ଜମି ମାଲିକକୁ ଟଙ୍କା ନଦେଇ ଠକୁଥିବା ବେଳେ ଦଲାଲକୁ ଉଠାଇ ନେଲା ପୋଲିସ

ଛେଣ୍ଡିପଦା : ସ୍ଥାନୀୟ ଛେଣ୍ଡିପଦା ଥାନା ପୋଲିସ ତହସିଲ କାର୍ଯ୍ୟାଳୟ ପରିସରରୁ ଜଣେ ଜମି ମାଲିକଙ୍କୁ ଠକୁଥିବା ଦଲାଲଙ୍କୁ ଉଠାଇ ନେଇ ତଦନ୍ତ ଚଳାଇଛି। ସୂଚନା ମୁତାବକ, ବୁଧବାର ଗୋହିରାପଶୀ ଗ୍ରାମର ନୂଆଦେଇ ବେହେରା(୬୯) ବ୍ରାହ୍ମଣବିଲ୍ ମୌଜାରେ ଥିବା ତାଙ୍କର ୬…

Continue Readingଜମି ମାଲିକକୁ ଟଙ୍କା ନଦେଇ ଠକୁଥିବା ବେଳେ ଦଲାଲକୁ ଉଠାଇ ନେଲା ପୋଲିସ

ଅଣ୍ଡର ବ୍ରିଜ ନିର୍ମାଣ ସହ ୪ ଦଫା ଦାବି ନେଇ ରେଳବାଇ ମହାପ୍ରବନ୍ଧକଙ୍କୁ ଦାବି ପତ୍ର ଦେଲେ ବନ୍ତୋଲ ପଞ୍ଚାୟତବାସୀ

ତାଳଚେର: ତାଳଚେର ରେଳବାଇ ଷ୍ଟେସନ ନିକଟସ୍ଥ ବନ୍ତୋଲ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ତଥା ରେଲୱେର କେତେକ ସମସ୍ୟାର ସମାଧାନ କରିବା ନିମନ୍ତେ ଇଷ୍ଟକୋଷ୍ଟ ରେଳବାଇ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଆଜି ସରପଞ୍ଚ ଜୟନ୍ତୀଲତା ପ୍ରଧାନ ଏବଂ ସମିତି ସଭ୍ୟା ଅମ୍ରିତା ପାଣି ଦାବି…

Continue Readingଅଣ୍ଡର ବ୍ରିଜ ନିର୍ମାଣ ସହ ୪ ଦଫା ଦାବି ନେଇ ରେଳବାଇ ମହାପ୍ରବନ୍ଧକଙ୍କୁ ଦାବି ପତ୍ର ଦେଲେ ବନ୍ତୋଲ ପଞ୍ଚାୟତବାସୀ

ଛେଣ୍ଡିପଦା ପଞ୍ଚାୟତ ସମିତିର ଦ୍ବିତୀୟ ସାଧାରଣ ବୈଠକ, ସବୁ ସମସ୍ୟାକୁ ମିଳିତ ଭାବେ ସମାଧାନ କରିବା ଉପରେ ଗୁରୁତ୍ୱାରୋପ

ଛେଣ୍ଡିପଦା: ଆଜି ସ୍ଥାନୀୟ ଛେଣ୍ଡିପଦା ପଞ୍ଚାୟତ ସମିତିର ଦ୍ବିତୀୟ ସାଧାରଣ ବୈଠକ ବ୍ଲକ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁଙ୍କ ସଭାପତିତ୍ୱ କରିଥିବାବେଳେ ଛେଣ୍ଡିପଦା ବିଡିଓ ତ୍ରିବିକ୍ରମ କୁମରା, ବ୍ଲକ ଉପାଧ୍ୟକ୍ଷା ଝରଣା ସ୍ୱାଇଁ,…

Continue Readingଛେଣ୍ଡିପଦା ପଞ୍ଚାୟତ ସମିତିର ଦ୍ବିତୀୟ ସାଧାରଣ ବୈଠକ, ସବୁ ସମସ୍ୟାକୁ ମିଳିତ ଭାବେ ସମାଧାନ କରିବା ଉପରେ ଗୁରୁତ୍ୱାରୋପ

ଟାଟା ଏସିରୁ ୫ କ୍ୱିଣ୍ଟାଲ ଲୁହା ପାଇପ୍ ଜବତ, ଚାଳକ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ବୁଧବାର ଏକ ଟାଟା ଏସି ଗାଡିରୁ ଚୋରି ପାଇପ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି। ସୂଚନା ଯେ, ନିଶା ଶିଳ୍ପାଞ୍ଚଳ ପୋଲିସ ଦିନରେ ପାଟ୍ରୋଲିଂ କରୁଥିବା ସମୟରେ ପରଙ୍ଗ…

Continue Readingଟାଟା ଏସିରୁ ୫ କ୍ୱିଣ୍ଟାଲ ଲୁହା ପାଇପ୍ ଜବତ, ଚାଳକ ଗିରଫ

ସହର ପରିକ୍ରମା କଲା ପ୍ରଣାମ ନବକୃଷ୍ଣ ସଦଭାବନା ରଥ

ଅନୁଗୁଳ: ଆଜି ଜନନାୟକ ନବକୃଷ୍ଣ ଚୌଧୁରୀଙ୍କର ୧୨୧ ତମ ଜୟନ୍ତୀ ଅବସରରେ ପ୍ରଣାମ ନବକୃଷ୍ଣ ସଦଭାବନା ରଥ ସହର ପରିକ୍ରମା କରିଛି। ଏହି ଯାତ୍ରାକୁ ପ୍ରଫେସର ସ୍ଵାଧୀନ ପଟ୍ଟନାୟକ ଓ ଉତ୍କଳ ଗାନ୍ଧି ସ୍ମାରକ ନିଧିର ସଭାନେତ୍ରୀ କ୍ରିଷ୍ଣା ମହାନ୍ତି ଉଦଘାଟନ…

