ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର, ଦାଖଲ ହୋଇଥିବା ୯୦ ଅଭିଯୋଗରୁ ୭ଟିର ସମାଧାନ କଲେ ଅତିରିକ୍ତ ଜିଲ୍ଲାପାଳ

ଅନୁଗୁଳ: ଆଜି ପୂର୍ବାହ୍ନରେ ବଅଁରପାଳ ବ୍ଲକ ଅଫିସରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦାଖଲ ହୋଇଥିବା ସମୁଦାୟ ୯୦ଟି ଅଭିଯୋଗରୁ ୮୪ଟି ବ୍ୟକ୍ତିଗତ ଓ ୬ଟି ଗ୍ରାମ୍ୟ ଭିତ୍ତିକ ଥିଲା।…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର, ଦାଖଲ ହୋଇଥିବା ୯୦ ଅଭିଯୋଗରୁ ୭ଟିର ସମାଧାନ କଲେ ଅତିରିକ୍ତ ଜିଲ୍ଲାପାଳ

ଛୁଆକୁ ତଣ୍ଟି କାଟି ମାରିବା ପରେ ସାବତ ମା’ କଲା ଆତ୍ମହତ୍ୟା

କଟକ: କଟକ ମଧୁପାଟଣା ଥାନା ଶ୍ରୀରାମନଗରରେ ଆଜି ସକାଳୁ ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ଦୁଇ ବର୍ଷର ଛୁଆକୁ ତଣ୍ଟି କାଟି ହତ୍ୟା କରିବା ପରେ ନିଜ ଜୀବନ ହାରିଛି। ତେବେ ମହିଳା ଜଣକ…

Continue Readingଛୁଆକୁ ତଣ୍ଟି କାଟି ମାରିବା ପରେ ସାବତ ମା’ କଲା ଆତ୍ମହତ୍ୟା

ଷ୍ଟେଟ୍ ବ୍ୟାଙ୍କ୍ କର୍ମଚାରୀ ସଂଘର ସାଧାରଣ ପରିଚାଳନା ପରିଷଦ ବୈଠକ

ଅନୁଗୁଳ: ଅନୁଗୁଳ ସ୍ଥିତ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ରବିବାର ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ସର୍କଲ ସଭାପତି ସ୍ଵାଧୀନ କୁମାର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ…

Continue Readingଷ୍ଟେଟ୍ ବ୍ୟାଙ୍କ୍ କର୍ମଚାରୀ ସଂଘର ସାଧାରଣ ପରିଚାଳନା ପରିଷଦ ବୈଠକ

ପୋଖରୀରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ଗଲା ବୃଦ୍ଧଙ୍କ ଜୀବନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ସିମିଳିପାଳ ପଞ୍ଚାୟତ ଜୟପଙ୍ଗା ଗାଁରେ ରବିବାର ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଗୋପୀନାଥ ବେହେରା (୭୫)। ପୋଲିସ ସୂଚନା ମୁତାବକ, ରବିବାର ଅପରାହ୍ନରେ ଗୋପୀନାଥ ଘର ଠାରୁ ଅଳ୍ପ…

Continue Readingପୋଖରୀରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ଗଲା ବୃଦ୍ଧଙ୍କ ଜୀବନ

ସାଧାରଣ ପିଲାଙ୍କୁ ଏରୋସ୍ପେସ୍ ତାଲିମ ଦେବେ ଓଡ଼ିଆ କ୍ୟାପଟେନ, ଓଡ଼ିଶାରେ ହେବ ଏୟାରକ୍ରାଫ୍ଟ କମ୍ଫୋନେଟ ଆସେମ୍ବଲିଂ ୱାର୍କ ସପ୍

ଅନୁଗୁଳ: ଅନୁଗୁଳର ପ୍ରଥମ ପାଇଲଟ୍ କ୍ୟାପଟେନ୍ ସନ୍ଦିପ ମିଶ୍ର ସାଧାରଣ ପିଲାଙ୍କ ପାଇଁ ଏରୋସ୍ପେସ ଏବଂ ଏବିଏସନ ତାଲିମକୁ ସହଜରେ ଉପଲବ୍ଧ କରାଇବାକୁ ଚାହୁଁଛନ୍ତି। ଏଥିପାଇଁ ସେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ସେ ଏରୋମାଷ୍ଟର କ୍ଲାସ ଆରମ୍ଭ କରିଛନ୍ତି।…

Continue Readingସାଧାରଣ ପିଲାଙ୍କୁ ଏରୋସ୍ପେସ୍ ତାଲିମ ଦେବେ ଓଡ଼ିଆ କ୍ୟାପଟେନ, ଓଡ଼ିଶାରେ ହେବ ଏୟାରକ୍ରାଫ୍ଟ କମ୍ଫୋନେଟ ଆସେମ୍ବଲିଂ ୱାର୍କ ସପ୍

