ମହିଳା ଜାଣିଲେ ନିଜ ଅଧିକାର: ହିନ୍ଦୁ ମହିଳାଙ୍କ ସମ୍ପତ୍ତିଗତ ଅଧିକାର ଉପରେ ଆଲୋଚନା ଚକ୍ର

ତାଳଚେର: ତାଳଚେର ଓକିଲ ସଂଘ ତରଫରୁ ମଧୁବାବୁ ସମ୍ମିଳନୀ କକ୍ଷରେ ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହିନ୍ଦୁ ମହିଳାଙ୍କ ସମ୍ପତ୍ତିଗତ ଅଧିକାର ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ତାଳଚେର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍…

Continue Readingମହିଳା ଜାଣିଲେ ନିଜ ଅଧିକାର: ହିନ୍ଦୁ ମହିଳାଙ୍କ ସମ୍ପତ୍ତିଗତ ଅଧିକାର ଉପରେ ଆଲୋଚନା ଚକ୍ର

ଲକ୍ଷ୍ମୀ ହୋଣ୍ଡାରେ ସର୍ଚ୍ଚ ଆଣ୍ଡ ୱିନ୍ ପୂଜା ଅଫର ଆରମ୍ଭ, ମାତ୍ର ୧୧୦୦ ଟଙ୍କା ଦେଇ ଘରକୁ ଆଣିପାରିବେ ନୂଆ ବାଇକ

ଅନୁଗୁଳ: ଅନୁଗୁଳ ସ୍ଥିତ ଲକ୍ଷ୍ମୀ ହୋଣ୍ଡା ଠାରେ ପବିତ୍ର ପୂଜା ଅବସରରେ ସର୍ଚ୍ଚ ଆଣ୍ଡ ୱିନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅଫରରେ ଗ୍ରାହକମାନେ ହୋଣ୍ଡାର ଯେକୌଣସି ଦୁଇ ଚକିଆ ଗାଡ଼ି କିଣିଲେ ନିଶ୍ଚିତ ଉପହାର ପାଇପାରିବେ। ଏହି ଉପହାର ମଧ୍ୟରେ…

Continue Readingଲକ୍ଷ୍ମୀ ହୋଣ୍ଡାରେ ସର୍ଚ୍ଚ ଆଣ୍ଡ ୱିନ୍ ପୂଜା ଅଫର ଆରମ୍ଭ, ମାତ୍ର ୧୧୦୦ ଟଙ୍କା ଦେଇ ଘରକୁ ଆଣିପାରିବେ ନୂଆ ବାଇକ

ଏପିପିଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ : ଅନୁଗୁଳ କୋର୍ଟର ଜଣେ ଅତିରିକ୍ତ ସରକାରୀ ଓକିଲ (ଏପିପି)ଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି । ସୂଚନା ଯେ, ଖଲାରୀ ଗାଁର ବାଉରୀବନ୍ଧୁ ମହାପାତ୍ର(୫୩) ରାତି ପ୍ରାୟ ୧୧ଟା ବେଳେ ମା’ଙ୍କ ଔଷଧ କିଣି ଘରକୁ…

Continue Readingଏପିପିଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଦେଲେ ପୂଜା ଭେଟି

ଅନୁଗୁଳ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲା ଗସ୍ତ କରି ରେଳ ଷ୍ଟେସନ ସହ ବିଭିନ୍ନ ରେଳ ପ୍ରକଳ୍ପ ଓ ତାଳଚେର-ଅନୁଗୁଳ ଲୁପ ଲାଇନ କାର୍ଯ୍ୟର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଏ ଅବସରରେ ମନ୍ତ୍ରୀ ରେଳ ବଗି, ସୁପରଭିଜନ…

Continue Readingଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଦେଲେ ପୂଜା ଭେଟି

ଏନ୍ଏସ୍ଏସ୍ ପକ୍ଷରୁ ଜାତୀୟ ସେବା ଯୋଜନା ଦିବସ ପାଳିତ

ଆଠମଲ୍ଲିକ / ଅନୁଗୁଳ: ସ୍ଥାନୀୟ ଆଠମଲ୍ଲିକ ମହାବିଦ୍ୟାଳୟରେ ଶନିବାର ଏନ୍ଏସ୍ଏସ୍ ବିଭାଗ ତରଫରୁ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଆଦିତ୍ୟ କୁମାର ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ଵ କରି ଜାତୀୟ ସେବା ଯୋଜନା ଦିବସ ଉପରେ ବିବରଣୀ…

