କାରକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରକ, ଡ୍ରାଇଭର ଅଟକ

ଅନୁଗୁଳ: ଅନୁଗୁଳ ବ୍ଲକ ସାମ୍ନାରେ ଆଜି ଏକ କାରକୁ ଇଟା ବୋଝେଇ ଟ୍ରକ ଧକ୍କା ଦେଇଛି। ସୌଭାଗ୍ୟବଶତଃ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ସୂଚନା ମୁତାବକ, କାରଟି ଥାନା ଛକ ଆଡୁ ରାଜା ଛକ ଅଭିମୁଖେ ଯାଉଥିବା ବେଳେ ଇଟା…

Continue Readingକାରକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରକ, ଡ୍ରାଇଭର ଅଟକ

ଏଥରକ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ, ନିଜେ ଦେଲେ ସୂଚନା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥରକ ନିର୍ବାଚନୀ ମୈଦାନକୁ ଓହ୍ଳାଇବେ ବୋଲି ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ଲଢ଼ିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ…

Continue Readingଏଥରକ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ, ନିଜେ ଦେଲେ ସୂଚନା

ମିଷ୍ଟର ଓଡ଼ିଶାରେ ଅନୁଗୁଳକୁ ବଡ଼ ସଫଳତା, ତୃତୀୟ ସ୍ଥାନ ଅଧିକାର କଲେ ସୁଶୀଲ

ଅନୁଗୁଳ: ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଅନୁଷ୍ଠିତ ମିଷ୍ଟର ଓଡିଶା ପ୍ରତିଯୋଗିତାରେ ଅନୁଗୁଳ ପୌରପାଳିକା ଜିମ୍ ସଦସ୍ୟ ସୁଶୀଲ କୁମାର ନାଏକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୭୫ ଓଜନ ବର୍ଗରେ ସୁଶୀଲ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା…

Continue Readingମିଷ୍ଟର ଓଡ଼ିଶାରେ ଅନୁଗୁଳକୁ ବଡ଼ ସଫଳତା, ତୃତୀୟ ସ୍ଥାନ ଅଧିକାର କଲେ ସୁଶୀଲ

ନେତାଜୀ ଓ ସାଏ ଜୟନ୍ତୀରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗରେ ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ସୋମବାର ଏକ ରକ୍ତଦାନ…

Continue Readingନେତାଜୀ ଓ ସାଏ ଜୟନ୍ତୀରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗୃହୀତ

ତାଳଚେରରେ ୨୦ ତମ ପୁସ୍ତକ ମେଳା ଉଦଘାଟିତ, ୩୦ ଯାଏଁ ଚାଲିବ

ତାଳଚେର : ତାଳଚେରରେ ଆଜିଠୁ ଆରମ୍ଭ ହୋଇଛି ପୁସ୍ତକ ମେଳା। ୨୦ ତମ ତାଳଚେର ପୁସ୍ତକ ମେଳାରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅତିରିକ୍ତ…

Continue Readingତାଳଚେରରେ ୨୦ ତମ ପୁସ୍ତକ ମେଳା ଉଦଘାଟିତ, ୩୦ ଯାଏଁ ଚାଲିବ

ଶିମିଳିପଡା ଶିଶୁ ଉଦ୍ୟାନରେ ନେତାଜୀ ଜୟନ୍ତୀ

ଅନୁଗୁଳ: ଶିମିଳିପଡା ନେତାଜୀ ଶିଶୁ ଉଦ୍ୟାନରେ ସୁଭାଷ ଚନ୍ଦ୍ର ବୋଷ ବା ନେତାଜୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏ ଅବସରରେ ସ୍ଥାନୀୟ ଲିଟିଲ ହାର୍ଟସ ଟଡଲର୍ସ ଏକାଡେମୀ ପକ୍ଷରୁ ସ୍କୁଲର ଭାଇସ ପ୍ରିନ୍ସପାଲ ଅଜୟ କୁମାର ବେହେରାଙ୍କ ନେତୃତ୍ୱରେ ସହକାରୀ ଶିକ୍ଷକ…

