ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ: ଘଟଣାସ୍ଥଳକୁ ଯାଇ ସତ୍ୟାସତ୍ୟ ଅନୁସନ୍ଧାନ କଲେ ଜିଲ୍ଲା ପରିଷଦର ଲୋକପାଳ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତରେ ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ବୁଧବାର ଜିଲ୍ଲା ପରିଷଦରେ ଅବସ୍ଥାପିତ ଲୋକପାଳ (ଓମ୍ବୁଡ୍ସମ୍ୟାନ) ବିଭୂତି ଭୂଷଣ ପଟ୍ଟନାୟକ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ତଦନ୍ତ କରିଛନ୍ତି।…

Continue Readingମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ: ଘଟଣାସ୍ଥଳକୁ ଯାଇ ସତ୍ୟାସତ୍ୟ ଅନୁସନ୍ଧାନ କଲେ ଜିଲ୍ଲା ପରିଷଦର ଲୋକପାଳ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲାସ୍ତରୀୟ ୧୨୧ ତମ ଜୟନ୍ତୀ ପାଳିତ

ଅନୁଗୁଳ: ଆଜି ପୂର୍ବାହ୍ନରେ ମହାନ ବିପ୍ଳବୀ, ସର୍ବୋଦୟ ନେତା, ବିଶିଷ୍ଟ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ନବକୃଷ୍ଣ ଚୌଧୁରୀଙ୍କ ୧୨୧ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ଉତ୍ସବ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଉତ୍ସବରେ ଜିଲ୍ଲା…

Continue Readingଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲାସ୍ତରୀୟ ୧୨୧ ତମ ଜୟନ୍ତୀ ପାଳିତ

ଭୌଗଳିକ ସ୍ଥିତି ବଦଳିବାରୁ ହାତୀ ଗାଁ ମୁହାଁ ହେଉଛନ୍ତି

ଅନୁଗୁଳ: ହାତୀ ମଣିଷ ବିବାଦ ଗତ ତିନି ଦଶନ୍ଧି ଧରି ଅନୁଗୁଳ ଫରେଷ୍ଟ ସର୍କଲର ବିଭିନ୍ନ ଡିଭିଜନରେ ଉଗ୍ର ରୂପ ନେଇଚି। କେତେବେଳେ ହାତୀ ପୋଚିଂ ହେଉଛି ତ କେତେବେଳେ ହାତୀ ଆକ୍ରମଣରେ ଗ୍ରାମବାସୀ ମରୁଛନ୍ତି। ନିକଟରେ କିଛି ଜଙ୍ଗଲ ବିଭାଗର…

Continue Readingଭୌଗଳିକ ସ୍ଥିତି ବଦଳିବାରୁ ହାତୀ ଗାଁ ମୁହାଁ ହେଉଛନ୍ତି

ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀରେ ଫେସନ ସୋ

ଅନୁଗୁଳ: ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀ ପକ୍ଷରୁ ଏକ ଫେସନ ସୋ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏହି ଫେସନ ସୋ କୁ ସ୍କୁଲର ସମ୍ପାଦିକା ଜ୍ୟୋତି ଗୋହିଲ ଓ ପ୍ରିନ୍ସିପାଲ କଳିଙ୍ଗ ରୁଦ୍ର ପଣ୍ଡା ପ୍ରତିଷ୍ଠାତା ହେମନ୍ତ…

Continue Readingଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀରେ ଫେସନ ସୋ

ରାଜ୍ୟର ମୁଖିଆ ପଦ ଛାଡ଼ି ଦିନେ କ୍ଷୀର ବିକୁଥିଲେ ଓଡ଼ିଶାର ପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ଆଜି ସେହି ମହାନ ଆତ୍ମାଙ୍କ ଜୟନ୍ତୀ

ଅନୁଗୁଳ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କର ଆଜି ଜନ୍ମଦିନ। ସେ ୧୯୦୧ ନଭେମ୍ବର ୨୩ରେ ଜଗତସିଂହପୁର ଜିଲ୍ଲାର ଖେରସା ଗାଁରେ ଜନ୍ମ ନେଇଥିଲେ। ଏକଧାରାରେ ସେ ଥିଲେ ଜଣେ ରାଜନେତା, ସ୍ୱାଧୀନତା…

Continue Readingରାଜ୍ୟର ମୁଖିଆ ପଦ ଛାଡ଼ି ଦିନେ କ୍ଷୀର ବିକୁଥିଲେ ଓଡ଼ିଶାର ପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ଆଜି ସେହି ମହାନ ଆତ୍ମାଙ୍କ ଜୟନ୍ତୀ

