ଘରୋଇ କମ୍ପାନୀର ପାଇପ ଲାଇନ କାର୍ଯ୍ୟ ଯୋଗୁଁ ଦୁଇ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ, ତାତିଲେ ଲୋକେ

ପାଳଲହଡ଼ା: ପାଇପ ଲାଇନ କାମ ପାଇଁ ଦୁଇ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ। ରବିବାର ପାଳଲହଡ଼ା ବ୍ଲକ ସଇଡ଼ା ପଞ୍ଚାୟତ ଡାଲୋ ଗାଁର ମୁଖ୍ୟ ରାସ୍ତା କଡ଼ରେ ଏକ ଘରୋଇ କମ୍ପାନୀର ପାଇପ ଲାଇନ କାର୍ଯ୍ୟ ଦିନ ଦିପ୍ରହରରେ ଚାଲିଥିବାରୁ ଯାତାୟାତ ବ୍ୟାହତ…

Continue Readingଘରୋଇ କମ୍ପାନୀର ପାଇପ ଲାଇନ କାର୍ଯ୍ୟ ଯୋଗୁଁ ଦୁଇ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ, ତାତିଲେ ଲୋକେ

କୋଇଲା ସମସ୍ୟାର ସମାଧାନ ଓ ପରିବେଶ ମଞ୍ଜୁରୀ ସମେତ ବିଭିନ୍ନ ଦାବି ନେଇ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କଲା ଶ୍ରମିକ କଂଗ୍ରେସ

ଅନୁଗୁଳ: ନାଲକୋ ଶ୍ରମିକ କଂଗ୍ରେସ ୟୁନିୟନ୍ ତରଫରୁ ନାଲକୋର ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ନାଲକୋ ସ୍ମେଲ୍ଟର୍ ଓ ପାୱାର କମ୍ପ୍ଲେକ୍ସ ପରିଦର୍ଶନରେ ଆସିଥିବା ନାଲକୋର ୬ ଜଣ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିବେଦନ କରାଯାଇଛି। ନାଲକୋ ପରିଦର୍ଶନରେ ଆସିଥିବା ନିର୍ଦ୍ଦେଶକ…

Continue Readingକୋଇଲା ସମସ୍ୟାର ସମାଧାନ ଓ ପରିବେଶ ମଞ୍ଜୁରୀ ସମେତ ବିଭିନ୍ନ ଦାବି ନେଇ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କଲା ଶ୍ରମିକ କଂଗ୍ରେସ

ନୂଆ ପ୍ଲାଣ୍ଟରେ ପୁରୁଣା ଶ୍ରମିକଙ୍କୁ ନିଯୁକ୍ତି ନ ଦେବାକୁ ବିରୋଧ, ଆସନ୍ତା ୨ ରେ ଧାରଣା ଦେବ ଶିଳ୍ପନଗର ଠିକା ଶ୍ରମିକ ସଂଘ

ତାଳଚେର: ଆସନ୍ତା ୨ ତାରିଖରେ ତାଳଚେର ସହର ୱାର୍ଡରେ ଥିବା ପ୍ଲାଣ୍ଟ ପମ୍ପ ହାଉସ ସମ୍ମୁଖରେ ଧାରଣା ଦେବାକୁ ଠିକା ଶ୍ରମିକ ସଂଘର କର୍ମକର୍ତ୍ତା ନିଷ୍ପତ୍ତି ନେଇଛନ୍ତି। ତାଳଚେର ଥର୍ମାଲ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ମନୋଭାବ ଯୋଗୁଁ ନୂତନ ପ୍ଲାଣ୍ଟରେ ନିଯୁକ୍ତି…

Continue Readingନୂଆ ପ୍ଲାଣ୍ଟରେ ପୁରୁଣା ଶ୍ରମିକଙ୍କୁ ନିଯୁକ୍ତି ନ ଦେବାକୁ ବିରୋଧ, ଆସନ୍ତା ୨ ରେ ଧାରଣା ଦେବ ଶିଳ୍ପନଗର ଠିକା ଶ୍ରମିକ ସଂଘ

ଛଟ ପୂଜା: ନାରଣ ସାଗର କୂଳରେ ୨ ହଜାର ଶ୍ରଦ୍ଧାଳୁଙ୍କ ଅର୍ଘ୍ୟ ଦାନ

ଅନୁଗୁଳ: ଛଟ ପୂଜା ଅବସରରେ ରବିବାର ଅନୁଗୁଳ ସାଗର କୂଳରେ ୨ ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା ବିଶେଷ କରି ଉତ୍ତର ପ୍ରଦେଶ,ବିହାର, ଝାରଖଣ୍ଡ ଅଞ୍ଚଳରୁ ଆସି ଏଠାରେ ଚାକିରୀ ଅବା ବ୍ୟବସାୟ କରୁଥିବା ଲୋକମାନେ ଏଥିରେ ସାମିଲ ହୋଇଥିଲେ ପରିବାରରର…

