ଗାନ୍ଧୀ ସ୍ମୃତି ଭବନ ପାଇଁ ପ୍ରତିବାଦ କଲେ ଗାନ୍ଧିପ୍ରେମୀ

ଅନୁଗୁଳ: ଗତ ବର୍ଷ ଗାନ୍ଧୀ ଜୟନ୍ତୀକୁ ଗୋଟିଏ ବର୍ଷ ପୁରିଲା ହେଲେ ଗାନ୍ଧୀ ଭବନ ପାଇଁ ଜାଗା ଚିହ୍ନଟ ହୋଇପାରିଲା ନାହିଁ। ଜ଼ିଲ୍ଲାରେ ସମସ୍ତ ପାଇଁ ଜମି ଅଛି ହେଲେ ଗାନ୍ଧୀ ପାଇଁ ନାହିଁ, ବହୁ ସାମାଜିକ ଅନୁଷ୍ଠାନଙ୍କୁ ପ୍ରସାଶନ ଜମି…

Continue Readingଗାନ୍ଧୀ ସ୍ମୃତି ଭବନ ପାଇଁ ପ୍ରତିବାଦ କଲେ ଗାନ୍ଧିପ୍ରେମୀ

ଗାଧୋଇବା ବେଳେ ଖସିଗଲା ଗୋଡ଼, ପୋଖରୀରେ ବୁଡ଼ି ଯୁବକ ମୃତ

ଛେଣ୍ଡିପଦା/ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ଥାନା ସାଳଖମଣରେ ରବିବାର ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ରବିବାର ଅପରାହ୍ନରେ ଦିନ ୧ଟା ବେଳେ କ୍ଷମାନିଧି ପ୍ରଧାନ (୪୫) ଗାଁ ମୁଣ୍ଡରେ ଥିବା ବଡ଼ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ଗାଧୋଇବା…

Continue Readingଗାଧୋଇବା ବେଳେ ଖସିଗଲା ଗୋଡ଼, ପୋଖରୀରେ ବୁଡ଼ି ଯୁବକ ମୃତ

ଗାନ୍ଧି ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀରେ ପଦ ଯାତ୍ରା ଆରମ୍ଭ କଲା ବିଜେଡି

ଅନୁଗୁଳ: ଜନ ସମ୍ପର୍କ ପଦଯାତ୍ରାର ପ୍ରଥମ ଦିନରେ ଆଜି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ , ଗାନ୍ଧି ଉଦ୍ୟାନ ଓ ଶିମିଳିପଡା ଛକରେ ଅହିଂସା ଓ ସତ୍ୟର ଅନନ୍ୟ…

Continue Readingଗାନ୍ଧି ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀରେ ପଦ ଯାତ୍ରା ଆରମ୍ଭ କଲା ବିଜେଡି

ମା’ଙ୍କ ଆଗମନ ପାଇଁ ନୂଆ ବୋହୂ ପରି ସଜେଇ ହୋଇଛି ଅନୁଗୁଳ, ସୁଉଚ୍ଚ ତୋରଣ ସହ ଆଲୋକ ମାଳାରେ ଝଟକୁଛି ପୂରା ସହର

ଅନୁଗୁଳ: ଶରତ ସହ ଆସିଛି ମା' ଦୁର୍ଗାଙ୍କ ପୂଜା। ଦୁଷ୍ଟ ସଂହାରକାରିଣୀ ମା' ଦୁର୍ଗା ପୃଥିବୀକୁ ଅଧର୍ମର ବିନାଶ ପାଇଁ ଧରାବତରଣ କରିଥିଲେ। ତେବେ ମା' ଦଶଭୁଜାଙ୍କ ଆଗମନ ପାଇଁ। ସଜେଇ ହୋଇଛି ଅନୁଗୁଳ ସହର। ସୁଉଚ୍ଚ ତୋରଣ ସାଙ୍ଗକୁ ଝିଲମିଲ…

Continue Readingମା’ଙ୍କ ଆଗମନ ପାଇଁ ନୂଆ ବୋହୂ ପରି ସଜେଇ ହୋଇଛି ଅନୁଗୁଳ, ସୁଉଚ୍ଚ ତୋରଣ ସହ ଆଲୋକ ମାଳାରେ ଝଟକୁଛି ପୂରା ସହର

ଅନୁଗୁଳ ମୁଖ୍ୟ ଡାକଘରର ୪୩ତମ ପ୍ରତିଷ୍ଠା ଦିବସ

ଅନୁଗୁଳ: ଅନୁଗୁଳ ମୁଖ୍ୟ ଡାକଘରର ୪୩ତମ ପ୍ରତିଷ୍ଠା ଦିବସ ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି। ଡାକଘର ପରିସରରେ ଆୟୋଜିତ ଏହି ସମାରୋହକୁ ଯୋଗାଚାର୍ଯ୍ୟ ଅଭୟ ରାୟ ଉଦଘାଟନ କରିଥିଲେ। ଆଜିର ଡିଜିଟାଲ ଯୁଗରେ ଡାକଘର ତାର ପୂର୍ବ ଗୌରବ ବଜାୟ ରଖିଥିବାରୁ…

