ଛେଣ୍ଡିପଦା ବିଧାନସଭାସ୍ତରୀୟ ବହୁଜନ ସମାଜ ପାର୍ଟି କର୍ମୀ ସମ୍ମିଳନୀ, ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଧାନସଭାସ୍ତରୀୟ ବହୁଜନ ସମାଜ ପାର୍ଟି କର୍ମୀ ସମ୍ମିଳନୀ ସୋମବାର ଜରପଡା କୁମୁରସିଙ୍ଗ ଗ୍ରାମ ସ୍ଥିତ ମହିମା ଆଶ୍ରମ ଆମ୍ବ ତୋଟାରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ନେତା ପ୍ରମୋଦ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ଛେଣ୍ଡିପଦା…

Continue Readingଛେଣ୍ଡିପଦା ବିଧାନସଭାସ୍ତରୀୟ ବହୁଜନ ସମାଜ ପାର୍ଟି କର୍ମୀ ସମ୍ମିଳନୀ, ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ

ଜମିବାଡ଼ି ବିବାଦ ପାଇଁ ଦାଦାକୁ ଖଣ୍ଡାରେ ହାଣିଲେ, ବଞ୍ଚାଇବାକୁ ଯାଇ ଝିଆରୀ ଆହତ

ବଅଁରପାଳ : ବଅଁରପାଳ ଥାନା ଭୋଗବେରେଣୀ ଗ୍ରାମ ଚାଇଁପାଳ ଅଞ୍ଚଳର ଜଣଙ୍କୁ ଖଣ୍ଡାରେ ଆକ୍ରମଣ ନେଇ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ସୁରେନ୍ଦ୍ର ଦାସ ବୋଲି ଜଣାଯାଇଛି। ଅଭିଯୋଗ ଅନୁଯାୟୀ ଆଜି ପୂର୍ବାହ୍ନରେ ନିଜ ଘର ରାସ୍ତା…

Continue Readingଜମିବାଡ଼ି ବିବାଦ ପାଇଁ ଦାଦାକୁ ଖଣ୍ଡାରେ ହାଣିଲେ, ବଞ୍ଚାଇବାକୁ ଯାଇ ଝିଆରୀ ଆହତ

ଅଦ୍ୱୈତ ପ୍ରସାଦ ସିଂହ କ୍ରିକେଟ କପ୍ ଉଦଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଗୋତମରା ଗାଁ ଖେଳ ପଡ଼ିଆ ଠାରେ ୧୦ତମ ଅଦ୍ୱୈତ ପ୍ରସାଦ ସିଂହ ଓ ୩୦ତମ ମା’ ବ୍ରହ୍ମାୟଣୀ କ୍ରିକେଟ କପ୍ ରବିବାର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବଅଁରପାଳ ବ୍ଲକ୍ ଅଧ୍ୟକ୍ଷ ବିଜୟ କୁମାର…

Continue Readingଅଦ୍ୱୈତ ପ୍ରସାଦ ସିଂହ କ୍ରିକେଟ କପ୍ ଉଦଘାଟିତ

ମା’ ତାରିଣୀ ୨ୟ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: କୋଶଳା ରାମଚଣ୍ଡୀ କ୍ରିକେଟ କ୍ଲବକୁ ହରାଇ କୋରଡ଼ା ବାପୁଜୀ କ୍ରିକେଟ କ୍ଲବ୍ ଚାମ୍ପିଅନ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ତଥା ଜରପଡା ଥାନା କତଡା ପଞ୍ଚାୟତ ଅଧୀନ ବକଳା ଗ୍ରାମ ଖେଳ ପଡିଆ ଠାରେ ଆୟୋଜକ ମା' ତାରିଣୀ କ୍ରିକେଟ କ୍ଲବ୍ ପକ୍ଷରୁ ଚାଲିଥିବା ୨ୟ ବାର୍ଷିକ ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ…

Continue Readingମା’ ତାରିଣୀ ୨ୟ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: କୋଶଳା ରାମଚଣ୍ଡୀ କ୍ରିକେଟ କ୍ଲବକୁ ହରାଇ କୋରଡ଼ା ବାପୁଜୀ କ୍ରିକେଟ କ୍ଲବ୍ ଚାମ୍ପିଅନ