Continue Readingଛଟ ପୂଜା: ନାରଣ ସାଗର କୂଳରେ ୨ ହଜାର ଶ୍ରଦ୍ଧାଳୁଙ୍କ ଅର୍ଘ୍ୟ ଦାନ

ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘର ବୈଠକ

ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ଅନୁଗୁଳ ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ ଏକ ଜରୁରୀ ବୈଠକ ସ୍ଥାନୀୟ ମାରୱାଡି ଧର୍ମଶାଳାରେ ଅନୁଷ୍ଠିତ ହୋଇଛି। ମହାସଂଘର ସଭାପତି ଯୁଗନ୍ମୟୀ ଦାଶ ଏବଂ ସମ୍ପାଦକ ସଞ୍ଜୟ କୁମାର ସାହୁଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Continue Readingସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘର ବୈଠକ

ସ୍କୁଲ ଛାତ୍ରୀକୁ ଅପହରଣ କରି ଭୁବନେଶ୍ୱରରେ ଶାରୀରିକ ସମ୍ପର୍କ ରଖିଥିଲା ଅଭିଯୁକ୍ତ, ସାହାଯ୍ୟ କରିଥିଲା ମଉସା

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ସମ୍ମୁଖରେ ଥିବା ବଅଁରପାଳ ଉଚ୍ଚ ବିଦ୍ୟାଳୟର ଜଣେ ୧୪ ବର୍ଷୀୟା ଛାତ୍ରୀକୁ ଅପହରଣ କରିବା ଅଭିଯୋଗରେ ମଉସା ଓ ପୁତୁରାଙ୍କୁ ଗିରଫ କରିବା ସହ ଝିଅକୁ ଉଦ୍ଧାର କରିଛି ପୋଲିସ। ଚଳିତ ମାସ ୧୮ ତାରିଖ…

Continue Readingସ୍କୁଲ ଛାତ୍ରୀକୁ ଅପହରଣ କରି ଭୁବନେଶ୍ୱରରେ ଶାରୀରିକ ସମ୍ପର୍କ ରଖିଥିଲା ଅଭିଯୁକ୍ତ, ସାହାଯ୍ୟ କରିଥିଲା ମଉସା

ଅନୁଗୁଳରେ ବିଶ୍ବ ମସ୍ତିଷ୍କାଘାତ ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶିକ୍ଷଣ ଗୃହଠାରେ ଶନିବାର ବିଶ୍ବ ମସ୍ତିଷ୍କାଘାତ ଦିବସପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା ବିଶ୍ବ ବିହାରୀ ମହାନ୍ତି ଅଧ୍ୟକ୍ଷତା କରି ଦିବସ ପାଳନର ତାତ୍ପର୍ଯ୍ୟ ତଥା…

Continue Readingଅନୁଗୁଳରେ ବିଶ୍ବ ମସ୍ତିଷ୍କାଘାତ ଦିବସ

ସାଇବର ଅପରାଧ ସଚେତନତା ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସିଆଇଏସ୍ଏଫ କ୍ୟାମ୍ପସ ପରିସରରେ ଶନିବାର ସାଇବର ଅପରାଧ ନେଇ ଏକ ସଚେତନତା ଶିବିର ଆୟୋଜିତ ହୋଇଛି। ଜିଲ୍ଳାରେ ଜନସାଧାରଣ ଦିନକୁ ଦିନ ସାଇବର ଅପରାଧର ଶୀକାର ହେଉଥିବାରୁ ଏହାକୁ ରୋକିବା ପାଇଁ ଅନୁଗୁଳ ସାଇବର ଥାନା…

Continue Readingସାଇବର ଅପରାଧ ସଚେତନତା ଶିବିର

ପିଜୁଳି ଗଛରୁ ଝୁଲନ୍ତା ଅବସ୍ଥାରେ ଏନଟିପିସି କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ସ୍ଥାନୀୟ ଏନଟିପିସି ଥାନା ବିଜୁଗୋଳ ଗାଁର ଗୁଡ଼ିଆ ପୋଖରୀ ନିକଟସ୍ଥ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ, ବିଜୁଗୋଳରେ ତାଳଚେର ସ୍କଟଲାଣ୍ଡପୁର ଗାଁର ଉପେନ୍ଦ୍ର ସାହୁ ଭଡ଼ା ନେଇ ଏନଟିପିସିରେ ଚାକିରି କରୁଥିଲେ। ଆଜି ତାଙ୍କ ଭଡ଼ା…

Continue Readingପିଜୁଳି ଗଛରୁ ଝୁଲନ୍ତା ଅବସ୍ଥାରେ ଏନଟିପିସି କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଦୁଷ୍କର୍ମ ଅଭିଯୋଗରେ ନାବାଳକ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜଣେ ୧୯ ବର୍ଷର ବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୧୭ ବର୍ଷର ନାବାଳକଙ୍କୁ ପୋଲିସ ଶନିବାର ଗିରଫ କରିଛି। ସୂଚନା ଯେ, ନାଲକୋ ଥାନା ଅଞ୍ଚଳର ଏହି ନାବାଳକ ବାଳିକାଙ୍କସହ ୫/୬ ମାସ…

Continue Readingଦୁଷ୍କର୍ମ ଅଭିଯୋଗରେ ନାବାଳକ ଗିରଫ