ଯୌତୁକ ପାଇଁ ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ହୁଲୁରୁସିଂହା ଗାଁର କାହ୍ନୁ ଦେହୁରୀ ତାଙ୍କ ସ୍ତ୍ରୀଙ୍କୁ ଯୌତୁକ ପାଇଁ ହତ୍ୟା କରିବା ଅଭିଯୋଗରେ ପୋଲିସ ଗିରଫ କରିଛି। ସୂଚନା ଯେ, କାହ୍ନୁ ତାଳଚେର ଥାନା ଅନ୍ତର୍ଗତ ବାଲୁଗାଁର ନକୁଳ ବେହେରାଙ୍କ ଝିଅ ସୁପ୍ରଭାଙ୍କୁ…

Continue Readingଯୌତୁକ ପାଇଁ ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

୨୦ରୁ ଆରମ୍ଭ ହେଉଛି ଚତୁର୍ଥ ସ୍ବଦେଶୀ ମେଳା, ପଡ଼ିବ ୧୦୦ଟି ଷ୍ଟଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହାଇସ୍କୁଲ ପଡ଼ିଆ ଠାରେ ଆୟୋଜିତ ହେବ ସ୍ବଦେଶୀ ମେଳା। ଏ ନେଇ ଆଜି ଅନୁଗୁଳ ଷ୍ଟାଡିୟମରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବୈଠକକୁ ମନୋଜ କୁମାର ନାଏକ ପରିଚାଳନା କରିଥିଲେ। ଏହି ସ୍ବଦେଶୀ ମେଳା ଭାରତୀୟ…

Continue Reading୨୦ରୁ ଆରମ୍ଭ ହେଉଛି ଚତୁର୍ଥ ସ୍ବଦେଶୀ ମେଳା, ପଡ଼ିବ ୧୦୦ଟି ଷ୍ଟଲ

ସେନାବାହିନୀରେ ଅଗ୍ନିବୀର ନିଯୁକ୍ତି ରାଲି ନିମନ୍ତେ ଅନଲାଇନ୍ ନାମ ପଞ୍ଜିକରଣ ଆରମ୍ଭ, ମାର୍ଚ୍ଚ ୧୫ ଯାଏଁ ଚାଲିବ ରେଜିଷ୍ଟ୍ରେସନ

ଅନୁଗୁଳ: ସେନାବାହିନୀରେ ଅଗ୍ନିବୀର ନିଯୁକ୍ତ ରାଲି ଅଗ୍ନିପଥ ସ୍କିମରେ ଅବିବାହିତ ପୁରୁଷଙ୍କ ପାଇଁ ଚୟନ ପ୍ରକ୍ରିୟା ୨୦୨୩-୨୪ ନିମନ୍ତେ ଅନଲାଇନ୍ ନାମ ପଞ୍ଜିକରଣ ୧୬ ଫେବ୍ରୁୟାରୀ ଠାରୁ ୨୦୨୩ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନୁଗୁଳ ଜିଲ୍ଲାର ଇଚ୍ଛୁକ ଏବଂ…

Continue Readingସେନାବାହିନୀରେ ଅଗ୍ନିବୀର ନିଯୁକ୍ତି ରାଲି ନିମନ୍ତେ ଅନଲାଇନ୍ ନାମ ପଞ୍ଜିକରଣ ଆରମ୍ଭ, ମାର୍ଚ୍ଚ ୧୫ ଯାଏଁ ଚାଲିବ ରେଜିଷ୍ଟ୍ରେସନ

କେନ୍ଦ୍ରର ଚାଷୀ ମାରଣ ନୀତିକୁ ବିରୋଧ କରି ବିଜେଡିର ବିକ୍ଷୋଭ ଓ ପ୍ରତିବାଦ ସଭା, ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର

ଅନୁଗୁଳ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ଯୋଗାଣରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୋଧରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନୁଗୁଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ…

Continue Readingକେନ୍ଦ୍ରର ଚାଷୀ ମାରଣ ନୀତିକୁ ବିରୋଧ କରି ବିଜେଡିର ବିକ୍ଷୋଭ ଓ ପ୍ରତିବାଦ ସଭା, ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର

ସପ୍ତମ ମର୍ନିଙ୍ଗ ଷ୍ଟାର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଉଦଘାଟନୀ ଉତ୍ସବରେ ଯୋଗ ଦେଲେ ନାଲକୋ ନିର୍ଦ୍ଦେଶକ

