ନାବାଳିକା ଛାତ୍ରୀଙ୍କୁ ବ୍ଲାକମେଲ କରି ଗଣଦୁଷ୍କର୍ମ କଲେ ଚାରି ଯୁବକ, ଭାଇରାଲ ହେଉଛି ଫଟୋ ଓ ଭିଡିଓ

ବଅଁରପାଳ : ସ୍ଥାନୀୟ ବଅଁରପାଳ ଅଞ୍ଚଳରେ ବ୍ଲାକମେଲ କରି ଜଣେ କଲେଜ ଛାତ୍ରୀଙ୍କ ସହ କିଛି ଯୁବକ ଦୁଷ୍କର୍ମ କରୁଥିବା ବେଳର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ଛାତ୍ରୀଙ୍କ ଫଟୋ, ଦୁଷ୍କର୍ମ…

Continue Readingନାବାଳିକା ଛାତ୍ରୀଙ୍କୁ ବ୍ଲାକମେଲ କରି ଗଣଦୁଷ୍କର୍ମ କଲେ ଚାରି ଯୁବକ, ଭାଇରାଲ ହେଉଛି ଫଟୋ ଓ ଭିଡିଓ

ତିନି ମାସରେ ତାଳଚେର କଲେଜରୁ ତିନି ଥର ଚୋରି, ସନ୍ଦେହରେ ଅଧ୍ୟକ୍ଷ: ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ସହାୟତା ଲୋଡ଼ିଲେ ପୂର୍ବତନ ଛାତ୍ର

ତାଳଚେର: ଦୀର୍ଘ ସମୟ ଧରି ତାଳଚେର କଲେଜ ଅନେକ ଅନିୟମିତତାକୁ ନେଇ ଚର୍ଚ୍ଚାରେ ରହିଆସିଛି। ଏହି କଲେଜକୁ ନେଇ ଏବେ ପୁଣି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଏହି କଲେଜରେ ଥରେ କି ଦୁଇ ଥର ନୁହେଁ, ବରଂ ତିନି…

Continue Readingତିନି ମାସରେ ତାଳଚେର କଲେଜରୁ ତିନି ଥର ଚୋରି, ସନ୍ଦେହରେ ଅଧ୍ୟକ୍ଷ: ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ସହାୟତା ଲୋଡ଼ିଲେ ପୂର୍ବତନ ଛାତ୍ର

ମଙ୍ଗୁଳି ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ, ଡିସେମ୍ବର ୨୦୨୩ରେ ସରିବ

ଅନୁଗୁଳ: ମଙ୍ଗୁଳି ସମ୍ବଲପୁର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଗତ ପାଞ୍ଚବର୍ଷ ଧରି ଚାଲୁ ରହିଛି। ଏଥିପାଇଁ କେତେ ଆନ୍ଦୋଳନ, ରାସ୍ତାରୋକ, ଧାରଣା ବି ହେଇ ସାରିଲାଣି। ଜିଲ୍ଲା ପ୍ରଶାସନ ଠାରୁ ରାଜନେତା ଯାଏ ସଭିଏଁ ଏଥିପାଇଁ କେତେ କେତେ ଆବେଦନ…

Continue Readingମଙ୍ଗୁଳି ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ, ଡିସେମ୍ବର ୨୦୨୩ରେ ସରିବ

ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଆଠମଲ୍ଲିକ : ସ୍ଥାନୀୟ ଆଠମଲ୍ଲିକ ଏନଏସି ଅନ୍ତର୍ଗତ ବରଙ୍ଗା ସାହିର ଚାଷୀ ଝାଟୁ ସାହୁଙ୍କ ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନାନୁଯାୟୀ, ବରଙ୍ଗା…

Continue Readingଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

୧୫ ଲିଟର ଦେଶୀ ମହୁଲି ମଦ ଜବତ, ଜଣେ ମହିଳା ଗିରଫ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ଥାନା କଣଲୋଇ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୫ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ଏହି ମାମଲାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଜଣକ ହେଲେ…

Continue Reading୧୫ ଲିଟର ଦେଶୀ ମହୁଲି ମଦ ଜବତ, ଜଣେ ମହିଳା ଗିରଫ

ନିର୍ମାଣାଧୀନ ବ୍ରିଜରୁ ଲୁହା ରଡ୍ କାଟି ନେଉଥିବା ସମୟରେ ୨ ଗିରଫ, ୨୦ ଖଣ୍ଡ ରଡ୍ ଜବତ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବାଇପାସ ରୋଡ଼ ନୂଆହାଟ ପାଖ ନିର୍ମାଣାଧୀନ ବ୍ରିଜରୁ ଲୁହା ରଡ୍ କାଟି ନେଉଥିବା ସମୟରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଧରପଗଡ଼ ବେଳେ ଆଉ ୩ ଜଣ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ,…

