ଚାଷୀଙ୍କୁ କଚାଡ଼ି ମାରିଲା ହାତୀ, ଦନ୍ତା ଆକ୍ରମଣରେ ମାସକରେ ଦ୍ଵିତୀୟ ମୃତ୍ୟୁ
ଅନୁଗୁଳ: ହାତୀ ଆକ୍ରମଣରେ ପୁଣି ଗଲା ଜଣେ ଚାଷୀଙ୍କ ଜୀବନ। ମୃତ ଚାଷୀ ହେଲେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ସୁନାଭୂଇଁ ଗାଁର ଦିବାକର ସାହୁ(୬୯)। ସେ ଆଜି ସକାଳେ ଘର ନିକଟରେ ଥିବା ଜମିକୁ ଯାଇଥିଲା ବେଳେ…
ଅନୁଗୁଳ: ହାତୀ ଆକ୍ରମଣରେ ପୁଣି ଗଲା ଜଣେ ଚାଷୀଙ୍କ ଜୀବନ। ମୃତ ଚାଷୀ ହେଲେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ସୁନାଭୂଇଁ ଗାଁର ଦିବାକର ସାହୁ(୬୯)। ସେ ଆଜି ସକାଳେ ଘର ନିକଟରେ ଥିବା ଜମିକୁ ଯାଇଥିଲା ବେଳେ…
ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତ ଭଣ୍ଡାରୀମୁଣ୍ଡା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମୀଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏଠାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି। ବୁଧବାର ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା ତହସିଲଦାର ଯଶୋବନ୍ତ…
ତାଳଚେର : ନିଯୁକ୍ତି ନ ମିଳିବାରୁ ଆଇପିଏଚ୍ ଭରତପୁରର UPIPL ରେ କାମ କରୁଥିବା ଠିକା ଶ୍ରମିକ ନାଲକୋ ରେଲୱେ ଲାଇନ, ପାଇପ ଲାଇନ, ଆଇପିଏଚ୍ କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ରଖିଛନ୍ତି। ଖବର ପାଇ ଘଟଣାସ୍ଥଳରେ ବିକ୍ରମପୁର…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିନ୍ନର ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା କିନ୍ନର ମହାସଂଘର ୨୦୦୦ ହଜାର ସଦସ୍ୟ ଅଛନ୍ତି। କିନ୍ତୁ କୌଣସି ସ୍ଥାୟୀ ଗୋଷ୍ଠୀ କେନ୍ଦ୍ର ନଥିବାରୁ ବୈଠକ କରିବା ପାଇଁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଠାରୁ ଲିଙ୍ଗଗତ ହିଂସା ଓ ସ୍ବାସ୍ଥ୍ୟଗତ ଯତ୍ନ ସମ୍ପର୍କିତ ଦୁଇଦିନିଆ ଜିଲ୍ଲାସ୍ତରୀୟ କର୍ମଶାଳା ଜାତୀୟ ସ୍ୱାସ୍ଥ୍ୟ ମିଶନ ସହଯୋଗରେ ଅନୁଷ୍ଠିତ ହୋଇଛି। କର୍ମଶାଳାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ…
ଆଠମଲ୍ଲିକ: ଆଠମଲ୍ଲିକ ଅଞ୍ଚଳରେ ବେଆଇନ ଖଣିଜ ପଦାର୍ଥ ଉତ୍ତୋଳନ ଓ ଚାଲାଣ ରୋକିବାକୁ ଉପଖଣ୍ଡ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଗତ ସୋମବାର ରାତିରେ ଉପଜିଲ୍ଲାପାଳ ତରଣୀ ସୁନାଙ୍କ ନେତୃତ୍ୱରେ ଆଠମଲ୍ଲିକ ବ୍ଲକ ପଇଞ୍ଚକୂଳ ଓଲଥ ମହାନଦୀ ଘାଟରେ ଚଢ଼ାଉ…
ଅନୁଗୁଳ: ମିଶନ ଶକ୍ତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି କରିବାକୁ ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ସରକାର ଯଦି ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ…
ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼ ମରା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ତାଳଚେର ବ୍ଲକର ଘଟଣ୍ଟପଡ଼ା ଓ ଟେଣ୍ଟୋଲୋଇ ଗାଁ ମଧ୍ୟସ୍ଥଳରେ ଏକ କୋଲ୍ ୱାସରିକୁ ନେଇ ଆନ୍ଦୋଳନ ଚାଲିଥିଲା।…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗେଡିଆ ଥାନା କର୍ଣ୍ଣପାଳ ଗାଁର ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନାବାଳକ ସହ ଜଣେ ଯୁବକକୁ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଗତ ୨୩ ତାରିଖ ଦିନ ମହିଳା ଜଣକ ଘର ବଗିଚାରେ…
ଆଠମଲ୍ଲିକ: ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ ମଦ ଜବତ କରାଯାଇଛି। ଜବତ ମଦ ଭିତରେ ୧୬୭ ଲିଟର ଦେଶୀ ରନ୍ଧାମଦ, ୧୨ ଲିଟର ବିଦେଶୀ ମଦ ଓ ୫୦୦ କିଲୋ…