ବାହୁଚାରୀ ମାତାଙ୍କ ବାର୍ଷିକ ମହୋତ୍ସବ ଆରମ୍ଭ, ଦୁଇ ଦିନ ଧରି ଟାଉନ୍ ହଲରେ ଚାଲିବ ପୂଜା ପାଠ

ଅନୁଗୁଳ: ଅନୁଗୁଳ ଟାଉନ ହଲରେ ବାହୁଚାରୀ ମାତାଙ୍କ ବାର୍ଷିକ ମହୋତ୍ସବ ଅନୁଷ୍ଠତି ହୋଇଛି। ସୂଚନା ମୁତାବକ, ବାହୁଚାରୀ ମାତାଙ୍କ ବାର୍ଷିକ ମହୋତ୍ସବ ପାଇଁ ପ୍ରଥମେ ଟାଉନ୍ ହଲ୍ ଠାରୁ କିନ୍ନରମାନେ କଳସ ଧରି ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲେ।…

Continue Readingବାହୁଚାରୀ ମାତାଙ୍କ ବାର୍ଷିକ ମହୋତ୍ସବ ଆରମ୍ଭ, ଦୁଇ ଦିନ ଧରି ଟାଉନ୍ ହଲରେ ଚାଲିବ ପୂଜା ପାଠ

ଅନୁଗୁଳ ଜିଲ୍ଲା ସିନିୟର କ୍ରିକେଟ ଦଳ ଚୟନ ନିମନ୍ତେ ଆସନ୍ତାକାଲିଠୁ ପଞ୍ଜିକରଣ ଆରମ୍ଭ, ଜାଣନ୍ତୁ କେଉଁ ଦସ୍ତାବିଜ ଆବଶ୍ୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଟ୍ରା-କ୍ଲବ କ୍ରିକେଟ ପ୍ରତିଯୋଗିତା ପାଇଁ ସିନିୟର ଦଳ(୧୯ ବର୍ଷରୁ ଅଧିକ ଓ ୩୦ ବର୍ଷରୁ କମ) ଚୟନ ନିମନ୍ତେ ଖେଳାଳି ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୨୯ ତାରିଖଠାରୁ…

Continue Readingଅନୁଗୁଳ ଜିଲ୍ଲା ସିନିୟର କ୍ରିକେଟ ଦଳ ଚୟନ ନିମନ୍ତେ ଆସନ୍ତାକାଲିଠୁ ପଞ୍ଜିକରଣ ଆରମ୍ଭ, ଜାଣନ୍ତୁ କେଉଁ ଦସ୍ତାବିଜ ଆବଶ୍ୟକ

ସ୍କୁଲରୁ ରାତି ଅଧିଆ ମଟର ପମ୍ପ ଚୋରି ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଶିମିଳିଛୁଇଁ ଗାଁର ପ୍ରାଇମେରୀ ସ୍କୁଲରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସ୍କୁଲରୁ ମଟର ପମ୍ପ ଚୋରି ହୋଇଥିବା ନେଇ ଷ୍ଟାଫ ଜୟଦେବ ସାହୁ ଅଭିଯୋଗ କରିଛନ୍ତି। …

Continue Readingସ୍କୁଲରୁ ରାତି ଅଧିଆ ମଟର ପମ୍ପ ଚୋରି ଅଭିଯୋଗ

ଅନୁଗୁଳ ବନଖଣ୍ଡ ପରିଦର୍ଶନ କଲେ ‘ଆମ ଜଙ୍ଗଲ ଯୋଜନା’ର ଉପଦେଷ୍ଟା

ଅନୁଗୁଳ : ରାଜ୍ୟ ସରକାରଙ୍କ ‘ଆମ ଜଙ୍ଗଲ ଯୋଜନା’ରେ ନୂତନ ଭାବେ ଅବସ୍ଥାପିତ ଉପଦେଷ୍ଟା ନାରାୟଣ ପଟ୍ଟନାୟକ ୨୪ ଓ ୨୫ ତାରିଖ ଦୁଇଦିନ ଧରି ଅନୁଗୁଳ ଜିଲ୍ଲା ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ଦୁଇ ଦିନିଆ…

Continue Readingଅନୁଗୁଳ ବନଖଣ୍ଡ ପରିଦର୍ଶନ କଲେ ‘ଆମ ଜଙ୍ଗଲ ଯୋଜନା’ର ଉପଦେଷ୍ଟା

ଅନୁଗୁଳର ବଜାର ପ୍ରବେଶ କଲା ଆପେ ଅଟୋ ଇଲେକ୍ଟ୍ରିକ ତିନିଚକିଆ ଯାନ, ଗ୍ରାହକଙ୍କୁ ମିଳୁଛି ଆକର୍ଷଣୀୟ ଅଫର

ଅନୁଗୁଳ: ପଞ୍ଚମହାଲ ସ୍ଥିତ ଆପେ ଅଧିକୃତ ବିକ୍ରେତା ଲକ୍ଷ୍ମୀ ଅଟୋ କମବାଇନରେ ଆପେ ଅଟୋ ଇଲେକ୍ଟ୍ରିକ ତିନି ଚକିଆ ଯାନର ଉଦଘାଟିତ ହୋଇଛି। ଏ ଅବସରରେ ଲକ୍ଷ୍ମୀଜୀ ଗ୍ରୁପର ଉପଦେଷ୍ଟା ରମେଶ ଚନ୍ଦ୍ର ଅଗ୍ରୱାଲ ଓ ଲକ୍ଷ୍ମୀଦେବୀ ଅଗ୍ରୱାଲ ପ୍ରଦୀପ ପ୍ରଜ୍ବଳନ…