Continue Readingନିର୍ମାଣାଧୀନ ବ୍ରିଜରୁ ଲୁହା ରଡ୍ କାଟି ନେଉଥିବା ସମୟରେ ୨ ଗିରଫ, ୨୦ ଖଣ୍ଡ ରଡ୍ ଜବତ

ଦମନ ଯୋଜନା ପଛର ଅନୁଗୁଳିଆ ହିରୋ, ଡାକ୍ତର ମଦନ ମୋହନ

ଅନୁଗୁଳ: ନିକଟରେ ରିଲିଜ ହୋଇଥିବା 'ଦମନ' ଚଳଚ୍ଚିତ୍ର କୋରାପୁଟ ଜିଲ୍ଲାରେ ମ୍ୟାଲେରିଆ ନିରାକରଣ ଯୋଜନାର ବାସ୍ତବ ଧର୍ମୀ କଥାବସ୍ତୁ ଉପରେ ଆଧାରିତ ବୋଲି କୁହାଯାଉଛି। ଲକ୍ଷ ଲକ୍ଷ ଦର୍ଶକ ଏହି ଚଳଚିତ୍ରକୁ ଦେଖିଲେଣି। ବାବୁସାନ ଚକଚିତ୍ରରେ ଅସଲ ହିରୋ ସାଜିଥିବା ବେଳେ…

Continue Readingଦମନ ଯୋଜନା ପଛର ଅନୁଗୁଳିଆ ହିରୋ, ଡାକ୍ତର ମଦନ ମୋହନ

ବିନା ସୂଚନାରେ ହୋଲ୍ଡିଂ ଟ୍ୟାକ୍ସ୍ ୧୦ ଗୁଣ ବଢ଼ାଯାଇଥିବା ଅଭିଯୋଗ, ମ୍ୟୁନିସିପାଲଟି ସହ ଆଲୋଚନା କଲା ତାଳଚେର ନାଗରିକ ମଞ୍ଚ

ତାଳଚେର: ତାଳଚେର ମ୍ୟୁନିସିପାଲିଟି ପକ୍ଷରୁ ଆଦାୟ ହେଉଥିବା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ଦୋକାନୀ ଏବେ ଚିନ୍ତାରେ। ଇତି ମଧ୍ୟରେ ୧୦ଗୁଣା ହୋଲ୍ଡିଂ ଟ୍ୟାକ୍ସ ବଢ଼ିଥିବା ନେଇ ଅଭିଯୋଗ ହୋଇଛି। ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ତାଳଚେର ମ୍ୟୁନିସିପାଲିଟି ମ୍ୟୁନିସିପାଲ ଆକ୍ଟକୁ ଖିଲାପ…

Continue Readingବିନା ସୂଚନାରେ ହୋଲ୍ଡିଂ ଟ୍ୟାକ୍ସ୍ ୧୦ ଗୁଣ ବଢ଼ାଯାଇଥିବା ଅଭିଯୋଗ, ମ୍ୟୁନିସିପାଲଟି ସହ ଆଲୋଚନା କଲା ତାଳଚେର ନାଗରିକ ମଞ୍ଚ

ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୁକୁରପେଟା ଗାଁରେ ଆଇନଜୀବୀଙ୍କୁ ମାଡ଼ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଆଇନଜୀବୀ ଶୋଭିତ ଆଚାର୍ଯ୍ୟଙ୍କ ଅଭିଯୋଗକୁ ଭିତ୍ତିକରି ଛେଣ୍ଡିପଦା ଥାନା କେସ ନଂ୫୯୦/୨୨ରେ ମାମଲା ରୁଜୁ କରିବା ସହିତ ୧୫ଜଣଙ୍କୁ ଅଭିଯୁକ୍ତ…

Continue Readingଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଲାଞ୍ଚ ଅଭିଯୋଗରେ ଏସଏନସିୟୁରୁ ନର୍ସ ବିଦା

ଅନୁଗୁଳ: ଅନୁଗୁଳ ଜିଲ୍କା ମୁଖ୍ୟ ଚିକିତ୍ସାଳୟ ଏସଏନସିୟୁ ବିଭାଗରେ କାର୍ଯ୍ୟରତ ଜଣେ ଠିକା ନର୍ସଙ୍କ ବିରୁଦ୍ଧରେ ଲାଞ୍ଚ ମାଗିବା ନେଇ ଅଭିଯୋଗ ହୋଇଥିଲା। ଏ ଅଭିଯୋଗ ପାଇବା ପରେ ଡାକ୍ତରଖାନା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ସମ୍ପୃକ୍ତ ନର୍ସଙ୍କୁ ଉକ୍ତ ୱାର୍ଡ…

Continue Readingଲାଞ୍ଚ ଅଭିଯୋଗରେ ଏସଏନସିୟୁରୁ ନର୍ସ ବିଦା