ମଧ୍ୟମ ଜଳସେଚନ ବିଭାଗ ଷ୍ଟୋରର ଯନ୍ତ୍ରାଂଶ ଚୋରି ବେଳେ ମାଡ଼ି ବସିଲା ପୋଲିସ, ୧୩ ଗିରଫ

ଆଠମଲ୍ଲିକ: ଆଠମଲ୍ଲିକ ସ୍ଥିତ ମନଜୋର ମଧ୍ୟମ ଜଳସେଚନ ବିଭାଗ ଷ୍ଟୋରରେ ଥିବା ପୁରୁଣା ମେସିନ ଯନ୍ତ୍ରପାତିଗୁଡିକୁ ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଚୋରି କରି ନେଉଥିବା ବେଳେ ପୋଲିସ ମାଡ଼ି ବସିଛି। ପୋଲିସ ଅତର୍କିତ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ…

Continue Readingମଧ୍ୟମ ଜଳସେଚନ ବିଭାଗ ଷ୍ଟୋରର ଯନ୍ତ୍ରାଂଶ ଚୋରି ବେଳେ ମାଡ଼ି ବସିଲା ପୋଲିସ, ୧୩ ଗିରଫ

ଅନୁଗୁଳ ମହୋତ୍ସବର ୪ର୍ଥ ସନ୍ଧ୍ୟା: ୟାସେର ଆଶୁତୋଷ ଓ ଅର୍ପିତାଙ୍କ ଗୀତରେ ଦୁଲୁକିଲା ମଞ୍ଚ

ଅନୁଗୁଳ: ୧୦ମ ଅନୁଗୁଳ ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ। ନିଜ ବକ୍ତବ୍ୟରେ ଶ୍ରୀ ଦଳାଇ ଅନୁଗୁଳ ମହୋତ୍ସବରେ ଜିଲ୍ଲାର କଳା ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ ହୋଇଛି…

Continue Readingଅନୁଗୁଳ ମହୋତ୍ସବର ୪ର୍ଥ ସନ୍ଧ୍ୟା: ୟାସେର ଆଶୁତୋଷ ଓ ଅର୍ପିତାଙ୍କ ଗୀତରେ ଦୁଲୁକିଲା ମଞ୍ଚ

ଅସନ୍ତୋଷ ବିଜେଡି କର୍ମୀଙ୍କ ବୈଠକ, ବହିଷ୍କୃତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ପ୍ରଧାନଙ୍କୁ ଦଳରେ ପୁନର୍ବାର ମିଶାଇବା ନେଇ ଆଲୋଚନା

ଛେଣ୍ଡିପଦା: ଛେଣ୍ଡିପଦା ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ ବେହେରାଙ୍କ ନେତୃତ୍ୱରେ ଶୁକ୍ରବାର ବନଦୁର୍ଗା ପୀଠରେ ଛେଣ୍ଡିପଦା ପଞ୍ଚାୟତର କିଛି ଅସନ୍ତୋଷ ବିଜେଡି କର୍ମୀଙ୍କୁ ନେଇ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଛି। ଏହି ବନ୍ଧୁମିଳନରେ ଅନୁଷ୍ଠିତ ବୈଠକରେ ଆସନ୍ତା ନିର୍ବାଚନରେ…

Continue Readingଅସନ୍ତୋଷ ବିଜେଡି କର୍ମୀଙ୍କ ବୈଠକ, ବହିଷ୍କୃତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ପ୍ରଧାନଙ୍କୁ ଦଳରେ ପୁନର୍ବାର ମିଶାଇବା ନେଇ ଆଲୋଚନା

ଅନୁଗୁଳ ମହୋତ୍ସବର ୩ୟ ସନ୍ଧ୍ୟା: ଦର୍ଶକଙ୍କୁ ମତୁଆଲା କଲେ ରାଜ୍ ବର୍ମନ ଓ ରାପର ରୋହିତ ଚୌଧୁରୀ

ଅନୁଗୁଳ: ଅନୁଗୁଳ ଦଶମ ମହୋତ୍ସବର ତୃତୀୟ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ରାଜ୍ୟ ଜଙ୍ଗଲ ପରିବେଶ ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ଶ୍ରୀ ଅମାତ ନିଜ ଅଭିଭାଷଣ ରେ ଅନୁଗୁଳ ଜିଲ୍ଲା…

Continue Readingଅନୁଗୁଳ ମହୋତ୍ସବର ୩ୟ ସନ୍ଧ୍ୟା: ଦର୍ଶକଙ୍କୁ ମତୁଆଲା କଲେ ରାଜ୍ ବର୍ମନ ଓ ରାପର ରୋହିତ ଚୌଧୁରୀ

ପିଟିସି ଉଚ୍ଚ ବିଦ୍ୟାଳୟରେ ଆଲୋଚନାଚକ୍ର

ଅନୁଗୁଳ: ପିଟିସି ଉଚ୍ଚ ବିଦ୍ୟାଳୟ ପରିସରରେ ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ୩୦ ବର୍ଷରେ ଅନୁଗୁଳ ଜିଲ୍ଲା ବିଷୟ ଉପରେ ଆଧାରିତ ଏହି ଆଲୋଚନାଚକ୍ରରେ ଭାଗନେଇ ଛାତ୍ରଛାତ୍ରୀ ମାନେ ଗତ ୩…

