ରାଜା ସୋମନାଥଙ୍କ ପ୍ରତିମୂର୍ତ୍ତିର ହାତ ଭାଙ୍ଗିଦେଲେ

ଅନୁଗୁଳ: ଅନୁଗୁଳର ଶେଷ ସ୍ୱାଧୀନ ରାଜା ସୋମନାଥ ସିଂ ଜଗଦ୍ଦେବଙ୍କ ବସ ଷ୍ଟାଣ୍ଡରେ ଥିବା ପ୍ରତିମୂର୍ତ୍ତିର ହାତଟି କିଏ ଭାଙ୍ଗି ଦେଇଛି। ଏ ଅଭାବନିୟ ଘଟଣା ସହର ବୁଦ୍ଧିଜୀବୀ ମାନଙ୍କୁ କ୍ଷୁଵ୍ଧ କରିଛି। ନିକଟରେ ରାଜାଙ୍କ ଖଣ୍ଡା ଟିକୁ କେହି ନେଇ…

Continue Readingରାଜା ସୋମନାଥଙ୍କ ପ୍ରତିମୂର୍ତ୍ତିର ହାତ ଭାଙ୍ଗିଦେଲେ

ଆସନ୍ତାକାଲି ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଏସବୁ ସ୍ଥାନରେ କଟିବ ଲାଇନ୍, ସୂଚନା ଦେଲା ଓପିଟିସିଲ୍

ଅନୁଗୁଳ: ଆସନ୍ତାକାଲି ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଅନୁଗୁଳ ଗ୍ରୀଡ୍ ଅଧୀନସ୍ଥ ହେମସୁରପଡ଼ା, ଇଣ୍ଡଷ୍ଟ୍ରିଆଲ, ଆର୍ସିଏମଏସ, ନାଲକୋ, ବନ୍ତଳା ଓ ବଡକେରା ୩୩/୧୧ କେଭି ସବ୍ ଷ୍ଟେସନ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ। ଏନେଇ ଟାଟା…

Continue Readingଆସନ୍ତାକାଲି ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଏସବୁ ସ୍ଥାନରେ କଟିବ ଲାଇନ୍, ସୂଚନା ଦେଲା ଓପିଟିସିଲ୍

ଡିସେମ୍ବର ୧୬ରୁ ସାତକୋଶିଆ ମହୋତ୍ସଵ

ଅନୁଗୁଳ: ଆସନ୍ତା ୧୬ ତାରିଖରୁ ସଭାଘରଠାରେ ଦଶମ ସାତକୋଶିଆ ମହୋତ୍ସଵ ଆୟୋଜିତ ହେବ। ଏହି ଉତ୍ସବ ତିନିଦିନ ଧରି ପାଳିତ ହେବ। ୧୬ ତାରିଖ ଦିନ ଓଡିଶୀ, ୧୭ ତାରିଖ ଦିନ ଫ୍ରିଷ୍ଟାଇଲ ୧୮ ତାରିଖ ଦିନ କି' ବୋର୍ଡ ଓ…

Continue Readingଡିସେମ୍ବର ୧୬ରୁ ସାତକୋଶିଆ ମହୋତ୍ସଵ

ଆଜି ବନାନ୍ତୁ ଟମାଟୋ ରାଇସ୍‌, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ : ଚାଉଳ, ତେଲ, ସୋରିଷ, ଜିରା, ଚଣା ଡାଲି, ମେଥି, ଡାଳଚିନି, ଲବଙ୍ଗ, ଭୃସଙ୍ଗ ପତ୍ର, କାଜୁ, ପିଆଜ, କଞ୍ଚାଲଙ୍କା, ଟମାଟର, ଅଦା ରସୁଣ ପେଷ୍ଟ, ହଳଦୀ, କାଶ୍ମୀର ଲାଲ ଗୁଣ୍ଡ, ଧନିଆ ପାଉଡର, ଲୁଣ, ପୁଦିନା, ଧନିଆ…

Continue Readingଆଜି ବନାନ୍ତୁ ଟମାଟୋ ରାଇସ୍‌, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଶାଗୁଆନ୍ କାଠ ବୋଝେଇ ଭ୍ୟାନ୍ ଜବତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋଶଳା-ବ୍ରାହ୍ମଣବିଲ ରାସ୍ତାର ଭାଗିଲାକଟା ଗାଁ ପୋଖରୀ ନିକଟରେ ବନ ବିଭାଗ ଶାଗୁଆନ କାଠ ନେଉଥିବା ଏକ ପିକଭ୍ୟାନ୍‌ ଜବତ କରିଛି। ବନ ବିଭାଗ ସୂଚନା ଅନୁଯାୟୀ, ସୋମବାର ବିଳମ୍ବତ ରାତିରେ ପୋଲିସ ପାଟ୍ରୋଲିଂ…

Continue Readingଶାଗୁଆନ୍ କାଠ ବୋଝେଇ ଭ୍ୟାନ୍ ଜବତ

ବିଭିନ୍ନ ଦାବି ନେଇ ପୁଣିଥରେ ରାଉରକେଲାରୁ ନବୀନ ନିବାସ ଯାତ୍ରା କରୁଛନ୍ତି ମୁକ୍ତିକାନ୍ତ, ଆଜି ଅନୁଗୁଳରେ କରିବେ ରାତ୍ରିଯାପନ

