କାର୍ଯ୍ୟରେ ଯୋଗ ଦେଲେ ଅନୁଗୁଳର ନୂଆ ଏସ୍ପି ସୁଧାଂଶୁ ଶେଖର ମିଶ୍ର
ଅନୁଗୁଳ: ଅନୁଗୁଳର ନୂତନ ଏସ୍ପି ଭାବେ ଆଜି ସୁଧାଂଶୁ ଶେଖର ମିଶ୍ର ଦାୟିତ୍ୱ ଗ୍ରହଣ କରିବା ସହ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ବାଲେଶ୍ୱର ଏସ୍ପି ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ମିଶ୍ର ଦାୟିତ୍ୱ ନେବା ପରେ ତାଙ୍କୁ…
ଅନୁଗୁଳ: ଅନୁଗୁଳର ନୂତନ ଏସ୍ପି ଭାବେ ଆଜି ସୁଧାଂଶୁ ଶେଖର ମିଶ୍ର ଦାୟିତ୍ୱ ଗ୍ରହଣ କରିବା ସହ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ବାଲେଶ୍ୱର ଏସ୍ପି ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ମିଶ୍ର ଦାୟିତ୍ୱ ନେବା ପରେ ତାଙ୍କୁ…
ତାଳଚେର: ତାଳଚେର ସାର କାରଖାନା ପରିଦର୍ଶନରେ ଆସିଥିବା କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କୁ ଜମିହରା ପୂର୍ବତନ କର୍ମଚାରୀ ସଂଘ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛି। ପୂର୍ବରୁ ସାର କାରଖାନା ଯୋଗୁ ଜମି ହରାଇ ଚାକିରି କରିଥିବା କର୍ମଚାରୀଙ୍କୁ ପ୍ଲାଣ୍ଟ…
ଅନୁଗୁଳ: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଅନୁଗୁଳ ଗସ୍ତରେ ଆସି ଗତ କାଲିର ହାତୀ ଆକ୍ରମଣରେ ଚାରି ମୃତକଙ୍କ ପରିବାରକୁ ଭେଟିଛନ୍ତି। ଏ ଅବସରରେ ସେ ଗୋଟେ ହାତୀ ଚାରୋଟି ଗାଁରେ ପଶି ୪ ଜଣଙ୍କ…
ଅନୁଗୁଳ: ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତର ନୂତନ ମିନି ଷ୍ଟାଡିୟମରେ ଆଜି ରାମେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟର ବନ୍ଦା କପ ଫାଇନାଲ୍ ମ୍ୟାଚ ଆୟୋଜିତ ହୋଇଛି। ମ୍ୟାଚରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ…
ପୁରୁଣାକୋଟ: ହାଡଭଙ୍ଗା ଶୀତରେ ସାରା ଅନୁଗୁଳ ଥରୁଛି। ଏଣୁ ପୁରୁଣାକୋଟ ଥାନା ଅଧୀନସ୍ଥ ମାଟିଆସାହି ବସ୍ତି ଅଞ୍ଚଳରେ ସ୍ଥାନୀୟ ପୋଲିସ ଓ ସମାଜସେବୀଙ୍କ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି। ଏ ଅବସରରେ ଥାନା ଭାରପ୍ରାପ୍ତ ଅଧିକାରୀ ଆଶିଷ ଜେନା, ସବ…
ଅନୁଗୁଳ : ଆଜି ବଅଁରପାଳ ବ୍ଲକ ସାନ୍ତରାପୁର ପଞ୍ଚାୟତର ମରାତିରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ମରାତିରା ଗାଁର ଉତ୍କର୍ଷ ପରିବାର ଓ ବିଜୁ ଯୁବ ଜନତା ଦଳ ଦ୍ବାରା ଓଡିଶା ମୋ ପରିବାର ଆନୁକୂଲ୍ୟରେ…
କଟକ: ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ଅପରାଧ ପରିସରଭୁକ୍ତ ନୁହେଁ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। କେତେକ କ୍ଷେତ୍ରରେ ମହିଳାମାନେ ସ୍ୱଇଚ୍ଛାରେ ସମ୍ପର୍କ ରଖୁଛନ୍ତି। ତେଣୁ ଏଭଳି ଘଟଣାରେ…
ଅନୁଗୁଳ: ମୁଁ ମୋର ସ୍ତ୍ରୀ ଓ କୁନି କୁନି ପିଲାଙ୍କୁ ନେଇ ଅମଲାପଡ଼ାରେ ଏଇ ଘରେ ରହେ। ଖୋଲା ଆକାଶ,ଛାତି ଥରା ଥଣ୍ଡା ପବନ,କାକରସିକ୍ତ ଆର୍ଦ୍ର ବସୁଧା।କେତେବେଳେ ଖାଇବାକୁ ମିଳେ ତ କେତେବେଳେ ଖାଡା ଉପାସ।ମୋ ପାଖା ପାଖି ନେତା ମାନେ…
ଅନୁଗୁଳ: ଆଜି ଅପରାହ୍ନରେ ଗୋତମରା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି। ସୂଚନା ମୁତାବକ, କଟକ ଗୋବିନ୍ଦପୁର ଥାନା ରାଣୀପଦା ଗାଁର ଦୁର୍ଯ୍ୟୋଧନ ମହାରଣା ଭାଣିଜୀ ଯାଜ୍ଞସିନୀ ମହାରଣା(୬) ଓ ଚିନୁ (୨୯) କୁ ଏକ ମୋଟର…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ଉପଦ୍ରବ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଅନୁଗୁଳ ଓ ବଅଁରପାଳ ବ୍ଲକର ଛେଳିଆପଡ଼ା, ଅଙ୍ଗାରବନ୍ଧ, ବାରସିଂଘା, ଗଡସନ୍ତ୍ରୀ ଗ୍ରାମରେ ହାତୀ ଆକ୍ରମଣରେ ଚାରି ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ବିଜେପି ଜିଲ୍ଲା ସଭାପତି…