କାର୍ତ୍ତିକେଶ୍ଵରଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ, ୧୫ଟି ମଣ୍ଡପରେ ପୂଜା ପାଇବେ ପ୍ରଭୁ କାର୍ତ୍ତିକ

ଅନୁଗୁଳ : ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତର ପ୍ରସିଦ୍ଧ କାର୍ତ୍ତିକେଶ୍ଵର ପୂଜା ପାଇଁ ଜୋରଦାର୍ ପ୍ରସ୍ତୁତି ଚାଲିଛି। ଦୀର୍ଘ ବର୍ଷ ହେଲା ତୁରଙ୍ଗ ପଞ୍ଚାୟତରେ କାର୍ତ୍ତିକେଶ୍ଵର ପୂଜା ଅନୁଷ୍ଠିତ ହୋଇଆସୁଛି। କାର୍ତ୍ତିକ ମାସ ପଞ୍ଚୁକ ଅବସରରେ ଏହି ପୂଜା ଆୟୋଜିତ…

Continue Readingକାର୍ତ୍ତିକେଶ୍ଵରଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ, ୧୫ଟି ମଣ୍ଡପରେ ପୂଜା ପାଇବେ ପ୍ରଭୁ କାର୍ତ୍ତିକ

ପୌରପାଳିକା କାଉନ୍‌ସିଲ ମିଟିଂକୁ ବିଜେପି ପାରିଷଦଙ୍କ ବର୍ଜନ

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକାର କାଉନ୍‌ସିଲ ମିଟିଂ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା କିନ୍ତୁ ବିଜେପି ପାରିଷଦ ମାନେ ବୈଠକକୁ ବର୍ଜନ କରିଥିଲେ। ସେମାନଙ୍କ ଅଭିଯୋଗ ହେଲା ବିଜେପି ପାରିଷଦଙ୍କ ୱାର୍ଡ ଗୁଡିକରେ ବିଜେଡି ୱାର୍ଡ ତୁଳନାରେ କମ କାମ ହେଉଛି।…

Continue Readingପୌରପାଳିକା କାଉନ୍‌ସିଲ ମିଟିଂକୁ ବିଜେପି ପାରିଷଦଙ୍କ ବର୍ଜନ

ସିଆରପିସିର ବିଭିନ୍ନ ଧାରାକୁ ବୁଝାଇବା ଲାଗି କର୍ମଶାଳା, ମାଜିଷ୍ଟ୍ରେଟ ଓ ପୋଲିସ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ

ଆଠମଲ୍ଲିକ : ସିଆରପିସିର ବିଭିନ୍ନ ପ୍ରତିଷେଧକ ଧାରାକୁ ନେଇ ଶନିବାର ଉପଜିଲ୍ଲାପାଳ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ବୈଠକରେ ସିଆରପିସିର ଧାରା ୧୦୭, ୧୧୦, ୧୩୩, ୧୪୪, ୧୪୫, ୧୪୭ ଉପରେ ଗଭୀର ଆଲୋଚନା କରାଯାଇଥିଲା। ସିଆରପିସି…

Continue Readingସିଆରପିସିର ବିଭିନ୍ନ ଧାରାକୁ ବୁଝାଇବା ଲାଗି କର୍ମଶାଳା, ମାଜିଷ୍ଟ୍ରେଟ ଓ ପୋଲିସ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ

ମେଡିକାଲ ପଛପଟ ଗେଟ ଆମ୍ବୁଲାନ୍ସ ଧୁଆ କେନ୍ଦ୍ର !

ଅନୁଗୁଳ: ଅନୁଗୁଳ ମେଡିକାଲ ପଛପଟ ଗେଟ ଏବେ ବେସରକାରୀ ଆମ୍ବୁଲାନ୍ସ ଡ୍ରାଇଭରଙ୍କ କବଜାରେ। କୋଡ଼ିଏ ରୁ ପଚିସୀ ଆମ୍ବୁଲାନ୍ସ ଏହି ଜାଗାରେ ଦିନରାତି ଡେରା ପକାଇ ରହିଥିବା ବେଳେ ସଞ୍ଜ ନଇଁଲେ ଏଠି ଅସାମାଜିକ ଲୋକଙ୍କ ଭିଡ଼ ଜମୁଛି। ମଦ ଗଞ୍ଜେଇ,ଡ୍ରଗ୍ସ…

Continue Readingମେଡିକାଲ ପଛପଟ ଗେଟ ଆମ୍ବୁଲାନ୍ସ ଧୁଆ କେନ୍ଦ୍ର !

