ଅନୁଗୁଳ ସହରରେ ଏବିଭିପିର ଶୋଭାଯାତ୍ରା

ଅନୁଗୁଳ: ଅନୁଗୁଳ ଗାନ୍ଧୀ ମାର୍ଗ ସରସ୍ଵତି ଶିଶୁ ବିଦ୍ୟାମନ୍ଦିରଠାରେ ଓଡ଼ିଶା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ୪୭ତମ ରାଜ୍ୟ ଅଧିବେଶନର ଦ୍ବିତୀୟ ଦିନରେ ବିଦ୍ୟାର୍ଥୀ ପରିଷଦ ତରଫରୁ ସାଂସ୍କୃତିକ ବେଶ ଭୁଶାରେ ଗାନ୍ଧୀ ମାର୍ଗ ସରସ୍ଵତି ଶିଶୁ ବିଦ୍ୟାମନ୍ଦିରଠାରୁ ଦଶହରା…

Continue Readingଅନୁଗୁଳ ସହରରେ ଏବିଭିପିର ଶୋଭାଯାତ୍ରା

ଆସନ୍ତାକାଲି ଅନୁଗୁଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଅନୁଗୁଳ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାଯାଇଛି। ଏ ଅବସରରେ ମନ୍ତ୍ରୀ ଭାରତ ରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଆମ…

Continue Readingଆସନ୍ତାକାଲି ଅନୁଗୁଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ହଟହଟା ହେଲେ ଉପବାଚସ୍ପତି! ଶିଳାନ୍ୟାସ ପାଇଁ ଆସିଥିବା ରଜନୀକାନ୍ତ ସିଂଙ୍କୁ ବସ୍ତି ବାସିନ୍ଦାଙ୍କ ବିରୋଧ

ଅନୁଗୁଳ: ଅନୁଗୁଳ ପୌରପାଳିକାର ୧୩ ନମ୍ଵର ୱାର୍ଡସ୍ଥିତ ଶିଳ୍ପାଞ୍ଚଳ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ଶିଳାନ୍ୟାସ କରିବାକୁ ଆସିଥିବା ଉପ ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂଙ୍କୁ ବସ୍ତି ବାସିନ୍ଦା ବିରୋଧ କରିଛନ୍ତି। ସୂଚନା ଅନୁଯାୟୀ, ଅନୁଗୁଳ ପୌରପାଳିକାର ୧୩ ନମ୍ଵର୍…

Continue Readingହଟହଟା ହେଲେ ଉପବାଚସ୍ପତି! ଶିଳାନ୍ୟାସ ପାଇଁ ଆସିଥିବା ରଜନୀକାନ୍ତ ସିଂଙ୍କୁ ବସ୍ତି ବାସିନ୍ଦାଙ୍କ ବିରୋଧ

ରିମିଟ୍ କଲେଜର ବାର୍ଷିକ ଉତ୍ସବ: ଟଙ୍କଧର ଶବର ମିଷ୍ଟର ଫ୍ରେସର, ଅଙ୍କିତା ପ୍ରଧାନ ମିସ୍ ଫ୍ରେସର

ଅନୁଗୁଳ: ଅନୁଗୁଳ ପଞ୍ଚମହଲା ସ୍ଥିତ ଜିଲ୍ଲାର ସର୍ବ ପୁରାତନ ଆଇଟି ଓ ମ୍ୟାନେଜମେଣ୍ଟ ରିମିଟ କଲେଜର ବାର୍ଷିକ ଉତ୍ସବ 'ESPERENGA 2022-23' ପାଳିତ ହୋଇଛି। ଏ ଅବସରରେ ଛାତ୍ରଛାତ୍ରୀମାନେ ସଂଗୀତ, ନୃତ୍ୟ ଓ ଅଭିନୟ ପରିବେଷଣ କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ଭିନ୍ନ…

Continue Readingରିମିଟ୍ କଲେଜର ବାର୍ଷିକ ଉତ୍ସବ: ଟଙ୍କଧର ଶବର ମିଷ୍ଟର ଫ୍ରେସର, ଅଙ୍କିତା ପ୍ରଧାନ ମିସ୍ ଫ୍ରେସର

ବିଜେଡି ପ୍ରତିଷ୍ଠା ଦିବସରେ ରାଜ୍ୟ ସରକାରଙ୍କ ବିରୋଧରେ ଅନୁଗୁଳର ୩୧ ଟି ସ୍ଥାନରେ ସତ୍ୟାଗ୍ରହ କରିବ ବିଜେପି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆସନ୍ତା ଡିସେମ୍ବର ୨୬ ରେ ବିଜେଡି ପ୍ରତିଷ୍ଠା ଦିବସରେ ଅନୁଗୁଳ ଜିଲ୍ଲାର ୩୧ଟି ସ୍ଥାନରେ…

