ଡିଏଭି ଜଗନ୍ନାଥ କ୍ଷେତ୍ରରେ ପୁସ୍ତକ ମେଳା ଆୟୋଜିତ

ତାଳଚେର: ସ୍ଥାନୀୟ ଜଗନ୍ନାଥ କ୍ଷେତ୍ର ଡିଏଭି ପବ୍ଲିକ ସ୍କୁଲରେ ରଜତ ଜୟନ୍ତୀ ଉପଲକ୍ଷେ ପୁସ୍ତକ ମେଳା ଆୟୋଜିତ ହୋଇଛି। ଦୁଇ ଦିନ ଧରି ଚାଲିଥିବା ଏହି ପୁସ୍ତକ ମେଳାକୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ବୁଲି ଦେଖିବା ସହିତ ଅନେକ ପୁସ୍ତକ…

Continue Readingଡିଏଭି ଜଗନ୍ନାଥ କ୍ଷେତ୍ରରେ ପୁସ୍ତକ ମେଳା ଆୟୋଜିତ

ଆଠ ମଲ୍ଲିକକୁ ଜିଲ୍ଲା ମାନ୍ୟତା ଦାବି, ଗଠନ ହେଲା କମିଟି

ଆଠମଲ୍ଲିକ: ଆଠ ମଲ୍ଲିକକୁ ଜିଲ୍ଲା ମାନ୍ୟତା ଦାବି କରି ଆଜି ସ୍ଥାନୀୟ ଦୁର୍ଗା ବଜାର ସ୍ଥିତ କିଶୋର କ୍ଲବରେ ଉନ୍ନତି ବିଚାର ମଞ୍ଚ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ସମାଜସେବୀ ରାମାନନ୍ଦ ପାଣିଗ୍ରାହୀଙ୍କ ଆବାହକତ୍ୱ ଶିକ୍ଷାବିତ ପିତାମ୍ବର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ…

Continue Readingଆଠ ମଲ୍ଲିକକୁ ଜିଲ୍ଲା ମାନ୍ୟତା ଦାବି, ଗଠନ ହେଲା କମିଟି

ଅନୁଗୁଳରେ ହେବ ୭୦ତ୍ତମ ସିନିୟର ରାଜ୍ୟ କବାଡି ଚମ୍ପିୟାନସିପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାରେ ୭୦ତ୍ତମ ସିନିୟର ରାଜ୍ୟ କବାଡି ଚମ୍ପିୟାନସିପି(ମହିଳା ଓ ପୁରୁଷ) ଅନୁଷ୍ଠିତ ହେବ। ପ୍ରାୟ ୯୧୦ ମହିଳା ଓ ପୁରୁଷ କବାଡି ଖେଳାଳିଙ୍କୁ ଦେଖିବ ଅନୁଗୁଳ। ସୂଚନା ଯେ, ଅନୁଗୁଳ ଜିଲା ପ୍ରଶାସନ ଓ କଟକ…

Continue Readingଅନୁଗୁଳରେ ହେବ ୭୦ତ୍ତମ ସିନିୟର ରାଜ୍ୟ କବାଡି ଚମ୍ପିୟାନସିପ

ଘର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗାଁ ରାମେଶ୍ବର ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଘର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଛି। ସୂଚନା ଯେ, ଗାଁର ସୁଜିତ କୁମାର ଦାଶ ସପରିବାର ତାଙ୍କ ପୈତୃକ ଗାଁକୁ…

Continue Readingଘର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

ଧାନ ବିକ୍ରି ପାଇଁ ଲଙ୍କାକାଣ୍ଡ, ବୋହୂର ପନିକି ଚୋଟରେ ଶାଶୁ ଗୁରୁତର

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ଥାନା ଡଙ୍ଗାପାଳରେ ବୋହୂର ପନିକି ଚୋଟରେ ଶାଶୁ ଗୁରୁତର ହୋଇଛନ୍ତି। ଗୁରୁତର ଶାଶୁ ହେଲେ ଡଙ୍ଗାପଳର ଚତୁରୀ ସାହୁ। ସୂଚନା ମୁତାବକ, ଚତୁରୀ ସାହୁଙ୍କ ବୋହୂ ତାଙ୍କ ଅମଳ ଧାନକୁ ବାହାରେ ବିକ୍ରି କରିବା ପାଇଁ ଘରୁ…