ଅନୁଗୁଳ: ରାଉରକେଲାର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରୀ ନେଇ ଦ୍ବିତୀୟ ଥର ପାଇଁ ରାଉରକେଲାରୁ ନବୀନ ନିବାସ ପଦଯାତ୍ରା କରୁଛନ୍ତି ମୁକ୍ତିକାନ୍ତ ବିଶ୍ବାଳ। ୨୨ ଦିନର ଯାତ୍ରା ପରେ ସେ ଆଜି ସନ୍ଧ୍ୟାରେ ଅନୁଗୁଳରେ ପହଞ୍ଚିଛନ୍ତି। ଅନୁଗୁଳ ଜିଲ୍ଲା ସ୍ବେଚ୍ଛାସେବୀ ତାଙ୍କୁ ସ୍ବାଗତ…

Continue Readingବିଭିନ୍ନ ଦାବି ନେଇ ପୁଣିଥରେ ରାଉରକେଲାରୁ ନବୀନ ନିବାସ ଯାତ୍ରା କରୁଛନ୍ତି ମୁକ୍ତିକାନ୍ତ, ଆଜି ଅନୁଗୁଳରେ କରିବେ ରାତ୍ରିଯାପନ

ପୁଣିଥରେ ଅନୁଗୁଳର ନାଁ ରଖିଛନ୍ତି ବୁଦ୍ଧଦେବ ସାହୁ, ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ଚାମ୍ପିଅନସିପରେ ହେଲେ ବିଜୟୀ

ଅନୁଗୁଳ: ପୁଣିଥରେ ଅନୁଗୁଳର ନାଁ ରଖିଛନ୍ତି ତାଳଚେର ବ୍ଲକ୍ ଘଣ୍ଟପଡାର ବୁଦ୍ଧଦେବ ସାହୁ। ସେ ପୁରୀରେ ୱାର୍ଲ୍ଡ ଫିଟନେସ ଫେଡରେଶନ ପକ୍ଷରୁ ଆୟୋଜିତ କଳିଙ୍ଗ ବୋଡ଼ି ବିଲ୍ଡିଂ ଆଣ୍ଡ ଫିଟନେସ ଆସୋସିଏସନର ମିଷ୍ଟର ଆଣ୍ଡ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି…

Continue Readingପୁଣିଥରେ ଅନୁଗୁଳର ନାଁ ରଖିଛନ୍ତି ବୁଦ୍ଧଦେବ ସାହୁ, ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ଚାମ୍ପିଅନସିପରେ ହେଲେ ବିଜୟୀ

ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ବାବାସାହେବଙ୍କ ୬୬ ତମ ତିରୋଧାନ ଦିବସ ପାଳିତ

ଆଠମଲ୍ଲିକ: ଆଠମଲ୍ଲିକର ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ସଭାପତି ଆଇନଜୀବୀ ଜିତେନ୍ଦ୍ର କୁମାର ମୁଖିଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ୬୬ ତମ ତିରୋଧାନ ଦିବସ ପାଳିତ ହୋଇଛି। ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ତରଣୀ ସୁନା ଯୋଗଦେଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…

Continue Readingଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ବାବାସାହେବଙ୍କ ୬୬ ତମ ତିରୋଧାନ ଦିବସ ପାଳିତ

ମା’ ଦକ୍ଷିଣକାଳୀ କ୍ରିକେଟ କ୍ଲବର ଫାଇନାଲ୍ ମ୍ୟାଚ୍, ଛେଳିଆପଡା ଚାମ୍ପିୟନ

ଅନୁଗୁଳ: ସ୍ଥାନୀୟ ବସଲା ମା ଦକ୍ଷିଣକାଳୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଆଜିର ଫାଇନାଲ ମ୍ୟାଚ ବଳୁଅକଟା ଓ ଛେଳିଆପଡା ମଧ୍ୟରେ ଖେଳାଯାଇଛି। ଛେଳିଆପଡା ପ୍ରଥମ ୨ ଟି ମ୍ୟାଚ ଜିତି ଚାମ୍ପିୟନ ହୋଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରିକେଟ…

Continue Readingମା’ ଦକ୍ଷିଣକାଳୀ କ୍ରିକେଟ କ୍ଲବର ଫାଇନାଲ୍ ମ୍ୟାଚ୍, ଛେଳିଆପଡା ଚାମ୍ପିୟନ

ତାଳଚେରରେ ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ ପାଳିତ

ତାଳଚେର: ଆଜି ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର ଉପଜିଲ୍ଲାପାଳ ଯୋଗଦେଇ ବିପର୍ଯ୍ୟୟ ସମୟରେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଦେଉଥିବା ଏହି ସଂସ୍ଥାକୁ ସରକାର ୧୯୬୧ ମସିହାରେ…

Continue Readingତାଳଚେରରେ ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ ପାଳିତ