Continue Readingପିଟିସି ଉଚ୍ଚ ବିଦ୍ୟାଳୟରେ ଆଲୋଚନାଚକ୍ର

ରାଜମିସ୍ତ୍ରୀ ସମ୍ମିଳନୀ, ଯୋଗଦେଲେ ୩୦ ଜଣରୁ ଊର୍ଦ୍ଧ୍ଵ କୁଶଳୀ ମିସ୍ତ୍ରୀ

ଅନୁଗୁଳ : ଅନୁଗୁଳ ଉଚ୍ଚ ବାଳିକା ବିଦ୍ୟାଳୟ ସମ୍ମୁଖ ଉତ୍କଳ ଏଣ୍ଟରପ୍ରାଇଜର୍ସ ପରିସରରେ ସେଲ୍ ଟାଇଗର ରଡ୍ କମ୍ପାନୀ ଦ୍ଵାରା ଏକ ରାଜମିସ୍ତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି। ଏହି ସମ୍ମିଳନୀରେ ଅନୁଗୁଳ ଅଞ୍ଚଳର ପ୍ରାୟ ୩୦ ଜଣରୁ ଊର୍ଦ୍ଧ୍ଵ କୁଶଳୀ ରାଜମିସ୍ତ୍ରୀ…

Continue Readingରାଜମିସ୍ତ୍ରୀ ସମ୍ମିଳନୀ, ଯୋଗଦେଲେ ୩୦ ଜଣରୁ ଊର୍ଦ୍ଧ୍ଵ କୁଶଳୀ ମିସ୍ତ୍ରୀ

ଅନୁଗୁଳ ହେବ ରାଜ୍ୟର ଏକ ନମ୍ବର ଜିଲ୍ଲା :ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ଅନୁଗୁଳ: ଦଶମ ଅନୁଗୁଳ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ରାଜ୍ୟ ଯୋଜନା ଓ ସମନ୍ଵୟ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ।ମନ୍ତ୍ରୀ ଶ୍ରୀ ଢୋଲକିଆ ଅନୁଗୁଳ କଳା ସଂସ୍କୃତି ଐତିହ,ପର୍ଯ୍ୟଟନ କୁ ଅତୁଳନୀୟ ବୋଲି ବର୍ଣ୍ଣନା କରିବା…

Continue Readingଅନୁଗୁଳ ହେବ ରାଜ୍ୟର ଏକ ନମ୍ବର ଜିଲ୍ଲା :ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ଆସନ୍ତା ୨୩ ରୁ ତାଳଚେର ପୁସ୍ତକ ମେଳା, ଏଥରକ ପଡ଼ୁଛି ୮୦ରୁ ଊର୍ଦ୍ଧ୍ୱ ଷ୍ଟଲ୍

ତାଳଚେର: ବିଂଶତମ ତାଳଚେର ପୁସ୍ତକ ମେଳା- ୨୦୨୩ ପାଇଁ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଉପଜିଲ୍ଳାପାଳ ତଥା ପୁସ୍ତକ ମେଳା କମିଟିର ସଭାପତି ବିଶ୍ୱରଞ୍ଜନ ରଥ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ତା ଜାନୁୟାରୀ ୨୩…

Continue Readingଆସନ୍ତା ୨୩ ରୁ ତାଳଚେର ପୁସ୍ତକ ମେଳା, ଏଥରକ ପଡ଼ୁଛି ୮୦ରୁ ଊର୍ଦ୍ଧ୍ୱ ଷ୍ଟଲ୍

ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ ବୃଦ୍ଧ, ଘଟଣାସ୍ଥଳରେ ଗଲା ଜୀବନ

ଛେଣ୍ଡିପଦା: ବୁଧବାର ପୂର୍ବାହ୍ନରେ ବାଗେଡ଼ିଆ ଥାନା ପାଟକମୁଣ୍ଡା ଗାଁରେ ପୋଖରୀରେ ବୁଡି ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ, ପାଟକମୁଣ୍ଡା ଗ୍ରାମର ଭୋଲେଶ୍ୱର ସାହୁ (୭୨) ଆଜି ସକାଳ ସାଢେ ଦଶଟା ସମୟରେ ଶୌଚ ହେବା ପାଇଁ ଗାଁ ମୁଣ୍ଡ…

Continue Readingଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ ବୃଦ୍ଧ, ଘଟଣାସ୍ଥଳରେ ଗଲା ଜୀବନ

ଦଶମ ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ ଠାରେ ଦଶମ ଜିଲ୍କା ମହୋତ୍ସଵ ଉଦ୍‌ଘାଟିତ ହୋଇଯାଇଛି।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାରୋହରେ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଗୁଳର କଳା ସଂସ୍କୃତି ଓ…

Continue Readingଦଶମ ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦ୍‌ଘାଟିତ