Continue Readingଅନୁଗୁଳ ମୁଖ୍ୟ ଡାକଘରର ୪୩ତମ ପ୍ରତିଷ୍ଠା ଦିବସ

୧୯ ବର୍ଷରୁ କମ ରାଜ୍ୟ କ୍ରିକେଟ ଦଳରେ ଅନୁଗୁଳରୁ ଦୁଇ

ଅନୁଗୁଳ: ୧୯ ବର୍ଷରୁ କମ ଓଡିଶା କ୍ରିକେଟ ଦଳ ପାଇଁ ଖେଳାଳୀ ମନୋନୟନ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏହି ଦଳରେ ଅନୁଗୁଳ ଜିଲ୍ଲାର ଦୁଇ ଜଣ ଖେଳାଳୀ ମନୋନୀତ ହୋଇଥିବା ଅନୁଗୁଳ କ୍ରିକେଟ ଆସୋସିଏସନର ସମ୍ପାଦକ ସାଗର ମିଶ୍ର ଜଣାଇଛନ୍ତି।…

Continue Reading୧୯ ବର୍ଷରୁ କମ ରାଜ୍ୟ କ୍ରିକେଟ ଦଳରେ ଅନୁଗୁଳରୁ ଦୁଇ

ଏଥରକ ଦୁର୍ଗାପୂଜାରେ ତିଥି ଓ ତାରିଖ ଭିତରେ ରହିଛି ନିଆରା ସଂଯୋଗ

ମା’ ଦୁର୍ଗା ହେଉଛନ୍ତି ଶକ୍ତି। ଦୁଷ୍ଟ ସଂହାରିଣୀ ମା’ ଧରାପୃଷ୍ଠକୁ ଅନ୍ୟାୟ ଅନୀତିକୁ ବିନାଶ କରି ଶାନ୍ତି ତଥା ନ୍ୟାୟ ପ୍ରତିଷ୍ଠା ପାଇଁ ଆସିଥାନ୍ତି। ଯୁଗେ ଯୁଗେ ଯେତେବେଳେ ବି ଧରାପୃଷ୍ଠରେ ଅନ୍ୟାୟ ଅନୀତି ଓ ଖରାପ ଶକ୍ତିଙ୍କ ପ୍ରଭାବ ବଢ଼େ।…

Continue Readingଏଥରକ ଦୁର୍ଗାପୂଜାରେ ତିଥି ଓ ତାରିଖ ଭିତରେ ରହିଛି ନିଆରା ସଂଯୋଗ

ଆଠମଲ୍ଲିକ ତହସିଲଦାର ଭାବେ ଦାୟିତ୍ୱ ନେଲେ ଯଶୋବନ୍ତ ଦେହୁରୀ

ଆଠମଲ୍ଲିକ : ଆଠମଲ୍ଲିକ ତହସିଲଦାର ଭାବେ ଯଶୋବନ୍ତ ଦେହୁରୀ ଯୋଗ ଦେଇଛନ୍ତି। ଶ୍ରୀ ଦେହୁରୀ ଶୁକ୍ରବାର ଅପରାହ୍ନରେ ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଠାରୁ ତହସିଲଦାର ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର…

Continue Readingଆଠମଲ୍ଲିକ ତହସିଲଦାର ଭାବେ ଦାୟିତ୍ୱ ନେଲେ ଯଶୋବନ୍ତ ଦେହୁରୀ

ବିଦ୍ୟୁତ ଆଘାତରେ ଗଲା ମହିଳା ଚାଷୀଙ୍କ ଜୀବନ

ଛେଣ୍ଡିପଦା / ଅନୁଗୁଳ: ସ୍ଥାନୀୟ ଜରପଡ଼ା ଥାନା କୋରଡ଼ାରେ ବିଦ୍ୟୁତ ଆଘାତରେ ଶୁକ୍ରବାର ଜଣେ ମହିଳା ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ କୋରଡ଼ାର ପ୍ରମୋଦ ସାହୁଙ୍କ ସ୍ତ୍ରୀ କମଳା ସାହୁ (୩୮)। ସୂଚନା ମୁତାବକ, କୋରଡ଼ାର ପ୍ରମୋଦ ସାହୁଙ୍କ…

Continue Readingବିଦ୍ୟୁତ ଆଘାତରେ ଗଲା ମହିଳା ଚାଷୀଙ୍କ ଜୀବନ

ନକଲି ଡାକ୍ତରଙ୍କ ଦଲାଲ ଧରାପଡି ହଟହଟା

ଅନୁଗୁଳ: ଅନୁଗୁଳ ସହରରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢୁଥିବା ବେଳେ ନିରୀହ ରୋଗୀ ଏମାନଙ୍କ ଯୋଗୁଁ ସର୍ବସ୍ୱାନ୍ତ ହେବା ସହ ଗୁରୁତର ହେଉଛନ୍ତି। ଏହି ନକଲି ଡାକ୍ତର ଦଲାଲ ମାନରଖି ରୋଗୀଙ୍କୁ ଅନ୍ୟ ଡାକ୍ତରଙ୍କ କ୍ଲିନିକରୁ ନେଇ ଯାଉଛନ୍ତି।…

Continue Readingନକଲି ଡାକ୍ତରଙ୍କ ଦଲାଲ ଧରାପଡି ହଟହଟା