Continue Readingଏନ୍ଏସ୍ଏସ୍ ପକ୍ଷରୁ ଜାତୀୟ ସେବା ଯୋଜନା ଦିବସ ପାଳିତ

ଅନୁଗୁଳ ବିଧାନସଭା ଆସନ ଉପରେ ୩ ଜଣଙ୍କ ନଜର

ଅନୁଗୁଳ: ୨୦୨୩ର ଶେଷ ଭାଗରେ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ହେବାର ଚର୍ଚ୍ଚା ସାଧାରଣରେ ଜୋର୍ ଧରୁଥିବା ବେଳେ ଏବେ ରାଜନୈତିକ ସ୍ତରରେ ହଲଚଲ ଆରମ୍ଭ ହେଲାଣି। ଯଦି ବା ବାହାରକୁ ସମୁଦ୍ର ଶାନ୍ତ ଦିଶୁଛି ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ…

Continue Readingଅନୁଗୁଳ ବିଧାନସଭା ଆସନ ଉପରେ ୩ ଜଣଙ୍କ ନଜର

ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ: ଲୋକମାନେ ଯେଭଳି ଶାନ୍ତିରେ ପୂଜା ଉପଭୋଗ କରିବେ ସେ ନେଇ ସବୁ ବିଭାଗକୁ ଦାୟିତ୍ୱ ବାଣ୍ଟିଲେ ଜିଲ୍ଲାପାଳ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ତତ୍ତ୍ବାବଧାନ ଓ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ…

Continue Readingଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ: ଲୋକମାନେ ଯେଭଳି ଶାନ୍ତିରେ ପୂଜା ଉପଭୋଗ କରିବେ ସେ ନେଇ ସବୁ ବିଭାଗକୁ ଦାୟିତ୍ୱ ବାଣ୍ଟିଲେ ଜିଲ୍ଲାପାଳ

ବୋହୂର ତଣ୍ଟିଚିପି ହତ୍ୟା ପାଇଁ ଉଦ୍ୟମ, ଶାଶୁ ନାଁରେ ଏତଲା ଦେଲେ ଝିଅର ବାପଘର

ଅନୁଗୁଳ/ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ଥାନା ଅନ୍ତର୍ଗତ ପାତ୍ରପଡାରେ ପାରିବାରିକ କଳହକୁ ନେଇ ବୋହୂର ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଛି ଶାଶୁ। ଗୁରୁତର ଅବସ୍ଥାରେ ବୋହୂକୁ ମେଡିକାଲରେ ଆଡମିଟ୍ କରାଯାଇଛି। ସୂଚନା ମୁତାବକ, ପାତ୍ରପଡ଼ାର ସୁଲୋଚନା ମାଝୀ ଓ ତାଙ୍କ ସାନ…

Continue Readingବୋହୂର ତଣ୍ଟିଚିପି ହତ୍ୟା ପାଇଁ ଉଦ୍ୟମ, ଶାଶୁ ନାଁରେ ଏତଲା ଦେଲେ ଝିଅର ବାପଘର

ପାର୍ବତୀଗିରି ଜଳସେଚନ ପ୍ରକଳ୍ପ ପାଇଁ ୪୬୬ କୋଟି ମଞ୍ଜୁର

ଅନୁଗୁଳ: ବର୍ଷା ଜଳ ଉପରେ ନିର୍ଭର ନକରି ଉଠା ଜଳସେଚନ ମାଧ୍ୟମରେ କୃଷିର ଉନ୍ନତି ପାଇଁ ରାଜ୍ୟ ସରକାର ପାର୍ବତୀଗିରି ଜଳ ସେଚନ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଉକ୍ତ ଯୋଜନା ମାଧ୍ୟମରେ ମୋଟ ୧୦୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ…

Continue Readingପାର୍ବତୀଗିରି ଜଳସେଚନ ପ୍ରକଳ୍ପ ପାଇଁ ୪୬୬ କୋଟି ମଞ୍ଜୁର

ଚୋରି ଉଦ୍ୟମ ବିଫଳ: ଚପଲ ଛାଡ଼ି ପଳାଇଲେ ଚୋର

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ସେବା ସମବାୟ ସମିତିରୁ ଚୋରି ଉଦ୍ୟମ ହୋଇଛି। ସମବାୟ ସମିତି ରାତି ଜଗୁଆଳି ନିଦରୁ ଉଠିପଡ଼ିବାରୁ ଦୁର୍ବୃତ୍ତମାନେ ପଳାଇ ଯାଇଥିଲେ। ସୂଚନା ଅନୁଯାୟୀ, ବୁଧବାର ରାତି ପାୟ ୧୨ଟା ବେଳେ କେତେକ ଦୁର୍ବୃତ୍ତ…

Continue Readingଚୋରି ଉଦ୍ୟମ ବିଫଳ: ଚପଲ ଛାଡ଼ି ପଳାଇଲେ ଚୋର