ଆଉଁଳି ନଦୀ ପଠାରୁ ନବଜାତକର ମୃତଦେହ ଉଦ୍ଧାର, କେହି ଜନ୍ମ ପରେ ଫିଙ୍ଗି ଦେଇଥିବା ସନ୍ଦେହ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ପାତ୍ରପଡା ପଞ୍ଚାୟତର ରାଇପାଳ ଗାଁ ଆଉଁଳି ନଦୀ ପଠାରୁ ଆଜି ଏକ ନବଜାତକ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ, ରାଇପାଳ ଗାଁ ନିକଟସ୍ଥ ଆଉଁଳି ନଦୀ ପୋଲ ତଳେ ଏକ ନବଜାତ…

Continue Readingଆଉଁଳି ନଦୀ ପଠାରୁ ନବଜାତକର ମୃତଦେହ ଉଦ୍ଧାର, କେହି ଜନ୍ମ ପରେ ଫିଙ୍ଗି ଦେଇଥିବା ସନ୍ଦେହ

ବିଧାନସଭା ଏଥିକ୍ସ କମିଟିର ପ୍ରସ୍ତାବ : ପ୍ରତି ନିର୍ବାଚନମଣ୍ଡଳୀରେ ନିର୍ମାଣ ହେଉ ବିଧାୟକ ଭବନ

ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ତିଆରି ହେବ ବିଧାୟକ ଭବନ । ଏ ନେଇ ବିଧାନସଭା ଏଥିକ୍ସ କମିଟିରେ ସୋମବାର ଆଲୋଚନା ହେବା ପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଯିବ ବୋଲି ସ୍ଥିର ହୋଇଛି। ବିଧାୟକ ଅମର ପ୍ରସାଦ ଶତପଥୀଙ୍କ…

Continue Readingବିଧାନସଭା ଏଥିକ୍ସ କମିଟିର ପ୍ରସ୍ତାବ : ପ୍ରତି ନିର୍ବାଚନମଣ୍ଡଳୀରେ ନିର୍ମାଣ ହେଉ ବିଧାୟକ ଭବନ

ଅନୁଗୁଳ ଐତିହ୍ୟ ହେବ ବିଶ୍ଵବ୍ୟାପୀ: ମହୋତ୍ସବରେ ଉନ୍ମୋଚିତ ହେବ ସ୍ୱତନ୍ତ୍ର ପିକ୍ଚର ପୋଷ୍ଟ କାର୍ଡ

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ମହୋତ୍ସବ ଅବସରରେ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହେବ ସ୍ୱତନ୍ତ୍ର ପୋଷ୍ଟ କାର୍ଡ। ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ଓଡିଶା ମୁଖ୍ୟ ମହା ଡାକପାଳଙ୍କ ପକ୍ଷରୁ ପୋଷ୍ଟ କାର୍ଡ ଛପା ଯାଇଛି।…

Continue Readingଅନୁଗୁଳ ଐତିହ୍ୟ ହେବ ବିଶ୍ଵବ୍ୟାପୀ: ମହୋତ୍ସବରେ ଉନ୍ମୋଚିତ ହେବ ସ୍ୱତନ୍ତ୍ର ପିକ୍ଚର ପୋଷ୍ଟ କାର୍ଡ

ଘୋଷଣା ହେଲା ଅନୁଗୁଳ ବିଜୁ ଯୁବ ଜନତା ଦଳର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ

ଅନୁଗୁଳ: ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ଦଳର ଅନୁଗୁଳ ସାଙ୍ଗଠନିକ ଜିଲ୍ଲା କମିଟିର ମଙ୍ଗଳବାର ଘୋଷଣା କରାଯାଇଛି। ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ…

Continue Readingଘୋଷଣା ହେଲା ଅନୁଗୁଳ ବିଜୁ ଯୁବ ଜନତା ଦଳର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ

ପୁଣିଥରେ ସଭାପତି ଭାବେ ଜେପି ନଡ୍ଡା ନିର୍ବାଚିତ ହେବା ପରେ ଅନୁଗୁଳ ଜିଲ୍ଲା ବିଜେପିରେ ଉତ୍ସବର ମାହୋଲ

ଅନୁଗୁଳ : ଭାରତୀୟ ଜନତା ପାର୍ଟିର ସର୍ବ ଭାରତୀୟ ସଭାପତି ଭାବେ ଜେପି ନଡ୍ଡା ପୁନର୍ବାର ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା ହେବା ପରେ ଅନୁଗୁଳ ଜିଲ୍ଲା ବିଜେପି ଖୁସି…

