ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି, ଉପକୃତ ହେବେ ୩ ନିର୍ବାଚନ ମଣ୍ଡଳୀର ଲୋକ

ଅନୁଗୁଳ : ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତ ପନ୍ଦରଭରଣିଆ-ଝାଡ଼ିଅମ୍ବା ରାସ୍ତାରେ ନନ୍ଦିରା ଉପରେ ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ନନ୍ଦିରା ବିଜୁ ସେତୁର ଭିତ୍ତିପ୍ରସ୍ତର…

Continue Readingବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି, ଉପକୃତ ହେବେ ୩ ନିର୍ବାଚନ ମଣ୍ଡଳୀର ଲୋକ

ଅନୁଗୁଳ ଆକାଶରେ ସନ୍ଦିଗ୍ଧ ବେଲୁନ!!

ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୋଳ ଆକାଶରେ ପଶ୍ଚିମ ଦିଗରୁ ପୂର୍ବ ଦିଗକୁ ଗତି କରୁଥିବା ଏକ ବେଲୁନ ଭଳି ପଦାର୍ଥ ଦେଖିବାକୁ ମିଳିଥିଲା । ଜଣେ ସ୍ଥାନୀୟ ଯୁବକ ଏହି ଦୃଶ୍ୟର ଭିଡିଓ ମୋବାଇଲରେ ଉତ୍ତୋଳନ କରିଥିବା ଦାବି କରିଛନ୍ତି। ଏହି…

Continue Readingଅନୁଗୁଳ ଆକାଶରେ ସନ୍ଦିଗ୍ଧ ବେଲୁନ!!

ବନ ବିଭାଗ କାର୍ଯ୍ୟାଳୟ ଭିତରେ ଥିବା ଜବତ ଗାଡ଼ିରୁ ପାର୍ଟସ ଚୋରି

ଛେଣ୍ଡିପଦା: ଛେଣ୍ଡିପଦା ବନ ବିଭାଗ ପକ୍ଷରୁ ଗତ ବର୍ଷ ଏପ୍ରିଲ ମାସରେ ଜବତ କରାଯାଇଥିବା ଚୋରା କେନ୍ଦୁପତ୍ର ବୋଝେଇ ଏକ ପିକଅପ ଭ୍ୟାନ(OD05 BC 8413)ର ପାର୍ଟସ ଚୋରି ହୋଇଯାଇଛି। ଆଜି ସକାଳୁ ଭ୍ୟାନର ଷ୍ଟେପିନ ଟାୟାର ସହିତ ଗାଡ଼ିରେ ଲାଗି…

Continue Readingବନ ବିଭାଗ କାର୍ଯ୍ୟାଳୟ ଭିତରେ ଥିବା ଜବତ ଗାଡ଼ିରୁ ପାର୍ଟସ ଚୋରି

ପୂର୍ବତନ କାଉନସିଲରଙ୍କ ପରଲୋକ

ଅନୁଗୁଳ: ଅମଲା ପଡ଼ା ନିବାସୀ ଅନୁଗୁଳ ଏନ୍ଏସିର ପୂର୍ବତନ କାଉନସିଲର,ବର୍ଷୀୟାନ ସମାଜସେବୀ ସାହି ପୂଜା କମିଟିର ପ୍ରତିଷ୍ଠାତା ସଦସ୍ୟ ଏବଂ ଷ୍ଟାମ୍ପ ଭେଣ୍ଡର ବିଶ୍ଵନାଥ ଦାସଙ୍କ ଆଜି ସକାଳେ ନିଜ ବାସ ଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨…

Continue Readingପୂର୍ବତନ କାଉନସିଲରଙ୍କ ପରଲୋକ

ମା’ ବାସନ୍ତୀ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ

ଅନୁଗୁଳ: ଅନୁଗୁଳ ସହରର ଅମଲାପଡ଼ାଠାରେ ହେବକୁଥିବା ମା’ ବାସନ୍ତୀ ଦୁର୍ଗାଙ୍କର ପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଟାଉନ ହାଇସ୍କୁଲ ପଡିଆ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟିର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…

Continue Readingମା’ ବାସନ୍ତୀ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ

ସରକାରୀ କାମ ପାଇଁ ଗଦା ହୋଇଥିବା ବିଦ୍ୟୁତ ଖୁଣ୍ଟ ଲୁଟିନେଲେ ଦୁର୍ବୃତ୍ତ, ଜାଣିପାରିଲାନି ପୋଲିସ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଫୁଲଝରି ଠାରୁ ଛେଣ୍ଡିପଦା ପର୍ଯ୍ୟନ୍ତ ନୂତନ ଏଗାର କେଭି ବିଦ୍ୟୁତ ଲାଇନ କାର୍ଯ୍ୟ ନିମନ୍ତେ ରାସ୍ତା କଡ଼ରେ ରଖାଯାଇଥିବା ବିଦ୍ୟୁତ ଖୁଣ୍ଟଗୁଡିକ ମଧ୍ୟରୁ କିଛି ଚୋରି ହୋଇଯାଇଛି। ଏ ନେଇ ଠିକାଦାର ଗୌତମ ମାଝୀ ଛେଣ୍ଡିପଦା ଥାନାରେ…

