ଅନୁଗୁଳରେ ହେବ ସମନ୍ବିତ ଟ୍ରକ ଟର୍ମିନାଲ

ଅନୁଗୁଳ: ଅନୁଗୁଳ ଶାବଳଭଙ୍ଗା ଠାରେ ଏକ ସମନ୍ବିତ ଟ୍ରକ ଟର୍ମିନାଲ ନିର୍ମାଣ କରାଯିବ। ଅନୁଗୁଳ ସମେତ ମୋଟ ୬ଟି ଜିଲ୍ଲାରେ ଏହି ଟର୍ମିନାଲ ନିର୍ମାଣ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ। ଏକ ଆକଳନରୁ…

Continue Readingଅନୁଗୁଳରେ ହେବ ସମନ୍ବିତ ଟ୍ରକ ଟର୍ମିନାଲ

ନ୍ୟାୟ ଅପେକ୍ଷାରେ ସ୍ୱାମୀ ଘର ଆଗରେ ୩ ଦିନ ହେବ ବସିଛି ପ୍ରଥମ ସ୍ତ୍ରୀ, ତାଲା ପକାଇ ଶାଶୁଘର ଲୋକ ଫେରାର

ଅନୁଗୁଳ : ସ୍ଥାନୀୟ ଛେଣ୍ଡିପଦା ଥାନା କୁକୁରପଟା ଗାଁରେ ସ୍ୱାମୀ ଘର ଆଗରେ ଭୋକ ଉପାସରେ ୩ ଦିନ ହେବ ନ୍ୟାୟ ଅପେକ୍ଷାରେ ବସିଛି ସ୍ତ୍ରୀ। ସୂଚନା ଅନୁସାରେ, ବରପଦା ଗାଁର ରୋଜିଲି ଦେହୁରୀ ୭ ବର୍ଷ ତଳେ କୁକୁରପେଟାର ଅନିଲ୍…

Continue Readingନ୍ୟାୟ ଅପେକ୍ଷାରେ ସ୍ୱାମୀ ଘର ଆଗରେ ୩ ଦିନ ହେବ ବସିଛି ପ୍ରଥମ ସ୍ତ୍ରୀ, ତାଲା ପକାଇ ଶାଶୁଘର ଲୋକ ଫେରାର

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବିପତ୍ର

ତାଳଚେର: ତାଳଚେର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ୩ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ୨୦୦୧ ମସିହାରୁ ଅଦ୍ୟାବଧି ନିଯୁକ୍ତି ପ୍ରାପ୍ତ ସମସ୍ତ ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀ (ନୂତନ ପେନ୍‌ସନ୍ ଯୋଜନାଭୁକ୍ତ)…

Continue Readingମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବିପତ୍ର

ସ‌ନ୍ତୋଷ ହେଲେ ଏୟୁସିସି ବ୍ୟାଙ୍କ ସଭାପତି

ଅନୁଗୁଳ: ସନ୍ତୋଷ ପ୍ରଧାନ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ(ଏୟୁସିସି) ବ୍ୟାଙ୍କର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଭୋଟରେ ସେ ୧୫-୦ ବ୍ୟବଧାନରେ ପ୍ରତାପ ଚନ୍ଦ୍ର ମଲ୍ଲିକଙ୍କୁ ପରାସ୍ତ କରିଛନ୍ତି। ଏପରିକି ଖୋଦ୍‌ ପ୍ରତାପ ତାଙ୍କ ଭୋଟ ସନ୍ତୋଷଙ୍କୁ ଦେଇଛନ୍ତି।…

Continue Readingସ‌ନ୍ତୋଷ ହେଲେ ଏୟୁସିସି ବ୍ୟାଙ୍କ ସଭାପତି

ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ୩ଦଫା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ବ୍ଲକର ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ୩ ଦଫା ଦାବି ନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାକରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ…

Continue Readingପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ୩ଦଫା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଖବର କାଗଜ ବିତରକଙ୍କ ପୁତୁରା ପାଇଲେ ଏମବିବିଏସ୍, ବୁର୍ଲା ଭିମସାରରେ ପଢ଼ିବେ ମେଡିକାଲ

ଅନୁଗୁଳ: କିଛି କରି ଦେଖାଇବାର ଇଚ୍ଛା ଶକ୍ତି ହିଁ ମଣିଷକୁ ସଫଳତା ଦିଗରେ ବାଟ କଢ଼ାଇ ନିଏ। ଅନୁଗୁଳ ଜିଲ୍ଲା ବଅଁରପାଳ ଗୋତମରା ଅଞ୍ଚଳର ମୁକେଶ ବେହେରାଙ୍କ କ୍ଷେତ୍ରରେ ସେମିତି କିଛି ଦେଖିବାକୁ ମିଳିଛି। କଠିନ ପରିସ୍ଥିତିରେ ବି ମୁକାବିଲା କରି…

