ଛୋଟ ଦୋକାନୀ ସାବଧାନ: ଫୋନ ପେ’ରେ ସ୍ମାର୍ଟ ଠକ ମାତିଛନ୍ତି
ଅନୁଗୁଳ: ବେଶ ପୋଷାକରେ ବେଶ ଶିକ୍ଷିତ ଜଣା ପଡ଼ୁଛନ୍ତି, କଥା ମାର୍ଜିତ କିନ୍ତୁ ମନବୃତ୍ତି ହେଲା ଠକିବା। ସୋମବାର ସନ୍ଧ୍ୟାରେ ଅନୁଗୁଳ ସଂଜୀବନୀ ମାର୍କେଟରେ ଥିବା ଲାଲଟୁ ଭାଇଙ୍କ ଚା' ପକୁଡ଼ି ଦୋକାନରେ ପହଞ୍ଚିଲେ ଜଣେ ଦମ୍ପତ୍ତି। ଭିଡ଼ ଦେଖି ୫୦…