ନବମ ଅଲ ଓଡ଼ିଶା କୁଣ୍ଡେଶ୍ୱର ଫୁଟବଲ କପ୍ ଉଦଯାପିତ, ବରଗଡ଼ ବିଜୟୀ

ଅନୁଗୁଳ: ନବମ ଅଲ ଓଡ଼ିଶା କୁଣ୍ଡେଶ୍ୱର ଫୁଟବଲ କପ୍ ୨୦୧୩ ଆଜି ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ବରଗଡର ୟୁନାଇଟେଡ଼ କ୍ଲବ ଓ ଝାରସୁଗୁଡ଼ାର ଝାଡେଶ୍ୱର୍ କ୍ଲବ୍ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଝାରସୁଗୁଡ଼ାକୁ ବରଗଡ ୧-୪ ଗୋଲରେ ପରାସ୍ତ…

Continue Readingନବମ ଅଲ ଓଡ଼ିଶା କୁଣ୍ଡେଶ୍ୱର ଫୁଟବଲ କପ୍ ଉଦଯାପିତ, ବରଗଡ଼ ବିଜୟୀ

ଦିନିକିଆ ଇତିହାସରେ ପ୍ରଥମ : ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତର ରେକର୍ଡ ବିଜୟ

ଥିରୁଭନନ୍ତପୁରମ: ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତ ରେକର୍ଡ ବିଜୟ ହାସଲ କରିଛି। ଦିନିକିଆ ଇତିହାସରେ ସବୁଠାରୁ ବଡ଼ ବ୍ୟବଧାନରେ ଭାରତ ମ୍ୟାଚ ଜିତିଛି। କେରଳର ଥିରୁଭନନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜି ଶ୍ରୀଲଙ୍କା ବିପକ୍ଷରେ ଭାରତ ୩୧୭ ରନରେ ମ୍ୟାଚ୍…

Continue Readingଦିନିକିଆ ଇତିହାସରେ ପ୍ରଥମ : ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତର ରେକର୍ଡ ବିଜୟ

ଅନୁଗୁଳ ଏନ୍ଏଚ୍ -୫୩ର ସମ୍ପ୍ରସାରଣ ପାଇଁ ୧୭୪ କୋଟି ମଞ୍ଜୁର, କେନ୍ଦ୍ରମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ…

Continue Readingଅନୁଗୁଳ ଏନ୍ଏଚ୍ -୫୩ର ସମ୍ପ୍ରସାରଣ ପାଇଁ ୧୭୪ କୋଟି ମଞ୍ଜୁର, କେନ୍ଦ୍ରମନ୍ତ୍ରୀ କଲେ ଘୋଷଣା

କୃତି କରାଟେକା ମାନଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଅନୁଗୁଳ: ସ୍ଥାନୀୟ ପିଟିସି ହାଇସ୍କୁଲ ପରିସରରେ ଉତ୍କଳ କ୍ୟୁକସିନ କରାଟେ ସଂଘର କୃତି କରାଟେକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପଶ୍ଚିମବଙ୍ଗର ରାଣିଗଞ୍ଜ ଠାରେ ଆୟୋଜିତ ହୋଇଥିବା ଜାତୀୟ କରାଟେ ଚାମ୍ପିୟାନସିପରେ ଅନୁଗୁଳର ୨୨ ଜଣିଆ ଦଳ ଅଂଶ ଗ୍ରହଣ କରିଥିଲା। ଏହି…

Continue Readingକୃତି କରାଟେକା ମାନଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଭାରତ- ଶ୍ରୀଲଙ୍କା ତୃତୀୟ ଦିନିକିଆ: ଶ୍ରୀଲଙ୍କା ସମ୍ମୁଖରେ ୩୯୧ ରନର ଟାର୍ଗେଟ

ନୂଆଦିଲ୍ଲୀ : ଭାରତ- ଶ୍ରୀଲଙ୍କା ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଓ ଶୁଭମନ ଗିଲ(୧୧୬)ଙ୍କ ଆକର୍ଷଣୀୟ ଶତକ ବଳରେ ଭାରତ, ଶ୍ରୀଲଙ୍କା ସମ୍ମୁଖରେ ୩୯୧ ରନର ବିଜୟ ଲକ୍ଷ୍ୟ ରଖିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ…

Continue Readingଭାରତ- ଶ୍ରୀଲଙ୍କା ତୃତୀୟ ଦିନିକିଆ: ଶ୍ରୀଲଙ୍କା ସମ୍ମୁଖରେ ୩୯୧ ରନର ଟାର୍ଗେଟ