Continue Readingବିଜେଡି ପ୍ରତିଷ୍ଠା ଦିବସରେ ରାଜ୍ୟ ସରକାରଙ୍କ ବିରୋଧରେ ଅନୁଗୁଳର ୩୧ ଟି ସ୍ଥାନରେ ସତ୍ୟାଗ୍ରହ କରିବ ବିଜେପି

ଅନୁଗୁଳ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ, ଏନ୍ଫୋର୍ସମେଣ୍ଟ ଉପରେ ଗୁରୁତ୍ବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଶୁକ୍ରବାର ସକାଳେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ଅନୁଗୁଳ ଆଞ୍ଚଳିକ…

Continue Readingଅନୁଗୁଳ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ, ଏନ୍ଫୋର୍ସମେଣ୍ଟ ଉପରେ ଗୁରୁତ୍ବ

ଇଷ୍ଟକୋଷ୍ଟ ରେଲୱେ ଜିଏମ୍‌ଙ୍କ ଜେଏସପି ଷ୍ଟିଲ୍ ପ୍ଲାଣ୍ଟ ପରିଦର୍ଶନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ଗୁରୁବାର ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ଆରଏନ ଶୁନକର ଏକ ପ୍ରତିନିଧୀ ଦଳସହ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଇସ୍ପାତ କାରଖାନାର ଲୋଡିଂ ଏବଂ…

Continue Readingଇଷ୍ଟକୋଷ୍ଟ ରେଲୱେ ଜିଏମ୍‌ଙ୍କ ଜେଏସପି ଷ୍ଟିଲ୍ ପ୍ଲାଣ୍ଟ ପରିଦର୍ଶନ

ତାଳଚେର ଜିଲ୍ଲା ଘୋଷଣା ଦାବି, ୧୭ ଦିନରେ ଶାନ୍ତିପୂର୍ଣ୍ଣ ଗଣଧାରଣା

ତାଳଚେର: ରାଜ୍ୟ ସରକାରଙ୍କୁ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଥିବା ତାଳଚେର ଉପଖଣ୍ଡକୁ ଜିଲ୍ଲା ଘୋଷଣା କରିବା ଦାବିରେ ଚାଲିଥିବା ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଜାରି ରହିଛି। ଆଜିର ଏହି…

Continue Readingତାଳଚେର ଜିଲ୍ଲା ଘୋଷଣା ଦାବି, ୧୭ ଦିନରେ ଶାନ୍ତିପୂର୍ଣ୍ଣ ଗଣଧାରଣା

ଦୁଇ ଦିବସୀୟ ସାମୂହିକ ୧୦୮ ହନୁମାନ ଚାଳିଶା ପାଠ ସହ ଯଜ୍ଞାରମ୍ଭ

ଅନୁଗୁଳ: ସ୍ଥାନୀୟ ହନୁମାନ ଭକ୍ତ ମଣ୍ଡଳୀ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁଇ ଦିବସୀୟ ସାମୂହିକ ୧୦୮ ହନୁମାନ ଚାଳିଶା ପାଠ ଓ ଘୃତ ଯଜ୍ଞ ଅମଲାପଡା ବାସନ୍ତୀ ଦୁର୍ଗା ପୂଜା ମଣ୍ଡପଠାରେ ଆୟୋଜିତ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ…

Continue Readingଦୁଇ ଦିବସୀୟ ସାମୂହିକ ୧୦୮ ହନୁମାନ ଚାଳିଶା ପାଠ ସହ ଯଜ୍ଞାରମ୍ଭ

ଅନୁଗୁଳ କପ କ୍ରିକେଟ: ଫାଇନାଲରେ ୟୁନିଅନ୍ ସ୍ପୋର୍ଟିଂ

ଅନୁଗୁଳ: ଆଜି ଅନୁଗୁଳ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସୀୟ ପ୍ରଥମ ମ୍ୟାଚ୍ ରାଇଜିଂ ଷ୍ଟୁଡେଣ୍ଟ କଟକ ଓ ନାଇଡୁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ଭିଲାଇ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ମ୍ୟାଚରେ ରାଇଜି ଷ୍ଟୁଡେଣ୍ଟ ଦଳ ଟସ୍ ଜିତି ବ୍ୟାଟିଂ…

Continue Readingଅନୁଗୁଳ କପ କ୍ରିକେଟ: ଫାଇନାଲରେ ୟୁନିଅନ୍ ସ୍ପୋର୍ଟିଂ