ଭୋରରୁ ଖଇନି ଓ ଦିଆସିଲି ମାଗିବା ବାହାନାରେ ମାରଣାସ୍ତ୍ର ଦେଖାଇ ବେପାରୀଙ୍କ ଠାରୁ ଲୁଟ୍

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତରେ ହାଟ ବେପାରୀଙ୍କୁ ଖଇନି ଓ ଦିଆସିଲି ମାଗିବା ପରେ ଖଣ୍ଡା ଭୁଜାଲି ଦେଖାଇ ୩ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ବେପାରୀ ହେଲେ ନୂଆହତା ପଞ୍ଚାୟତ ବାଲି ସାହିର ସୁରେଇ…

Continue Readingଭୋରରୁ ଖଇନି ଓ ଦିଆସିଲି ମାଗିବା ବାହାନାରେ ମାରଣାସ୍ତ୍ର ଦେଖାଇ ବେପାରୀଙ୍କ ଠାରୁ ଲୁଟ୍

ଜିଲ୍ଲା ମହୋତ୍ସବ ପାଇଁ ଶୈଳ ଶ୍ରୀକ୍ଷେତ୍ର ପହଞ୍ଚିଲା ମଶାଲ, ସ୍ୱାଗତ କଲେ ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ମହୋତ୍ସବକୁ ଆଉ ମାତ୍ର ୭ ଦିନ ରହିଥିବା ବେଳେ ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର ପୌରୋହିତ୍ୟରେ ଶୁଭ ଅଗ୍ନିର ମଶାଲ ଶୋଭାଯାତ୍ରା ବାହାରିଥିଲା।…

Continue Readingଜିଲ୍ଲା ମହୋତ୍ସବ ପାଇଁ ଶୈଳ ଶ୍ରୀକ୍ଷେତ୍ର ପହଞ୍ଚିଲା ମଶାଲ, ସ୍ୱାଗତ କଲେ ଅଞ୍ଚଳବାସୀ

୮ ଦିନ ପରେ ଅନୁଗୁଳ ମହୋତ୍ସବ: ଛେଣ୍ଡିପଦା ଓ ଆଠମଲ୍ଲିକରେ ମଶାଲ ଶୋଭାଯାତ୍ରାକୁ ଭବ୍ୟ ସ୍ୱାଗତ

ଅନୁଗୁଳ: ଦଶମ ଜିଲ୍ଲା ମହୋତ୍ସବ ନିମନ୍ତେ ମଙ୍ଗଳବାର ପୂର୍ବାହ୍ନରେ ଛେଣ୍ଡିପଦା ବ୍ଲକର ପ୍ରସିଦ୍ଧ ମା ବାୟାଣୀ ପୀଠରୁ ମଶାଲ ଶୋଭାଯାତ୍ରା ବାହାରିଛି। ଏହି ଶୋଭାଯାତ୍ରା ବିଭିନ୍ନ ଗ୍ରାମ ପରିକ୍ରମା କରି ତାଳଚେର ଗୋପାଳପ୍ରସାଦସ୍ଥିତ ମା' ହିଙ୍ଗୁଳା ମନ୍ଦିରରେ ପହଞ୍ଚିଥିଲା। ଅନୁଗୁଳ ଏପିଡି…

Continue Reading୮ ଦିନ ପରେ ଅନୁଗୁଳ ମହୋତ୍ସବ: ଛେଣ୍ଡିପଦା ଓ ଆଠମଲ୍ଲିକରେ ମଶାଲ ଶୋଭାଯାତ୍ରାକୁ ଭବ୍ୟ ସ୍ୱାଗତ

ଆରପାରିରେ ଅବସରପ୍ରାପ୍ତ ଶିକ୍ଷକ ତଥା ଆଧ୍ୟାତ୍ମିକ ଚେତନାର ପୂଜାରୀ ବ୍ରଜବନ୍ଧୁ ପ୍ରଧାନ

ଅନୁଗୁଳ: ସ୍ଥାନୀୟ ପୁରୁଣାକୋଟ ଥାନା ଟାଇଁସି ଗାଁର ଅବସରପ୍ରାପ୍ତ ଶିକ୍ଷକ ତଥା ଆଧ୍ୟାତ୍ମିକ ଚେତନାର ପୂଜାରୀ ବ୍ରଜବନ୍ଧୁ ପ୍ରଧାନଙ୍କର ଆଜି ଅପରାହ୍ନରେ ୭୮ ବର୍ଷ ବୟସରେ ପରଲୋକ ହୋଇଛି। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ତେବେ ଆଜି ହଠାତ…

Continue Readingଆରପାରିରେ ଅବସରପ୍ରାପ୍ତ ଶିକ୍ଷକ ତଥା ଆଧ୍ୟାତ୍ମିକ ଚେତନାର ପୂଜାରୀ ବ୍ରଜବନ୍ଧୁ ପ୍ରଧାନ

ଜିଲ୍ଲା ବିଦ୍ୟାଳୟସ୍ତରୀୟ ଖେଳକୁଦ ପ୍ରତିଯୋଗିତା, ବିଜୟୀ ଖେଳାଳିଙ୍କୁ ପୁରସ୍କୃତ କଲେ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତରଫରୁ ଜିଲ୍ଲା ବିଦ୍ୟାଳୟସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସହର ଉପକଣ୍ଠ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଖଲାରୀ ଠାରେ ଏହି ଖେଳକୁଦ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