Continue Readingସହର ପରିକ୍ରମା କଲା ପ୍ରଣାମ ନବକୃଷ୍ଣ ସଦଭାବନା ରଥ

ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ: ଘଟଣାସ୍ଥଳକୁ ଯାଇ ସତ୍ୟାସତ୍ୟ ଅନୁସନ୍ଧାନ କଲେ ଜିଲ୍ଲା ପରିଷଦର ଲୋକପାଳ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତରେ ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ବୁଧବାର ଜିଲ୍ଲା ପରିଷଦରେ ଅବସ୍ଥାପିତ ଲୋକପାଳ (ଓମ୍ବୁଡ୍ସମ୍ୟାନ) ବିଭୂତି ଭୂଷଣ ପଟ୍ଟନାୟକ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ତଦନ୍ତ କରିଛନ୍ତି।…

Continue Readingମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ: ଘଟଣାସ୍ଥଳକୁ ଯାଇ ସତ୍ୟାସତ୍ୟ ଅନୁସନ୍ଧାନ କଲେ ଜିଲ୍ଲା ପରିଷଦର ଲୋକପାଳ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲାସ୍ତରୀୟ ୧୨୧ ତମ ଜୟନ୍ତୀ ପାଳିତ

ଅନୁଗୁଳ: ଆଜି ପୂର୍ବାହ୍ନରେ ମହାନ ବିପ୍ଳବୀ, ସର୍ବୋଦୟ ନେତା, ବିଶିଷ୍ଟ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ନବକୃଷ୍ଣ ଚୌଧୁରୀଙ୍କ ୧୨୧ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ଉତ୍ସବ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଉତ୍ସବରେ ଜିଲ୍ଲା…

Continue Readingଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲାସ୍ତରୀୟ ୧୨୧ ତମ ଜୟନ୍ତୀ ପାଳିତ

ଭୌଗଳିକ ସ୍ଥିତି ବଦଳିବାରୁ ହାତୀ ଗାଁ ମୁହାଁ ହେଉଛନ୍ତି

ଅନୁଗୁଳ: ହାତୀ ମଣିଷ ବିବାଦ ଗତ ତିନି ଦଶନ୍ଧି ଧରି ଅନୁଗୁଳ ଫରେଷ୍ଟ ସର୍କଲର ବିଭିନ୍ନ ଡିଭିଜନରେ ଉଗ୍ର ରୂପ ନେଇଚି। କେତେବେଳେ ହାତୀ ପୋଚିଂ ହେଉଛି ତ କେତେବେଳେ ହାତୀ ଆକ୍ରମଣରେ ଗ୍ରାମବାସୀ ମରୁଛନ୍ତି। ନିକଟରେ କିଛି ଜଙ୍ଗଲ ବିଭାଗର…

Continue Readingଭୌଗଳିକ ସ୍ଥିତି ବଦଳିବାରୁ ହାତୀ ଗାଁ ମୁହାଁ ହେଉଛନ୍ତି

ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀରେ ଫେସନ ସୋ

ଅନୁଗୁଳ: ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀ ପକ୍ଷରୁ ଏକ ଫେସନ ସୋ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏହି ଫେସନ ସୋ କୁ ସ୍କୁଲର ସମ୍ପାଦିକା ଜ୍ୟୋତି ଗୋହିଲ ଓ ପ୍ରିନ୍ସିପାଲ କଳିଙ୍ଗ ରୁଦ୍ର ପଣ୍ଡା ପ୍ରତିଷ୍ଠାତା ହେମନ୍ତ…

Continue Readingଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀରେ ଫେସନ ସୋ

ରାଜ୍ୟର ମୁଖିଆ ପଦ ଛାଡ଼ି ଦିନେ କ୍ଷୀର ବିକୁଥିଲେ ଓଡ଼ିଶାର ପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ଆଜି ସେହି ମହାନ ଆତ୍ମାଙ୍କ ଜୟନ୍ତୀ

ଅନୁଗୁଳ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କର ଆଜି ଜନ୍ମଦିନ। ସେ ୧୯୦୧ ନଭେମ୍ବର ୨୩ରେ ଜଗତସିଂହପୁର ଜିଲ୍ଲାର ଖେରସା ଗାଁରେ ଜନ୍ମ ନେଇଥିଲେ। ଏକଧାରାରେ ସେ ଥିଲେ ଜଣେ ରାଜନେତା, ସ୍ୱାଧୀନତା…

Continue Readingରାଜ୍ୟର ମୁଖିଆ ପଦ ଛାଡ଼ି ଦିନେ କ୍ଷୀର ବିକୁଥିଲେ ଓଡ଼ିଶାର ପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ଆଜି ସେହି ମହାନ ଆତ୍ମାଙ୍କ ଜୟନ୍ତୀ