ମେଗା ଆଇନସେବା ସଚେତନତା ଶିବିର: ବାର୍ଦ୍ଧକ୍ୟ ଭତ୍ତା, ଜମିପଟ୍ଟା ସହ ଅନ୍ୟାନ୍ୟ ସରକାରୀ ଯୋଜନାର ସାର୍ଟିଫିକେଟ ପାଇଲେ ହିତାଧିକାରୀ

ଆଠମଲ୍ଲିକ : ଆଠମଲ୍ଲିକ ମିନି ଷ୍ଟାଡିୟମ ଖେଳ ପଡିଆରେ ରବିବାର ମେଗା ଆଇନସେବା ସଚେତନତା ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ ତାଲୁକ ଆଇନସେବା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ସହଭାଗିତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରାଜଜ…

Continue Readingମେଗା ଆଇନସେବା ସଚେତନତା ଶିବିର: ବାର୍ଦ୍ଧକ୍ୟ ଭତ୍ତା, ଜମିପଟ୍ଟା ସହ ଅନ୍ୟାନ୍ୟ ସରକାରୀ ଯୋଜନାର ସାର୍ଟିଫିକେଟ ପାଇଲେ ହିତାଧିକାରୀ

ହାତୀ ଆକ୍ରମଣରେ ଦୁଇ ଗୁରୁତର

ଅନୁଗୁଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାଷୋଳ ନିକଟବର୍ତ୍ତୀ ଠେଙ୍ଗା ଗାଁରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ଗା ର ନାରାୟଣ ନାଏକ ଏବଂ ରମେଶ ନାଏକ ରବିବାର ଅପରାହ୍ନରେ ବିଲରୁ…

Continue Readingହାତୀ ଆକ୍ରମଣରେ ଦୁଇ ଗୁରୁତର

ନିର୍ମାଣାଧୀନ ଘରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି, ଥାନାରେ ଅଭିଯୋଗ କଲେ ମାଲିକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପିଢ଼ଖମଣ ଗାଁର ଏକ ନିର୍ମାଣାଧୀନ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଦିନେଶ ପ୍ରସାଦ ବିଶୋଇ ଓ ବିଶ୍ବଜିତ ସାହୁ ସେଠାରେ ତାଙ୍କର ଘର ନିର୍ମାଣ କରିଥିଲେ। କିନ୍ତୁ କିଛିଦିନ ହେବ…

Continue Readingନିର୍ମାଣାଧୀନ ଘରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି, ଥାନାରେ ଅଭିଯୋଗ କଲେ ମାଲିକ

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ‘ହିତଚିନ୍ତନ ଅଭିଯାନ’ ଆରମ୍ଭ

ଅନୁଗୁଳ : ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପ୍ରତିଷ୍ଠା ଦିବସ ହିତ ଚିନ୍ତନ ଅଭିଯାନ ଆଜି ସର୍ବ ଭାରତୀୟ ସ୍ତରରେ ୬ ରୁ ୨୧ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏ ଅବସରରେ ଆଜି ଅନୁଗୁଳ ଶାଖା…

Continue Readingବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ‘ହିତଚିନ୍ତନ ଅଭିଯାନ’ ଆରମ୍ଭ

ବିଦ୍ୟୁତ ଆଘାତରେ କଲରା ପତରିଆ ବାଘର ମୃତ୍ୟୁ, ଚମଡ଼ା ନେବା ବେଳେ ୪ ଜଣଙ୍କୁ ଗିରଫ କଲା ବନ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ଡ ଅଧୀନସ୍ଥ ବାମୁର ବନାଞ୍ଚଳ ସର୍ଗିପାଲି ସେକ୍ସନ ଫୁଲଝରୀ ବିଟ୍ ଜଙ୍ଗଲ ଅଞ୍ଚଳରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଖବର ପାଇ ବନବିଭାଗ ପହଞ୍ଚି ମୃତ ଶରୀର ସହ ଚମଡ଼ାକୁ ଉଦ୍ଧାର କରିଥିବା ଜଣାଯାଇଛି। କଲରାପତରିଆର ମୃତ୍ୟୁ…

Continue Readingବିଦ୍ୟୁତ ଆଘାତରେ କଲରା ପତରିଆ ବାଘର ମୃତ୍ୟୁ, ଚମଡ଼ା ନେବା ବେଳେ ୪ ଜଣଙ୍କୁ ଗିରଫ କଲା ବନ ବିଭାଗ

ବାଜି ରାଉତ କପ ଫୁଟବଲ: ଫାଇନାଲରେ ଗୋଆ ଓ ରାଜସ୍ଥାନ

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଚାଲିଥିବା ବାଜି ରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁଇଟି ସେମିଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଯାଇଛି। ପ୍ରଥମ ମ୍ୟାଚରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ମୁମ୍ବାଇ ଫୁଟବଲ କ୍ଲବକୁ ୫-୧ ଗୋଲରେ ପରାସ୍ତ କରି ସହଜରେ…

