋଲଡେନ…

Continue Readingଦୁବାଇରେ ସମ୍ମାନିତ ହେବେ ସମାଜସେବୀ ଇଂ. ବିପ୍ଳବ ଜେନା

ବିଏମଏସ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ଅନୁଗୁଳ: ଆଜି ଭାରତୀୟ ମଜଦୂର ସଂଘ ଅନୁଗୁଳ ଶାଖା ପକ୍ଷରୁ ୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ଶ୍ରମିକ ନେତା ମାନେ ଦେଶର ଶ୍ରମିକ ମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇଦେବା,ଠିକା ନିଯୁକ୍ତି ନାଁ…

Continue Readingବିଏମଏସ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ବାଳିକା ଉଚ୍ଚ ବିଦ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଅନୁଗୁଳ: ଆଜି ସକାଳେ ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ସମାରୋହକୁ ଉନ୍ମୋଚିତ କରିଥିଲେ।ଗୋପବନ୍ଧୁଙ୍କ ସେବା,ତିତୀକ୍ଷା,ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅବଦାନ,ସାମ୍ବାଦିକତା…

Continue Readingବାଳିକା ଉଚ୍ଚ ବିଦ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