ଧାର ଟଙ୍କା ନ ଶୁଝିବାରୁ ଯୁବକ ଗିରଫ

ଅନୁଗୁଳ: ଧାର ଟଙ୍କା ନ ଶୁଝିବା ଅଭିଯୋଗରେ ଅନୁଗୁଳ ଟାଉନ ଥାନା ପୁଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ମାଟିଆସାହିର ସରୋଜ ପଧାନ(୩୦) ଓ ତାଙ୍କ ସ୍ତ୍ରୀ ରଶ୍ମୀ ପ୍ରଧାନ ବ୍ୟବସାୟ କରିବା ପାଇଁ ମହିଳା ସଂଘରୁ…

Continue Readingଧାର ଟଙ୍କା ନ ଶୁଝିବାରୁ ଯୁବକ ଗିରଫ

ସେଣ୍ଟ୍ରାଲ ପୂଜା କମିଟିର ବୈଠକ

ଅନୁଗୁଳ: ସ୍ଥାନୀୟ ଟାଉନ ହଲରେ ଆଜି ଅନୁଗୁଳ ସେଣ୍ଟ୍ରାଲ ପୂଜା କମିଟିର ଏକ ବୈଠକ ଆୟୋଜିତ ହୋଇଯାଇଛି।ବୈଠକରେ ଆରମ୍ଭରୁ ୯ ଜଣ ସଦସ୍ୟଙ୍କ ଗତ ଦୁଇ ବର୍ଷ ମଧ୍ୟରେ ପରଲୋକ ଘଟି ଥିବାରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବୈଠକରେ…

Continue Readingସେଣ୍ଟ୍ରାଲ ପୂଜା କମିଟିର ବୈଠକ

ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବାଣ୍ଟିଲେ ଉପବାଚସ୍ପତି ରଜନୀକାନ୍ତ ସିଂହ

ଅନୁଗୁଳ : ସ୍ଥାନୀୟ ଅନୁଗୁଳ ବ୍ଲକ ହୁଲୁରିସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥିଭାବେ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବିତରଣ…

Continue Readingଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବାଣ୍ଟିଲେ ଉପବାଚସ୍ପତି ରଜନୀକାନ୍ତ ସିଂହ

ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି : ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ଲାଗି ଖୁସୀ ଖବର । କର୍ମଚାରୀଙ୍କୁ ପୂଜା ଭେଟି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ୩ ପ୍ରତିଶତ ବୃଦ୍ଧି ହୋଇଛି ମହଙ୍ଗା ଭତ୍ତା । ୩୧ ପ୍ରତିଶତ ରୁ ୩୪ ପ୍ରତିଶତକୁ ମହଙ୍ଗା ଭତ୍ତା…

Continue Readingସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି : ବଢିଲା ମହଙ୍ଗା ଭତ୍ତା

ବସଲାରେ ବସୁଧା ଯୋଜନା ଆରମ୍ଭ, ଏଣିକି ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ

ଅନୁଗୁଳ: ଅନୁଗୁଳ ବ୍ଲକ ବସଲା ପଞ୍ଚାୟତରେ ଆରମ୍ଭ ହେଲା ବସୁଧା ଯୋଜନା। ଏଣିକି ଲୋକମାନେ ଆଉ ପିଇବା ପାଣି ପାଇଁ ଭୋଗିବେନି ଅସୁବିଧା। ସିଧାସଳଖ ଘରେ ଟ୍ୟାପରୁ ପିଇ ପାରିବେ ଶୁଦ୍ଧ ପାଣି। ଆଜି ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ…

Continue Readingବସଲାରେ ବସୁଧା ଯୋଜନା ଆରମ୍ଭ, ଏଣିକି ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ

ବଜ୍ରପାତରେ ଜଣେ ମୃତ ଅନ୍ୟଜଣେ ଗୁରୁତର

ଅନୁଗୁଳ: ବନ୍ତଳା ଥାନା ବଲଙ୍ଗ ଗାଁରେ ଆଜି ବଜ୍ରପାତ ଘଟି ଜଣକର ମୃତ୍ୟୁ ଘଟିଛି। ସୁଚନା ଯେ, ଗାଁର ପ୍ରଭାକର ଦେହୁରୀ(୬୦) ଓ ଦେବରାଜ ବେହେରା ଗାଈ ଚରାଇବାକୁ ଯାଇ ଅପରାହ୍ନରେ ଗୋଠ ଧରି ଫେରୁଥିବା ବେଳେ ହଠାତ ଝଡ ଆସିବାରୁ…

