୮୨ ଗ୍ରାମ୍ ହେରୋଇନ୍ ଜବତ, ଜଣେ ଗିରଫ
ଅନୁଗୁଳ: ହେରୋଇନ୍ କାରବାର କରୁଥିବା ଜଣେ ଲୋକଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ତାଙ୍କ ପାଖରୁ ୮୨ ଗ୍ରାମ୍ ହେରୋଇନ୍ ଜବତ କରିଛି। …
ଅନୁଗୁଳ: ହେରୋଇନ୍ କାରବାର କରୁଥିବା ଜଣେ ଲୋକଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ତାଙ୍କ ପାଖରୁ ୮୨ ଗ୍ରାମ୍ ହେରୋଇନ୍ ଜବତ କରିଛି। …
ଅନୁଗୁଳ: ଅନୁଗୁଳର ବରିଷ୍ଠ ସାମ୍ବାଦିକ ସୁଧିରେନ୍ଦ୍ର ପରିଜାଙ୍କ ଦ୍ଵିତୀୟ କବିତା ସଂକଳନ "ଗଳି" ସ୍ଥାନୀୟ ମାରୱାଡ଼ି ଯୁବା ମଞ୍ଚ କାର୍ଯ୍ୟାଳୟ ଠାରେ ଉନ୍ମୋଚିତ ହୋଇଯାଇଛି। ସୁଧିରେନ୍ଦ୍ରଙ୍କ ପିତା ବିଜୟ କୁମାର ପରିଜା ପ୍ରଦୀପ ପ୍ରଜ୍ବଳନ କରି ଏହି ବହି ଉନ୍ମୋଚନ ସମାରୋହକୁ…
ଭୁବନେଶ୍ୱର: ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ହୋଇଛି। ଆପୋଲୋ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ସକାଳେ ତାଙ୍କୁ ଜଣେ ପୋଲିସ ଏଏସଆଇ ଗୁଳିମାଡ଼ କରିଥିଲା। ଗୁଳି ତାଙ୍କ ଛାତିରେ ପଶି ପିଠି ପଟେ ବାହାରିଯାଇଥିଲା। ତେବେ ନବ…
ଅନୁଗୁଳ: ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତବ୍ୟପଥରେ ଅନୁଷ୍ଠିତ ଜାତୀୟ ପରେଡ ଓ ସାଂସ୍କୃତିକ ସମାରୋହରେ ଅଦୃତା ଶିଶୁ ଗୃହ ଅନୁଗୁଳର ୬ଜଣ ଝିଅ ଲୋକ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ୬ ଜଣିଆ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ ନଂ ବାଇପାସ ଜାତୀୟ ରାଜପଥର ଗଡ଼ସନ୍ତ୍ରୀଠାରେ ନିର୍ମାଣାଧିନ ଏକ ପୋଲରୁ ଲୁହା ରଡ ଚୋରି ଅଭିଯୋଗରେ ପୁଲିସ ଶନିବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ୨୦୨୨ ନଭେମ୍ବର…
ଅନୁଗୁଳ: ଗଣତନ୍ତ୍ର ଦିବସ ଅବସରରେ ଅନୁଗୁଳ ସିଡିଏମଓ ଡା ତ୍ରିଲୋଚନ ପ୍ରଧାନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ବିଭିନ୍ନ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ। ଏମାନଙ୍କ ମଧ୍ୟରେ ସୁରକ୍ଷାକର୍ମୀ ତ୍ରିନାଥ ନାଏକଙ୍କୁ ଡା ପ୍ରଧାନ ପ୍ରଶଂସା ପତ୍ର ଓ ଟ୍ରଫି ଦେଇ ପୁରସ୍କୃତ…
ଅନୁଗୁଳ: ଅନୁଗୁଳ ଟାଉନ ହଲରେ ବାହୁଚାରୀ ମାତାଙ୍କ ବାର୍ଷିକ ମହୋତ୍ସବ ଅନୁଷ୍ଠତି ହୋଇଛି। ସୂଚନା ମୁତାବକ, ବାହୁଚାରୀ ମାତାଙ୍କ ବାର୍ଷିକ ମହୋତ୍ସବ ପାଇଁ ପ୍ରଥମେ ଟାଉନ୍ ହଲ୍ ଠାରୁ କିନ୍ନରମାନେ କଳସ ଧରି ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲେ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଟ୍ରା-କ୍ଲବ କ୍ରିକେଟ ପ୍ରତିଯୋଗିତା ପାଇଁ ସିନିୟର ଦଳ(୧୯ ବର୍ଷରୁ ଅଧିକ ଓ ୩୦ ବର୍ଷରୁ କମ) ଚୟନ ନିମନ୍ତେ ଖେଳାଳି ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୨୯ ତାରିଖଠାରୁ…
ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଶିମିଳିଛୁଇଁ ଗାଁର ପ୍ରାଇମେରୀ ସ୍କୁଲରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସ୍କୁଲରୁ ମଟର ପମ୍ପ ଚୋରି ହୋଇଥିବା ନେଇ ଷ୍ଟାଫ ଜୟଦେବ ସାହୁ ଅଭିଯୋଗ କରିଛନ୍ତି। …
ଅନୁଗୁଳ : ରାଜ୍ୟ ସରକାରଙ୍କ ‘ଆମ ଜଙ୍ଗଲ ଯୋଜନା’ରେ ନୂତନ ଭାବେ ଅବସ୍ଥାପିତ ଉପଦେଷ୍ଟା ନାରାୟଣ ପଟ୍ଟନାୟକ ୨୪ ଓ ୨୫ ତାରିଖ ଦୁଇଦିନ ଧରି ଅନୁଗୁଳ ଜିଲ୍ଲା ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ଦୁଇ ଦିନିଆ…