Continue Readingସରକାରୀ କାମ ପାଇଁ ଗଦା ହୋଇଥିବା ବିଦ୍ୟୁତ ଖୁଣ୍ଟ ଲୁଟିନେଲେ ଦୁର୍ବୃତ୍ତ, ଜାଣିପାରିଲାନି ପୋଲିସ

ଜମି ବାଡ଼ି ବିବାଦ: ପଡ଼ୋଶୀଙ୍କ ଠେଙ୍ଗା ମାଡ଼ରେ ଗଲା ଜଣକ ଜୀବନ

ଅନୁଗୁଳ: ଅନୁଗୁଳ ସଦର ଥାନା ଛେଳିଆପଡ଼ା ଗାଁରେ ଆଜି ପୂର୍ବ ଶତ୍ରୁତାକୁ ନେଇ ପଡ଼ୋଶୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଛି ପଡ଼ୋଶୀ। ଘରକୁ ଲାଗିଥିବା ରାସ୍ତାକୁ ନେଇ ଗାଁର ଯୁଧିଷ୍ଠିର ପ୍ରଧାନଙ୍କର ପଡ଼ୋଶୀ ଜିତୁ ପ୍ରଧାନଙ୍କ ସହ ପୂର୍ବରୁ ବିବାଦ ଥିଲା।…

Continue Readingଜମି ବାଡ଼ି ବିବାଦ: ପଡ଼ୋଶୀଙ୍କ ଠେଙ୍ଗା ମାଡ଼ରେ ଗଲା ଜଣକ ଜୀବନ

ରାତି ଅଧିଆ ବାସନ୍ତୀ ଦୁର୍ଗା ମାଧବଙ୍କ ମନ୍ଦିରରୁ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ଅନୁଗୁଳ : ସ୍ଥାନୀୟ କାଙ୍ଗୁଲା ପଞ୍ଚାୟତ ବେନ୍ତପୁର ଗ୍ରାମର ମା' ବାସନ୍ତୀ ଦୁର୍ଗା ମାଧବଙ୍କ ବିଗ୍ରହରୁ କେହି ଗହଣା ଚୋରି କରି ନେଇ ଯାଇଛି। ଦେବୀଙ୍କ ମୁଖରୁ ରୁପା ଆଖି, ନାକ, ପାଟି ଓ କାନ ଚୋରି ହୋଇଛି। ଆଜି ପୂର୍ବାହ୍ନରେ…

Continue Readingରାତି ଅଧିଆ ବାସନ୍ତୀ ଦୁର୍ଗା ମାଧବଙ୍କ ମନ୍ଦିରରୁ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ଶାଶୁ ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ନେଇ ଅଭିଯୋଗ କଲେ ବୋହୂ

ଛେଣ୍ଡିପଦା: ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳା ନିଜ ସ୍ୱାମୀ ତଥା ଶ୍ୱଶୁର ଘର ଲୋକଙ୍କ ବିରୁଦ୍ଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ସେ ଛେଣ୍ଡିପଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୀଡ଼ିତା ଅଭିଯୋଗ…

Continue Readingଶାଶୁ ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ନେଇ ଅଭିଯୋଗ କଲେ ବୋହୂ

କର୍ଣ୍ଣାଟକର ପ୍ରଭାରୀ ଭାବେ ଦାୟିତ୍ୱ ନେଲେ ଧର୍ମେନ୍ଦ୍ର ପ୍ରଧାନ, ଅନୁଗୁଳ ଜିଲ୍ଲା ବିଜେପି କଲା ସ୍ୱାଗତ

ଅନୁଗୁଳ : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗାମୀ କର୍ଣ୍ଣାଟକରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଦାୟିତ୍ୱ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି…

Continue Readingକର୍ଣ୍ଣାଟକର ପ୍ରଭାରୀ ଭାବେ ଦାୟିତ୍ୱ ନେଲେ ଧର୍ମେନ୍ଦ୍ର ପ୍ରଧାନ, ଅନୁଗୁଳ ଜିଲ୍ଲା ବିଜେପି କଲା ସ୍ୱାଗତ