ନଭେମ୍ବର ୩ରୁ ବାଜିରାଉତ କପ ଫୁଟବଲ: କଦମ ପଡ଼ିଆରେ ଖେଳିବେ ଦେଶର ତାରକା ଖେଳାଳୀ

ଅନୁଗୁଳ: ଆସନ୍ତା ନଭେମ୍ବର ୩ ତାରିଖରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ଆୟୋଜିତ ହେବ ବାଜିରାଉତ କପ ଫୁଟବଲ ଦୂର୍ଣ୍ଣୋମେଣ୍ଟ । ଉଦ୍‌ଘାଟନୀ ମ୍ୟାଚ ଢେଙ୍କାନାଳରେ ଖେଳାଯିବ। ଅନୁଗୁଳ କଦମ ପଡ଼ିଆରେ ଚାରିଟି ମ୍ୟାଚ ଖେଳାଯିବ।…

Continue Readingନଭେମ୍ବର ୩ରୁ ବାଜିରାଉତ କପ ଫୁଟବଲ: କଦମ ପଡ଼ିଆରେ ଖେଳିବେ ଦେଶର ତାରକା ଖେଳାଳୀ

ଠକେଇ ଅଭିଯୋଗରେ ବାପ-ପୁଅ, ବୋହୁକୁ ବାନ୍ଧିଲା ପୋଲିସ

ଅନୁଗୁଳ: ସ୍ଥାନୀୟ ଏକ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଅନୁଗୁଳ ଥାନା ପୋଲିସ ଶୁକ୍ରବାର ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ତାଳଚେର ଥାନା ଅନ୍ତର୍ଗତ ରେମୁଁଆର ହରିହର ବସନ୍ତରା(୫୯), ତାଙ୍କ ପୁଅ ଦିଲ୍ଲୀପ ବସନ୍ତରା(୩୭)…

Continue Readingଠକେଇ ଅଭିଯୋଗରେ ବାପ-ପୁଅ, ବୋହୁକୁ ବାନ୍ଧିଲା ପୋଲିସ

କାଉନସିଲରଙ୍କ ସ୍କୁଟି ଉପରେ ଚଢ଼ିଗଲା ଟ୍ରକ, ଅଳ୍ପକେ ରକ୍ଷା ପାଇଗଲେ କାଉନସିଲର ଓ ତାଙ୍କ ଝିଆରୀ

ବଅଁରପାଳ: ସ୍ଥାନୀୟ ବଅଁରପାଳ ଥାନା ସମ୍ମୁଖ ୫୫ ନମ୍ବର ଜାତୀୟ ରାଜପଥରେ ତାଳଚେର ୮ ନମ୍ବର ୱାର୍ଡ କାଉନସିଲରଙ୍କ ଗାଡ଼ି ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ କାଉନସିଲର ଓ ତାଙ୍କ ଝିଆରୀ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, କାଉନସିଲର ଜିତେନ୍ଦ୍ର କୁମାର…

Continue Readingକାଉନସିଲରଙ୍କ ସ୍କୁଟି ଉପରେ ଚଢ଼ିଗଲା ଟ୍ରକ, ଅଳ୍ପକେ ରକ୍ଷା ପାଇଗଲେ କାଉନସିଲର ଓ ତାଙ୍କ ଝିଆରୀ

ଶାନ୍ତିପୁର ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଆଠମଲ୍ଲିକ : ଆଠମଲ୍ଲିକ ବନଖଣ୍ଡ ଅଧୀନସ୍ଥ ବାମୁର ବନାଞ୍ଚଳ ବାସୁଦେବପୁର ପଞ୍ଚାୟତ ଶାନ୍ତିପୁର ଜଙ୍ଗଲରୁ ଶୁକ୍ରବାର ବନ ବିଭାଗ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରିଛି l ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନଥିବା ଜଣାଯାଇଛି l ଆସନ୍ତାକାଲି…

Continue Readingଶାନ୍ତିପୁର ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ହଜିଗଲା ମାନବିକତା ! କମେଣ୍ଟ ମାରିବାରୁ ଯୁବକଙ୍କୁ ମାଡ଼ ମାରିବା ସହ ବାନ୍ଧି ଲଣ୍ଡା କଲେ ଗାଁ ଲୋକ

ତାଳଚେର: ପୁଣି ହଜିଗଲା ମାନବିକତା। ସାମାନ୍ୟ ଭୁଲ ପାଇଁ ତାଳଚେରରେ ଜଣେ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡିତ କରିଛନ୍ତି ଗାଁ ଲୋକ। ତାଳଚେର ବାଲୁଙ୍ଗା ଗାଁରେ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ବାଳୁଙ୍ଗା ଗାଁର ଯୁବତୀମାନେ କଲେଜକୁ…

Continue Readingହଜିଗଲା ମାନବିକତା ! କମେଣ୍ଟ ମାରିବାରୁ ଯୁବକଙ୍କୁ ମାଡ଼ ମାରିବା ସହ ବାନ୍ଧି ଲଣ୍ଡା କଲେ ଗାଁ ଲୋକ

ଆଜି ଓସିଏ ସଭାପତି ଭାବେ ଦାୟିତ୍ୱ ନେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

କଟକ : ଆନୁଷ୍ଠାନିକ ଭାବେ ଆଜି ଓସିଏ ସଭାପତି ଦାୟିତ୍ୱ ଗ୍ରହଣ କଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଆଜି ଓଡ଼ିଶା କ୍ରିକେଟ୍ ଆସୋସିଏସନର ସାଧାରଣ ପରିଷଦ ବୈଠକରେ ସେ ସଭାପତି ଦାୟିତ୍ୱ ନେଇଛନ୍ତି। ତାଙ୍କ ସହ ଉପସଭାପତି ଭାବେ…

Continue Readingଆଜି ଓସିଏ ସଭାପତି ଭାବେ ଦାୟିତ୍ୱ ନେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