ଶାନ୍ତି ଶୃଙ୍ଖଳାରେ ପୌରପାଳିକା ପରିଷଦ ବୈଠକ ସମ୍ପନ୍ନ

ଅନୁଗୁଳ: ଅନୁଗୁଳ ପୌରପାଳିକାର ପରିଷଦ ବୈଠକ ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଏହି ପରିଷଦ ବୈଠକରେ ଅନୁଗୁଳ ବିଧାୟକ ତଥା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ, ପୋୖରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଉପାଧ୍ୟକ୍ଷା ଅନୁପମା ସାହୁ, ନିର୍ବାହୀ ଅଧିକାରୀ…

Continue Readingଶାନ୍ତି ଶୃଙ୍ଖଳାରେ ପୌରପାଳିକା ପରିଷଦ ବୈଠକ ସମ୍ପନ୍ନ

ଅଙ୍ଗାରବନ୍ଧରେ ହାତୀ ଉପଦ୍ରବ, କ୍ଷତିପୂରଣ ପାଇଁ ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଅନୁଗୁଳ: ସ୍ଥାନୀୟ ଅଙ୍ଗାରବନ୍ଧ ପଞ୍ଚାୟତରେ ହାତୀ ଉପଦ୍ରବ ନେଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଏଣୁ କ୍ଷତିପୂରଣ ପାଇଁ ଆଜି ସେମାନେ ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚାଷୀଙ୍କ ସୂଚନା ଅନୁଯାୟୀ, ମାସେ ହେଲାଣି ୨୫ ରୁ ୩୦ ଟି…

Continue Readingଅଙ୍ଗାରବନ୍ଧରେ ହାତୀ ଉପଦ୍ରବ, କ୍ଷତିପୂରଣ ପାଇଁ ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ଅନୁଗୁଳ: ଘରୁ ଡାକିନେଇ ଜଣଙ୍କୁ ହତ୍ୟା କରିବା ମାମଲାରେ ଅଦାଲତ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହି ହତ୍ୟା ମାମଲାର ବିଚାର କରି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ରଂଜିତା ଜ୍ୟୋତିଷୀ ନାଲ୍‌କୋନଗର ଥାନା ବଳରାମପ୍ରସାଦ ଗାଁର ଗୁକୁନ ଓରଫ…

Continue Readingହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ଚରିତ୍ରକୁ ସନ୍ଦେହ କରି କୋର୍ଟରେ କେସ୍ କରିଥିଲେ ସ୍ୱାମୀ, ଏବେ ଘରେ ପଶିବାକୁ ଗେଟ୍ ସାମ୍ନାରେ ଧାରଣାରେ ସ୍ତ୍ରୀ

ଅନୁଗୁଳ: ସ୍ୱାମୀ ଘରକୁ ପ୍ରବେଶ ପାଇଁ ବାହାରେ ବସିଛନ୍ତି ସ୍ତ୍ରୀ। ସାଙ୍ଗରେ ଅଛି କୁନି ଝିଅ। ଆଜି ସ୍ଥାନୀୟ ବଅଁରପାଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବଅଁରପାଳ ବ୍ଲକ ନାଲକୋ ସ୍ମେଲଟର୍ ପ୍ଲାଣ୍ଟ କାଷ୍ଟ ହାଉସରେ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଦୁଃଖ…

Continue Readingଚରିତ୍ରକୁ ସନ୍ଦେହ କରି କୋର୍ଟରେ କେସ୍ କରିଥିଲେ ସ୍ୱାମୀ, ଏବେ ଘରେ ପଶିବାକୁ ଗେଟ୍ ସାମ୍ନାରେ ଧାରଣାରେ ସ୍ତ୍ରୀ

ଜାତୀୟ ନବଜାତ ଶିଶୁ ସପ୍ତାହ ପାଳନ, ପିଲାଙ୍କ ଉପଯୁକ୍ତ ଲାଳନପାଳନ ଉପରେ ଗୁରୁତ୍ୱ

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ ନବଜାତ ଶିଶୁ ସପ୍ତାହ ପାଳିତ ହୋଇଛି। ଡାକ୍ତର ଭାଗ୍ୟଲକ୍ଷ୍ମୀ ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସାମିଲ ଥିଲେ। ଏ ଅବସରରେ ଡା.ଷଡଙ୍ଗୀ ଜାତୀୟ ନବଜାତ…

Continue Readingଜାତୀୟ ନବଜାତ ଶିଶୁ ସପ୍ତାହ ପାଳନ, ପିଲାଙ୍କ ଉପଯୁକ୍ତ ଲାଳନପାଳନ ଉପରେ ଗୁରୁତ୍ୱ

