ଜିଏସ୍ ସେଣ୍ଟର ସପିଙ୍ଗ ମଲ ସିଲ
ଅନୁଗୁଳ: ଅନୁଗୁଳ ସହରରେ ବେଆଇନ ସପିଙ୍ଗ ମଲ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏମାନଙ୍କ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖା ଦେଉଛି। ଏଥିନେଇ ଅଭିଯୋଗ ହେବାପରେ ଆଜି ସନ୍ଧ୍ୟାରେ ଟାମଡା ଓ ମ୍ୟୁନିସିପାଲିଟି ପକ୍ଷରୁ ଶଙ୍କର ସିନେମା ରୋଡ଼ରେ ଥିବା…
ଅନୁଗୁଳ: ଅନୁଗୁଳ ସହରରେ ବେଆଇନ ସପିଙ୍ଗ ମଲ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏମାନଙ୍କ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖା ଦେଉଛି। ଏଥିନେଇ ଅଭିଯୋଗ ହେବାପରେ ଆଜି ସନ୍ଧ୍ୟାରେ ଟାମଡା ଓ ମ୍ୟୁନିସିପାଲିଟି ପକ୍ଷରୁ ଶଙ୍କର ସିନେମା ରୋଡ଼ରେ ଥିବା…
ଅନୁଗୁଳ : ଖୋଲିଲା ରେଙ୍ଗାଳି ଡ୍ୟାମ୍। ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ସ୍ଥାନୀୟ କଣିହାଁ ବ୍ଲକ ରେଙ୍ଗାଳି ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛାଡ଼ିଛି ଜଳ ଭଣ୍ଡାର। ରେଙ୍ଗାଳି ଜଳଭଣ୍ଡାରର ନିର୍ବାହୀ…
ଅନୁଗୁଳ: ଆଜି ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ବିଜେପି ସରକାରଙ୍କ ବିରୋଧରେ 'ମହଙ୍ଗାଇ ପର ଚର୍ଚ୍ଚା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏ ଅବସରରେ ଏକ ପଦଯାତ୍ରା ସ୍ଥାନୀୟ କଂଗ୍ରେସ ଭବନରୁ ବାହାରି ବଜାର ଛକ, ସେଣ୍ଟ୍ରାଲ ଲଜ ଛକ,…
ଅନୁଗୁଳ: ରବିବାର ଜିଲ୍ଲା ଜେଲରେ କରୋନା ଟିକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଏମ୍-ରାଇଟ ପ୍ଲାନ୍ ଇଣ୍ଡିଆର ମିଳିତ ଉଦ୍ୟମରେ ଏହି ଟିକାକରଣ ହୋଇଥିଲା। ଏହି ଅଭିଯାନରେ ୩୫୦ ଜଣ ଟିକା ନେଇଥିଲେ। ପ୍ଲାନ୍ ଇଣ୍ଡିଆ…
ଅନୁଗୁଳ: ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁରୁ ମୋବାଇଲ ଚୋରି ଅଭିଯୋଗରେ ରବିବାର ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଜରାସିଂହାର ଦୀପକ ବେହେରା(୨୪)ଗତ ମାସ ୨୨ତାରିଖରେ ଗାଁରେ ଦଣ୍ଡ ନାଚ ଦେଖୁଥିବା ବେଳେ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର କୋଲ ବ୍ଲକ ଅଞ୍ଚଳରେ ବନ୍ୟପ୍ରାଣୀ ବିଶେଷ କରି ହାତୀଙ୍କ ସୁରକ୍ଷା ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ କରାଯିବ। ନିକଟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭାରେ ବିସ୍ତୃତ ଆଲୋଚନା ପରେ…
ଅନୁଗୁଳ: ସ୍ଥାନୀୟ ଲିଙ୍ଗରା ନାଳରେ ଡେରଜାଙ୍ଗ ଡ୍ୟାମ୍ ପାଣି ଛାଡ଼ିବା ଫଳରେ ନାଳରେ ବଢ଼ି ପାଣି ଆସି ଜଣେ ଯୁବକ ଭାସି ଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ନଜର ପଡ଼ିବା ପରେ ସେମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ମୁତାବକ, ପରତରା…
ଅନୁଗୁଳ: ଅନୁଗୁଳ ବ୍ଲକ ବଲାସିଂହା ଗାଁ ଗୋଛାୟତ ସାହିରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବର୍ଷା ପରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ପାଣି ଜମି ରହି ଲୋକଙ୍କ ଘରେ ପଶିଛି। ଏ ନେଇ ପ୍ରଶାସନ କୌଣସି ପଦକ୍ଷେପ…
ତାଳଚେର : ରାଜ୍ୟ ସରକାରଙ୍କ ତରଫରୁ ଗାନ୍ଧିଜୀଙ୍କ ଅହିଂସା ଓ ଶାନ୍ତି ତଥା ଦେଶପ୍ରେମର ବାର୍ତ୍ତା ନେଇ ଆରମ୍ଭ ହୋଇଥିବା ଅହିଂସା ରଥ ଆଜି ତାଳଚେର ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି। ଏହି ରଥକୁ ଗୋଡ଼ିବନ୍ଧ, ବ୍ରଜନାଥପୁର ପଞ୍ଚାୟତ କାର୍ଯ୍ୟାଳୟ…
ଅନୁଗୁଳ: ଲଗାଣ ବର୍ଷା ଯୋଗୁ ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଜରପଡା ଥାନା ତୁକୁଡ଼ା ଗାଁରେ ଜଣଙ୍କ କାନ୍ଥ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟବଶତଃ ଏହି ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ସୂଚନା ମୁତାବକ, ତୁକୁଡ଼ାର ଭଜମନ ପଲେଇ ପରିବାର ସହ ଘରେ…