ବଉଳିଗଡ଼ ସାପ୍ତାହିକ ହାଟ ଉଦଘାଟିତ, ପ୍ରତି ସୋମବାର କିଣାବିକା କରିବେ ବ୍ୟବସାୟୀ

ଅନୁଗୁଳ : ସ୍ଥାନୀୟ ବଅଁରପାଳ ବ୍ଲକ ବଉଳିଗଡ଼ ଜଙ୍ଗଲ ନିକଟରେ  ସାପ୍ତାହିକ ହାଟ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ଯୋଗ ଦେଇ ସାପ୍ତାହିକ ହାଟର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ…

Continue Readingବଉଳିଗଡ଼ ସାପ୍ତାହିକ ହାଟ ଉଦଘାଟିତ, ପ୍ରତି ସୋମବାର କିଣାବିକା କରିବେ ବ୍ୟବସାୟୀ

୨ ଅସହାୟ ମହିଳାଙ୍କୁ ଉଦ୍ଧାର କରି ମିଶନ ଆଶ୍ରାରେ ଥଇଥାନ କଲା ପ୍ରଶାସନ

ଆଠମଲ୍ଲିକ : ଆଠମଲ୍ଲିକ ସହର ଅଞ୍ଚଳରେ ବୁଲୁଥିବା ୨ ଜଣ ଅସହାୟ ମହିଳାଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ମିଶନ ଆଶ୍ରାରେ ଥଇଥାନ କରାଯାଇଛି। ସୂଚନା ମୁତାବକ, ଗତ କିଛିଦିନ ହେଲା ୨ ଜଣ ମହିଳା ଅସହାୟ ଅବସ୍ଥାରେ ସହରରେ ବୁଲୁଥିଲେ।…

Continue Reading୨ ଅସହାୟ ମହିଳାଙ୍କୁ ଉଦ୍ଧାର କରି ମିଶନ ଆଶ୍ରାରେ ଥଇଥାନ କଲା ପ୍ରଶାସନ

ଛେଣ୍ଡିପଦା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ୧୦୮ଟି ଅଭିଯୋଗର ହେଲା ସମାଧାନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆୟୋଜିତ ହୋଇଛି। ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ…

Continue Readingଛେଣ୍ଡିପଦା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ୧୦୮ଟି ଅଭିଯୋଗର ହେଲା ସମାଧାନ

କାର ସହ ଧକ୍କା ହୋଇ ଓଲଟିଲା ରଙ୍ଗ ବୋଝେଇ ଅଟୋ

ଅନୁଗୁଳ : ସ୍ଥାନୀୟ ଜଗଦେବ୍ ମାର୍କେଟ ଛକ ନିକଟରେ ମଙ୍ଗଳବାର ସକାଳେ ଏକ କାର ଧକ୍କାରେ ରଙ୍ଗ ବୋଝେଇ ଅଟୋ ଓଲଟି ପଡ଼ିଛି। ସୂଚନା ମୁତାବକ, ଅନୁଗୁଳ ଡିଆଇସି ଛକ ଆଡ଼ୁ ବସ ଷ୍ଟାଣ୍ଡ ଆଡକୁ ଆସୁଥିବା କାର ବାଳିକା ଉଚ୍ଚ…

Continue Readingକାର ସହ ଧକ୍କା ହୋଇ ଓଲଟିଲା ରଙ୍ଗ ବୋଝେଇ ଅଟୋ

ଶାବଳଭଙ୍ଗାର କୁମ୍ଭାରସାହିରେ ଉତ୍କଟ ଜଳ ସମସ୍ୟା, ତୁରନ୍ତ ପାଇପ୍ ଯୋଗେ ପାଣି ଯୋଗାଣ ଓ ନଳକୂପକୁ ଜବରଦଖଲ ମୁକ୍ତ କରିବାକୁ ଦାବି

ଅନୁଗୁଳ: ଅନୁଗୁଳ ବ୍ଲକ ବାଳୁଅକଟା ପଞ୍ଚାୟତର ଶାବଳଭଙ୍ଗା ଗାଁର କୁମ୍ଭାରସାହିବାସୀ ଉତ୍କଟ ପାନୀୟ ଜଳ ସମସ୍ୟା ନେଇ ସୋମବାର ଦାବି ପ୍ରଦାନ କରିଛନ୍ତି। ବିଡିଓଙ୍କ ଅନୁପସ୍ଥିତିରେ ଗାଁ ଲୋକେ ଏବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ମୁତାବକ, ଶାବଳଭଙ୍ଗାର କୁମ୍ଭାର…

Continue Readingଶାବଳଭଙ୍ଗାର କୁମ୍ଭାରସାହିରେ ଉତ୍କଟ ଜଳ ସମସ୍ୟା, ତୁରନ୍ତ ପାଇପ୍ ଯୋଗେ ପାଣି ଯୋଗାଣ ଓ ନଳକୂପକୁ ଜବରଦଖଲ ମୁକ୍ତ କରିବାକୁ ଦାବି