Continue Readingଜିଲ୍ଲା ବିଦ୍ୟାଳୟସ୍ତରୀୟ ଖେଳକୁଦ ପ୍ରତିଯୋଗିତା, ବିଜୟୀ ଖେଳାଳିଙ୍କୁ ପୁରସ୍କୃତ କଲେ ଜିଲ୍ଲାପାଳ

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର, ରକ୍ତାକ୍ତ ଅବସ୍ଥାରେ ନିଜେ ଗଲେ ଥାନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିଶା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ବାଇକ ଆରୋହୀ ସେମିତି ରାସ୍ତାରେ ପଡ଼ିଥିବା ବେଳେ କେହି ତାଙ୍କୁ ଚିକିତ୍ସାଳୟ ନେଇ ନଥିଲେ। ଏଣୁ ସେ…

Continue Readingଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର, ରକ୍ତାକ୍ତ ଅବସ୍ଥାରେ ନିଜେ ଗଲେ ଥାନା

ବିଶ୍ୱ କପ ହକି: ବସ୍ତି ଓ ସହରବାସୀଙ୍କ ପାଇଁ ଏଲଇଡି ବ୍ୟବସ୍ଥା

ଅନୁଗୁଳ: ଓଡ଼ିଶାରେ ହେବାକୁ ଥିବା ବିଶ୍ୱ କପ ହକିକୁ ସରସ ସୁନ୍ଦର ତଥା ଚିତ୍ତାକର୍ଷକ କରିବାପାଇଁ ରାଜ୍ୟ ସରକାର ଯେଭଳି ବ୍ୟବସ୍ଥା କରିଛନ୍ତି,ଏହାର ପ୍ରଚାର ପ୍ରସାର ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା କରାଯାଇଛି। ଅନୁଗୁଳ ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ ପ୍ରକାଶ…

Continue Readingବିଶ୍ୱ କପ ହକି: ବସ୍ତି ଓ ସହରବାସୀଙ୍କ ପାଇଁ ଏଲଇଡି ବ୍ୟବସ୍ଥା

ଓସ୍କାର ଦୌଡ଼ରେ ୫ ଭାରତୀୟ ଫିଲ୍ମ, କଶ୍ମୀର ଫାଇଲ୍ସ,ସହ ଏସବୁ ଫିଲ୍ମ ରହିଛି ତାଲିକାରେ

ଓସ୍କାର ଦୌଡ଼ରେ ୫ ଭାରତୀୟ ଫିଲ୍ମ। ଚଳିତବର୍ଷ ଓସ୍କାର ନୋମିନେସନରେ କଶ୍ମୀର ଫାଇଲ୍ସ,, କାନ୍ତାରା, ଆରଆରଆର, ଗଙ୍ଗୁବାଇ କାଠିଆଓ୍ଵାଡି, ଚେଲୋ ସୋ ରହିଛନ୍ତି। ଓସ୍କାର ନୋମିନେସ ପାଇଁ ଦ ଏକାଡେମୀ ଅଫ ମୋସନ ପିକ୍‌ଚର ଆଟ୍‌ର୍ସ ଆଣ୍ଡ ସାଇନ୍‌ସେସ ୩୦୧ଟି ଫିଲ୍ମର…

Continue Readingଓସ୍କାର ଦୌଡ଼ରେ ୫ ଭାରତୀୟ ଫିଲ୍ମ, କଶ୍ମୀର ଫାଇଲ୍ସ,ସହ ଏସବୁ ଫିଲ୍ମ ରହିଛି ତାଲିକାରେ

ବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ କଇଁଫୁଲିଆସାହିରେ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସୋମବାର ପୁଅକୁ ଗିରଫ କରିଛି ପୋଲିସ। ସୂଚନା ଯେ, ଗାଁର ମଦନ ମୋହନ ବେହେରା ରବିବାର ଅପରାହ୍ନ ୪ଟା ସମୟରେ ଘରୁ ବାହାରୀ…

Continue Readingବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

ଅନୁଗୁଳ ଉଚ୍ଚ ବିଦ୍ୟାଳୟର ୧୯୯୮ ମାଟ୍ରିକ୍ ବ୍ୟାଚ୍ ବନ୍ଧୁମିଳନ, ମନେ ପକାଇଲେ ପୁରୁଣା ସ୍ମୃତି

ଅନୁଗୁଳ : ଅନୁଗୁଳ ଉଚ୍ଚ ବିଦ୍ୟାଳୟର ୧୯୯୮ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ସ୍ଥାନୀୟ ପାମ୍ପାସର ଠାରେ ରବିବାର ଅନୁଷ୍ଠିତ ହୋଇଛି। ପପୁ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୦ ଜଣ ଛାତ୍ର ଯୋଗଦେଇଥିଲେ। ଅନେକ ପୁରାତନ ଛାତ୍ର ଏହି ବନ୍ଧୁମିଳନରେ…

Continue Readingଅନୁଗୁଳ ଉଚ୍ଚ ବିଦ୍ୟାଳୟର ୧୯୯୮ ମାଟ୍ରିକ୍ ବ୍ୟାଚ୍ ବନ୍ଧୁମିଳନ, ମନେ ପକାଇଲେ ପୁରୁଣା ସ୍ମୃତି