Continue Readingଧାନ ବିକ୍ରି ପାଇଁ ଲଙ୍କାକାଣ୍ଡ, ବୋହୂର ପନିକି ଚୋଟରେ ଶାଶୁ ଗୁରୁତର

ସାତକୋଶିଆ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା

ଅନୁଗୁଳ: ସଭାଘର ପରିସରରେ ଆୟୋଜିତ ସାତକୋଶିଆ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାକୁ ଉଦଘାଟନ କରିଥିଲେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ଜଗନ୍ନାଥ ଓ ଓଡିଶୀ ନୃତ୍ୟ ପାଇଁ ଆମ ରାଜ୍ୟର ସାରା ବିଶ୍ୱରେ ପରିଚୟ ରହିଛି ବୋଲି ଶ୍ରୀ ରାୟ ନିଜ…

Continue Readingସାତକୋଶିଆ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା

ଜିଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ଓ ଜିଲା ପ୍ରଶାସନ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଶନିବାର ସକାଳେ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁତ୍ୱ ପୂର୍ଣ୍ଣମ୍ୟାଚରେ ସାମ୍ବାଦିକ, ପ୍ରଶାସନ ଓ ସାଧାରଣ ଜନତା ଭରପୁର ମଜାଉଠାଇଥିଲେ। ୧୫ ଓଭରର ଏହି ମ୍ୟାଚରେ…

Continue Readingଜିଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ

ଆଣ୍ଡାମାନର ୨୧ ଦ୍ବୀପ ପରମବୀର ଚକ୍ର ବିଜେତାଙ୍କ ନାଁରେ ନାମିତ

ଅନୁଗୁଳ: ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ନିକଟରେ କେନ୍ଦ୍ର ସରକାର ଆଣ୍ଡାମାନ ଓ ନିକବର ଦ୍ବୀପପୁଞ୍ଜର ୨୧ ଗୋଟି ଦ୍ବୀପକୁ ଭାରତର ୨୧ଜଣ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ କରିଛନ୍ତି। ଆଣ୍ଡାମାନ ଓ ନିକବରରେ ଥିବା ୫୦୦ରୁ ଅଧିକ…

Continue Readingଆଣ୍ଡାମାନର ୨୧ ଦ୍ବୀପ ପରମବୀର ଚକ୍ର ବିଜେତାଙ୍କ ନାଁରେ ନାମିତ

ବଲଣ୍ଡା ଠାରୁ ଟିଟିପିଏସ କନଭେୟର ମଧ୍ୟରେ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ତାଳଚେର: ସ୍ଥାନୀୟ ବଲଣ୍ଡା ଠାରୁ ଟିଟିପିଏସ କନଭେୟର ରାସ୍ତା ମଧ୍ୟରେ ଓଭର ବ୍ରିଜ ନିର୍ମାଣ ପାଇଁ ଶୁକ୍ରବାର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ତାଳଚେର ଉପଖଣ୍ଡରୁ ହିଙ୍ଗୁଳା ମନ୍ଦିର ଯିବା ନିମନ୍ତେ ବଲଣ୍ଡା ଠାରୁ ଟିଟିପିଏସ କନଭେୟର…

Continue Readingବଲଣ୍ଡା ଠାରୁ ଟିଟିପିଏସ କନଭେୟର ମଧ୍ୟରେ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଶିକ୍ଷକପଡ଼ା ସାଇ ମନ୍ଦିର ନିକଟ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଶିକ୍ଷକପଡା ସାଇ ମନ୍ଦିର ନିକଟସ୍ଥ ଏକ ଘରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାଁ ଶୁଭେନ୍ଦୁ ବେହେରା (୨୨) ବୋଲି ଜଣାଯାଇଛି। ସୂଚନା ମୁତାବକ, ସଦର ଥାନା ରନ୍ତଲେଇ ଗ୍ରାମର ବିଷ୍ଣୁ…

Continue Readingଶିକ୍ଷକପଡ଼ା ସାଇ ମନ୍ଦିର ନିକଟ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର