ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ଅନୁଗୁଳ ଷ୍ଟାଡିୟମରେ ୧୭ ବର୍ଷରୁ କମ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡିଶା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ…

Continue Readingଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସରକାରୀ ଟଙ୍କା ହଡ଼ପ କରିବାକୁ ନୂଆ ବାଟ: ମନରେଗା କାମକୁ ଶ୍ରମିକଙ୍କ ଦ୍ୱାରା ନ କରି ରାତାରାତି ମେସିନ ଲଗାଇ କରାଉଛନ୍ତି ଅଧିକାରୀ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ତାବଡା ଗ୍ରାମରେ ମନଇଚ୍ଛା ସରକାରୀ କାମ ହେଉଥିବା ନେଇ ଅଭିଯୋଗ ହୋଇଛି। ଏଠାରେ ଗତ କିଛିଦିନ ହେଲା ତାବଡା ଠାରୁ ଗାନ୍ଧୀନଗର ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଚାଲିଛି। ମନରେଗା ଯୋଜନାରେ ଏହି କାର୍ଯ୍ୟ କରାଯାଉଥିବା…

Continue Readingସରକାରୀ ଟଙ୍କା ହଡ଼ପ କରିବାକୁ ନୂଆ ବାଟ: ମନରେଗା କାମକୁ ଶ୍ରମିକଙ୍କ ଦ୍ୱାରା ନ କରି ରାତାରାତି ମେସିନ ଲଗାଇ କରାଉଛନ୍ତି ଅଧିକାରୀ

ଭଉଣୀଙ୍କୁ ମାଡ଼ ମାରି ଭାଇ ଗିରଫ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଖମଣା ଗାଁରେ ଭଉଣୀକୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଭାଇକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗାଁର ପରମାନନ୍ଦ ନାଏକ । ସୂଚନା ମୁତବାକ, ପରମାନନ୍ଦଙ୍କ ଭଉଣୀ ମିନାକ୍ଷୀ ନାଏକ…

Continue Readingଭଉଣୀଙ୍କୁ ମାଡ଼ ମାରି ଭାଇ ଗିରଫ

୧୭ ବର୍ଷରୁ କମ ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା

ଅନୁଗୁଳ: ଚଳିତ ଅକ୍ଟୋବର ୧୩ ତାରିଖରୁ ୧୫ ତାରିଖ ଯାଏ ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ହେବ ଜିଲ୍ଲା ସ୍ତରୀୟ ସତର ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା। ଏହି ଟୁର୍ଣ୍ଣାମେଣ୍ଟରେ ୮ ବାଳକ ଓ ୬ଟି ବାଳିକା ଦଳ ଅଂଶଗ୍ରହଣ କରିବେ। ରାଜ୍ୟରେ…

Continue Reading୧୭ ବର୍ଷରୁ କମ ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା

କିଡନୀ ରୋଗରେ ପୀଡ଼ିତ ଗାଁ ବୁଲିଲେ ଉପଜିଲ୍ଲାପାଳ, ଗୁରୁତରଙ୍କୁ ସହାୟତା ପ୍ରଦାନ କରିବା ସହ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା ଗ୍ରାମବାସୀ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଖବର ପାଇ ଆଜି ଅପରାହ୍ନରେ ଉପଜିଲ୍ଲାପାଳ ତରଣୀ ସୁନା ଗାଁରେ ପହଞ୍ଚିଛନ୍ତି। ଉପଜିଲ୍ଲାପାଳ ଅମାସମା ଗାଁକୁ ମଟର ସାଇକେଲ ପଛରେ ବସି ଯାଇଥିଲେ। ସେଠାରେ…

Continue Readingକିଡନୀ ରୋଗରେ ପୀଡ଼ିତ ଗାଁ ବୁଲିଲେ ଉପଜିଲ୍ଲାପାଳ, ଗୁରୁତରଙ୍କୁ ସହାୟତା ପ୍ରଦାନ କରିବା ସହ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ସାପ କାମୁଡ଼ାରେ ଗଲା ୯ ବର୍ଷର ବାଳକର ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଗାଁ

ଛେଣ୍ଡିପଦା/ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ଥାନା ବାହାଳ ସାହିରେ ସାପ କାମୁଡ଼ାରେ ଜଣେ ୯ ବର୍ଷ ବାଳକର ମୃତ୍ୟୁ ହୋଇଛି। ମୃତ ବାଳକ ଜଣକ ସେହି ଗାଁର ପ୍ରଶାନ୍ତ ଭୁତିଆଙ୍କ ପୁଅ ପ୍ରୀତେଶ। ଗତ ସୋମବାର ରାତିରେ ପ୍ରୀତେଶ ଖାଇ ପିଇ ମା'ଙ୍କ…

Continue Readingସାପ କାମୁଡ଼ାରେ ଗଲା ୯ ବର୍ଷର ବାଳକର ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଗାଁ

ବାଇକ୍ ଚୋରି ଅଭିଯୋଗ

ଅନୁଗୁଳ: ଅନୁଗୁଳ ସହରର ଶିକ୍ଷକପଡ଼ାରେ ଭଡ଼ାଘରେ ଚାଲିଥିବା ଷ୍ଟେଲମେକ୍ ନାମକ ସଂସ୍ଥାର କାର୍ଯ୍ୟାଳୟ ପରିସରରୁ ଏକ ବାଇକ୍ ଚୋରି ହୋଇଛି। ଏ ନେଇ ସଂସ୍ଥାର ଦେବାଶିଷ ବାଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ବାଇକ୍(ଓଡି୩୩ଭି୮୨୬୯)ଟି ଘରବାହାରେ ଥୁଆ ହୋଇଥିଲା। ରାତି…

Continue Readingବାଇକ୍ ଚୋରି ଅଭିଯୋଗ

ସର୍ବଭାରତୀୟ ପାଳଲହଡ଼ା କପର ଦ୍ୱିତୀୟ ଦିନ, ସୋନପୁର ଏକାଦଶକୁ ୨-୧ ଗୋଲରେ ପରାସ୍ତ କଲା ବିଏଫଏକଲା

ପାଳଲହଡ଼ା: ଆଜି ପାଳଲହଡ଼ା ଫୁଟବଲ ଆସୋସିଏସନ ପକ୍ଷରୁ ସର୍ବଭାରତୀୟ ପାଳଲହଡ଼ା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସରେ ସୋନପୁର ଏକାଦଶ ଓ ବିଏଫଏକଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିଏଫଏକଲା ଦଳ ସୋନପୁର ଏକାଦଶକୁ ୨-୧ ଗୋଲରେ…

Continue Readingସର୍ବଭାରତୀୟ ପାଳଲହଡ଼ା କପର ଦ୍ୱିତୀୟ ଦିନ, ସୋନପୁର ଏକାଦଶକୁ ୨-୧ ଗୋଲରେ ପରାସ୍ତ କଲା ବିଏଫଏକଲା

ବଙ୍ଗୋପସାଗରରେ ଆସୁଛି ବାତ୍ୟା ! ୧୮ ରୁ ୨୫ ମଧ୍ୟରେ ଉପକୂଳ ଛୁଇଁବ

ଭୁବନେଶ୍ୱର : ବଙ୍ଗୋପସାଗରରେ ଆସୁଛି ଏକ ସୁପରସାଇକ୍ଲୋନ ବା ମହାବାତ୍ୟା। ଏ ନେଇ ଦ ଓ୍ୱେଦର ଫୋରକାଷ୍ଟ ମଡେଲ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ (ଜିଏଫଏସ) ସୂଚନା ଦେଇଛି। ଏହି ସମ୍ଭାବ୍ୟ ବାତ୍ୟା ବାଂଲାଦେଶର ସୁନ୍ଦରବନ ଉପକୂଳରୁ ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁପାରେ ବୋଲି…

Continue Readingବଙ୍ଗୋପସାଗରରେ ଆସୁଛି ବାତ୍ୟା ! ୧୮ ରୁ ୨୫ ମଧ୍ୟରେ ଉପକୂଳ ଛୁଇଁବ

ଅନୁଗୁଳ ଜିଲ୍ଲାରେ ଫଳଚାଷ: ବଜାରକୁ ଆସିବ ଆପଲ ବରକୋଳି, ସିଦ୍ଦୁ-ଶଙ୍କର ପଣସ

ଅନୁଗୁଳ: ଏକଦା କମଳା ଚାଷରେ ନାଁ କମାଇଥିବା ଅନୁଗୁଳ ଜିଲ୍ଲା ଫଳ ଚାଷରେ ସମ୍ପୂର୍ଣ ପଛୁଆ ହୋଇଯାଇଥିଲା। ଉଦ୍ୟାନ କୃଷି ପ୍ରତି ପ୍ରଶାସନର ଅବହେଳା ଯୋଗୁଁ ଫଳ ଚାଷ ପାଇଁ ଆମକୁ ଆନ୍ଧ୍ର, ନାଗପୁର, ରାୟପୁର, ହିମାଚଳ ପ୍ରଦେଶ ଉପରେ ନିର୍ଭର…

Continue Readingଅନୁଗୁଳ ଜିଲ୍ଲାରେ ଫଳଚାଷ: ବଜାରକୁ ଆସିବ ଆପଲ ବରକୋଳି, ସିଦ୍ଦୁ-ଶଙ୍କର ପଣସ