ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ

ଭୁବନେଶ୍ୱର: ସ୍ବାସ୍ଥ୍ୟ ସେବା ଦିଗରେ ଆଉ ପାଦେ ଆଗେଇଛି ଓଡ଼ିଶା। ୬୫୦ କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ବରରେ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ଟାଟା ମେମୋରିଆଲ ସେଣ୍ଟର (ଟିଏମସି) ମୁମ୍ବାଇ ସହିତ ଏକ ଏମଓୟୁ ସ୍ବାକ୍ଷର କରିଛନ୍ତି…

Continue Readingଭୁବନେଶ୍ବରରେ ପ୍ରତିଷ୍ଠା ହେବ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ

ଫୁଲପଡ଼ା ସାପ୍ତାହିକ ହାଟ ଉଦଘାଟିତ, ଏଣିକି ସବୁ ବୁଧବାର ପସରା ମେଲାଇବେ ବେପାରୀ

ଅନୁଗୁଳ: ଆଜି ବଅଁରପାଳ ବ୍ଲକ ଫୁଲପଡା ରାଜସ୍ବ କାର୍ଯ୍ୟାଳୟ ସମ୍ମୁଖରେ ସାପ୍ତାହିକ ହାଟ ଆରମ୍ଭ ହୋଇଛି। ଏ ଅବସରରେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ହାଟ ପରିଦର୍ଶନ କରିବା ସହ ସ୍ଥିତି ପରଖିଛନ୍ତି। ସୂଚନା ଅନୁସାରେ, ଗତକାଲି ସାପ୍ତାହିକ…

Continue Readingଫୁଲପଡ଼ା ସାପ୍ତାହିକ ହାଟ ଉଦଘାଟିତ, ଏଣିକି ସବୁ ବୁଧବାର ପସରା ମେଲାଇବେ ବେପାରୀ

ବିଘ୍ନ ବିନାଶକ ଗଣପତିଙ୍କ ମେଳଣ, ସାମିଲ ହୋଇଛନ୍ତି ସହରର ସମସ୍ତ ୧୫ଟି ମେଢ଼

ଅନୁଗୁଳ: ଆଜି ମେଲାଣି ନେବେ ବିଘ୍ନ ବିନାଶକ ଗଣପତି। ଗତ ୭ ଦିନ ହେଲା ଅନୁଗୁଳର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବା ୧୫ଟି ଗଣେଶଙ୍କ ମେଢ଼କୁ ନେଇ ଚାଲିଛି ଆଜି ମେଳଣ ଅନୁଷ୍ଠିତ ହୋଇଛି। ସମସ୍ତ ମେଢ଼କୁ ନେଇ ଗଠିତ…

Continue Readingବିଘ୍ନ ବିନାଶକ ଗଣପତିଙ୍କ ମେଳଣ, ସାମିଲ ହୋଇଛନ୍ତି ସହରର ସମସ୍ତ ୧୫ଟି ମେଢ଼

ବାସ୍‌ଷ୍ଟାଣ୍ଡ ଲଟେରି ବନ୍ଦ

ଅନୁଗୁଳ: ଅନୁଗୁଳ ବସ୍‌ଷ୍ଟାଣ୍ଡରେ ଲକ୍ଷ୍ମୀପୂଜା କମିଟି ପକ୍ଷରୁ ଚାଲିଥିବା ଲଟେରିକୁ ବନ୍ଦ କରି ଦିଆଯାଇଛି। ଏଠାରେ ପ୍ରତିବର୍ଷ ପରି ଚଳିତବର୍ଷ ଲଟେରି କରାଯାଇଥିଲାବେଳେ ମଙ୍ଗଳବାର ପୁଲିସ ଏହାକୁ ବନ୍ଦ କରି ଦେଇଛି। ଏହାସହିତ ଲଟେରି ପାଇଁ ରଖାଯାଇଥିବା ବିଭିନ୍ନ ଗାଡ଼ିକୁ ସିଜ୍‌…

Continue Readingବାସ୍‌ଷ୍ଟାଣ୍ଡ ଲଟେରି ବନ୍ଦ

ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ତାଳଚେର ଏରିଆ ପିଓଙ୍କୁ ଅଭିଯୋଗ କଲେ ୩ଗାଁର ଲୋକ

ତାଳଚେର: ତାଳଚେର ବ୍ଲକର ବିଭିନ୍ନ ଗାଁରେ ଗତ ୫ ଦିନ ଧରି ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏନେଇ ଅଭିଯୋଗ ପରେ ମଧ୍ୟ କେହି ଶୁଣୁନଥିବାରୁ ଗାଁ ଲୋକେ ବାଧ୍ୟ ହୋଇ ଅଞ୍ଚଳର ପ୍ରୋଜେକ୍ଟ ଅଫିସରଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ,…

Continue Readingପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ତାଳଚେର ଏରିଆ ପିଓଙ୍କୁ ଅଭିଯୋଗ କଲେ ୩ଗାଁର ଲୋକ

