ରାସ୍ତାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ଚାକିରିରେ ଯୋଗ ଦେବାକୁ ଯାଉଥିବା ସୂଚନା

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଆଲୁମିନିୟମ୍ ପାର୍କ ରାସ୍ତାରେ ଜଣେ ଯୁବକଙ୍କ ମୃତ ଦେହ ପଡ଼ିଥିବା ଦେଖାଯାଇଛି। ମୃତକ ବଉଳିଗଡ ଗ୍ରାମର ପ୍ରମୋଦ ସାହୁଙ୍କ ପୁଅ ରାକେଶ କୁମାର ସାହୁ(୨୨) ବୋଲି ଜଣାଯାଇଛି। ତେବେ ଏହା ହତ୍ୟା କି ଦୁର୍ଘଟଣା ତାହା…

Continue Readingରାସ୍ତାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ଚାକିରିରେ ଯୋଗ ଦେବାକୁ ଯାଉଥିବା ସୂଚନା

ଫିସ୍ ଦେଇଥିଲେ ମଧ୍ୟ ପରୀକ୍ଷା ଦେଇ ନ ପାରିବାରୁ ଥାନାର ଦ୍ୱାରସ୍ଥ ହେଲେ ନର୍ସିଂ ଛାତ୍ରୀ

ଛେଣ୍ଡିପଦା: ଛେଣ୍ଡିପଦା ସାପୋଇସାହିସ୍ଥିତ ସାଇ ଶ୍ରଦ୍ଧା ନର୍ସିଂ କଲେଜର କିଛି ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବାରୁ ବୁଧବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ୨୦୨୦-୨୧ ଶିକ୍ଷା ବର୍ଷରେ ୨୧ ଜଣ ଛାତ୍ରୀ ସାଇ ଶ୍ରଦ୍ଧା ନର୍ସିଂ କଲେଜରେ ଏଏନ୍ଏମ୍…

Continue Readingଫିସ୍ ଦେଇଥିଲେ ମଧ୍ୟ ପରୀକ୍ଷା ଦେଇ ନ ପାରିବାରୁ ଥାନାର ଦ୍ୱାରସ୍ଥ ହେଲେ ନର୍ସିଂ ଛାତ୍ରୀ

ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ବିଜେପିର ବିଧାୟକ ଟିମ୍, ୨୦ ଲକ୍ଷ ଟଙ୍କା ଦେବାକୁ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ବୁଧବାର ବିଜେପି ଦଳର ନେତୃବୃନ୍ଦ ଭେଟିଛନ୍ତି। ବିରୋଧୀ ଦଳ ବିଜେପିର ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ବିଧାୟକ ନାଉରି ନାଏକ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲା…

Continue Readingହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ବିଜେପିର ବିଧାୟକ ଟିମ୍, ୨୦ ଲକ୍ଷ ଟଙ୍କା ଦେବାକୁ ଦାବି

ଅନୁଗୁଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗ ଦେଲେ କୈଳାଶ ଚନ୍ଦ୍ର ବେହେରା

ଅନୁଗୁଳ: ଆଜି ପୂର୍ବାହ୍ନରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କୈଳାଶ ଚନ୍ଦ୍ର ବେହେରା କାର୍ଯ୍ୟରେ ଯୋଗ ଦେଇଛନ୍ତି। ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକଙ୍କ…

Continue Readingଅନୁଗୁଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗ ଦେଲେ କୈଳାଶ ଚନ୍ଦ୍ର ବେହେରା

ଗୋବରା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ: ପୁରାତନ ଛାତ୍ର ସଂସଦ ପକ୍ଷରୁ ୪ ଲକ୍ଷ ଟଙ୍କା ପ୍ରଦାନ

ତାଳଚେର: ତାଳଚେରର ଗୋବରା ନୋଡାଲ୍ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗତ ଡିସେମ୍ବର ୧୪ରେ ମହାସମାରୋହରେ ପାଳିତ ହୋଇଛି। ଏ ଅବସରରେ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ତରଫରୁ ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ୪ ଲକ୍ଷ ଟଙ୍କା ପ୍ରଦାନ…

Continue Readingଗୋବରା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ: ପୁରାତନ ଛାତ୍ର ସଂସଦ ପକ୍ଷରୁ ୪ ଲକ୍ଷ ଟଙ୍କା ପ୍ରଦାନ