Continue Readingଶିମିଳିପଡା ଶିଶୁ ଉଦ୍ୟାନରେ ନେତାଜୀ ଜୟନ୍ତୀ

ଓ.ପି.ଜିନ୍ଦଲ ସ୍କୁଲର ଦ୍ବାଦଶ ବାର୍ଷିକ ଉତ୍ସବ ‘ବସୁଧୈବ କୁଟୁମ୍ବକମ୍’ ଆୟୋଜିତ

ଅନୁଗୁଳ: ଓ.ପି.ଜିନ୍ଦଲ ସ୍କୁଲର ଦ୍ବାଦଶ ବାର୍ଷିକ ଉତ୍ସବ 'ବସୁଧୈବ କୁଟୁମ୍ବକମ୍' ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜେଏସ୍.ପି.ଏଲର ସି.ଇ.ଓ. ଦିନେଶ ସରାଉଗି ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉତ୍ସବ ଆରମ୍ଭ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଅତନୁ ରଥ ସ୍ଵାଗତ…

Continue Readingଓ.ପି.ଜିନ୍ଦଲ ସ୍କୁଲର ଦ୍ବାଦଶ ବାର୍ଷିକ ଉତ୍ସବ ‘ବସୁଧୈବ କୁଟୁମ୍ବକମ୍’ ଆୟୋଜିତ

ଭାରତୀୟ ଡେଣ୍ଟାଲ ଆସୋସିଏସନ ଅନୁଗୁଳ ଶାଖାର ପ୍ରତିଷ୍ଠା ଦିବସ ଆୟୋଜିତ, ଚୟନିତ ହେଲେ ନୂଆ ସଦସ୍ୟ

ଅନୁଗୁଳ: ଭାରତୀୟ ଡେଣ୍ଟାଲ ଆସୋସିଏସନ ଅନୁଗୁଳ ବ୍ରାଞ୍ଚର ପ୍ରତିଷ୍ଠା ଦିବସ ସ୍ଥାନୀୟ ପ୍ରଶାନ୍ତି ହୋଟେଲରେ ପାଳିତ ହୋଇଛି। ଏ ଅବସରରେ ୨୦୨୩ ବର୍ଷ ପାଇଁ ସଭାପତି ଭାବେ ଡା. ଶକ୍ତିପ୍ରସାଦ ସାହୁ, ସମ୍ପାଦକ ଭାବେ ଡା.ଦୀପକ କୁମାର ମାଝୀ, କୋଷାଧ୍ୟକ୍ଷ ଭାବେ…

Continue Readingଭାରତୀୟ ଡେଣ୍ଟାଲ ଆସୋସିଏସନ ଅନୁଗୁଳ ଶାଖାର ପ୍ରତିଷ୍ଠା ଦିବସ ଆୟୋଜିତ, ଚୟନିତ ହେଲେ ନୂଆ ସଦସ୍ୟ

୧୦ମ ଅନୁଗୁଳ ମହୋତ୍ସବ ଉଦଯାପିତ, ଆଶିଷ ଓ ଅବିନାଶଙ୍କ ସଙ୍ଗୀତ ଓ ଲେଜର ‘ସୋ’ ରେ ଦର୍ଶକ ମନ୍ତ୍ରମୁଗ୍ଧ

ଅନୁଗୁଳ: ଦଶମ ଅନୁଗୁଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ଷ୍ଟିଲ ଓ ଖଣି ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ। ଶ୍ରୀ ମଲ୍ଲିକ ନିଜ…

Continue Reading୧୦ମ ଅନୁଗୁଳ ମହୋତ୍ସବ ଉଦଯାପିତ, ଆଶିଷ ଓ ଅବିନାଶଙ୍କ ସଙ୍ଗୀତ ଓ ଲେଜର ‘ସୋ’ ରେ ଦର୍ଶକ ମନ୍ତ୍ରମୁଗ୍ଧ

ଆଜିର ରାଶିଫଳ

ମେଷ: ଘାତବାର ଏବଂ ଦଶମ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଏବଂ ଆତ୍ମତୃପ୍ତି ମିଳିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପବରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ…

Continue Readingଆଜିର ରାଶିଫଳ