Continue Readingଅନୁଗୁଳର ବଜାର ପ୍ରବେଶ କଲା ଆପେ ଅଟୋ ଇଲେକ୍ଟ୍ରିକ ତିନିଚକିଆ ଯାନ, ଗ୍ରାହକଙ୍କୁ ମିଳୁଛି ଆକର୍ଷଣୀୟ ଅଫର

ବେଡାଶାସନ କପ୍ ଉଦଯାପିତ, ଛେଳିଆପଡା ୨୦୨୩ ବିଜେତା

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ବେଡା ପଞ୍ଚାୟତରେ ମା ମଙ୍ଗଳା କିକ୍ରେଟ୍ କ୍ଳବ ଦ୍ବାରା ଆୟୋଜିତ ମା ମଙ୍ଗଳା କ୍ରିକେଟ କପ୍ ୨୦୨୩ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ…

Continue Readingବେଡାଶାସନ କପ୍ ଉଦଯାପିତ, ଛେଳିଆପଡା ୨୦୨୩ ବିଜେତା

ଅନୁଗୁଳରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଖୋଲୁଛି ଜେଏସପି: ସରିଲା ଭୂମିପୂଜନ, ଦେଢ଼ ବର୍ଷ ଭିତରେ ହେବ କାର୍ଯ୍ୟକ୍ଷମ

ଅନୁଗୁଳ : ଖୁବଶୀଘ୍ର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜିନ୍ଦଲ ନଗରରେ ଖୋଲିବାକୁ ଯାଉଛି ଏକ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ। ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଆଗେଇ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଜିଲ୍ଲାବାସୀଙ୍କୁ ଏହି ହସ୍ପିଟାଲ ଭେଟି…

Continue Readingଅନୁଗୁଳରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଖୋଲୁଛି ଜେଏସପି: ସରିଲା ଭୂମିପୂଜନ, ଦେଢ଼ ବର୍ଷ ଭିତରେ ହେବ କାର୍ଯ୍ୟକ୍ଷମ

ଏଥରକ ବି ପେପରଲେସ୍‌ ହେବ କେନ୍ଦ୍ର ବଜେଟ୍‌, ମୋବାଇଲ ଆପ୍‌ରୁ ହାତ ମୁଠାରେ ମିଳିବ ସବୁ ସୂଚନା

ଭୁବନେଶ୍ୱର: ଆସୁଛି ୨୦୨୩ ବର୍ଷ ପାଇଁ କେନ୍ଦ୍ର ବଜେଟ୍। ଚଳିତ ବର୍ଷର ବଜେଟ୍ ସଂପୂର୍ଣ୍ଣ ‘ପେପର ଲେସ୍‌’ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ତେବେ ପାରମ୍ପରିକ ଭାବରେ ଅଦ୍ୟାବଧି କାଗଜରେ ଉପସ୍ଥାପିତ ବଜେଟ୍ ଏଥର ସଂପୂର୍ଣ୍ଣ ରୂପେ ଡିଜିଟାଲ୍…

Continue Readingଏଥରକ ବି ପେପରଲେସ୍‌ ହେବ କେନ୍ଦ୍ର ବଜେଟ୍‌, ମୋବାଇଲ ଆପ୍‌ରୁ ହାତ ମୁଠାରେ ମିଳିବ ସବୁ ସୂଚନା

ଥାନା ସମ୍ମୁଖ ଛକରେ ସ୍କୁଟିକୁ ଧକ୍କା ଦେଇ ଦୁଇ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଗୁରୁବାର ଅପରାହ୍ନରେ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖରେ ଏକ ଟ୍ରକ ସ୍କୁଟି ସମେତ ସେଥିରେ ଥିବା ଦୁଇ ଜଣକୁ ଘୋଷାଡ଼ି ନେଇଛି। ତେବେ ଥାନା ସାମ୍ନାରେ ଏହି ଦୁର୍ଘଟଣା ଘଟିଥିଲେ ବି ବଅଁରପାଳ ପୋଲିସ ଘଣ୍ଟାଏ ଡେରିରେ ପହଞ୍ଚିଥିଲା।…

Continue Readingଥାନା ସମ୍ମୁଖ ଛକରେ ସ୍କୁଟିକୁ ଧକ୍କା ଦେଇ ଦୁଇ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ପ୍ରତିବାଦ, ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗାଁ ଲୋକ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ସାନ୍ତରାପୁର (କ) ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ପ୍ରତିବାଦ କରି ଗୁରୁବାର ସରପଞ୍ଚ, ସମିତିସଭ୍ୟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମସ୍ତ ୱାର୍ଡ ମେମ୍ବର, ସିଆରପି, ଏମବିକେଙ୍କୁ ପଞ୍ଚାୟତ ଅଫିସରେ ବନ୍ଦ କରି ଗାଁ…

Continue Readingପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ପ୍ରତିବାଦ, ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗାଁ ଲୋକ