ବର୍ଷ ଆରମ୍ଭରୁ ୧ ଲକ୍ଷ ଟେକ୍‌ କର୍ମଚାରୀଙ୍କର ଗଲାଣି ଚାକିରି, ଦିନକୁ ୩,୩୦୦ କର୍ମଚାରୀଙ୍କର ହେଉଛି ଛଟେଇ

ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରୁ ହିଁ ସମଗ୍ର ବିଶ୍ବରେ ପ୍ରାୟ ୧ ଲକ୍ଷ ପ୍ରଯୁକ୍ତି ବା ଟେକ୍ କର୍ମଚାରୀ ଚାକିରି ହରାଇଛନ୍ତି। ଜାନୁଆରୀରେ ଆମାଜନ, ମାଇକ୍ରୋସଫ୍ଟ, ଗୁଗୁଲ, ସେଲ୍‌ଫୋର୍ସ ଏବଂ ଅନ୍ୟାନ୍ୟ କମ୍ପାନିଗୁଡିକ ସବୁଠାରୁ ଅଧିକ ଛଟେଇ କରିଛନ୍ତି। ବିଶ୍ବରେ ୨୮୮ରୁ…

Continue Readingବର୍ଷ ଆରମ୍ଭରୁ ୧ ଲକ୍ଷ ଟେକ୍‌ କର୍ମଚାରୀଙ୍କର ଗଲାଣି ଚାକିରି, ଦିନକୁ ୩,୩୦୦ କର୍ମଚାରୀଙ୍କର ହେଉଛି ଛଟେଇ

ନାଲକୋରେ ବାର୍ଷିକ ଫୁଲ ଓ ଫଳ ପ୍ରଦର୍ଶନୀ ଉଦଯାପିତ

ଅନୁଗୁଳ: ଅନୁଗୁଳ ନାଲକୋ ନଗରଠାରେ ଚାଲିଥିବା ବାର୍ଷିକ ଫୁଲ ଓ ଫଳ ପଦର୍ଶନୀ ଶୁକ୍ରବାର ଉଦଯାପିତ ହୋଇଯାଇଛି। ନାଲକୋ ଉଦ୍ୟାନ ବିଭାଗ ଦ୍ବାରା ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀରେ୧୫୬ ଜଣ ଅଂଶ ଗ୍ରହଣ କରିଥିଲେ। ଏଥିରେ ୫ଶହରୁ ଅଧିକ…

Continue Readingନାଲକୋରେ ବାର୍ଷିକ ଫୁଲ ଓ ଫଳ ପ୍ରଦର୍ଶନୀ ଉଦଯାପିତ

ଜାତୀୟ କୃମି ନାଶକ ଦିବସ: ୪ଲକ୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ କୃମିନାଶକ ଔଷଧ ଦିଆଯିବ

ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟଠାରେ ଶୁକ୍ରବାର କୃମି ନାଶକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାତୀୟ କୃମିନାଶକ ଦିବସ ପାଳନ ଉପରେ ଗୁରୁତ୍ବାରୋପ କରି କହିଥିଲେ ଯେ, କୃମି ଯୋଗୁ ଶିଶୁ…

Continue Readingଜାତୀୟ କୃମି ନାଶକ ଦିବସ: ୪ଲକ୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ କୃମିନାଶକ ଔଷଧ ଦିଆଯିବ

ବ୍ଲାକ ଡ଼ାଇମଣ୍ଡ ବୁଲି ଦେଖିଲେ ଡ. ଵାଗଚି

ଅନୁଗୁଳ: ଓଡ଼ିଶା ସ୍କିଲ ଡେଭେଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ଡ. ସୁବ୍ରତ ବାଗଚି ଶୁକ୍ରବାର ବାଲିପଟ୍ଟାରେ ଏକ ସଭାରେ ଯୋଗ ଦେବାକୁ ଆସି ଅନୁଗୁଳରେ ସେ ଅଟକି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ଥିଲେ।ଜିଲ୍ଲାପାଳ ତାଙ୍କୁ ବ୍ଲାକ ଡ଼ାଇମଣ୍ଡରେ ହେବାକୁ ଥିବା…

Continue Readingବ୍ଲାକ ଡ଼ାଇମଣ୍ଡ ବୁଲି ଦେଖିଲେ ଡ. ଵାଗଚି

ସାଂସଦ ମହେଶ ସାହୁଙ୍କ ଜନ୍ମଦିନ ପାଇଁ ରକ୍ତଦାନ ଶିବିର, ୪୬ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ ଆଜି ଅନୁଗୁଳ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ସାଂସଦ ମହେଶ ସାହୁଙ୍କ ଜନ୍ମଦିନ ପାଳନ କରାଯାଇଛି। ଏ ଅବସରରେ ବଡକେରା ପଞ୍ଚାୟତରେ ବିଜୁ ଯୁବ…

Continue Readingସାଂସଦ ମହେଶ ସାହୁଙ୍କ ଜନ୍ମଦିନ ପାଇଁ ରକ୍ତଦାନ ଶିବିର, ୪୬ ୟୁନିଟ ରକ୍ତ ସଂଗୃହୀତ

ବାଲିପଟା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ “ଅନ୍ବେଷା” ଉଦଘାଟିତ, ଯୋଗ ଦେଲେ ଡ. ସୁବ୍ରତ ବାଗଚୀ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଲିପଟା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ନେତୃତ୍ବରେ ୩ ଦିନ ବ୍ୟାପୀ ସୁବର୍ଣ୍ଣ ଜୟନ୍ତୀ "ଅନ୍ବେଷା" ସମାରୋହ ମହାଆଡମ୍ବରରେ ପାଳିତ ହେଉଛି। ଜୁବୁଲି କମିଟିର ସଭାପତି…

Continue Readingବାଲିପଟା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ “ଅନ୍ବେଷା” ଉଦଘାଟିତ, ଯୋଗ ଦେଲେ ଡ. ସୁବ୍ରତ ବାଗଚୀ

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ଜଣେ ଆହତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ଟାଉନସିପରେ ଦୁର୍ଘଟଣା ଘଟି ଜଣେ ଆହତ ହୋଇଛନ୍ତି। ସୂଚନା ମୁତାବକ, ନାଲକୋ କୋ- ଅପରେଟିଭ୍ ମାର୍କେଟ ଅଞ୍ଚଳରେ ଏକ କାର ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଫଳରେ କାର ଚାଳକ ଆହତ ହୋଇଛନ୍ତି।…

Continue Readingଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ଜଣେ ଆହତ

୧୭ ବର୍ଷରୁ କମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗର କ୍ରିକେଟ ଟୁର୍ଣ୍ଣାମଣ୍ଟ ଶୁକ୍ରବାର ଉଦଘାଟିତ ହୋଇଯାଇଛି।ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରି ଭାରତରେ କ୍ରିକେଟର ଲୋକପ୍ରିୟତା ଏବଂ ପିଲାମାନେ…

Continue Reading୧୭ ବର୍ଷରୁ କମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବନାଗ୍ନି ପ୍ରତିରୋଧ ପାଇଁ ସାଇକେଲ ଯାତ୍ରା, ୫୦୦ କିଲୋମିଟର ଯାତ୍ରା କରି ଲୋକଙ୍କୁ କରାଯିବ ସଚେତନ

ଅନୁଗୁଳ : ପ୍ରାକୃତିକ ବନାଗ୍ନି ଅପେକ୍ଷା ମନୁଷ୍ୟକୃତ ବନାଗ୍ନି ଅଧିକ ଚିନ୍ତାଜନକ। ଏଣୁ ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ ଜନ ସହଯୋଗ ଲୋଡିବା ଉଦ୍ଦେଶ୍ୟରେ ଅନୁଗୁଳର ସାମାଜିକ ଅନୁଷ୍ଠାନ "ସାଥୀ ପରିବାର" ତରଫରୁ ୫୦୦ କିଲୋମିଟରର "ସାଇକେଲ ସଚେତନତା ଯାତ୍ରା" ଆରମ୍ଭ…

Continue Readingବନାଗ୍ନି ପ୍ରତିରୋଧ ପାଇଁ ସାଇକେଲ ଯାତ୍ରା, ୫୦୦ କିଲୋମିଟର ଯାତ୍ରା କରି ଲୋକଙ୍କୁ କରାଯିବ ସଚେତନ

ତାଳଚେର ଥର୍ମାଲ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର, ୧୫୪ ଜଣ ଦେଖାଇଲେ ଆଖି

ତାଳଚେର: ଏନଟିପିସି/ଟିଟିପିଏସ ଆନୁକୂଲ୍ୟରେ ସ୍ଥାନୀୟ କୁକୁଡୁଲା ଉଚ୍ଚ ବିଦ୍ୟାଳୟରେ ଡକ୍ଟର ଅଗ୍ରୱାଲ ଆଇ ହସପିଟାଲ ସହଯୋଗରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ଏନଟିପିସି/ଟିଟିପିଏସର ଜିଏମ୍(ପ୍ରୋଜେକ୍ଟ) ଆର.କେ.ସିଂହ ଉଦଘାଟନ କରିଥିଲେ। ଏଥିରେ ସାଗରିକା ଲେଡ଼ିଜ୍ କ୍ଲବର ସଦସ୍ୟା,…

Continue Readingତାଳଚେର ଥର୍ମାଲ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର, ୧୫୪ ଜଣ ଦେଖାଇଲେ ଆଖି