ଏଣିକି ଗମନାଗମନ ହେବ ଆହୁରି ସହଜ! ପାଳଲହଡ଼ାରେ ୩ଟି ବିଜୁ ସେତୁର ଶିଳାନ୍ୟାସ କଲେ ବିଧାୟକ

ପାଳଲହଡ଼ା: ପାଳଲହଡ଼ାବାସୀଙ୍କ ଗମନାଗମନକୁ ସହଜ କରିବା ପାଇଁ ଆଜି ବିଧାୟକ ମୁକେଶ ପାଲ ତିନିଟି ବିଜୁ ସେତୁର ଶିଳାନ୍ୟାସ କରିଛନ୍ତି। ବିଧାୟକ ପାଳଲହଡା ବ୍ଲକ ଆଲୋରି ପଞ୍ଚାୟତ ସାପଝରା ଠାରୁ ତେଲକୋଇ ବ୍ଲକ ସରେଇ ଗ୍ରାମ ପର୍ଯ୍ୟନ୍ତ ସମାକୋଇ ନଦୀ ଉପରେ ୬୭୫,୯୬…

Continue Readingଏଣିକି ଗମନାଗମନ ହେବ ଆହୁରି ସହଜ! ପାଳଲହଡ଼ାରେ ୩ଟି ବିଜୁ ସେତୁର ଶିଳାନ୍ୟାସ କଲେ ବିଧାୟକ

୫ ବର୍ଷରେ ଅନୁଗୁଳରେ ୫ ଗୁଣ ବଢ଼ିଛି ନିଖୋଜଙ୍କ ସଂଖ୍ୟା, ମାନବ ଚାଲାଣ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନ୍ଦେହ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ବଢ଼ି ଚାଲିଛି ନିଖୋଜ ସଂଖ୍ୟା। ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ଯୁବତୀ ଓ ମହିଳା ନିଖୋଜଙ୍କ ସଂଖ୍ୟା ଅଧିକ ରହିଛି, ଯାହା ଏବେ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଛି। ସୂଚନା ମୁତାବକ, ଗତ ୫ ବର୍ଷ ମଧ୍ୟରେ ଅନୁଗୁଳରେ…

Continue Reading୫ ବର୍ଷରେ ଅନୁଗୁଳରେ ୫ ଗୁଣ ବଢ଼ିଛି ନିଖୋଜଙ୍କ ସଂଖ୍ୟା, ମାନବ ଚାଲାଣ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନ୍ଦେହ

ହେମସୁରପଡା ଫୁଟବଲ: କୁଚିଣ୍ଡା ୨-୧ ଗୋଲରେ ଜଟଣୀକୁ ହରାଇଲା

ଅନୁଗୁଳ: ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସରେ ବିଏଫ୍‌ସି କୁଚିଣ୍ଡା ଫ୍ରେଣ୍ଡସ ପାରାଡ଼ାଇଜ ଜଟଣୀକୁ ୨-୧ ଗୋଲରେ ହରାଇ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଦିଲୀପ ରାଉତ ଆଜିର ଖେଳ ପରିଚାଳନା କରିଥିଲେ। ମ୍ୟାଚରେ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଗୁଳ…

Continue Readingହେମସୁରପଡା ଫୁଟବଲ: କୁଚିଣ୍ଡା ୨-୧ ଗୋଲରେ ଜଟଣୀକୁ ହରାଇଲା

ଦଶହରା ମଣ୍ଡପ ନିକଟରୁ ଯୁବକର ଶବ ଉଦ୍ଧାର

ଅନୁଗୁଳ: ଆଜି ସନ୍ଧ୍ୟାରେ ଅମଲାପଡା ଦଶହରା ମଣ୍ଡପ ପାଖ ରାସ୍ତା ନିକଟରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ଯୁବକଙ୍କ ପକେଟରୁ ମିଳିଥିବା ଡିଏଲ ଅନୁସାରେ ତାଙ୍କ ନାମ ଅମ୍ଳାନ ରାଉତ,ଘର ଠିକଣା ତୁରଙ୍ଗ ବୋଲି ଲେଖା ଯାଇଛି।ଖବରପାଇ ତାଙ୍କ ଘର…

Continue Readingଦଶହରା ମଣ୍ଡପ ନିକଟରୁ ଯୁବକର ଶବ ଉଦ୍ଧାର

ୟୁକୋ ବ୍ୟାଙ୍କର ନିଆରା ପ୍ରୟାସ: ମାଗଣାରେ ମହିଳାଙ୍କୁ ଦିଆଯାଉଛି ବିୟୁଟି ପାର୍ଲର ତାଲିମ

ଅନୁଗୁଳ: ସ୍ଥାନୀୟ ୟୁକୋ ଆର.ସେ.ଟି ଠାରେ ୩୫ ଜଣ ମହିଳା ଏବଂ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୩୦ ଦିନିଆ ବିୟୁଟି ପାର୍ଲର ପରିଚାଳନା ତାଲିମ ଶିବିର ଉଦଘାଟିତ ହୋଇଛି। ଅନୁଷ୍ଠାନର ନିର୍ଦ୍ଦେଶିକା ଅର୍ଚ୍ଚନା ଦେହୁରୀ, ଅଗ୍ରଣୀ ବ୍ୟାଙ୍କ ଜିଲ୍ଲା ପରିଚାଳକ…

Continue Readingୟୁକୋ ବ୍ୟାଙ୍କର ନିଆରା ପ୍ରୟାସ: ମାଗଣାରେ ମହିଳାଙ୍କୁ ଦିଆଯାଉଛି ବିୟୁଟି ପାର୍ଲର ତାଲିମ