ଓସ୍କାର ଦୌଡ଼ରେ ୫ ଭାରତୀୟ ଫିଲ୍ମ, କଶ୍ମୀର ଫାଇଲ୍ସ,ସହ ଏସବୁ ଫିଲ୍ମ ରହିଛି ତାଲିକାରେ
ଓସ୍କାର ଦୌଡ଼ରେ ୫ ଭାରତୀୟ ଫିଲ୍ମ। ଚଳିତବର୍ଷ ଓସ୍କାର ନୋମିନେସନରେ କଶ୍ମୀର ଫାଇଲ୍ସ,, କାନ୍ତାରା, ଆରଆରଆର, ଗଙ୍ଗୁବାଇ କାଠିଆଓ୍ଵାଡି, ଚେଲୋ ସୋ ରହିଛନ୍ତି। ଓସ୍କାର ନୋମିନେସ ପାଇଁ ଦ ଏକାଡେମୀ ଅଫ ମୋସନ ପିକ୍ଚର ଆଟ୍ର୍ସ ଆଣ୍ଡ ସାଇନ୍ସେସ ୩୦୧ଟି ଫିଲ୍ମର…
