ହେମସୁରପଡା ଫୁଟବଲ: ଅନୁଗୁଳକୁ ହରାଇ ଫାଇନାଲରେ କୁଚିଣ୍ଡା

ଅନୁଗୁଳ: ଆଜି ଟାଉନ ହାଇ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚରେ ବିଏଫ୍‌ସି କୁଚିଣ୍ଡା, ମା' ବୁଢ଼ୀ କ୍ଲବ ଅନୁଗୁଳକୁ ଟାଇବ୍ରେକରରେ ୬-୫ ଗୋଲରେ ପରାସ୍ତ କରି ଫାଇନାଲରେରେ ପହଞ୍ଚିଛି। ନିର୍ଦ୍ଧାରିତ ସମୟ ଖେଳରେ ୨-୨…

Continue Readingହେମସୁରପଡା ଫୁଟବଲ: ଅନୁଗୁଳକୁ ହରାଇ ଫାଇନାଲରେ କୁଚିଣ୍ଡା

କବିତା ହେଲେ ଏୟୁସିସିବି ଉପସଭାପତି

ଅନୁଗୁଳ: କବିତା ସାହୁ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍(ଏୟୁସିସିବି)ର ଉପସଭାପତି ଭାବେ ମଙ୍ଗଳବାର ନିର୍ବାଚିତ ହୋଇଛନ୍ତି। ଆଜି ଅନୁଷ୍ଠିତ ନିର୍ବାଚନରେ ନିର୍ଦ୍ବନ୍ଦରେ ସେ ବିଜୟୀ ହୋଇଛନ୍ତି। ଉପସଭାପତି ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିବା…

Continue Readingକବିତା ହେଲେ ଏୟୁସିସିବି ଉପସଭାପତି

୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାର ହୋମଗାର୍ଡ ଜିଲ୍ଲା କାର୍ଯ୍ୟାଳୟଠାରେ ମଙ୍ଗଳବାର ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୃହ ରକ୍ଷୀ ମାନଙ୍କର ଦେଶସେବା…

Continue Reading୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ଅନୁଗୁଳ ଜିଲ୍ଲାରେ ଧଳା ଘୁଷୁରୀ ଚାହିଦା ବଢୁଛି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମାଛ,ଛେଳି ମାଂସ,ଅଣ୍ଡା ଆଦିରେ ଆତ୍ମନିର୍ଭରଶୀଳ ହଉ ନହେଉ ଧଳା ଘୁଷୁରୀ ପାଳନ ଓ ମାଂସ ଉତ୍ପାଦନରେ ଖୁବ ଶୀଘ୍ର ଆତ୍ମନିର୍ଭରଶୀଳ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏହି ଚାଷୀ ମାନଙ୍କୁ ଧଳା ଘୁଷୁରୀ ପାଳନର…

Continue Readingଅନୁଗୁଳ ଜିଲ୍ଲାରେ ଧଳା ଘୁଷୁରୀ ଚାହିଦା ବଢୁଛି

ବଉଳିଗଡ଼ ସାପ୍ତାହିକ ହାଟ ଉଦଘାଟିତ, ପ୍ରତି ସୋମବାର କିଣାବିକା କରିବେ ବ୍ୟବସାୟୀ

ଅନୁଗୁଳ : ସ୍ଥାନୀୟ ବଅଁରପାଳ ବ୍ଲକ ବଉଳିଗଡ଼ ଜଙ୍ଗଲ ନିକଟରେ  ସାପ୍ତାହିକ ହାଟ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ଯୋଗ ଦେଇ ସାପ୍ତାହିକ ହାଟର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ…

Continue Readingବଉଳିଗଡ଼ ସାପ୍ତାହିକ ହାଟ ଉଦଘାଟିତ, ପ୍ରତି ସୋମବାର କିଣାବିକା କରିବେ ବ୍ୟବସାୟୀ

୨ ଅସହାୟ ମହିଳାଙ୍କୁ ଉଦ୍ଧାର କରି ମିଶନ ଆଶ୍ରାରେ ଥଇଥାନ କଲା ପ୍ରଶାସନ

ଆଠମଲ୍ଲିକ : ଆଠମଲ୍ଲିକ ସହର ଅଞ୍ଚଳରେ ବୁଲୁଥିବା ୨ ଜଣ ଅସହାୟ ମହିଳାଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ମିଶନ ଆଶ୍ରାରେ ଥଇଥାନ କରାଯାଇଛି। ସୂଚନା ମୁତାବକ, ଗତ କିଛିଦିନ ହେଲା ୨ ଜଣ ମହିଳା ଅସହାୟ ଅବସ୍ଥାରେ ସହରରେ ବୁଲୁଥିଲେ।…