ନାଲକୋ ଅଧ୍ୟକ୍ଷ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଭିତରେ ଫସିଛନ୍ତି କର୍ମଚାରୀ, ଆଜି ନାଲକୋ ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତକୁ କଲେ ତୀବ୍ର ବିରୋଧ

ନାଲକୋ: ଅନୁଗୁଳ ଜିଲ୍ଲା ନାଲକୋ ସ୍ପନସର୍ଡ ଲ୍ୟାପ ଆଇଟିଆଇ ସଂଘର ସଭ୍ୟଙ୍କ ପକ୍ଷରୁ ନାଲକୋ ଅଧ୍ୟକ୍ଷଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ କରାଯାଇଥିବା ଦାବି ପରିପ୍ରେକ୍ଷୀରେ ଗତ ୧୫ ତାରିଖ ଦିନ ଢେଙ୍କାନାଳ ସାଂସଦ ଓ ଅନୁଗୁଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇ…

Continue Readingନାଲକୋ ଅଧ୍ୟକ୍ଷ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଭିତରେ ଫସିଛନ୍ତି କର୍ମଚାରୀ, ଆଜି ନାଲକୋ ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତକୁ କଲେ ତୀବ୍ର ବିରୋଧ

ପଦ୍ମ ତୋଳିବାକୁ ଯାଇ ଗାଡ଼ିଆରେ ବୁଡ଼ି ଗଲା ଜଣଙ୍କ ଜୀବନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ନିକଟରେ ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ବାଗଡ଼ିଆ ଗାଁର ଜୟ ସେଠୀ (୫୬) ଅନ୍ୟ ଜଣଙ୍କ ସହ…

Continue Readingପଦ୍ମ ତୋଳିବାକୁ ଯାଇ ଗାଡ଼ିଆରେ ବୁଡ଼ି ଗଲା ଜଣଙ୍କ ଜୀବନ

ଆଇସିକ୍ୟୁସିସି-୨୨ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ୫ଟି ପ୍ରକଳ୍ପକୁ ଇଣ୍ଡୋନେସିଆରେ ସ୍ୱର୍ଣ୍ଣପଦକ

ଅନୁଗୁଳ: ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନ୍ୟାସନାଲ କନଭେନସନ ଅନ୍ କ୍ବାଲିଟି କଣ୍ଟ୍ରୋଲ ସର୍କଲସ-୨୨ (ଆଇସିକ୍ୟୁସିସି)ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଛି। ନଭେମ୍ବର ୧୫ରୁ ୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ଏହି ଅନ୍ତରାଷ୍ଟ୍ରୀୟ…

Continue Readingଆଇସିକ୍ୟୁସିସି-୨୨ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ୫ଟି ପ୍ରକଳ୍ପକୁ ଇଣ୍ଡୋନେସିଆରେ ସ୍ୱର୍ଣ୍ଣପଦକ

ବେଆଇନ ଫାଇବର କାରଖାନା ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ପଞ୍ଚାୟତର ଶତାଧିକ ମହିଳା

ଅନୁଗୁଳ: ବେଆଇନ ଫାଇବର କାରଖାନା ଉଚ୍ଛେଦ ପାଇଁ ସ୍ଥାନୀୟ ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତର ଶତାଧିକ ମହିଳା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ନୂଆହତା ପଞ୍ଚାୟତରେ ବେଆଇନଭାବେ ଏକ ଫାଇବର କାରଖାନା ଗଢିଉଠିଛି। ଏହାକୁ ପଞ୍ଚାୟତବାସୀ…

Continue Readingବେଆଇନ ଫାଇବର କାରଖାନା ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ପଞ୍ଚାୟତର ଶତାଧିକ ମହିଳା

ମାନବ ସେବାଶ୍ରମରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଅନୁଗୁଳ: ସହର ଉପକଣ୍ଠ ସୁସୁଡା ମାଳତିବିହାର ସ୍ଥିତ ମାନବ ସେବାଶ୍ରମ ଠାରେ ମାନବସେବା ଚାରିଟେବଲ ଟ୍ରଷ୍ଟ ଓ ଆର ଏଣ୍ଡ ଏସ କ୍ଲିନିକର ମିଳିତ ପ୍ରୟାସରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି । ସମାଜସେବୀ ଚିନ୍ମୟୀ ଦାସ ଓ ଅନୁପ…

Continue Readingମାନବ ସେବାଶ୍ରମରେ ମାଗଣା ସ୍ୱାସ୍ଥ୍ୟ ଶିବିର