ପୂର୍ବତନ ପୌର ଉପାଧ୍ୟକ୍ଷା ରାମପତି ମାଣ୍ଡୋଠିଆଙ୍କ ସ୍ମୃତିରେ ସ୍କୁଲରେ ଆଲୋକୀକରଣ କଲେ ପରିବାର ସଦସ୍ୟ
ଅନୁଗୁଳ : ପୂର୍ବତନ ପୌର ଉପାଧ୍ୟକ୍ଷା ରାମପତି ମାଣ୍ଡୋଠିଆଙ୍କ ସ୍ମୃତିରେ ଆଦର୍ଶ କ୍ଲବ ପକ୍ଷରୁ ନୂଆ ମୌଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ପୂର୍ଣ୍ଣ ବିଦ୍ୟୁତ୍ କରଣ କରାଯାଇଛି। ରାମପତିର ପୁତ୍ର ପବନ ମାଣ୍ଡୋଠିଆ ଏହି ଆଲୋକୀକରଣ ବ୍ୟବସ୍ଥା କରିଛନ୍ତି। ସମସ୍ତ…