Continue Reading୨ ଅସହାୟ ମହିଳାଙ୍କୁ ଉଦ୍ଧାର କରି ମିଶନ ଆଶ୍ରାରେ ଥଇଥାନ କଲା ପ୍ରଶାସନ

ଛେଣ୍ଡିପଦା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ୧୦୮ଟି ଅଭିଯୋଗର ହେଲା ସମାଧାନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆୟୋଜିତ ହୋଇଛି। ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ…

Continue Readingଛେଣ୍ଡିପଦା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ୧୦୮ଟି ଅଭିଯୋଗର ହେଲା ସମାଧାନ

କାର ସହ ଧକ୍କା ହୋଇ ଓଲଟିଲା ରଙ୍ଗ ବୋଝେଇ ଅଟୋ

ଅନୁଗୁଳ : ସ୍ଥାନୀୟ ଜଗଦେବ୍ ମାର୍କେଟ ଛକ ନିକଟରେ ମଙ୍ଗଳବାର ସକାଳେ ଏକ କାର ଧକ୍କାରେ ରଙ୍ଗ ବୋଝେଇ ଅଟୋ ଓଲଟି ପଡ଼ିଛି। ସୂଚନା ମୁତାବକ, ଅନୁଗୁଳ ଡିଆଇସି ଛକ ଆଡ଼ୁ ବସ ଷ୍ଟାଣ୍ଡ ଆଡକୁ ଆସୁଥିବା କାର ବାଳିକା ଉଚ୍ଚ…

Continue Readingକାର ସହ ଧକ୍କା ହୋଇ ଓଲଟିଲା ରଙ୍ଗ ବୋଝେଇ ଅଟୋ

ଶାବଳଭଙ୍ଗାର କୁମ୍ଭାରସାହିରେ ଉତ୍କଟ ଜଳ ସମସ୍ୟା, ତୁରନ୍ତ ପାଇପ୍ ଯୋଗେ ପାଣି ଯୋଗାଣ ଓ ନଳକୂପକୁ ଜବରଦଖଲ ମୁକ୍ତ କରିବାକୁ ଦାବି

ଅନୁଗୁଳ: ଅନୁଗୁଳ ବ୍ଲକ ବାଳୁଅକଟା ପଞ୍ଚାୟତର ଶାବଳଭଙ୍ଗା ଗାଁର କୁମ୍ଭାରସାହିବାସୀ ଉତ୍କଟ ପାନୀୟ ଜଳ ସମସ୍ୟା ନେଇ ସୋମବାର ଦାବି ପ୍ରଦାନ କରିଛନ୍ତି। ବିଡିଓଙ୍କ ଅନୁପସ୍ଥିତିରେ ଗାଁ ଲୋକେ ଏବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ମୁତାବକ, ଶାବଳଭଙ୍ଗାର କୁମ୍ଭାର…

Continue Readingଶାବଳଭଙ୍ଗାର କୁମ୍ଭାରସାହିରେ ଉତ୍କଟ ଜଳ ସମସ୍ୟା, ତୁରନ୍ତ ପାଇପ୍ ଯୋଗେ ପାଣି ଯୋଗାଣ ଓ ନଳକୂପକୁ ଜବରଦଖଲ ମୁକ୍ତ କରିବାକୁ ଦାବି

ଏଣିକି ଗମନାଗମନ ହେବ ଆହୁରି ସହଜ! ପାଳଲହଡ଼ାରେ ୩ଟି ବିଜୁ ସେତୁର ଶିଳାନ୍ୟାସ କଲେ ବିଧାୟକ

ପାଳଲହଡ଼ା: ପାଳଲହଡ଼ାବାସୀଙ୍କ ଗମନାଗମନକୁ ସହଜ କରିବା ପାଇଁ ଆଜି ବିଧାୟକ ମୁକେଶ ପାଲ ତିନିଟି ବିଜୁ ସେତୁର ଶିଳାନ୍ୟାସ କରିଛନ୍ତି। ବିଧାୟକ ପାଳଲହଡା ବ୍ଲକ ଆଲୋରି ପଞ୍ଚାୟତ ସାପଝରା ଠାରୁ ତେଲକୋଇ ବ୍ଲକ ସରେଇ ଗ୍ରାମ ପର୍ଯ୍ୟନ୍ତ ସମାକୋଇ ନଦୀ ଉପରେ ୬୭୫,୯୬…

Continue Readingଏଣିକି ଗମନାଗମନ ହେବ ଆହୁରି ସହଜ! ପାଳଲହଡ଼ାରେ ୩ଟି ବିଜୁ ସେତୁର ଶିଳାନ୍ୟାସ କଲେ ବିଧାୟକ