Continue Readingବଜ୍ରପାତରେ ଜଣେ ମୃତ ଅନ୍ୟଜଣେ ଗୁରୁତର

ସାଇକେଲରୁ ପଡ଼ି ବୃଦ୍ଧ ଗୁରୁତର

ଅନୁଗୁଳ: ସ୍ଥାନୀୟ ଛେଣ୍ତିପଦା ଥାନା ନୂଆପଡ଼ା ଛକ ନିକଟ ବୃନ୍ଦାବତୀ ଭବନ ସାମ୍ନାରେ ସାଇକେଲରି ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ଦେଓଗଡ ଜିଲ୍ଲା ସେଣ୍ଢାର ପରମାନନ୍ଦ ଶତପଥୀ। ସୂଚନା ଅନୁଯାୟୀ, ପରମାନନ୍ଦ ଘରୁ ଏକ ସାଇକେଲ ଯୋଗେ ଚାରବାଟିଆ…

Continue Readingସାଇକେଲରୁ ପଡ଼ି ବୃଦ୍ଧ ଗୁରୁତର

ଜିଲ୍ଲା ଖଣିଜ କ୍ଷେତ୍ର ପାଣ୍ଠିର ୧୦ମ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକ, ପରିବେଶ ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ଵ

ଅନୁଗୁଳ: ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାକୁ ଜିଲ୍ଲା ଖଣିଜ ପାଣ୍ଠି ଦ୍ବାରା କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ୧୦ମ ବୋର୍ଡ ଅଫ୍ ଟ୍ରଷ୍ଟିର ବୈଠକ ଶନିବାର ଅପରାହ୍ନରେ ଆୟୋଜିତ ହୋଇଛି। ବୈଠକରେ ଢେଙ୍କାନାଳ ସାଂସଦ…

Continue Readingଜିଲ୍ଲା ଖଣିଜ କ୍ଷେତ୍ର ପାଣ୍ଠିର ୧୦ମ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକ, ପରିବେଶ ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ଵ

ସିପିପି ଗେଟ୍ ସାମ୍ନାରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍

ଅନୁଗୁଳ: ସ୍ଥାନୀୟ ସିପିପି ପ୍ଲାଣ୍ଟର ମ୍ୟାଟେରିଆଲ ଗେଟ୍ ସମ୍ମୁଖରେ ଆଜି ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରକ ଜଳିଯାଇଛି। ସୂଚନା ମୁତାବକ, ତାଳଚେରରୁ କୋଇଲା ବୋଝେଇ କରି ନାଲକୋ ସିପିପି ପ୍ଲାଣ୍ଟକୁ ଆସୁଥିବା ଏକ ଟ୍ରକ ହଠାତ୍ ଜଳିବାକୁ ଲାଗିଥିଲା।…

Continue Readingସିପିପି ଗେଟ୍ ସାମ୍ନାରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍

ଟ୍ରକକୁ ପଛଆଡ଼ୁ ଧକ୍କା ଦେଲା ବାଇକ, ୨ ଆରୋହୀ ଗୁରୁତର

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା- ଅନୁଗୁଳ ରାଜ୍ୟ ରାଜପଥ ୬୩ ର ଛେଣ୍ଡିପଦା ଗୁଡ଼ିମଡ଼ା ଜଙ୍ଗଲ ହମ୍ପସରେ ଏକ ଟ୍ରକକୁ ପଛଆଡୁ ବାଇକ ଧକ୍କା ଦେବା ଫଳରେ ୨ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ଦେଓଗଡ଼ ଜିଲ୍ଲା କୁଣ୍ଢେଇଗୋଳ ଥାନା ତାଳବାହଳର…

Continue Readingଟ୍ରକକୁ ପଛଆଡ଼ୁ ଧକ୍କା ଦେଲା ବାଇକ, ୨ ଆରୋହୀ ଗୁରୁତର