ଅନୁଗୁଳ: ସ୍ଥାନୀୟ କଦମ ପଡିଆ ଠାରେ ଚଳିତ ବର୍ଷ ମର୍ନିଙ୍ଗ ଷ୍ଟାର ଫାଉଣ୍ଡେସନ ପକ୍ଷରୁ ସପ୍ତମ ମର୍ନିଙ୍ଗ ଷ୍ଟାର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଆରମ୍ଭ ହୋଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଲକୋ ନିର୍ଦ୍ଦେଶକ ଭୀମସେନ ପ୍ରଧାନ, ଜିଲ୍ଲା…

Continue Readingସପ୍ତମ ମର୍ନିଙ୍ଗ ଷ୍ଟାର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଉଦଘାଟନୀ ଉତ୍ସବରେ ଯୋଗ ଦେଲେ ନାଲକୋ ନିର୍ଦ୍ଦେଶକ

ସଂସଦୀୟ କ୍ଷେତ୍ର ସଡକ ସୁରକ୍ଷା କମିଟି ବୈଠକ

ଅନୁଗୁଳ: ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ର ସଡକ ସୁରକ୍ଷା କମିଟି ବୈଠକ ବୁଧବାର ସର୍କିଟ ହାଉସ୍ ସମ୍ମିଳନୀକକ୍ଷଠାରେ ଅନୁଷ୍ଠିତ ହୋଇଥିଲା। ଢେଙ୍କାନାଳ ସାଂସଦ ମହେଶ ସାହୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ଶୁନ ମୃତ୍ୟହାର ଏବଂ ଦୁର୍ଘଟଣା ହାର କମାଇବା ପାଇଁ…

Continue Readingସଂସଦୀୟ କ୍ଷେତ୍ର ସଡକ ସୁରକ୍ଷା କମିଟି ବୈଠକ

ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିବା ଯୁବକକୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା

ଅନୁଗୁଳ: ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିବା ଅଭିଯୁକ୍ତକୁ ଆଜି କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ବଅଁରପାଳ ବ୍ଲକ୍ ଚଉରଡିହ ଗାଁର ପ୍ରଶାନ୍ତ ସାହୁ ଓରଫ ବିକି(୩୫)କୁ ଆଜୀବନ କାରାଦଣ୍ଡାଦେଶ କରିବା ସହ ୨୦ ହଜାର ଟଙ୍କା…

Continue Readingଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିବା ଯୁବକକୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା

ପ୍ରେମ ଜାଲରେ ଫସାଇ ନାବାଳିକାକୁ ଅପହରଣ ଅଭିଯୋଗ: ଯୁବକ ଗିରଫ, ୨ ସହଯୋଗୀ ଫେରାର

ଛେଣ୍ଡିପଦା : ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ସ୍ଥାନୀୟ ଛେଣ୍ଡିପଦା ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଟାକୁଆ ଗାଁର ସଞ୍ଜୟ ସାହୁଙ୍କ ପୁଅ ଟୁନା (୨୨) ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ,…

Continue Readingପ୍ରେମ ଜାଲରେ ଫସାଇ ନାବାଳିକାକୁ ଅପହରଣ ଅଭିଯୋଗ: ଯୁବକ ଗିରଫ, ୨ ସହଯୋଗୀ ଫେରାର
Read more about the article ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ
Law Judge Gavel And Legality Symbol

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ଅନୁଗୁଳ: ୪ବର୍ଷ ପୂର୍ବେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଅଦାଲତ କିଶୋରନଗର ଥାନା ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମର ଗଜେନ୍ଦ୍ର ବେହେରାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ତାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହେବା ସହିତ ୨୦ ହଜାର…

Continue Readingଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ଅଟୋ ଓ କାର୍ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା, ୪ ଆହତ ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ : ଅନୁଗୁଳ ଜିଲ୍ଲା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡ଼ା ନିକଟସ୍ଥ ଭଗାମୁଣ୍ଡା ଠାରେ ଅଟୋ ଓ କାର୍ ମଧ୍ୟରେ ଦୁର୍ଘଟଣା ଘଟି ୪ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, କାରଟି ଅନୁଗୁଳ ଆଡୁ ଆସୁଥିବା ବେଳେ ଅଟୋ ମହୀଧରପୁରରୁ…

Continue Readingଅଟୋ ଓ କାର୍ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା, ୪ ଆହତ ହସ୍ପିଟାଲରେ ଭର୍ତ୍ତି