ପୁଣି ଉତ୍ପାତ ହେଲେଣି ଜଙ୍ଗଲୀ ହାତୀ, ବନ ବିଭାଗ ନିଦାବିଷ୍ଣୁ
ଅନୁଗୁଳ : ଅନୁଗୁଳରେ ପୁଣି ଉତ୍ପାତ ହେଲେଣି ଜଙ୍ଗଲୀ ହାତୀ। ସ୍ଥାନୀୟ ବଅଁରପାଳ ବ୍ଲକ ବଉଳିଗଡ଼ ପାଣି ଫ୍ୟାକ୍ଟ୍ରି ନିକଟରେ ଜଙ୍ଗଲୀ ହାତୀ ପଲ ରହିଥିବା ଖବର ମିଳିଛି। ଏହି ହାତୀ ପଲ ଭୟରେ ଲୋକେ ଆଉ ଶାନ୍ତିରେ ରହିପାରୁନାହାନ୍ତି। ସଞ୍ଜ…
ଅନୁଗୁଳ : ଅନୁଗୁଳରେ ପୁଣି ଉତ୍ପାତ ହେଲେଣି ଜଙ୍ଗଲୀ ହାତୀ। ସ୍ଥାନୀୟ ବଅଁରପାଳ ବ୍ଲକ ବଉଳିଗଡ଼ ପାଣି ଫ୍ୟାକ୍ଟ୍ରି ନିକଟରେ ଜଙ୍ଗଲୀ ହାତୀ ପଲ ରହିଥିବା ଖବର ମିଳିଛି। ଏହି ହାତୀ ପଲ ଭୟରେ ଲୋକେ ଆଉ ଶାନ୍ତିରେ ରହିପାରୁନାହାନ୍ତି। ସଞ୍ଜ…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଭାଲିଆବେଡ଼ା ଗାଁରେ ପ୍ରତାରଣାର ଶିକାର ହୋଇ ଅଭିଯୁକ୍ତ ଘର ସାମ୍ନାରେ ଧାରଣାରେ ବସିଛନ୍ତି ବିବାହିତା ମହିଳା। ତାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇ ପରେ ଛାଡ଼ି ଦେଇଥିବା ସେ ଅଭିଯୋଗ ହୋଇଛି।…
ଅନୁଗୁଳ : ସ୍ଥାନୀୟ ବଲାସିଂହା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ସପ୍ତମ ଶ୍ରେଣୀ ଗୃହ ମରାମତିକୁ ଗ୍ରାମବାସୀ ବିରୋଧ କରିଛନ୍ତି। ବିଦ୍ୟାଳୟର ଶ୍ରେଣୀ ଗୃହ ବହୁ ପୁରୁଣା ହୋଇଥିବାରୁ ଏହାକୁ ମରାମତି ପରିବର୍ତ୍ତେ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ…
ଅନୁଗୁଳ : ପୂର୍ବତନ ପୌର ଉପାଧ୍ୟକ୍ଷା ରାମପତି ମାଣ୍ଡୋଠିଆଙ୍କ ସ୍ମୃତିରେ ଆଦର୍ଶ କ୍ଲବ ପକ୍ଷରୁ ନୂଆ ମୌଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ପୂର୍ଣ୍ଣ ବିଦ୍ୟୁତ୍ କରଣ କରାଯାଇଛି। ରାମପତିର ପୁତ୍ର ପବନ ମାଣ୍ଡୋଠିଆ ଏହି ଆଲୋକୀକରଣ ବ୍ୟବସ୍ଥା କରିଛନ୍ତି। ସମସ୍ତ…
ଅନୁଗୁଳ: ଆଜି ସକାଳ ସାତଟା ବେଳେ ଅନୁଗୁଳ ମାଉସୀ ମା' ମନ୍ଦିର ଛକରେ ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଛି। କୁଶାସିଙ୍ଗା ଗ ର କାଠ ମିସ୍ତ୍ରୀ ଧନେଶ୍ୱର ବେହେରା(୪୮) ବାଇକ ଯୋଗେ ନାଲକୋ ଆଡକୁ ଯାଉଥିବା ବେଳେ ସେହି ଛକରେ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ତେବୁଡ ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତବକ, ପଟକୁମୁଣ୍ଡା ପଞ୍ଚାୟତ ତେବୁଡ଼ ଗାଁର ଅଥାନି ପ୍ରଧାନ (୪୮) ମଙ୍ଗଳବାର ରାତିରେ ଘର ନିକଟ ଖଳାରେ…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ପୋଲିସ ପ୍ୟାଟ୍ରୋଲିଂ କରୁଥିବା ସମୟରେ ଜଣେ ଲାଇସେନ୍ସ ନଥିବା ଟ୍ରକ ଚଳକଙ୍କୁ ନୋଟିସ୍ କରିବା ସହ ଟ୍ରକକୁ ଜବତ କରିଛି। ସୂଚନା ମୁତାବକ, ବଅଁରପାଳ ପୋଲିସ ପକ୍ଷରୁ ଗତ କାଲି ରାତିରେ ପ୍ୟାଟ୍ରୋଲିଂ ଚାଲିଥିବା ବେଳେ…
ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅର୍ନ୍ତତ ରାଣୀଗୋଡ଼ା ଗାଁରେ ମଙ୍ଗଳବାର ସ୍ଵାମୀଙ୍କ ଘର ସାମ୍ନାରେ ଧାରଣା ଦେଇଥିବା ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ସ୍ୱାମୀ, ଶାଶୁ, ଶଶୁର ଓ ନଣନ୍ଦଙ୍କୁ ବୁଧବାର ଗିରଫ କରିଛି। ସୂଚନା ଯେ, ଜୋତ୍ସ୍ନା ସାହୁ(୨୨)…
ଅନୁଗୁଳ: ସ୍ଥାନୀୟ ବନ୍ତଳା ବଜାରରେ ଆଜି ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଛି। ଏ ଅବସରରେ ପ୍ରାୟ ୧୫ଟି ଦୋକାନରୁ ୪୮୦୦ ଟଙ୍କା ଫାଇନ୍ ଆଦାୟ କରାଯାଇଛି। ସୂଚନା ମୁତାବକ, ଆଜି ଖାଦ୍ୟ ନିରାପତ୍ତା ବିଭାଗ…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ବୁଢାପଙ୍କ ପଞ୍ଚାୟତରୁ ଚୋରି ହୋଇଥିବା ଏକ ବାଇକକୁ ଦୁର୍ବୃତ୍ତମାନେ ଅଧା ବାଟରେ ଛାଡ଼ିଦେଇ ଚାଲିଯାଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ, ବୁଢ଼ାପଙ୍କର ପ୍ରଶାନ୍ତ ସାମଲଙ୍କ ଗାଡି ଗତ କାଲି ଚୋରି ହୋଇଥିବା ନେଇ ଥାନାରେ ଲିଖିତ…