ଆରପିଆଇରେ ଯୋଗ ଦେଲେ ବିଏସପିର ବରିଷ୍ଠ ନେତା

ଅନୁଗୁଳ: ସ୍ଥାନୀୟ ଶିକ୍ଷକପଡାସ୍ଥିତ ଆରପିଆଇ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆଜି ବିଏସପିର ବରିଷ୍ଠ ନେତା ମାନେ ଆରପିଆଇରେ ଯୋଗଦାନ କରିଛନ୍ତି। ଏ ଅବସରରେ ଆରପିଆଇର ଜିଲ୍ଲା ସଭାପତି ଭାବେ ହରିହର ନାୟକ ଏବଂ ଉପସଭାପତି ଭାବେ ପ୍ରଦୀପ ଶତପଥୀଙ୍କୁ ଚୟନ କରାଯାଇଛି।…

Continue Readingଆରପିଆଇରେ ଯୋଗ ଦେଲେ ବିଏସପିର ବରିଷ୍ଠ ନେତା

୧୭ ବର୍ଷରୁ କମ୍ ରାଜ୍ୟସ୍ତରୀୟ କ୍ରିକେଟ୍

ଅନୁଗୁଳ: ୧୭ ବର୍ଷରୁ କମ ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନରେ ବାଳିକା ବିଭାଗରେ ଭୁବନେଶ୍ବର ମୟୂରଭଞ୍ଜକୁ, ବାଲେଶ୍ବର ମୟୂରଭଞ୍ଜକୁ, ଭବନେଶ୍ୱର୍ ଅନୁଗୁଳୁକୁ ଓ ବାଲେଶ୍ଵର ଅନୁଗୁଳକୁ ପରାସ୍ତ କରିଥିଲା।ସେହିଭଳି ବାଳକ ବିଭାଗରେ ଭଦ୍ରକ ଜଗତସିଂହପୁରକୁ, ବାଲେଶ୍ବର ଗଜପତିକୁ, ମୟୂରଭଞ୍ଜ କେନ୍ଦ୍ରାପଡ଼ାକୁ,…

Continue Reading୧୭ ବର୍ଷରୁ କମ୍ ରାଜ୍ୟସ୍ତରୀୟ କ୍ରିକେଟ୍

ବାଲିପଟା ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ, ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଲିପଟା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରବିବାର ଉଦଯାପିତ ହୋଇଛି। ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟି ସଭାପତି ତଥା ବରିଷ୍ଠ ପୋଲିସ ଅଧିକାରୀ ମାନସ ରଞ୍ଜନ ଗଡ଼ନାୟକଙ୍କ ପୌରୋହିତ୍ୱରେ ଆୟୋଜିତ ଏହି…

Continue Readingବାଲିପଟା ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ, ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜଣାଇଲେ କମଳାକାନ୍ତ ସାହୁ, ବିଜେପିରେ ଯୋଗ ଦେଲେ ବିଜେଡି ଯୁବ ନେତା ଯୋଗେଶ ପଟ୍ଟନାୟକ

ଅନୁଗୁଳ: ଆଜି ଅପରାହ୍ନରେ ତୁବେ ପଞ୍ଚାୟତର ତୁବେ ଛକ ଠାରେ ଯୁବ ନେତା କମଳାକାନ୍ତ ସାହୁଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହି ସମ୍ବର୍ଦ୍ଧନା ସମୟରେ ବିଜେପି ଗ୍ରାମ ସଭାପତି ବାଙ୍କନିଧି ସାହୁ, ଯୁବ ନେତା…

Continue Readingକେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜଣାଇଲେ କମଳାକାନ୍ତ ସାହୁ, ବିଜେପିରେ ଯୋଗ ଦେଲେ ବିଜେଡି ଯୁବ ନେତା ଯୋଗେଶ ପଟ୍ଟନାୟକ

ଜରପଡା ପତିତପାବନ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡା ପତିତପାବନ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଶରତ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ…

Continue Readingଜରପଡା ପତିତପାବନ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

ନୂଆ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଶନିବାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକଅଦାଲତରେ ୭୭୯୩ଟି ପ୍ରାକ ମୋକଦ୍ଦମା ଜନିତ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୭୧ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ଫଇସଲା କରାଯାଇ ୨୩ଲକ୍ଷ…

Continue Readingନୂଆ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