Continue Readingପୁଣିଥରେ ସଭାପତି ଭାବେ ଜେପି ନଡ୍ଡା ନିର୍ବାଚିତ ହେବା ପରେ ଅନୁଗୁଳ ଜିଲ୍ଲା ବିଜେପିରେ ଉତ୍ସବର ମାହୋଲ

୧୦ ଟଙ୍କାର ମାସ୍କ ଦେଇ ଦଲାଲ ନେଇଗଲା ୭ ଶହ

ଅନୁଗୁଳ: ଅନୁଗୁଳ ଡାକ୍ତରଖାନାରେ ୩ ଦିନ ତଳେ ଜଣେ ଲୋକର ପକେଟମାର ହେବା ପରେ ଆଜି ପୁଣି ଜଣକ ଠାରୁ ୭ ଶହ ଟଙ୍କା ଠକି ନିଆ ଯାଇଛି। ଘଟଣାରୁ ପ୍ରକାଶ ମହିଧରପୁର ଗାଁର ଦେବରାଜ ସାହୁ ତାଙ୍କ ସ୍ତ୍ରୀଙ୍କ ଦେହ…

Continue Reading୧୦ ଟଙ୍କାର ମାସ୍କ ଦେଇ ଦଲାଲ ନେଇଗଲା ୭ ଶହ

ସଡ଼କ ସୁରକ୍ଷା ସପ୍ତାହ ପାଳିଲେ ରିମିଟ୍ କଲେଜ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପଞ୍ଚମ ମହଲା ନିଯୁକ୍ତି ଭିତ୍ତିକ ସ୍ଥାୟୀ ସ୍ୱୀକୃତି ପ୍ରାପ୍ତ ଆଇଟି ଓ ମ୍ୟାନେଜମେଣ୍ଟ ରିମିଟ କଲେଜର ଛାତ୍ରଛାତ୍ରୀ ସଡ଼କ ସୁରକ୍ଷା ସପ୍ତାହ ପାଳିଛନ୍ତି। ଆଜି ଏହାର ଉଦଯାପନୀ ଉତ୍ସବରେ ଛାତ୍ରଛାତ୍ରୀମାନେ ଗାଡ଼ି ଚାଳକଙ୍କୁ ସଡ଼କ ସୁରକ୍ଷା ଓ…

Continue Readingସଡ଼କ ସୁରକ୍ଷା ସପ୍ତାହ ପାଳିଲେ ରିମିଟ୍ କଲେଜ ଛାତ୍ରଛାତ୍ରୀ

ଖମାର ବନାଞ୍ଚଳ ଅଧିକାରୀଙ୍କ ମାଡ଼ରେ ପାରା ଫରେଷ୍ଟ ଗାର୍ଡ ଆହତ

ପାଳଲହଡା: ସୋମବାର ଅପରାହ୍ନରେ ଖମାର ବନାଞ୍ଚଳରେ କାର୍ଯ୍ୟରତ ପାରା ଫରେଷ୍ଟ ଗାର୍ଡଙ୍କୁ ବନାଞ୍ଚଳ ଅଧିକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ପାରା ଫରେଷ୍ଟଗାର୍ଡ ସୁଶାନ୍ତ କୁମାର ବେହେରା(୪୦) ଙ୍କୁ ବନାଞ୍ଚଳ ଅଧିକାରୀ ଚନ୍ଦ୍ର ଶେଖର ଗଡ଼ନାୟକ ମାଡ଼ ମାରିଥିବା…

Continue Readingଖମାର ବନାଞ୍ଚଳ ଅଧିକାରୀଙ୍କ ମାଡ଼ରେ ପାରା ଫରେଷ୍ଟ ଗାର୍ଡ ଆହତ

ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବିରେ ବିକ୍ଷୋଭ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ୯୨ଟି ଗାଁର ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ରେକର୍ଡ ଅନୁସାରେ ପଟ୍ଟା ପ୍ରଦାନ କରିବା ଓ ଚକ ଉଚ୍ଛେଦ ପର୍ଯ୍ୟନ୍ତ ଚକବନ୍ଦୀ ଥିବା ଗ୍ରାମର କ୍ରୟ ବିକ୍ରିୟ ବନ୍ଦ କରିବା ଦାବିରେ ଆଜି ଅନୁଗୁଳ ଚାଷୀ…

Continue Readingଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବିରେ ବିକ୍ଷୋଭ

ଉଦ୍‌ଯାପିତ ହେଲା ସଡକ ସୁରକ୍ଷା ସପ୍ତାହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସପ୍ତାହର ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ପରିବହନ ବିଭାଗ ତରଫରୁ…

Continue Readingଉଦ୍‌ଯାପିତ ହେଲା ସଡକ ସୁରକ୍ଷା ସପ୍ତାହ