Continue Readingଖବର କାଗଜ ବିତରକଙ୍କ ପୁତୁରା ପାଇଲେ ଏମବିବିଏସ୍, ବୁର୍ଲା ଭିମସାରରେ ପଢ଼ିବେ ମେଡିକାଲ

୫ଟି ଛାଟ: ଦାୟିତ୍ବରୁ ହଟିଲେ ଅସାଧୁ ପୋୖର କର୍ମଚାରୀ

ଅନୁଗୁଳ: ଏକଦା ଅନୁଗୁଳ ପୌରପାଳିକାରେ ଏବିସିଡି ନାମରେ ଥିବା ଚାରି କର୍ମଚାରୀଙ୍କ ହୁକୁମ ଚାଲୁଥିଲା। ଅନୁଗୁଳ ଜନସାଧାରଣ ବିଶେଷ କରି ବ୍ୟବସାୟୀ ମହଲ ବିଶେଷ ହନ୍ତସନ୍ତ ହେଉଥିଲେ। ସମୟକ୍ରମେ ସେ ଗୋଷ୍ଠୀ ଭାଙ୍ଗି ଯିବା ପରେ କରୋନା କାଳରେ ବି ସ୍କୋୟାର…

Continue Reading୫ଟି ଛାଟ: ଦାୟିତ୍ବରୁ ହଟିଲେ ଅସାଧୁ ପୋୖର କର୍ମଚାରୀ

ପଦ୍ମପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ପରେ ତାଳଚେରକୁ ମଧ୍ୟ ଜିଲ୍ଲା ଘୋଷଣା କରିବାକୁ ଦାବି

ତାଳଚେର : ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟର ୩୧ ତମ ଜିଲ୍ଲା ଘୋଷଣା କରିବାକୁ ବିବୃତି ଦେବା ପରେ ଏବେ ତାଳଚେରକୁ ଜିଲ୍ଲା ଘୋଷଣା କରିବାକୁ ଦାବି ଜୋର ଧରିଛି। ତାଳଚେର ଜନବିକାଶ କଲ୍ୟାଣ ସଂଘ…

Continue Readingପଦ୍ମପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ପରେ ତାଳଚେରକୁ ମଧ୍ୟ ଜିଲ୍ଲା ଘୋଷଣା କରିବାକୁ ଦାବି

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବେ ୫୦ ଡାକ୍ତର

ଅନୁଗୁଳ: ସରକାର ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଆଖିଦୃଶିଆ ଉନ୍ନତି ଆଣିବା ପାଇଁ ରାଜ୍ୟରେ ୨୦୦୦ ନୂଆ ଏଲଟିଆରେମୋ ପଦବୀ ମଞ୍ଜୁର କରିଛନ୍ତି। ଏଥି ନେଇ ସ୍ୱାସ୍ଥ୍ୟ ସଚିବ ଏକ ପତ୍ର ମାଧ୍ୟମରେ ସ୍ପଷ୍ଟ କରିଛନ୍ତି। ଏହି ଚିଠି ମୁତାବକ ୩୦ଟି ଜିଲ୍ଲାକୁ…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବେ ୫୦ ଡାକ୍ତର

ଓ. ପି. ଜିନ୍ଦଲ ସ୍କୁଲ ପକ୍ଷରୁ ପୁସ୍ତକ ମେଳା: ଜ୍ଞାନବର୍ଦ୍ଧକ ବହି ପଢିବାକୁ ଉପଦେଶ

ଅନଗୁଳ : ସ୍ଥାନୀୟ ଓ ପି ଜିନ୍ଦଲ ସ୍କୁଲ ପରିସରରେ ଦୁଇ ଦିବସୀୟ ପୁସ୍ତକ ମେଳା ଆୟୋଜିତ ହୋଇଛି, ଏ ଅବସରରେ ବିଭିନ୍ନ ପାଠ୍ୟ ପୁସ୍ତକ ସାଙ୍ଗକୁ ଛାତ୍ରଙ୍କୁ ଆକୃଷ୍ଟ କରିବା ନିମନ୍ତେ ଗଳ୍ପ ଏବଂ ଏକାଙ୍କିକା ପୁସ୍ତକ ପ୍ରଦର୍ଶିତ କରାଯାଇଛି।…

Continue Readingଓ. ପି. ଜିନ୍ଦଲ ସ୍କୁଲ ପକ୍ଷରୁ ପୁସ୍ତକ ମେଳା: ଜ୍ଞାନବର୍ଦ୍ଧକ ବହି ପଢିବାକୁ ଉପଦେଶ