ବାଇକ୍-କାର ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଗଲା ବାଇକ୍ ଚାଳକଙ୍କ ଜୀବନ

ପାଳଲହଡା : ସ୍ଥାନୀୟ ପାଳଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ଠାରେ ଆଜି ଏକ ବାଇକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ପଞ୍ଚମହଲା…

Continue Readingବାଇକ୍-କାର ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଗଲା ବାଇକ୍ ଚାଳକଙ୍କ ଜୀବନ

ଖାଦ୍ୟ ଓ ଗୁଟଖା ଦୋକାନରେ ଅତର୍କିତ ଚଢ଼ଉ, ୨୧ ଦୋକାନକୁ ଫାଇନ୍

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କୁମଣ୍ଡ ଏବଂ ପ୍ରଗତି ନଗର ଅଞ୍ଚଳରେ ଗୁଟଖା ଦୋକାନ ଏବଂ ଖାଦ୍ୟ ଦୋକାନ ଉପରେ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ଡିପିଏଚ୍ଓ ଧନଞ୍ଜୟ ବେହେରା, ଏଫ୍ଏସ୍ଓ ହରପ୍ରିୟା ବେହେରା, ଡ୍ରଗ୍ ଇନ୍ସପେକ୍ଟର ଏଫ୍ଏସ୍ଓ ସୁମିତ୍ ସୌରଭ…

Continue Readingଖାଦ୍ୟ ଓ ଗୁଟଖା ଦୋକାନରେ ଅତର୍କିତ ଚଢ଼ଉ, ୨୧ ଦୋକାନକୁ ଫାଇନ୍

ଜନଶୁଣାଣି କାର୍ଯ୍ୟକ୍ରମ: ୧୧ ସମୂହ ଓ ୧୦୫ ଟି ବ୍ୟକ୍ତିଗତ ଅଭିଯୋଗର ଶୁଣାଣି କଲେ ଅତିରିକ୍ତ ଜିଲ୍ଲାପାଳ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ସଭାଗୃହରେ ସୋମବାର ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ୧୧ ସମୂହ ଓ ୧୦୫ ଟି ବ୍ୟକ୍ତିଗତ ଅଭିଯୋଗ ଗ୍ରହଣ କରାଯାଇଥିଲା। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ…

Continue Readingଜନଶୁଣାଣି କାର୍ଯ୍ୟକ୍ରମ: ୧୧ ସମୂହ ଓ ୧୦୫ ଟି ବ୍ୟକ୍ତିଗତ ଅଭିଯୋଗର ଶୁଣାଣି କଲେ ଅତିରିକ୍ତ ଜିଲ୍ଲାପାଳ

ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ‘ସରଗି ଫୁଲ’ କାର୍ଯ୍ୟକ୍ରମ

ତାଳଚେର : ତାଳଚେର ବ୍ଲକ ପଦ୍ମାବତୀପୁର ପଞ୍ଚାୟତ କନ୍ଧବେରେଣୀ ଆଶ୍ରମ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସରଗି ଫୁଲ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ୪୪ଟି ଆଶ୍ରମ ବିଦ୍ୟାଳୟର ୨୧୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଜିଲ୍ଲା ମଙ୍ଗଳ…

Continue Readingଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ‘ସରଗି ଫୁଲ’ କାର୍ଯ୍ୟକ୍ରମ

ସଂସଦ ଭବନର ନାଁ ବାବା ସାହେବ ଆମ୍ବେଦକରଙ୍କ ନାମରେ କରିବାକୁ ଦାବି ନେଇ ପଦଯାତ୍ରା

ଅନୁଗୁଳ: ଅଖିଳ ଭାରତୀୟ ପରିସଂଘର ତତ୍ତ୍ଵାବଧାନରେ ସଂସଦ ଭବନର ନାଁ ବାବା ସାହେବ ଡାକ୍ତର ଆମ୍ବେଦକରଙ୍କ ନାମରେ ନାମିତ କରିବାକୁ ଦାବି ହୋଇଛି। ଆସନ୍ତା ୨୮ ତାରିଖରେ ଦିଲ୍ଲୀରେ ଏ ନେଇ ଆନ୍ଦୋଳନ ହେବାକୁ ଯାଉଥିବାରୁ ତାଳଚେର ଶାଖା ପକ୍ଷରୁ ଆଜି…

Continue Readingସଂସଦ ଭବନର ନାଁ ବାବା ସାହେବ ଆମ୍ବେଦକରଙ୍କ ନାମରେ କରିବାକୁ ଦାବି ନେଇ ପଦଯାତ୍ରା