ଜରପଡ଼ା ଯୁକ୍ତ ଦୁଇ କଲେଜର ବାର୍ଷିକ କ୍ରୀଡ଼ା ଉଦଘାଟିତ, ବିଭିନ୍ନ ଖେଳରେ ଭାଗ ନେଲେ ଛାତ୍ରଛାତ୍ରୀ

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ଜରପଡ଼ା ସ୍ଥିତ ପତିତପାବନ ଯୁକ୍ତ ଦୁଇ କଲେଜ ପରିସରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜରପଡ଼ା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ଲିଙ୍ଗରାଜ ପ୍ରଧାନ, ମୁଖ୍ୟବକ୍ତା ଭାବେ ଯୁକ୍ତ ଦୁଇ କଲେଜର…

Continue Readingଜରପଡ଼ା ଯୁକ୍ତ ଦୁଇ କଲେଜର ବାର୍ଷିକ କ୍ରୀଡ଼ା ଉଦଘାଟିତ, ବିଭିନ୍ନ ଖେଳରେ ଭାଗ ନେଲେ ଛାତ୍ରଛାତ୍ରୀ

ସାତକୋଶିଆରେ ପକ୍ଷୀ ଗଣନା ଶେଷ, ଏ ବର୍ଷ ଆସିଛନ୍ତି ଅଧିକ ବିଦେଶୀ ଅତିଥି

ଅନୁଗୁଳ: ଅନୁଗୁଳର ସାତକୋଶିଆରେ ପକ୍ଷୀ ଗଣନା କାର୍ଯ୍ୟ ମଙ୍ଗଳବାର ଶେଷ ହୋଇଛି। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ସମେତ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡ ଓ ଆଠଗଡ଼ ବନଖଣ୍ଡରେ ଥିବା ମହାନଦୀ ଓ ଜଳାଶୟଗୁଡିକରେ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା…

Continue Readingସାତକୋଶିଆରେ ପକ୍ଷୀ ଗଣନା ଶେଷ, ଏ ବର୍ଷ ଆସିଛନ୍ତି ଅଧିକ ବିଦେଶୀ ଅତିଥି

ଯୌତୁକ ପାଇଁ ବଧୂ ହତ୍ୟା, ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଲେ ବାପ ଘର

ଅନୁଗୁଳ : ସ୍ଥାନୀୟ ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଗ୍ରାମର ବାହଳସାହି ରୁଦ୍ର ପାତ୍ର ନିଜ ସ୍ତ୍ରୀ ସୁଜାତା ପାତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ସୁଜାତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଦେବଗଡ଼ ଜିଲ୍ଲା ରିଆମାଳ ଟୁହିଲାମାଳ ଗାଁର…

Continue Readingଯୌତୁକ ପାଇଁ ବଧୂ ହତ୍ୟା, ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଲେ ବାପ ଘର

ବଡ଼ ଖବର ! ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନ ଥିଲେ ୧୫ରୁ କଟିବ ମୋଟା ଅଙ୍କର ଚାଲାଣ

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ୧୫ରୁ କଟିବ ଚାଲାଣ। ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ହାଇ ସିକ୍ୟୁରିଟ୍ ନମ୍ବର ପ୍ଲେଟ୍ ଯାଞ୍ଚକୁ ନେଇ ପୁଣି ନୂଆ ଅପଡେଟ୍ ଜାରି କରାଯାଇଛି। ଆସନ୍ତା ୧୫ ତାରିଖରୁ ଯେଉଁ ଗାଡ଼ିରେ…

Continue Readingବଡ଼ ଖବର ! ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନ ଥିଲେ ୧୫ରୁ କଟିବ ମୋଟା ଅଙ୍କର ଚାଲାଣ

ବିଭିନ୍ନ ଦାବି ନେଇ ଅନୁଗୁଳ ଜିଲ୍ଲା ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଜନ ଆନ୍ଦୋଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଅନୁଗୁଳ ଜିଲ୍ଲାର ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଜନ ଆନ୍ଦୋଳନ କରାଯାଇଛି। ସୁରକ୍ଷା କମିଟିର ଦାବିଗୁଡ଼ିକ ମଧ୍ୟରେ ତାଳଚେର…

Continue Readingବିଭିନ୍ନ ଦାବି ନେଇ ଅନୁଗୁଳ ଜିଲ୍ଲା ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଜନ ଆନ୍ଦୋଳନ