ପିଇବା ପାଣି ପାଇଁ ବ୍ଲକ ଅଫିସରେ ତାଲା ପକାଇଲେ ଗାଁ ଲୋକେ, ସମାଧାନ ପ୍ରତିଶ୍ରୁତି ପରେ ଓହରିଲେ

ଅନୁଗୁଳ: ସ୍ଥାନୀୟ ଛେଣ୍ତିପଦା ବ୍ଲକ ପାଟକୁମୁଣ୍ତା ହରିଜନ ସାହିରେ ପିଇବା ପାଣି ସମସ୍ୟାକୁ ନେଇ ଆଜି ଗାଁର ଶତାଧିକ ପୁରୁଷ ଓ ମହିଳା ବ୍ଲକ ଘେରାଉ କରି ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଏ ଅବସରରେ ଉତ୍ତ୍ୟକ୍ତ ଲୋକେ ଧାରଣାରେ ବସିଥିଲେ।…

Continue Readingପିଇବା ପାଣି ପାଇଁ ବ୍ଲକ ଅଫିସରେ ତାଲା ପକାଇଲେ ଗାଁ ଲୋକେ, ସମାଧାନ ପ୍ରତିଶ୍ରୁତି ପରେ ଓହରିଲେ

ବାଛୁରି ଚୋରି ଅଭିଯୋଗରେ ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପରଙ୍ଗ ଗାଁରେ ଗୋଟେ ବାଛୁରି ଚୋରିକରି ମାଂସ ଖାଇବା ଅଭିଯୋଗରେ ପୋଲିସ ମଙ୍ଗଳବାର ୩ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ପରଙ୍ଗ ଗାଁର ଅଭିନାଶ ନାଏକଙ୍କ ଏକ ବାଛୁରିକୁ ଭୋର…

Continue Readingବାଛୁରି ଚୋରି ଅଭିଯୋଗରେ ୩ ଗିରଫ

ଲକ୍ଷ୍ମୀ ହୋଣ୍ଡାରେ ୟୁନିକର୍ଣ୍ଣ ଗ୍ରାହକଙ୍କ ସମାବେଶ, କମ୍ ଡାଉନ ପେମେଣ୍ଟ ଏବଂ ସୁଧରେ ଗାଡ଼ି କିଣୁଛନ୍ତି ଗ୍ରାହକ

ଅନୁଗୁଳ: ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆର ଅଧୀକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାରେ ଆଜି ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ସମାବେଶ ଆୟୋଜିତ ହୋଇଛି। ଏହି ସମାରୋହରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକମାନେ ଯୋଗ ଦେଇଥିଲେ। ଏ ଅବସରରେ ଗ୍ରାହକଙ୍କୁ ହୋଣ୍ଡା ୟୁନିକର୍ଣ୍ଣ…

Continue Readingଲକ୍ଷ୍ମୀ ହୋଣ୍ଡାରେ ୟୁନିକର୍ଣ୍ଣ ଗ୍ରାହକଙ୍କ ସମାବେଶ, କମ୍ ଡାଉନ ପେମେଣ୍ଟ ଏବଂ ସୁଧରେ ଗାଡ଼ି କିଣୁଛନ୍ତି ଗ୍ରାହକ

ଗ୍ରାହକକୁ ଅପେକ୍ଷା କରିଥିବା ବ୍ରାଉନସୁଗାର ବେପାରୀକୁ ମାଡ଼ି ବସିଲା ଅବକାରୀ ଟିମ୍, ୧୨ ଲକ୍ଷ ଟଙ୍କାର ଧଳା ଜହର ଜବତ

ଅନୁଗୁଳ: ଆଜି ଅନୁଗୁଳ ସହରରୁ ଜବତ ହୋଇଛି ୧୨୦ ଗ୍ରାମ୍ ବ୍ରାଉନସୁଗାର। ଏହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଅବକାରୀ ବିଭାଗ ବ୍ରାଉନସୁଗାର ଜବତ କରି ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ସ୍ଥାନୀୟ ଅମଲପଡ଼ା…

Continue Readingଗ୍ରାହକକୁ ଅପେକ୍ଷା କରିଥିବା ବ୍ରାଉନସୁଗାର ବେପାରୀକୁ ମାଡ଼ି ବସିଲା ଅବକାରୀ ଟିମ୍, ୧୨ ଲକ୍ଷ ଟଙ୍କାର ଧଳା ଜହର ଜବତ

ସାମ୍ବାଦିକମାନଙ୍କ ପାଇଁ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକମାନଙ୍କ ପାଇଁ ଏକ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ରିଚ ଅନୁଷ୍ଠାନ ଓ ଅନୁଗୁଳ ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ସହଭାଗିତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁଙ୍କ…

Continue Readingସାମ୍ବାଦିକମାନଙ୍କ ପାଇଁ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