Continue Readingବାଜି ରାଉତ କପ ଫୁଟବଲ: ଫାଇନାଲରେ ଗୋଆ ଓ ରାଜସ୍ଥାନ

ବ୍ୟାଟେରୀ ଚୋରି ଅଭିଯୋଗରେ ୩ ଗିରଫ

ଅନୁଗୁଳ: ଅନୁଗୁଳ ସହରର ଲକ୍ଷ୍ମୀବଜାର ଅଞ୍ଚଳରୁ ଏକ ଭ୍ୟାନର ବ୍ୟାଟେରୀ ଚୋରି ଅଭିଯୋଗରେ ପୋଲିସ ୩ ଜଣ ଯୁବକଙ୍କୁ ଗିରଫକରି କୋର୍ଟ ଚାଳଶଣ କରିଛି। ସୂଚନା ଯେ, ଲକ୍ଷ୍ମୀବଜାରର ଶୁଭମ୍ ତୁଲସିଆନଙ୍କ ଏକ ଭ୍ୟାନ(ଓଡି ୧୯ପି- ୮୦୧୪)ଟି ତାଙ୍କ ଘର ସାମ୍ନାରେ…

Continue Readingବ୍ୟାଟେରୀ ଚୋରି ଅଭିଯୋଗରେ ୩ ଗିରଫ

ଫେରାର ରୋଗୀଙ୍କୁ ସାଇକଲରେ ବସାଇ ଆଣିଲେ ସୁରକ୍ଷା କର୍ମୀ

ଅନୁଗୁଳ: ଶୁକ୍ରବାର ଅନୁଗୁଳ ମେଡିକଲରୁ ଫେରାର ହୋଇଯାଇଥିବା ଜଣେ ମାନସିକ ରୋଗୀଙ୍କୁ ଜଣେ ସୁରକ୍ଷା କର୍ମୀ ଠାବ କରିବା ସହ ୧୦ କିଲୋମିଟର ସାଇକଲ ପଛରେ ବସାଇ ଅନୁଗୁଳ ମେଡିକାଲକୁ ଆଣି ପୁଣି ଭର୍ତି କରାଇଥିଲେ। ସୂଚନା ଯେ, ସବୁଦିନ ସାଇକଲ…

Continue Readingଫେରାର ରୋଗୀଙ୍କୁ ସାଇକଲରେ ବସାଇ ଆଣିଲେ ସୁରକ୍ଷା କର୍ମୀ

ଧାମନଗରରେ ବିଜେପିର ବିପୁଳ ବିଜୟ, ରାଜ୍ୟ ନେତୃବୃନ୍ଦଙ୍କୁ ସାଧୁବାଦ ଜଣାଇଲେ ଅନୁଗୁଳ ଜିଲ୍ଲା ବିଜେପି

ଅନୁଗୁଳ : ଓଡ଼ିଶାର ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ଏ ବିଜୟ ପାଇଁ ଧାମନଗରବାସୀଙ୍କୁ ସାଧୁବାଦ ଦେବା ସହ ଓଡିଶାର ବିଜେପି ନେତୃତ୍ୱଙ୍କୁ ଧନ୍ୟବାଦ ଦେଇଛି ଅନୁଗୁଳ ଜିଲ୍ଲା ବିଜେପି। ଅନୁଗୁଳ…

Continue Readingଧାମନଗରରେ ବିଜେପିର ବିପୁଳ ବିଜୟ, ରାଜ୍ୟ ନେତୃବୃନ୍ଦଙ୍କୁ ସାଧୁବାଦ ଜଣାଇଲେ ଅନୁଗୁଳ ଜିଲ୍ଲା ବିଜେପି

ଅନୁଗୁଳ ସହରର ବିଭିନ୍ନ ସମସ୍ୟାର ସମାଧାନ ଦାବି, ପୌର ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଶନିବାର ୮ ଦଫା ସମ୍ବଳିତ ଦାବିପତ୍ର ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ) ଆଞ୍ଚଳିକ କମିଟି ପକ୍ଷରୁ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏହି ଦାବିଗୁଡ଼ିକ ମଧ୍ୟରେ ମ୍ୟୁନିସିପାଲିଟିର ପ୍ରତ୍ୟେକ ୱାର୍ଡ ଅନୁଯାୟୀ ଉପଯୁକ୍ତ…

Continue Readingଅନୁଗୁଳ ସହରର ବିଭିନ୍ନ ସମସ୍ୟାର ସମାଧାନ ଦାବି, ପୌର ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